• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

umar
କମ୍ୱଳ ଧରି ଧାଇଁ ପଳାଇଲେ ଉମର ଅବଦୁଲ୍ଲା, ଫୋନ ଆଣିବାକୁ ବି ଭୁଲିଗଲେ

ଶ୍ରୀନଗର: ଉତ୍ତର ଭାରତରେ ଗତକାଲି ରାତି ୧୦ଟା ୩୧ ସମୟରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ବିଶେଷକରି ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର ଶ୍ରୀନଗର, ପଞ୍ଜାବର ଲୁଧିଆନା, ଉତ୍ତରପ୍ରଦେଶର ନୋଏଡ଼ା ଓ ହରିଆଣା ଆଦି ଅଞ୍ଚଳରେ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୬.୩ ଥିଲା। ଭୂମିକମ୍ପ ହେବା ଜାଣି ଶ୍ରୀନଗରରେ ରହୁଥିବା ଜମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା କମ୍ୱଳ ଧରି ବାହାରକୁ ଦୌଡି ପଳାଇ ଆସିଥିଲେ […]

  • Tuesday, 13 July 2021
nirmala
ରାହୁଲ୍‌ଙ୍କୁ ଟାର୍ଗେଟ କଲେ ନିର୍ମଳା: କହିଲେ, ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିବା ତାଙ୍କର ଅଭ୍ୟାସ

ନୂଆଦିଲ୍ଲୀ:ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ଆଜି ବର୍ଷିଛନ୍ତି। ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କଂଗ୍ରେସ ନେତା ନକଲିକୁ ନେଇ ଆଲୋଚନା କରନ୍ତି। ଦେଶକୁ ବିଭାଜନ କରୁଥିବା ଶକ୍ତି ପାଇଁ ଛିଡା ହୁଅନ୍ତି ଏବଂ ସାମ୍ବିଧାନିକ ସଂସ୍ଥାକୁ ଅପମାନ କରନ୍ତି। ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ, ସେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରୁଥିଲେ, ଏବେକାର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ […]

  • Tuesday, 13 July 2021
bill gates
ଆଗାମୀ ଯୁଦ୍ଧ ମିସାଇଲ ନୁହେଁ, ଭାଇରସ ସହ ହେବ- ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ: ଗତବର୍ଷରୁ ଆରମ୍ଭ ହୋଇଛି କରୋନା ଭାଇରସ୍‌ ବିରୋଧରେ ଯୁଦ୍ଧ। ଏହି ଜୈବିକ ଯୁଦ୍ଧରେ ଅନେକ ଜୀବନ ଗଲାଣି। କରୋନା ଲୋକଙ୍କ ଆଖିରୁ ନିଦ ହଜାଇ ଦେଲାଣି। ତେବେ ଏପରି ହେବ ବୋଲି ବହୁ ଆଗରୁ ଅନୁମାନ କରାଯାଇଥିଲା । ମାଇକ୍ରୋସପ୍ଟର ସହ ସଂସ୍ଥାପକ ତଥା ସମାଜସେବୀ ବିଲ୍‌ ଗେଟ୍‌ସ ୨୦୧୫ରେ ବିଶ୍ୱକୁ ମହାମାରୀ ସମ୍ପର୍କରେ ସଚେତନ କରାଇଥିଲେ। ଏବେ ବିଲ୍‌ ଗେଟ୍‌ସଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ କହିଛନ୍ତି, ଆଗାମୀ ଯୁଦ୍ଧରେ […]

  • Tuesday, 13 July 2021
tamilnadu fire incident
ତାମିଲନାଡ଼ୁ ବାଣ କାରଖାନାରେ ଅଗ୍ନିକାଣ୍ଡ: ଜଣେ ଓଡ଼ିଆ ଶ୍ରମିକଙ୍କ ସହ ୧୧ ମୃତ

ଚେନ୍ନାଇ: ତାମିଲନାଡ଼ୁର ଏକ ବାଣ କାରଖାନାରେ ନିଆଁ ଲାଗି ଯାଇଛି। ଏହି ଅଗ୍ନିକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୬ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଶ୍ରମିକ ଅଛନ୍ତି। ଏଥିସହିତ ୩ ଜଣ ଓଡ଼ିଆ ଶ୍ରମିକ ଗୁରୁତର ହୋଇଛନ୍ତି। ପ୍ରଥମେ ୪ ଶ୍ରମିକଙ୍କୁ ସ୍ଥାନୀୟ ମେଡ଼ିକାଲ ନିଆଯାଇଥିଲା। ସେଠାରେ  ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲାବେଳେ  ୩ ଶ୍ରମିକ ଚିକିତ୍ସାଧୀନ ଅଛନ୍ତି। ୪ ଜଣ ଶ୍ରମିକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନୟାପାଲି ଗାଁର ବୋଲି […]

  • Tuesday, 13 July 2021
everest
ଏଭରେଷ୍ଟ ଚଢି ନାହାନ୍ତି, ମିଛ ପ୍ରମାଣ ଦେଖାଇ ହାସଲ କଲେ ସାର୍ଟିଫିକେଟ

ନୂଆଦିଲ୍ଲୀ: ଏଭରେଷ୍ଟ ଆରୋହଣ କରି ନାହାନ୍ତି। ହେଲେ ସାର୍ଟିଫିକେଟ  ହାସଲ କରି ନେଇଛନ୍ତି। ମିଛ ପ୍ରମାଣ ଦେଖାଇ ନେଇଛନ୍ତି ସାର୍ଟିଫିକେଟ। ଏପରି ଅଭିଯୋଗ ପାଇବା ପରେ ନେପାଳ ସରକାର ୩ ପର୍ବତାରୋହୀଙ୍କୁ ୬ ବର୍ଷ ପାଇଁ ବ୍ୟାନ କରିଛନ୍ତି। ୩ ଜଣ ପର୍ବତାରୋହୀ ଭାରତୀୟ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ୨୦୧୬ରେ ମାଉଣ୍ଟ ଏଭରେଷ୍ଟ ଆରୋହଣ ଅଭିଯାନରେ ହରିୟାଣାର ନରେନ୍ଦ୍ର ସିଂ ଯାଦବ ଓ ସୀମାରାଣୀ ଗୋସ୍ୱାମୀ ନେପାଳ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଭରେଷ୍ଟ ଶିଖର […]

  • Tuesday, 13 July 2021
father-son died
ଲକ୍‌ଡାଉନ୍‌ କଟକଣା ମାନିଲେନି ବୋଲି ବାପ-ପୁଅଙ୍କୁ ପିଟି ପିଟି ମାରିଦେଲା ପୁଲିସ୍‌ ! ତେଜିଲା ରାଜନୀତି

ଚେନ୍ନାଇ: ତାମିଲନାଡୁର ଟୁଟିକୋରିନ୍‌ରେ ପୁଲିସ୍‌ ହେପାଜତରେ ବାପା-ପୁଅଙ୍କ ମୃତ୍ୟୁକୁ ନେଇ ସାଧାରଣ ଜନତାଙ୍କଠୁ ଆରମ୍ଭ କରି ପ୍ରମୁଖ, ରାଜନେତା, ଅଭିନେତା, ଅଭିନେତ୍ରୀଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ପୁଲିସ୍‌ ଉପରେ ନିର୍ଯାତନାର ଅଭିଯୋଗ ଲାଗିଛି। ଏପରିକି ଏହି ଘଟଣାକୁ ନେଇ ରାଜନୀତି ତେଜିବା ସହ ଆଇନ୍ ଶୃଙ୍ଖଳାରେ ସଂସ୍କାର ଆଣିବାକୁ ମଧ୍ୟ ଦାବି ହୋଇଛି। ମୃତକ ହେଲେ ପି ଜୟରାଜ୍‌ ଓ ତାଙ୍କ ପୁଅ ବେନିକ୍ସ।  ଗତ ଶୁକ୍ରବାର ଦିନ ଜୟରାଜ୍‌ ଓ […]

  • Tuesday, 13 July 2021
rescue opperation
ଉତ୍ତରାଖଣ୍ଡ ହିମ ପ୍ରଳୟ: ୭୦ ଘଣ୍ଟା ପରେ ବି ଟନେଲ ଭିତରେ ଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରୁନି

ଡେରାଡୁନ:  ଉତ୍ତରାଖଣ୍ଡ ଚମୋଲି ହୀମସ୍ଖଳନ ଘଟଣାକୁ ୭୦ ଘଣ୍ଟାରୁ ଅଧିକ ବିତିଲା । ହେଲେ ତପୋବନ ପାୱାର ପ୍ରୋଜେକ୍ଟର ଟନେଲରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇପାରିନି। ତେଣୁ ଧୀରେ ଧୀରେ ଆଶଙ୍କା ବଢୁଛି । ଏପଟେ ସେନା ସହାୟତାରେ ଜୋରସୋରରେ ଚାଲିଛି ଉଦ୍ଧାର କାମ । ହୀମସ୍ଖଳନ ସ୍ଥାନରେ ଫସି ରହିଥିବା ୧୮୦ରୁ ଅଧିକ ଶ୍ରମିକଙ୍କୁ ଠାବ ଲାଗି ଜୋରସୋରରେ ଚାଲିଛି ଉଦ୍ଧାର କାମ । ଯେତେ ଯେତେ ସମୟ ଗଡ଼ୁଛି, ସେହି ଅନୁଯାୟୀ ଉଦ୍ଧାରକାରୀ […]

new-work
ନ୍ୟୁୟର୍କ ଆସେମ୍ଲିରେ କାଶ୍ମୀରକୁ ନେଇ ପ୍ରସ୍ତାବ ପାରିତ୍, ବିରୋଧ କଲା ଭାରତ

ନ୍ୟୁୟର୍କ: ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌। କମ୍‌ଲା ହାରିସ୍‌ ଉପରାଷ୍ଟ୍ରପତି ହେବା ପରେ ଭାରତରେ ମଧ୍ୟ ଖୁସିର ମାହୋଲ ଖେଳି ଯାଇଥିଲା। ଖାଲି କମ୍‌ଳା ନୁହେଁ, ବାଇଡେନଙ୍କ ଟିମ୍‌ରେ ୨୦ ଜଣ ଭାରତୀୟଙ୍କୁ ସ୍ଥାନ ପାଇଥିବାରୁ ପରବର୍ତ୍ତୀ ସମୟରେ ଭାରତ-ଆମେରିକା ସମ୍ପର୍କରେ ଉନ୍ନତି ଆସିବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଆଶା କେତେଦୂର ସତ ହେବ ସେ ନେଇ ଏବେଠାରୁ ଆଶଙ୍କା […]

  • Tuesday, 13 July 2021