• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sun
ଆକାଶରେ ୨ଟି ସୂର୍ଯ୍ୟ ! ସୋସିଆଲ୍‌ ମିଡିଆରେ ଭାଇରାଲ୍‌

ନୂଆଦିଲ୍ଲୀ: ସମାନ ସମୟରେ ଆକାଶରେ ଦୃଶ୍ୟମାନ ହେଲା ୨ଟି ସୂର୍ଯ୍ୟ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, ଏବେ ସୋସିଆଲ୍‌ ମିଡିଆରେ ଏମିତି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଆମେରିକା-କାନାଡା ସୀମାରେ ଏହି ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଛି। ଜୁନ୍‌ ୨୧ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦିନ ଏହି ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଗୁଡ଼ିକ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାସହ ଦାବି କରାଯାଇଛି ଯେ, ସମାନ […]

train
ରେଲୱେ ବଜେଟ ୨୦୨୧: ଟ୍ରାକ୍‌ରେ ଗଡ଼ିବ ନୂଆ, ଅତ୍ୟାଧୁନିକ କୋଚ୍‌

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ସାଧାରଣ ବଜେଟ ୨୦୨୧-୨୨ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଟ୍ୟାବ ଖୋଲିଛି ୨୦୨୧-୨୨ର ବଜେଟ ଅଟକଳ। ଏହି ବଜେଟରେ ସୀତାରମଣ ରେଳବାଇ ସମ୍ପର୍କିତ ବଡ ଘୋଷଣା କରିଛନ୍ତି। ରେଳବାଇଁ ଅର୍ଥମନ୍ତ୍ରୀ ୧, ୧୦,୦୫୫ କୋଟି ଟଙ୍କାର ରାଶି ଆବଣ୍ଟନ କରିଛନ୍ତି। ଏଥିରେ ୧, ୦୭, ୧୦୦ କୋଟି ଟଙ୍କା କେବଳ ପୁଞ୍ଜିଗତ ବ୍ୟୟ ପାଇଁ ରହିଛି। ସୂଚନଥାଉ କି, କରୋନା ମହାମାରୀ ପରେ ପ୍ରଥମ ଥର ପାଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ […]

rahul
ସାଧାରଣ ବଜେଟରେ କ’ଣ ଗୁରୁତ୍ୱ ପାଇବା ଆବଶ୍ୟକ ? ଟୁଇଟ କରି କହିଲେ ରାହୁଲ୍‌

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପନ କରୁଛନ୍ତି ତାଙ୍କର ତୃତୀୟ ସାଧାରଣ ବଜେଟ ୨୦୨୧-୨୨। କରୋନା ମହାମାରୀରେ ଦେଶ ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବାବେଳେ ସମସ୍ତଙ୍କ ନଜର ନିର୍ମଳାଙ୍କ ବଜେଟ ଉପରେ । ଏପରି ପରିସ୍ଥିତିରେ ବଜେଟ ତିଆରି କରିବା ମଧ୍ୟ ଅର୍ଥମନ୍ତ୍ରୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ। ଯାହା ବି ହେଉ, ଆଜି ପୂର୍ବହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ତାଙ୍କର ପେପରଲେସ ବଜେଟ ଉପସ୍ଥାପନ କରିଛନ୍ତି। ନିର୍ମଳାଙ୍କ […]

film hall-1
ଆଜିଠୁ ହାଉସ୍‌ ଫୁଲ୍‌ ହେବ ସିନେମା ହଲ୍‌

ନୂଆଦିଲ୍ଲୀ:କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିନେମା ହଲ ବନ୍ଦ କରାଯାଇଥିଲା। ଦୀର୍ଘ ମାସ ପରେ ସିନେମା ହଲ ୧୦୦ ପ୍ରତିଶତ କ୍ଷମତା ସହ ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଖୋଲିଛି। ଏହି ତଥ୍ୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ପ୍ରକାଶ ଜାଭେଦକର ଦେଇଛନ୍ତି। ଏହି ଅବସରରେ ସେ ଥିଏଟର୍ସ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ସ ମଧ୍ୟ ରିଲିଜ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିବା ପରେ ଖାଲିବାକୁ ଯାଉଛି ସିନେମାନ ଘର। […]

  • Tuesday, 13 July 2021
myamar
ମିଆଁମାରରେ ଶାସନ କ୍ଷମତା ହାତକୁ ନେଲା ସେନା, ସୁ କୀଙ୍କ ସମେତ ଅନେକ ନେତା ଅଟକ

ନୂଆଦିଲ୍ଲୀ:ପଡୋଶୀ ଦେଶ ମିଆଁମାରରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି। ମିଆଁମାର ସେନା ଦେଶର ଶାସନ କ୍ଷମତା ନିଜ ହାତକୁ ନେଇଛି। ମିଆଁମାରର କାଉନ୍‌ସିଲର୍  ଆଙ୍ଗ ସାନ୍‌ ସୁ କୀ(Aung San Suu Kyi)ଙ୍କ ସମେତ ଶାସକ ଗୋଷ୍ଠୀର କିଛି ନେତାଙ୍କୁ ସେନା ଅଟକ ରଖିଛି। ଏ ନେଇ ମ୍ୟାଁମାର ସେନା ଟେଲିଭିଜନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଆଁମାର ସେନା ଷ୍ଟେଟ କାଉନ୍‌ସିଲର୍ ଅଙ୍ଗସାନ ସୁ କି,  ରାଷ୍ଟ୍ରପତି ୟୁ ଓ୍ୱିନ୍ ମିଣ୍ଟ  ଓ ଶାସନରେ […]

  • Tuesday, 13 July 2021
economy
ଅର୍ଥନୀତିକ ସର୍ଭେ ରିପୋର୍ଟ-୨୦୨୧: ଦୁଇ ବର୍ଷ ପରେ ଦେଶରେ ଗଡ଼ିବ ପ୍ରାଇଭେଟ ଟ୍ରେନ

ନୂଆଦିଲ୍ଲୀ: ଦେଶରେ ଗଡ଼ିବ ପ୍ରାଇଭେଟ ଟ୍ରେନ । ୨୦୨୩-୨୪ରେ ସୁଦ୍ଧା ପ୍ରାଇଭେଟ ଟ୍ରେନ ଚଳାଚଳ କରିବ। ଏକଥା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶୁକ୍ରବାର ବେଜଟ ପୂର୍ବରୁ ସଂସଦରେ ଆର୍ଥିକ ସର୍ଭେକ୍ଷଣ-୨୦୨୧ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, ଦେଶରେ ପ୍ରାଇଭେଟ ଟ୍ରେନ ନେଇ ସମସ୍ତ ପ୍ରକ୍ରିୟା ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ସୂଚନାଥାଉ କି, ସରକାର ପ୍ରାଇଭେଟ ଟ୍ରେନ ଚଳାଚଳ ପୂର୍ବରୁ ଆଇଆରସିଟିସି ଦ୍ୱାରା ତେଜସ୍‌ ଟ୍ରେନର ଚଳାଚଳ ଆରମ୍ଭ […]

  • Tuesday, 13 July 2021
1
ସିଂଘୁ ସୀମାରେ ପୁଣି ଉତ୍ତେଜନା; ଆକ୍ରମଣକାରୀଙ୍କ ଖଣ୍ଡା ଆକ୍ରମଣରେ SHO ଆହତ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି ଅବସରରେ ଘଟିଥିବା ହିଂସା କାଣ୍ଡ ପରେ ବି କୃଷକମାନେ ନୂଆ ଚାଷୀବିଲ  ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି। ଫଳରେ ସିଂଘୁ ସୀମାରେ ଚାଷୀଙ୍କ ଆନ୍ଦୋଳନସ୍ଥଳରେ ଶୁକ୍ରବାର ପୁଣିଥରେ ଗଣ୍ଡଗୋଳ ସୃଷ୍ଟି ହୋଇଛି। ନିଜକୁ ସ୍ଥାନୀୟ ବାସିନ୍ଦା ବୋଲି କହୁଥିବା କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ଆନ୍ଦୋଳନରୁ ଉଠି ରାସ୍ତା ଖାଲି କରିବା ପାଇଁ ଦାବି କରିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଲୋକ […]

red-fort
ଦିଲ୍ଲୀ ହିଂସା: ଲାଲ୍‌କିଲ୍ଲା ଗୁବନ୍ଦରୁ ୩ ବହୁମୂଲ୍ୟ କଳସ ଗାଏବ

ନଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଲାଲ୍‌କିଲ୍ଲାରେ ଘଟିଥିବା ହିଂସା ଘଟଣାରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। ମିଳିଥିବା ଖବର ଅନୁଯାୟୀ, ଏହି ହିଂସାରେ ଲାଲ୍‌କିଲ୍ଲା ଐତିହାସିକ ଇମାରତ୍‌ର ଅପୂରଣୀୟ କ୍ଷତି ହୋଇଛି। ଏକଥା କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ। ସାମ୍ବାଦିକମାନଙ୍କ ସହ ଆଲୋଚନାବେଳେ ସେ କହିଛନ୍ତି, ଲାଲ କିଲ୍ଲାର ଯେଉଁ ସ୍ଥାନରେ ତ୍ରିରଙ୍ଗା ଉଡୁଛି ସେଠାରେ ସ୍ଥାପନା କରାଯାଇଥିବା ୨ଟି ପତଳ କଳସ ଗାଏବ ହୋଇଯାଇଛି। ସେତିକି ନୁହେଁ, କିଲ୍ଲାର ମୁଖ୍ୟ […]

  • Tuesday, 13 July 2021
president
‘ଯେତେ ପରୀକ୍ଷା ଆସୁ, ଆମେ କେବେ ଅଟକିବୁ ନା ଭାରତ ଅଟକିବ’

ନୂଆଦିଲ୍ଲୀ: ‘ଯେତେ ପରୀକ୍ଷା ଆସୁ, ଆମେ କେବେ ଅଟକିବୁ ନା ଭାରତ ଅଟକିବ। ଯେବେ ଏମିତି ପରୀକ୍ଷା ସମୟ ଆସିଛି, ଭାରତ ଆଗକୁ ଉଠିଛି। ଯେବେ ବି କିଛି ବିପଦ ଆସିଛି, ଦେଶବାସୀ ଏକାଠି ହୋଇ ଲଢ଼ିଛନ୍ତି’ -ବଜେଟ ଅଧିବେଶନ ଆରମ୍ଭ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏମିତି ସାରଗର୍ଭକ ଅଭିଭାଷଣ ଦେଇ ସଂସଦକୁ ସମ୍ବୋଧନ କରିଛନ୍ତି। କରୋନା କାଳରେ ଏ ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃଷକଙ୍କ ଉନ୍ନତି ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସ୍ୱାମୀନାଥନ […]

  • Tuesday, 13 July 2021
dth
ରାସ୍ତା ଉପରେ ମା’ର ରକ୍ତ ଜୁଡୁବୁଡୁ ଶରୀର ଦେଖି କାନ୍ଦୁଥିଲା କୁନି ଝିଅ, ଦେଖୁଥିଲେ ଲୋକେ...

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରରୁ ଏକ ହୃଦୟ ଥରାଇ ଦେବା ଭଳି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।   ଭିଡିଓଟିକୁ ଦେଖିଲେ ଆପଣ ବି ମନ ବି କିଛି ସମୟ ପାଇଁ ଉଦାସ ହୋଇଯିବ। ଆଖିପତା ଓଦା ହୋଇଯିବ। ହେଲେ ଆଶ୍ଚର୍ଯ୍ୟର କଥା, ସେଠାରେ ଉପସ୍ଥିତ ଥିବା ଲୋକଙ୍କ ହୃଦୟ ତରଳି ନ ଥିଲା। ଆଖି ସାମ୍ନାରେ ମା’ର ମୃତ୍ୟୁକୁ ଦେଖି ବିକଳ ହୋଇ କାନ୍ଦୁଥିଲା କୁନି ଝିଅଟିଏ। ସମସ୍ତେ ଏହି ଦୃଶ୍ୟକୁ ଦେଖୁଥିଲେ। ହେଲେ କେହି ଜଣେ […]

  • Tuesday, 13 July 2021
sushant 1
ସୁଶାନ୍ତଙ୍କ ପୂର୍ବରୁ ଧୋନିଙ୍କ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ ଏହି ଅଭିନେତା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଖାଲି ତାଙ୍କ ଫ୍ୟାନ୍ସ ନୁହେଁ ପୂରା ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଅନେକ ବଲିଉଡ୍‌ ଅଭିନେତା, ଅଭିନେତ୍ରୀ ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ସୁଶାନ୍ତ ସିଂ ଅଭିନୟ କରିଥିବା ବାୟୋପିକ୍‌ ‘ଏମ୍‌.ଏସ୍‌ ଧୋନି: ଅନ୍‌ଟୋଲ୍ଡ ଷ୍ଟୋରୀ’ ବକ୍ସ ଅଫିସ୍‌ରେ ହିଟ୍‌ ହୋଇଥିଲା। ଏହି ଫିଲ୍ମ ପରେ ସୁଶାନ୍ତଙ୍କ ଫ୍ୟାନ୍ସ ଫଲୋର୍ସ ଆହୁରି ଅଧିକ ବଢ଼ି ଯାଇଥିଲେ। ହେଲେ ଆପଣ ଜାଣିକି ଆଶ୍ଚର୍ଯ୍ୟ […]

farmer.JPG-1
ଚାଷୀ ଆନ୍ଦୋଳନକୁ ନେଇ ତାତିଲେ ସିଂଘୁ ଗ୍ରାମବାସୀ; ରାଜପଥ ଖାଲି କରିବାକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ନାଁରେ ହୋଇଥିବା ହିଂସାକାଣ୍ଡ ଘଟଣା ପରେ ଏବେ ପୁଣି ସିଂଘୁ ସୀମାରେ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକେ ଏବଂ ଚାଷୀ ସାମ୍ନାସାମ୍ନି ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଚାଷୀମାନେ ତୁରନ୍ତ ଆନ୍ଦୋଳନସ୍ଥଳ ଛାଡିବାକୁ ସ୍ଥାନୀୟ ଲୋକମାନେ ଦାବି କରିବା ପରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି । ଗଣତନ୍ତ୍ର ଦିବସରେ ଚାଷୀଙ୍କ ନାଁରେ ଯେଉଁଭଳି ଭାବେ କାଣ୍ଡ […]

redfort
ଦିଲ୍ଲୀ ହିଂସା ଘଟଣାରେ ୨୦ ଚାଷୀଙ୍କୁ ନୋଟିସ ଜାରି

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ଆଳରେ ବ୍ୟାପକ ହିଂସା ଭିଆଇଥିବା ଲୋକଙ୍କୁ ଚିହ୍ନଟ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଉଦ୍ୟମ କରାଯାଉଛି । ସେପଟେ ଟ୍ରାକ୍ଟର ରାଲି ବେଳେ ସର୍ତ୍ତ ଖିଲାପ ଅଭିଯୋଗରେ ଦିଲ୍ଲୀ ପୋଲିସ ପକ୍ଷରୁ ୨୦ଜଣ ଚାଷୀ ନେତାଙ୍କୁ ନୋଟିସ ଜାରି କରାଯାଇଛି । ତିନି ଦିନ ମଧ୍ୟରେ ଉତ୍ତର ରଖିବାକୁ ସେମାନଙ୍କୁ କୁହାଯାଇଛି । ଦିଲ୍ଲୀରେ ହିଂସାକାଣ୍ଡ ଘଟଣାରେ ଏଯାଏଁ ୧୯ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୫୦ ଜଣଙ୍କୁ ଅଟକ […]

  • Tuesday, 13 July 2021
Untitled-1
ଭୟଙ୍କର ଦୁର୍ଘଟଣାରେ ଜଳିଗଲା ବସ୍‌, ୫୩ ଯାତ୍ରୀ ମୃତ

କ୍ୟାମାରୁନ୍: ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଯାତ୍ରୀବାହୀ ବସ୍‌ ଜଳି ଯାଇଛି। ଏହି ଦୁର୍ଘଟଣାରେ ୫୩ ଜଣ ଯାତ୍ରୀ ଜଳି ଯାଇଛନ୍ତି। ୨୧ ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଚୋରା ଗ୍ୟାସ୍‌ ନେଇ ଯାଉଥିବା ଏକ ଟ୍ରକ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଏମିତି ଭୟାବହ ଘଟଣା ଘଟିଛି ମଧ୍ୟ ଆଫ୍ରିକାର କାମାରୁନରେ। କାମାରୁନ୍‌ର ସାନ୍ତଚୋଓ ଗ୍ରାମ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକ ଚୋରା […]

  • Tuesday, 13 July 2021