ଭୁବନେଶ୍ୱର: “ମୋ ଭାଇ କେବେବି ଆତ୍ମହତ୍ୟା କରି ନ ଥିବ। ଏଇଟା ପୂରା ଭୁଲ୍। କାହିଁକି ନା ସେ ଆତ୍ମହତ୍ୟା କରିବା ପିଲା ନୁହେଁ’ ଏଭଳି କିଛି କହିଛନ୍ତି ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ଜଣେ ସମ୍ପର୍କୀୟ ଭାଇ। ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କର ଜଣେ ସମ୍ପର୍କୀୟ ଅଭିଯୋଗ ଆଣି କହିଛନ୍ତି, “ମଦ ବିରୋଧୀ ଅଭିଯାନ ଆରମ୍ଭ କରିବା ପରେ ମୋ ଭାଇ(ଆଦିତ୍ୟ) ଡିପ୍ରେସନ୍ରେ ଥିଲେ। କାହିଁକି ନା ଏହି ଅଭିଯାନ ଆରମ୍ଭ ହେବା […]
ଭୁବନେଶ୍ୱର: ରହସ୍ୟ ଘେରରେ ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ ନେଇ ସସ୍ପେନ୍ସ ଲାଗି ରହି ଥିବାବେଳେ ରେଲ୍ୱେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ନେଇ ‘ଭଦ୍ରକ ସୋସିଆଲ୍ ସର୍ଭିସ୍’ ସ୍ୱେଚ୍ଛାସେବୀ ସଂଗଠନ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଏହାସହ ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଉଚ୍ଚ ସ୍ତରୀୟ ଓଡ଼ିଶା କ୍ରାଇମ୍ବ୍ରାଞ୍ଚ […]