ନୂଆଦିଲ୍ଲୀ: ଏଭରେଷ୍ଟ ଆରୋହଣ କରି ନାହାନ୍ତି। ହେଲେ ସାର୍ଟିଫିକେଟ ହାସଲ କରି ନେଇଛନ୍ତି। ମିଛ ପ୍ରମାଣ ଦେଖାଇ ନେଇଛନ୍ତି ସାର୍ଟିଫିକେଟ। ଏପରି ଅଭିଯୋଗ ପାଇବା ପରେ ନେପାଳ ସରକାର ୩ ପର୍ବତାରୋହୀଙ୍କୁ ୬ ବର୍ଷ ପାଇଁ ବ୍ୟାନ କରିଛନ୍ତି। ୩ ଜଣ ପର୍ବତାରୋହୀ ଭାରତୀୟ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ୨୦୧୬ରେ ମାଉଣ୍ଟ ଏଭରେଷ୍ଟ ଆରୋହଣ ଅଭିଯାନରେ ହରିୟାଣାର ନରେନ୍ଦ୍ର ସିଂ ଯାଦବ ଓ ସୀମାରାଣୀ ଗୋସ୍ୱାମୀ ନେପାଳ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଭରେଷ୍ଟ ଶିଖର […]
ଚେନ୍ନାଇ: ତାମିଲନାଡୁର ଟୁଟିକୋରିନ୍ରେ ପୁଲିସ୍ ହେପାଜତରେ ବାପା-ପୁଅଙ୍କ ମୃତ୍ୟୁକୁ ନେଇ ସାଧାରଣ ଜନତାଙ୍କଠୁ ଆରମ୍ଭ କରି ପ୍ରମୁଖ, ରାଜନେତା, ଅଭିନେତା, ଅଭିନେତ୍ରୀଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ପୁଲିସ୍ ଉପରେ ନିର୍ଯାତନାର ଅଭିଯୋଗ ଲାଗିଛି। ଏପରିକି ଏହି ଘଟଣାକୁ ନେଇ ରାଜନୀତି ତେଜିବା ସହ ଆଇନ୍ ଶୃଙ୍ଖଳାରେ ସଂସ୍କାର ଆଣିବାକୁ ମଧ୍ୟ ଦାବି ହୋଇଛି। ମୃତକ ହେଲେ ପି ଜୟରାଜ୍ ଓ ତାଙ୍କ ପୁଅ ବେନିକ୍ସ। ଗତ ଶୁକ୍ରବାର ଦିନ ଜୟରାଜ୍ ଓ […]
ଡେରାଡୁନ: ଉତ୍ତରାଖଣ୍ଡ ଚମୋଲି ହୀମସ୍ଖଳନ ଘଟଣାକୁ ୭୦ ଘଣ୍ଟାରୁ ଅଧିକ ବିତିଲା । ହେଲେ ତପୋବନ ପାୱାର ପ୍ରୋଜେକ୍ଟର ଟନେଲରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇପାରିନି। ତେଣୁ ଧୀରେ ଧୀରେ ଆଶଙ୍କା ବଢୁଛି । ଏପଟେ ସେନା ସହାୟତାରେ ଜୋରସୋରରେ ଚାଲିଛି ଉଦ୍ଧାର କାମ । ହୀମସ୍ଖଳନ ସ୍ଥାନରେ ଫସି ରହିଥିବା ୧୮୦ରୁ ଅଧିକ ଶ୍ରମିକଙ୍କୁ ଠାବ ଲାଗି ଜୋରସୋରରେ ଚାଲିଛି ଉଦ୍ଧାର କାମ । ଯେତେ ଯେତେ ସମୟ ଗଡ଼ୁଛି, ସେହି ଅନୁଯାୟୀ ଉଦ୍ଧାରକାରୀ […]
ନ୍ୟୁୟର୍କ: ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ୍। କମ୍ଲା ହାରିସ୍ ଉପରାଷ୍ଟ୍ରପତି ହେବା ପରେ ଭାରତରେ ମଧ୍ୟ ଖୁସିର ମାହୋଲ ଖେଳି ଯାଇଥିଲା। ଖାଲି କମ୍ଳା ନୁହେଁ, ବାଇଡେନଙ୍କ ଟିମ୍ରେ ୨୦ ଜଣ ଭାରତୀୟଙ୍କୁ ସ୍ଥାନ ପାଇଥିବାରୁ ପରବର୍ତ୍ତୀ ସମୟରେ ଭାରତ-ଆମେରିକା ସମ୍ପର୍କରେ ଉନ୍ନତି ଆସିବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଆଶା କେତେଦୂର ସତ ହେବ ସେ ନେଇ ଏବେଠାରୁ ଆଶଙ୍କା […]
ନୂଆଦିଲ୍ଲୀ: ଚଳିତବର୍ଷ ନିର୍ଦ୍ଧାରିତ ସମୟର ୨ ସପ୍ତାହ ପୂର୍ବରୁ ସାରା ଦେଶରେ ମୌସୁମୀ ପହଞ୍ଚିଛି। ଗତକାଲି ରାଜସ୍ଥାନ, ହରିଆଣା ଓ ପଞ୍ଜାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ସହ ସାରା ଦେଶକୁ ମୌସୁମୀ ଛୁଇଁଛି। ସାଧାରଣତଃ ଜୁଲାଇ ୮ ସୁଦ୍ଧା ସାରା ଦେଶରେ ମୌସୁମୀ ପହଞ୍ଚିଥାଏ। କିନ୍ତୁ ଚଳିତବର୍ଷ ମୌସୁମୀ ଆଗୁଆ ପହଞ୍ଚିଛି। ଏହାପୂର୍ବରୁ ୨୦୧୩ରେ ମୌସୁମୀ ଜୁନ୍ ୧୬ରେ ପହଞ୍ଚିଥିଲା। ସୂଚନାଥାଉ କି, ଚଳିତ ବର୍ଷ ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥିଲା। ଠିକ୍ […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ରାଲି ଅବସରରେ ଲାଲ୍ କିଲାରେ ହୋଇଥିବା ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଭିନେତା ଦୀପ୍ ସିଦ୍ଧୁଙ୍କୁ ପୋଲିସ ଗିରଫ କରିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ମଙ୍ଗଳବାର ଦୀପ୍ ସିଦ୍ଧୁଙ୍କୁ ଗିରଫ କରିଛି। । ଦୀପ୍ ସିଦ୍ଧୁଙ୍କୁ ଧରିବା ପାଇଁ ପୋଲିସ ତାଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ତେବେ ତାଙ୍କୁ କେଉଁଠୁ ଗିରଫ କରାଯାଇଛି ତାହା ସ୍ପଷ୍ଟ […]
ନୂଆଦିଲ୍ଲୀ: ତପୋବନ ଅଞ୍ଚଳରେ ଏକ ଭୂତଳ ସୁଡ଼ଙ୍ଗରେ ପ୍ରାୟ ୩୦୦ ମିଟର ଭିତରକୁ ଯାଇ ସେମାନେ କାମ କରୁଥିଲେ। ହଠାତ୍ ମାଡ଼ି ଆସିଲା ପ୍ରଳୟ। ଆଖି ସାମ୍ନାରେ ନାଚୁଥିଲା ମୃତ୍ୟୁ। ଯେ କୌଣସି ସମୟରେ କୋଳେଇ ନେବ। ତଥାପି ବଞ୍ଚିବାର ଶେଷ ପ୍ରୟାସ କରିବାକୁ ସେମାନେ ଛାଡ଼ି ନ ଥିଲେ। ଭାଗ୍ୟ ଆଉ ଭଗବାନ ବି ସାଥ ଦେଇଥିଲେ। କ୍ଷଣିକ ମୋବାଇଲ ସିଗ୍ନାଲ ବଞ୍ଚାଇ ଦେଲା ସେମାନଙ୍କର ଜୀବନ। ଏମିତି ଥିଲା ଉତ୍ତରାଖଣ୍ଡ ହିମପ୍ରଳୟରୁ ବର୍ତ୍ତି ଯାଇଥିବା […]
ନୂଆଦିଲ୍ଲୀ: ଦେବଭୂମୀ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମସ୍ଖଳନ ଘଟି ଅଳକାନନ୍ଦା ଏବଂ ଧଉଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ଭୟଙ୍କର ବନ୍ୟା ସ୍ଥିତି ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୧୭୦ ଜଣ ନିଖୋଜ ଥିବାବେଳେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲିଠୁ ଏବେ ଯାଏ ଯୋଶୀମଠ ଓ ତପୋବନ ଅଞ୍ଚଳରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ବିଭିନ୍ନ ସ୍ଥାନରୁ ୧୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏହି ଅକସ୍ମାତ ହିମସ୍ଖଳନ ପରେ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। […]
ନୂଆଦିଲ୍ଲୀ:ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ହିମସ୍ଖଳନ ଏଠାରେ ଭୟଙ୍କର ବିତ୍ପତ୍ତି ସୃଷ୍ଟି କରିଛି। ଏହି ଦୁର୍ଘଟଣାରେ ୧୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣା ପ୍ରାକୃତିକ ବିପର୍ଯ୍ୟୟ ନା ମନୁଷ୍ୟକୃତ ତାହା ଜଣା ପଡ଼ିନାହିଁ। ତେବେ ଏଠି ଆମେ କହିରଖିବୁ, ଯେଉଁ ଇଲାକାରେ ଏହି ଦୁର୍ଘଟଣା ଘଟିଛି ସେଠାରେ ପୃଥିବୀର ସବୁଠାରୁ ମୂଲ୍ୟାବନ ଜଡିବୁଟି ମିଳିଥାଏ। ବିଶେଷଜ୍ଞଙ୍କ କହବା ଅନୁଯାୟୀ, ଏଠାରେ ଏକ ଜଡିବୁଟି କୀଟ (Worm Herb) ମିଳିଥାଏ ଯାହାକୁ ପାଇବା ପାଇଁ […]