ଯୁବକ, ଯୁବତୀଙ୍କ ବିବାହର ସର୍ବନିମ୍ନ ବୟସ ୨୧ ବର୍ଷ ହେଉ ସୁପ୍ରିମ୍କୋର୍ଟରେ ହେବ ଆବେଦନର ଶୁଣାଣି ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟ ଶୁଣାଣି କରିବେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଜାରି କଲେ ନୋଟିସ ନୂଆଦିଲ୍ଲୀ: ସବୁ ଧର୍ମର ଯୁବକ ଏବଂ ଯୁବତୀଙ୍କ ବିବାହ ବୟସ ୨୧ ବର୍ଷ କରାଯାଉ। ଏ ନେଇ ପୂର୍ବରୁ ଦାବି କରାଯାଇଥିଲା। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ଆବେଦନକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ସବୁ […]
ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପିଜି ପ୍ରଥମ ବର୍ଷ କ୍ଲାସ୍ ୮ ତାରିଖରୁ ଖୋଲିବ ହଷ୍ଟେଲ୍ ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପ୍ରି-ଫାଇନାଲ ଇୟର କ୍ଲାସ ଏପ୍ରିଲ ୧୯ରୁ ଆରମ୍ଭ ହେବ ଯୁକ୍ତ +୩ର ୩ୟ ଓ ୫ମ ସେମିଷ୍ଟର ପରୀକ୍ଷା ଜୁଲାଇ ୨୦ ସୁଦ୍ଧା ପ୍ରକାଶ ପାଇବ ପିଜି ପ୍ରଥମ ସେମିଷ୍ଟର ରେଜଲ୍ଟ ଜୁନ୍ ୭ରୁ ଆରମ୍ଭ ହେବ ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ଭୁବନେଶ୍ୱର: ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପିଜି ପ୍ରଥମ ବର୍ଷର […]
ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର ମହାରାଷ୍ଟ୍ରର ୟବତମାଲ୍ ଜିଲ୍ଲାରେ ଅଭାବନୀୟ ଘଟଣା ପୋଲିଓ ଡ୍ରପ୍ ବଦଳରେ ୧୨ଜଣ ଶିଶୁଙ୍କୁ ସାନିଟାଇଜର ଦିଆଗଲା ଶିଶୁମାନେ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରିଥିଲେ ୟବତମାଲ ସରକାରୀ ମେଡିକାଲକୁ ଶିଶୁମାନଙ୍କୁ ସ୍ଥାନାନ୍ତର ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମୁମ୍ବାଇ: ମହାରାଷ୍ଟ୍ରରେ ପୋଲିଓ ଟିକାକୁ ନେଇ ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ମହରାଷ୍ଟ୍ରର ୟବତମାଲରେ ପୋଲିଓ ଡ୍ରପ୍ ଭାକ୍ସିନେସନ ସମୟରେ ବଡ଼ ଧରଣର ଅନିୟମିତତା ସାମ୍ନାକୁ ଆସିଛି। ୫ ବର୍ଷର […]
ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ରୀୟ ଟିକସ ଅଂଶ ହ୍ରାସ ପାଇବ । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ ଅଂଶଧନ ୪.୬୨୯ ପ୍ରତିଶତରୁ ୪.୫୨୮ ପ୍ରତିଶତକୁ କମିବ । ଯଦ୍ୱାରା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୪.୫୨୮ହାରରେ ରାଜ୍ୟକୁ କେନ୍ଦ୍ରୀୟ ଟିକସର ଭାଗ ମିଳିବ। ରାଜ୍ୟର ଆକାର, ଲୋକସଂଖ୍ୟା, ଜଙ୍ଗଲ ଓ ପରିବେଶ ଓ ଟିକସ କ୍ଷେତ୍ର ଆଦି ବଚାର କରି ଏହା ନିର୍ଦ୍ଧାରଣ କରିଛନ୍ତି। ଚତୁର୍ଦ୍ଦଶ ଅର୍ଥ କମିସନ ଟିକସ ଅର୍ଥରୁ ୪୨ ପ୍ରତିଶତ ରାଜ୍ୟମାନଙ୍କୁ ଦେବାପାଇଁ […]
ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହୋଇଛି ସାଧାରଣ ବଜେଟ ୨୦୨୧। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେପରଲେସ ବଜେଟ ଉପସ୍ଥାପନ କରିଛନ୍ତି। ଆଜି ବଜେଟ୍ରେ ଆୟକର ସ୍ଲାବ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଅନ୍ୟପକ୍ଷେ ପବ୍ଲିକ ସେକ୍ଟର ଅଣ୍ଡରଟେକିଂରେ ନିବେଶ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥସହିତ ପେଟ୍ରୋଲ, ଡିଜେଲ ଉପରେ କୃଷି ସେସ୍ ଲାଗୁ କରାଯାଇଛି। ତେବେ ଏହାର ସିଧାସଳଖ ପ୍ରଭାବ ଉପଭୋକ୍ତାଙ୍କ ଉପରେ ପଡ଼ିବ ନାହିଁ। ସ୍ୱାସ୍ଥ୍ୟ ବଜେଟ ୧୩୭ ପ୍ରତିଶତ ବୃଦ୍ଧି ଘଟିଛି। ଏହା […]
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଜୀବର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ହଠାତ୍ ଦେଖିଲା ପରେ ଲୋକଙ୍କ ଅକଲ୍ ଗୁଡୁମ୍ ହୋଇଯାଇଛି। ଦୂରରୁ ଏହି ଜୀବଟି ସାପ ଭଳି ଦେଖାଯାଉଥିଲେ ହେଁ ପରେ ଜଣାପଡ଼ିଥିଲା ଯେ ଏହା ସାପ ନୁହେଁ। ପ୍ରଥମେ ଏହି ଜୀବକୁ ଦେଖିଲା ପରେ ଅଧିକାଂଶ ଲୋକ ଏହାକୁ ସାପ ବୋଲି ଭାବି ନେଇଥିଲେ, ହେଲେ ପୂରା ଭିଡିଓ ଦେଖିଲା ପରେ ଜଣାପଡ଼ିଥିଲା ଯେ, ଏହା ସାପ ନୁହେଁ। ଏହା […]
ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ଼ ସ୍ଥିତ ମହାଡରେ ୫ ମହଲା ବିଶିଷ୍ଟ ଏକ କୋଠା ଘର ଭୁଶୁଡିବାର ଦୁଃଖ ମନରୁ ଯାଇନି, ପୁଣି ଭିୱଣ୍ଡିରେ ଏକ କୋଠା ଭୁଶୁଡି ଯାଇଛି। ଭଗ୍ନସ୍ତୁପ ତଳେ ୧୦ ଜଣ ଶ୍ରମିକ ରହି ଯାଇଥିବା କୁହାଯାଉଛି। ଶ୍ରମିକଙ୍କୁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି। ଅଗ୍ନିଶମ ବିଭାଗର ୩ଟି ଗାଡ଼ି ଉଦ୍ଧାର କାମରେ ଲାଗିଛନ୍ତି। ଏହା ବ୍ୟତୀତ NDRF ଟିମ୍ ଏବଂ TDRF ଟିମ୍ ଏବଂ ଠାଣେ ପ୍ରାକୃତିକ ବିପର୍ଯ୍ୟୟ ରିଲିଫ ଫୋର୍ସ […]
ଭୁବନେଶ୍ୱର: କୋଭିଡ୍ ଗାଇଡ୍ଲାଇନ୍ସ ଉଲ୍ଲଘଂନ ଅଭିଯୋଗରେ ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହ୍ୱିଲ୍ ହସ୍ପିଟାଲ୍କୁ ସିଲ୍ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ହସ୍ପିଟାଲ୍କୁ ସିଲ୍ କରାଯାଇଛି। ଏହାସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି ହୋଇଛି। ଗତକାଲି ଏହି ହସ୍ପିଟାଲ୍ରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଘଟଣା ପରେ ବିଏମ୍ସି ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି।
ନୂଆଦିଲ୍ଲୀ: ସମାନ ସମୟରେ ଆକାଶରେ ଦୃଶ୍ୟମାନ ହେଲା ୨ଟି ସୂର୍ଯ୍ୟ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, ଏବେ ସୋସିଆଲ୍ ମିଡିଆରେ ଏମିତି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଆମେରିକା-କାନାଡା ସୀମାରେ ଏହି ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଛି। ଜୁନ୍ ୨୧ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦିନ ଏହି ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଗୁଡ଼ିକ ସୋସିଆଲ୍ ମିଡିଆରେ ଭାଇରାଲ ହେବାସହ ଦାବି କରାଯାଇଛି ଯେ, ସମାନ […]
ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ସାଧାରଣ ବଜେଟ ୨୦୨୧-୨୨ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଟ୍ୟାବ ଖୋଲିଛି ୨୦୨୧-୨୨ର ବଜେଟ ଅଟକଳ। ଏହି ବଜେଟରେ ସୀତାରମଣ ରେଳବାଇ ସମ୍ପର୍କିତ ବଡ ଘୋଷଣା କରିଛନ୍ତି। ରେଳବାଇଁ ଅର୍ଥମନ୍ତ୍ରୀ ୧, ୧୦,୦୫୫ କୋଟି ଟଙ୍କାର ରାଶି ଆବଣ୍ଟନ କରିଛନ୍ତି। ଏଥିରେ ୧, ୦୭, ୧୦୦ କୋଟି ଟଙ୍କା କେବଳ ପୁଞ୍ଜିଗତ ବ୍ୟୟ ପାଇଁ ରହିଛି। ସୂଚନଥାଉ କି, କରୋନା ମହାମାରୀ ପରେ ପ୍ରଥମ ଥର ପାଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ […]