• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

1221
ପାଇଲଟ୍‌ ଓ ତାଙ୍କ ସମର୍ଥକ ବିଧାୟକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କଲା କଂଗ୍ରେସ

ଜୟପୁରୱ : ରାଜସ୍ଥାନର ବିଧାୟକ ସଚିନ ପାଇଲଟ ଓ ତାଙ୍କର ୧୮ ସମର୍ଥକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କଂଗ୍ରେସ। ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସମସ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି ବାଚସ୍ପତି ସିପି ଯୋଶୀ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଡାକିଥିବା ବିଧାୟକ ଦଳ ବୈଠକରେ ଏମାନେ ଯୋଗ ଦେଇନଥିବାରୁ ଏହି ନୋଟିସ୍ ଜାରି […]

  • Tuesday, 13 July 2021
ssssssss
ସଚିନ ଦଳକୁ ଫେରିବା ନେଇ ଏମିତି ସର୍ତ୍ତ ରଖିଲା କଂଗ୍ରେସ

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସ ବିବାଦ ଘଟଣା ପୁଣି ଏବେ ରୋଚକ ମୋଡ ନେଇଛି। ଗତକାଲି ଦଳୀୟ ବୈଠକରେ ସଚିନ ପାଇଲଟ ଓ ଅନ୍ୟ କେତେକ ନେତାଙ୍କୁ ବିଦା କରିବା ପରେ କଡା ମନ୍ତବ୍ୟ ଦେଇଥିବା କଂଗ୍ରେସ ଆଜି ନରମ ଭାବ ପୋଷଣ କରିଛି। ସଚିନ୍‌ଙ୍କୁ ଦଳକୁ ଫେରାଇ ଆଣିବ ବୋଲି କହିଛି। କିନ୍ତୁ ରଖିଛି କିଛି ସର୍ତ୍ତ। କଂଗ୍ରେସ ମହାସଚିବ ତଥା ରାଜସ୍ଥାନ ପ୍ରଭାରୀ ଅବିନାଶ ପାଣ୍ଡେ ବୁଧବାର କହିଛନ୍ତି, ଯଦି ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ […]

  • Tuesday, 13 July 2021
454545
ଗଲୱାନ ଘଟଣାରେ ମୃତ ନିଜ ଯବାନଙ୍କୁ ସମ୍ମାନ ବଦଳରେ ଚୀନ ଦେଲା ଏମିତି ଧମକ

ୱାଶିଂଟନ/ବେଜିଂ:ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସେନା ହିଂସାତ୍ମକ ଘଟଣାରେ ଦୁଇ ଦେଶର ଅନେକ ସେନା ମୃତ୍ୟୁ ମୁଖରେ ପଡ଼ିଥିଲେ। ଭାରତରେ ସହିଦ ହୋଇଥିବା ଯବାନଙ୍କ ପରିଚୟ ପ୍ରକାଶ କରାଯିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେମାନଙ୍କର ଶେଷକୃତ୍ୟ କରାଯାଇଥିଲା। ହେଲେ ଚୀନ ତାଣ ମୃତ ସୈନିକଙ୍କ ପରିଚୟ ପ୍ରକାଶ କରିବାକୁ ବି ମନା କରି ଦେଇଥିଲା। ଆହୁରି ଗୁରୁତ୍ୱପୂର୍ଣ୍ଣ ଖବର ହେଲା ଚୀନ ସରକାର ମୃତ ସୈନିକଙ୍କ ପରିବାର ଲୋକଙ୍କ ଉପରେ ବି ଚାପ ପକାଉଛନ୍ତି। […]

  • Tuesday, 13 July 2021
representational image
ଆଶ୍ଚର୍ଯ୍ୟ ! ଗର୍ଭ ନିୟନ୍ତ୍ରଣ ଡିଭାଇସ୍‌ ଧରି ଜନ୍ମ ନେଲା ଶିଶୁ

ତାଇପେଇ(Taiwan): ବେଳେବେଳେ ଏମିତି କିଛି ଘଟଣା ଜୀବନରେ ଘଟେ ଯାହାର ଉତ୍ତର ମିଳେନି।  ଦେଖିଲେ ଏତିକି ଅନୁଭବ ହୁଏ-ପ୍ରକୃତରେ ଏ ଦୁନିଆ କେଡେ ବିଚିତ୍ର । ଏମିତି ଏକ ବିଚିତ୍ର ଘଟଣା ପ୍ରସଙ୍ଗରେ କହିବାକୁ ଯାଉଛୁ। ତାଇବାନରେ ଘଟିଛି ଏଇ ବିଚିତ୍ର ଘଟଣା। ଏକ ଶିଶୁ ସନ୍ତାନ ଏଠି ଜନ୍ମ ନେଇଛି ଯାହାର ହାତରେ ରହିଛି ଆଣ୍ଟି ପ୍ରେଗ୍ନେନ୍ସି କଣ୍ଟ୍ରାସେପ୍ଟିଭ (IUD)।  ଗର୍ଭ ନିୟନ୍ତ୍ରଣ ପାଇଁ ମା’ ଏହାକୁ ବ୍ୟବହାର କରିଥିଲେ। ଏହି ଶିଶୁର ଫଟୋ ଏବେ […]

  • Tuesday, 13 July 2021
01
ବିଜେପିରେ ମିଶିବେ କି ନାହିଁ ସ୍ପଷ୍ଟ କଲେ ସଚିନ ପାଇଲଟ

ଜୟପୁର: ରାଜସ୍ଥାନ କଂଗ୍ରେସ କ୍ରାଇସିଜ୍ ଉପରେ ଏବେ ସମସ୍ତଙ୍କର ନଜର।  ଗତକାଲି ଗେହଲଟ ସରକାର ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିଛନ୍ତି। ଦଳରୁ ବାହାରିବା ପରେ ସଚିନ୍‌ଙ୍କ ପରବର୍ତ୍ତୀ ପଦକ୍ଷେପ  କ’ଣ ହେବ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେ ବିଜେପିରେ ମିଶିବେ ନାହିଁ ବୋଲି ବାରମ୍ବାର କହି ଆସୁଛନ୍ତି। ଅନ୍ୟପକ୍ଷେ ରାଜସ୍ଥାନରେ କଂଗ୍ରେସର ସ୍ଥିତି ଦେଖିବା ପରେ ବସୁନ୍ଧରା ରାଜେ ଆଜି ଜୟପୁର ଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଆଜି ସଚିନ୍‌ ପାଇଲଟ୍‌  ବିଜେପିରେ […]

  • Tuesday, 13 July 2021
rajasthan political crisis
ଦଳରୁ ବିଦା ହେବା ପରେ କ’ଣ କରିବେ ସଚିନ ? ଦଳରେ ରହିବେ ନା....

ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ରୋଚନ ମୋଡ ନେଉଛି। ଗତକାଲି ଗେହଲଟ ସରକାର ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପରେ ଏବେ ସମସ୍ତଙ୍କ ନଜର ରହିଛି ସଚିନଙ୍କ ଉପରେ।  କ’ଣ ହେବ ସଚିନ୍ ପାଇଲଟଙ୍କ ପରବର୍ତ୍ତୀ ପଦକ୍ଷେପ ?  ଦଳରେ ରହିବେ ନା ଆଉ କିଛି ପନ୍ଥା ଗ୍ରହଣ କରିବେ ? ସେ ନେଇ ଏବେ ଜୋର ଧରିଛି କଳ୍ପନାଜଳ୍ପନା। ସଚିନ୍‌ ପାଇଲଟଙ୍କୁ  ଦଳର ସମସ୍ତ ପଦ ପଦବୀରୁ  ବରଖାସ୍ତ କରାଯାଇଛି। ଏପରିକି ପାର୍ଟି […]

space
ଆଜି ଭାରତର ଏଇ ତିନି ସହରରେ ଦୃଶ୍ୟମାନ ହେବ ସ୍ପେଶ ଷ୍ଟେଶନ

ନୂଆଦିଲ୍ଲୀ: ଅନ୍ତରୀକ୍ଷ ରହସ୍ୟମୟ । ହେଲେ ଏଇ ରହସ୍ୟର ଆକର୍ଷଣକୁ କିଏ ବା ଏଡାଇପାରେ ? ଘନ ଅନ୍ଧାର ଆକାଶରେ ଚିକ୍‌ମିକ୍‌ କରୁଥିବା ତାରା, ଗ୍ରହ, ଚନ୍ଦ୍ରଙ୍କ ସହ ରହିଛି ଆଉ ଏକ ଅକର୍ଷଣୀୟ ଜିନିଷ । ଜାଣନ୍ତି ତାହା କ’ଣ ?  ତାହା ହେଉଛି ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେଶନ।   ଭାରତର ୩ ଭିନ୍ନ ଭିନ୍ନ ସହରରେ ଆଜି ରାତିରେ ଏଇ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେଶନ ଦେଖାଯିବ। ଅବଶ୍ୟ ଖୁବ୍‌ କମ୍‌ ସମୟ ପାଇଁ ଏହା ଦୃଶ୍ୟ ହେବ। […]

  • Tuesday, 13 July 2021
debdutta
କରୋନା ଯୁଦ୍ଧରେ ଆଗରେ ଥିଲେ, ହେଲେ ହାରିଗଲେ ଏଇ ଯୁବା ଅଫିସର

କୋଲକାତା:କରୋନା ଭାଇରସ୍‌ ବିରୋଧରେ ଲଢୁଥିଲେ ସରକାରୀ ଅଫିସର ଦେବଦତ୍ତା ରାୟ। ଲକ୍‌ ଡାଉନ୍‌ବେଳେ ପ୍ରବାସୀ ଶ୍ରମିକ କିପରି ଆସିବେ, କେଉଁଠି ରହିବେ ଓ କିପରି ତାଙ୍କର ଥଇଥାନ କରାଯିବ ତାହା ସୁଚାରୂ ଭାବେ ତୁଲାଉଥିଲେ ଦେବଦତ୍ତା। ହେଲେ ନିଜେ ହାରିଗଲେ କରୋନା ପାଖରେ। ସୋମବାର ସକାଳେ ଆଖି ବୁଜି ଦେଇଛନ୍ତି ଏଇ ଆଗ ଧାଡ଼ିର କରୋନା ଯୋଦ୍ଧା । ଏହି ନିଷ୍ପାପର ଯୁବ ସରକାରୀ ଅଧିକାରୀ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର। ୩୮ ବର୍ଷ ବୟସ୍କ ଦେବଦତ୍ତା ହୁଗ୍‌ଲି […]

  • Tuesday, 13 July 2021
sachin pilot
ଉପମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ ପାଇଲଟ

ଜୟପୁର: ରାଜସ୍ଥାନ ରାଜନୀତି ପୁଣି ଆଜି ରୋଚକ ମୋଡ ନେଇଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ପଦରୁ ହଟାଇ ଦେଇଛି। ଗେହଟଲ ସରକାର। ପାଇଲଟଙ୍କ ସହିତ ମନ୍ତ୍ରିମଣ୍ଡଳରେ ଥିବା ତାଙ୍କର ଦୁଇ ଅନୁଗତଙ୍କୁ ମଧ୍ୟ ଦଳ ବିଦା କରିଛି।  ଆଜି ସକାଳ ୧୧ଟାରେ ବିଧାୟକ ଦଳର ଏକ ବୈଠକର ଆୟୋଜନ କରାଯାଇଥିଲା। ବୈଠକରେ ଉପସ୍ଥିତ ନ ଥିବା ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ସଚିନ ପାଇଲଟ ଏବଂ ତାଙ୍କ ଅନୁଗତ ବିଧାୟକମାନେ ଯୋଗ […]

  • Tuesday, 13 July 2021