ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ଘଟାଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍ ୧୫ଟି ମାମଲା ରୁଜୁ କରିଛି। ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଥିବାବେଳେ ଏଥିରେ ଏକାଧିକ ଚାଷୀନେତାଙ୍କ ନାଁ ରହିଛି। ଏଥିରେ ସ୍ୱରାଜ ଅଭିଯାନର ଯୋଗେନ୍ଦ୍ର ଯାଦବ ଓ କେନ୍ଦ୍ର ସହ ଆଲୋଚନା କରିଥିବା ୪୦ ଚାଷୀ ନେତାଙ୍କ ନାଁ ରହିଛି। ଗଣତନ୍ତ୍ର ଦିବସର ଦିଲ୍ଲୀ ହିଂସାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ଗୁରୁତ୍ୱର […]
ଯାଜପୁର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଉଦ୍ଧାର ଘଟଣାର ନୂଆ ତଥ୍ୟ ସାମ୍ନାକୁ ଆସିଛି। ନିଖୋଜ ଛାତ୍ରୀଙ୍କ ମୃତ ଦେହ ରହସ୍ୟଜନକ ଭାବେ ରାସ୍ତାକଡ଼ରୁ ମୃତଦେହ ମିଳିବା ପରେ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାର ସିସିଟିଭି ଫୁଟେଜରୁ ୨ ଜଣ ସ୍କୁଟିରେ ମୃତଦେହକୁ ନେଉଥିବାର ଦୃଶ୍ୟ ରହିଛି। ତେବେ କିଏ ଏହି ଦୁଇ ସନ୍ଦିଗ୍ଧ ଯୁବକ ସେ ନେଇ ପୋଲିସ ତନାଘନା ଚଳାଇଥିଲା। ଶେଷରେ ଆଜି ଦୁଇ ଯୁବକଙ୍କୁ ଚିହ୍ନଟ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍ ୧୫ଟି ମାମଲା ରୁଜୁ କରିଛି। ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି। ଏଥିରେ ଏକାଧିକ ଚାଷୀନେତାଙ୍କ ନାଁ ରହିଛି। ଗୋଟିଏ ଏଫଆଇଆରରେ ଲୁଟପାଟର ଅଭିଯୋଗ ହୋଇଛି। ଏଥିରେ ସ୍ୱରାଜ ଅଭିଯାନର ଯୋଗେନ୍ଦ୍ର ଯାଦବ ଓ କେନ୍ଦ୍ର ସହ ଆଲୋଚନା କରିଥିବା ୪୦ ଚାଷୀ ନେତାଙ୍କ ନାଁ ରହିଛି। ହିଂସାକାଣ୍ଡରେ ୮ଟି ବସ୍ […]
-ଆମେରିକା ନିଜ ନାଗରିକଙ୍କୁ ପାକିସ୍ତାନ ଯାତ୍ରା ନ କରିବାକୁ ଗାଇଡଲାଇନ ଜାରି କରିଛି -ଜୋ ବାଇଡେନ ଏହି ଆଡଭାଇଜରୀ ଜାରି କରିଛନ୍ତି -ଆତଙ୍କବାଦ ଏବଂ ଜାତୀୟ ହିଂସାକୁ ଦୃଷ୍ଟିରେ ରଖି ପାକିସ୍ତାନ ଯାତ୍ରା ନ କରିବା ପାଇଁ କୁହାଯାଇଛି ୱାଶିଂଟନ:ଆମେରିକାରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଦେଶବାସୀଙ୍କ ପାଇଁ ନୂଆ ଟ୍ରାଭେଲ ଗାଇଡ଼ଲାଇନ ଜାରି କରିଛନ୍ତି। କୋଭିଡ ମହାମାରୀ ଏବଂ ଆତଙ୍କବାଦକୁ ଦୃଷ୍ଟିରେ ରଖି ପାକିସ୍ତାନ ଏବଂ ବାଂଲାଦେଶ ଯାତ୍ରା ଯୋଜନା ଉପରେ ପୁଣି ଥରେ […]
ବେଙ୍ଗାଲୁରୁ: ୪ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି ଶଶିକଳା। ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ବେଙ୍ଗଲୁରୁର ଏକ ଜେଲରେ ସଜା କାଟୁଥିବା ଏଆଇଏଡିଏମକେର ପୂର୍ବତନ ନେତ୍ରୀ ଭିକେ ଶଶୀକଳାଙ୍କୁ ଆଜି ମୁକ୍ତ କରାଯାଇଛି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ଅତି ବିଶ୍ୱସ୍ତ ତଥା ତାମିଲବାସୀଙ୍କ ପାଖରେ ଚିନ୍ନାମ୍ମା ଭାବେ ପରିଚିତ ଭି.କେ ଶଶୀକଳା ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କିଛି ଦିନ ତଳେ ଶଶିକଳା ହଠାତ୍ ଥଣ୍ଡା ଓ ଜ୍ୱରରେ ଅସୁସ୍ଥ ହୋଇପଡିବା ପରେ […]
ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖରେ ଦିଲ୍ଲୀର ଦିନ ଦୟାଲ ଉପାଧ୍ୟାୟ ମାର୍ଗରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି। ଆଜି କୃଷକମାନେ ନିୟମ ଭାଙ୍ଗି ପ୍ରଦର୍ଶନ କରିବା ବେଳେ ଟ୍ରାକ୍ଟରଟି ଜଣଙ୍କର ଉପରେ ଓଲଟି ପଡ଼ିଥିଲା। ବିକ୍ଷୋଭ ବେଳେ କୃଷକମାନେ ଆଜି ନିୟମ ଭାଙ୍ଗି ଦିଲ୍ଲୀରେ ଅନେକ ସ୍ଥାନରେ ପୋଲିସ ବ୍ୟାରିକେଡ୍ ଭାଙ୍ଗିଥିଲେ। ଏହାପରେ ମୃତୟନ ଥିବା ପୋଲିସକର୍ମୀଙ୍କ ସହିତ ଧସ୍ତାଧସ୍ତି ଓ ପରେ ହିଂସାରେ ପରିଣତ ହୋଇଥିଲା। ଏହା ଛଡ଼ା ଅନେକ କୃଷକ ଲାଲ୍ କିଲା […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ଆତ୍ମହତ୍ୟା ଘଟଣାର ସପ୍ତାହକ ପରେ ନୀରବତା ଭାଙ୍ଗିଛନ୍ତି ଅଭିନେତା ସଲମାନ୍ ଖାନ୍। ସୁଶାନ୍ତ ଆତ୍ମହତ୍ୟା କରିବା ପରେ ତାଙ୍କର ଫ୍ୟାନ୍ସମାନେ ସୋସିଆଲ୍ ମିଡିଆରେ ଲଗାତାର ଭାବେ ବଲିଉଡ୍ରେ ପରିବାରବାଦ ବିରୋଧରେ ସ୍ୱର ଉଠାଇବାରେ ଲାଗିଛନ୍ତି। ଏପରିକି ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ବଲିଉଡ୍ ସେଲେବ୍ରିଟିଙ୍କ ବିରୋଧରେ ଅଭିଯୋଗ ଆସିବାରେ ଲାଗିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ […]
ମୁମ୍ବାଇ: ଭେଣ୍ଟିଲେଟରରେ ୫ ମାସର ଶିଶୁ ଜୀବନ ଓ ମୃତ୍ୟୁର ଦୋଛକିରେ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ହାତରେ ଅଛି ଆଉ ମାତ୍ର ୨ ମାସର ସମୟ । ଏହା ଭିତରେ ଆବଶ୍ୟକ୧୬ କୋଟି ଟଙ୍କା। କାରଣ ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ଆବଶ୍ୟକ ଏକ ଇଞ୍ଜେକସନ ଯାହାର ଦାମ୍ ୧୬ କୋଟି। ଏମିତି ଏକ ଦୋଛକିରେ ଛିଡ଼ା ହୋଇଛି ତୀରା କାମାତ୍। ତୀରାର ଚିକିତ୍ସା ଚାଲିଛି ମୁମ୍ବାଇର ଏସଆରସିସି ହସ୍ପିଟାଲରେ। ଡାକ୍ତରଙ୍କ କହିବା ଅନୁଯାୟୀ ତୀରା […]
ନୂଆଦିଲ୍ଲୀ: ଦେଶ ଆଜି ସାଧାରଣତନ୍ତ୍ର ଦିବସ ପାଳନରେ ମୁଖର ହୋଇଥିବାବେଳେ ଦାବି ପୂରଣ ପାଇଁ ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀ ପୁଣି ତାତିଛନ୍ତି। ଆଜି କୃଷକମାନେ ଟ୍ୟାକ୍ଟର ରାଲି ବାହାର କରିଛନ୍ତି। ଆଜି ସକାଳୁ କିଛି ଚାଷୀ ପୋଲିସ ବାରିକେଡ୍ ଭାଙ୍ଗି ଦେଇଛନ୍ତି। ପ୍ରାୟ ୫୦୦୦ ଚାଷୀ ରିଂ ରୋଡ଼ରେ ଟ଼୍ରାକ୍ଟର ରାଲିରେ ଯିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ସୂଚନାଥାଉ କି, ଗଣତନ୍ତ୍ର ଦିବସ ପରେଡ ପରେ କୃଷି ଆନ୍ଦୋଳନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ […]
ନୂଆଦିଲ୍ଲୀ: ଆଜି ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ। ଏହି ଦିବସକୁ ଆଜି ସାରା ଦେଶ ପରାକ୍ରମ ଦିବସ ଭାବେ ପାଳନ କରୁଛି। ହେଲେ ଏହି ପରାକ୍ରମ ଦିବସକୁ ନେଇ ମୁହାଁମୁହିଁ ହୋଇଛନ୍ତି ମମତା ବାନାର୍ଜୀ ସରକାର ଏବଂ କେନ୍ଦ୍ର। କେଉଁଠି ପରାକ୍ରମ ଦିବସ ତ କେଉଁଠି ଦେଶନାୟକ ଦିବସ ପାଳିତ ହେଉଛି । ନେତାଜୀଙ୍କ ଜନ୍ମ ଜୟନ୍ତୀଙ୍କୁ ନେଇ ଅଲଗା ଅଲଗା କାର୍ଯ୍ୟକ୍ରମ ପାଳନ ହେଉଛି ପଶ୍ଚିମବଙ୍ଗରେ। ରାଜ୍ୟ ସରକାରଙ୍କ ପକ୍ଷରୁ ଦେଶନାୟକ ଦିବସ […]