ନୂଆଦିଲ୍ଲୀ:ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ହିମସ୍ଖଳନ ଏଠାରେ ଭୟଙ୍କର ବିତ୍ପତ୍ତି ସୃଷ୍ଟି କରିଛି। ଏହି ଦୁର୍ଘଟଣାରେ ୧୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣା ପ୍ରାକୃତିକ ବିପର୍ଯ୍ୟୟ ନା ମନୁଷ୍ୟକୃତ ତାହା ଜଣା ପଡ଼ିନାହିଁ। ତେବେ ଏଠି ଆମେ କହିରଖିବୁ, ଯେଉଁ ଇଲାକାରେ ଏହି ଦୁର୍ଘଟଣା ଘଟିଛି ସେଠାରେ ପୃଥିବୀର ସବୁଠାରୁ ମୂଲ୍ୟାବନ ଜଡିବୁଟି ମିଳିଥାଏ। ବିଶେଷଜ୍ଞଙ୍କ କହବା ଅନୁଯାୟୀ, ଏଠାରେ ଏକ ଜଡିବୁଟି କୀଟ (Worm Herb) ମିଳିଥାଏ ଯାହାକୁ ପାଇବା ପାଇଁ […]
ରାମପୁର ଯିବା ବାଟରେ ପ୍ରିୟଙ୍କା ଗାନ୍ଧିଙ୍କ କାର ଦୁର୍ଘଟଣା ରାସ୍ତାରେ ଯାଉଥିବା ଏକାଧିକ ଗାଡ଼ି ପରସ୍ପରକୁ ଧକ୍କାଦେଲେ ଅଳ୍ପକେ ବର୍ତ୍ତିଗଲେ ପ୍ରିୟଙ୍କା କାହାରି କୌଣସି କ୍ଷତି ହୋଇନାହିଁ ହାପୁଡ: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧି ରାମପୁର ଗସ୍ତରେ ଯିବାବେଳେ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୌଭାଗ୍ୟବଶତଃ ପ୍ରିୟଙ୍କା ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାମପୁର ଗସ୍ତରେ ଯିବାବେଳେ ତାଙ୍କ ସହ ଯାଉଥିବା ଏକାଧିକ ଗାଡି ପରସ୍ପରକୁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା […]
ବେଙ୍ଗାଲୁର: ଖାଦ୍ୟ-ଖାଦକ ପାଖାପାଖି। ଗୋଟିଏ ଘରେ । ବାହାରୁ କବାଟ ବନ୍ଦ। ହେଲେ ଆଶ୍ଚର୍ଯ୍ୟ କଥା, ଖାଇବା ତ ଦୂରର କଥା, କେହି କାହାକୁ ଚାହୁଁ ନଥାନ୍ତି କି ଛୁଉଁ ନଥାନ୍ତି। କଥାଟା ହୁଏତ ବିଶ୍ୱାସଯୋଗ୍ୟ ନୁହେଁ, କିନ୍ତୁ ସତ। ଏମିତି ଘଟଣା ଘଟିଛି ବେଙ୍ଗାଲୁରୁରେ। ଟଏଲେଟ ଭିତରେ ଥିଲେ ବାଘ ଆଉ କୁକୁର। ହେଲେ ବାଘ କୁକୁରକୁ ଚାହୁଁ ନ ଥିଲା । ଏପରିକି ବାଘକୁ ଦେଖିଲେ ଲାଗୁଥିଲା ଯେମିତି ତା ମନରେ ଖାଇବାର ଲାଳସା […]
ନୂଆଦିଲ୍ଲୀ: ଋଷ ନିର୍ମିତ କୋଭିଡ୍ ଟିକା ସ୍ଫୁଟନିକ ଭି ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଅପେକ୍ଷାରେ ରହିଛି। ଋଷରେ ସ୍ପୁଟନିକ ଭିର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସରିଛି। ଏହି ଟ୍ରାଏଲରେ ଜଣାପଡ଼ିଛି, ସ୍ପୁଟନିଭ ଭି କରୋନା ବିରୋଧରେ ଲଢିବା ପାଇଁ ୯୧.୬ ପ୍ରତିଶତ ସୁରକ୍ଷିତ । ଏ ନେଇ ଗବେଷଣାତ୍ମକ ପତ୍ରିକା ଲାନସେଟ୍ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଭାରତରେ ମଧ୍ୟ ଏହାର କ୍ଲିନିକାଲ ଟ୍ରାଏଲ ସଫଳ ହୋଇଛି। ଫେବ୍ରୁଆରୀ କିମ୍ବା ମାର୍ଚ୍ଚ ସୁଦ୍ଧା ଏହାର […]
ବେଙ୍ଗାଲୁରୁ: ବେଙ୍ଗାଲୁରୁ ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଆଜି ଶକ୍ତି ପ୍ରଦର୍ଶନ କରିଛି ଭାରତ। ଉଦଘାଟନୀ ସମାରୋହରେ LCA ତେଜସ୍, ରାଫେଲ୍ ଓ ଲାଇଟ୍ ୟୁଟିଲିଟି ହେଲିକପ୍ଟର୍ର ଉଡ଼ାଣ ଦେଖିବାକୁ ମିଳିଛି । ସୁଖୋଇ 30MKI ଦ୍ୱାରା ତ୍ରିଶୂଳ ଆକୃତିରେ ଉଡାଣ କରାଯାଇଥିଲା । ସୂର୍ଯ୍ୟକିରଣରେ ଝଲସୁଥିଲା ହେଲିକପ୍ଟରର ଉଡ଼ାଣ। ଏରୋବାଟିକ ଟିମ୍ ଦ୍ୱାରା ଚିତାକର୍ଷକ ଏୟାର ସୋ ଦେଖିବାକୁ ମିଳିଥିଲା ଆମେରିକାର B-1B ଲାନ୍ସର ଏୟାରକ୍ରାଫ୍ଟ । ଏହି ଏୟାର ସୋର ଅନ୍ୟ ଏକ ଆକର୍ଷଣ ରହିଥିଲା […]
ଯୁବକ, ଯୁବତୀଙ୍କ ବିବାହର ସର୍ବନିମ୍ନ ବୟସ ୨୧ ବର୍ଷ ହେଉ ସୁପ୍ରିମ୍କୋର୍ଟରେ ହେବ ଆବେଦନର ଶୁଣାଣି ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟ ଶୁଣାଣି କରିବେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଜାରି କଲେ ନୋଟିସ ନୂଆଦିଲ୍ଲୀ: ସବୁ ଧର୍ମର ଯୁବକ ଏବଂ ଯୁବତୀଙ୍କ ବିବାହ ବୟସ ୨୧ ବର୍ଷ କରାଯାଉ। ଏ ନେଇ ପୂର୍ବରୁ ଦାବି କରାଯାଇଥିଲା। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ଆବେଦନକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ସବୁ […]
ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପିଜି ପ୍ରଥମ ବର୍ଷ କ୍ଲାସ୍ ୮ ତାରିଖରୁ ଖୋଲିବ ହଷ୍ଟେଲ୍ ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପ୍ରି-ଫାଇନାଲ ଇୟର କ୍ଲାସ ଏପ୍ରିଲ ୧୯ରୁ ଆରମ୍ଭ ହେବ ଯୁକ୍ତ +୩ର ୩ୟ ଓ ୫ମ ସେମିଷ୍ଟର ପରୀକ୍ଷା ଜୁଲାଇ ୨୦ ସୁଦ୍ଧା ପ୍ରକାଶ ପାଇବ ପିଜି ପ୍ରଥମ ସେମିଷ୍ଟର ରେଜଲ୍ଟ ଜୁନ୍ ୭ରୁ ଆରମ୍ଭ ହେବ ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ଭୁବନେଶ୍ୱର: ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପିଜି ପ୍ରଥମ ବର୍ଷର […]