କୋଲକାତା: ଭାରତୀୟ ଜନତା ପାର୍ଟିର ପୂର୍ବ ନେତା ତଥା ବାଜପାୟୀ ସରକାରରେ କେନ୍ଦ୍ର ମନ୍ତ୍ରୀ ଥିବା ଯଶୱନ୍ତ ସିହ୍ନା ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ପଶ୍ଚମ ବଙ୍ଗ ବିଧାନ ସଭା ନିର୍ବାଚନ ପୂର୍ବରୁ ସେ ଆଜି ଟିଏମ୍ସିର ହାତ ଧରିଛନ୍ତି। ସିହ୍ନାଙ୍କର ଏହି ମିଶ୍ରଣ ପର୍ବରେ ଡେରେକ୍ ଓ ବ୍ରାୟନ, ସୁଦୀପ ବନ୍ଦୋପାଧ୍ୟାୟ, ସୁବ଼୍ରତ ମଖାର୍ଜୀ ପ୍ରମୁଖ ଉବସ୍ଥିତ ଥିଲେ। ଦଳରେ ସାମିଲ ହେବା ପରେ ଟିଏମସି ପକ୍ଷରୁ ଏକ ପ୍ରେସ କନଫରେନ୍ସରେ ଏ ସମ୍ପର୍କରେ ସୂଚନା […]
ୱାଶିଂଟନ: ୪ ଦେଶର କ୍ୱାଡ ଗ୍ରୁପ୍ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ହୃହଦରେ ସ୍ୱାଗତ କରିଛନ୍ତି। ବାଇଡେନ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ମୋଦିଙ୍କୁ ଭେଟିଛନ୍ତି। କ୍ୱାଡ ଗ୍ରୁପ୍ର ଡିଜିଟାଲ ଫର୍ମରେ ଆୟୋଜିତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କାଟ ମାରିସନ୍, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଯୋଗ ଦେଇଥିଲେ। ଏହି […]
ସୁପୌଲ: ଅଭାବ, ଅନଟନ ସହ ଅନେକ ଲଢିଲେ। ହେଲେ କିଛି ଫଳ ମିଳିଲାନି। ପରିସ୍ଥିତି ବଦଳିଲାନି କି ଅଭାବ ହଟିଲାନି। ଲଢି ଲଢି ଥକି ପଡ଼ିଲେ ସାରା ପରିବାର। ଶେଷରେ ନେଲେ ଚରମ ନିଷ୍ପତ୍ତି। ଦାରିଦ୍ର୍ୟର ଏକ କରୁଣ ଦୃଶ୍ୟ ଏବେ ଦେଖିବାକୁ ମିଳିଛି ବିହାରର ସୁପୌଲ ଜିଲ୍ଲାରେ । ପରିବାରର ବାପା, ମା‘ଙ୍କ ସହ ତିନି ସନ୍ତାନ ଏକାଠି ଆତ୍ମହତ୍ୟା କରିଛନ୍ତି। ଘଟଣା ଘଟିଛି ରାଘୋପୁର ଥାନା ଗଦ୍ଦୀ ଗାଁର ୧୨ ନମ୍ବର ୱାର୍ଡରେ ଦେଖିବାକୁ ମିଳିଥିଲା। […]
ଔରଙ୍ଗାବାଦ୍: ପୁଣି ଲେଉଟିଲା କରୋନା ! ମହାରାଷ୍ଟ୍ରରେ ଦିନକୁ ଦିନ ବେକାବୁ ହେଉଛି ଏହି ମହାମାରୀ। ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଔରଙ୍ଗାବାଦରେ ସମ୍ପୂର୍ଣ୍ଣ ଲକ୍ ଡାଉନ ଘୋଷଣା କରାଯାଇଛି। ଔରଙ୍ଗାବାଦ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା୫୭, ୭୫୫ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୫୬୯ ଆକ୍ଟିଭ କେସ ରହିଛି। ଜଣେ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସହରରେ ସମ୍ପୂର୍ଣ୍ଣ ଲକ୍ ଡାଉନ ଘୋଷଣା କରାଯାଇଛି । ଶନିବାର ମଧ୍ୟ ରାତ୍ରରୁ ଏହା ଲାଗୁ କରାଯିବ। […]
କୋଲକାତା: ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶୁକ୍ରବାର ଅପରାହ୍ନରେ ଦିଦି ଚିକିତ୍ସିତ ହେଉଥିବା କୋଲକାତାର SSKM ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଡାକ୍ତରଖାନାରୁ ଫେରିବା ପରେ ସେ ତାଙ୍କର କାଳିଘାଟସ୍ଥିତ ଘରକୁ ଫେରିଛନ୍ତି। ମମତାଙ୍କ ବାମ ପାଦ ଏବଂ ଗୋଇଠି ହାଡରେ ଆଘାତ ଲାଗିଥିଲା। ସେହିପରି ଡାହାଣ ପଟ କାନ୍ଧ ଏବଂ ବେକରେ ବି ଆଘାତ ଲାଗିଥିଲା । ପୂର୍ବରୁ ତାଙ୍କ X-RAY ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥରେ ସୁଧାର ଆସିବା ପରେ ତାଙ୍କୁ […]
ଅଗଷ୍ଟରେ ହେବ NEET-୨୦୨୧ ପରୀକ୍ଷା ତାରିଖ ଘୋଷଣା କଲା NTA ପେନ୍ ଓ ପେପର ମୋଡରେ ହେବ ପରୀକ୍ଷା ହିନ୍ଦୀ ଓ ଇଂରାଜୀ ସହ ୧୧ଟି ଭାଷାରେ ପରୀକ୍ଷା ଆୟୋଜିତ ହେବ ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟରେ ହେବ NEET ବା ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ । ଏ ନେଇ ଶୁକ୍ରବାର ସୂଚନା ଦେଇଛି ନାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)। ଏନଟିଏ ପକ୍ଷରୁ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରାଯାଇଛି । ଅଣ୍ଡର ଗ୍ରାଜୁଏଟ ମେଡିକାଲ […]
ଭୁବନେଶ୍ୱର: ମାଓ ପ୍ରଭାବିତ ସୁରକ୍ଷା ସଂପର୍କିତ ଖର୍ଚ୍ଚ (SRE) ଜିଲ୍ଲା ତାଲିକାରୁ ବାଦ୍ ପଡ଼ିଲା ଓଡ଼ିଶାର ୫ ଜିଲ୍ଲା। ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେଓଗଡ଼ ଏବଂ ନୟାଗଡ଼ ଜିଲ୍ଲା ସୁରକ୍ଷା ସଂପର୍କିତ ଖର୍ଚ୍ଚ (SRE)ରୁ ବାଦ୍ ପଡ଼ିଛି। ଏନେଇ ରାଜ୍ୟ ସରକାର ଅନୁମୋଦନ କରିଥିବା ସୂଚନା ମିଳିଛି। ୫ ଜିଲ୍ଲା ବାଦ୍ ପଡ଼ିଥିବା ନେଇ ଆଜି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ଏସବୁ ଜିଲ୍ଲାରେ ସୁରକ୍ଷା ସ୍ଥିତିରେ ସୁଧାର ଆସିବା ପରେ ଏଭଳି […]
ପାଟନା: ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ବହଗା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି। ସଶସ୍ତ୍ର ସୀମା ବଳ ଓ ସ୍ପେଶାଲ ଟାସ୍କଫୋର୍ସର ମିଳିତ ଏନ୍କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବହୁ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଲୋକାରିଆ ପୋଲିସ ସୂଚନା ଦେଇଛି। ଆଜି ସକାଳେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ବେଳେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲା। ଏହାର ପାଲଟା ଜବାବ ଦେଇଥିଲେ […]
କାନପୁର: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି। ଗତକାଲି ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଥିଲା ପୁଲିସ୍। ବିକାଶ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ସୂଚନା ଅନୁସାରେ, ଆଜି ସକାଳେ ଏକ ଗାଡ଼ିରେ ବିକାଶକୁ ଉତ୍ତରପ୍ରଦେଶ STF(Special Task Force) ମଧ୍ୟପ୍ରଦେଶରୁ କାନପୁର ଆଣୁଥିବା ବେଳେ କାନପୁର ନିକଟ ବାରା ଅଞ୍ଚଳରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହାପରେ ବିକାଶ […]
ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ଫିଲ୍ଲ ନିର୍ମାତା ଶେଖର କପୁର ଇ-ମେଲ ମାଧ୍ୟମରେ ମୁମ୍ବାଇ ପୋଲିସକୁ ତାଙ୍କର ବୟାନ ପଠାଇଛନ୍ତି।ଶେଖର, ମୁମ୍ବାଇରେ ନ ଥିବାରୁ ସେ ତାଙ୍କ ବୟାନକୁ ଇ-ମେଲ ମାଧ୍ୟମରେ ପଠାଇଥିବା ଜଣାପଡ଼ିଛି। ସେ ଏବେ ଉତ୍ତରାଖଣ୍ଡରେ ଅଛନ୍ତି।କରୋନା ଯୋଗୁ ମୁମ୍ବାଇ ଫେରି ନ ପାରିବାରୁ ସେ ଇ-ମେଲ ମାଧ୍ୟମରେ ତାଙ୍କର ବୟାନ ପଠାଇଛନ୍ତି। ତେବେ ଏହି ବୟାନରେ ଶେଖର ଏମିତି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ […]