ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଶଶିକଳା। ସମସ୍ତଙ୍କୁ ଚମକାଇ ରାଜନୀତି ଛାଡିଥିବା ଘୋଷଣା କରିଛନ୍ତି AIADMKର ପୂର୍ବତନ ନେତ୍ରୀ ଭି.କେ. ଶଶିକଳା । ତେବେ ରାଜନୀତି ଛାଡିବା ପୂର୍ବରୁ ଦଳର ସମସ୍ତ କର୍ମୀଙ୍କୁ ଏକାଠି କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନ ଏବଂ ଜୟଲଳିତାଙ୍କ ସୁବର୍ଣ୍ଣ ଶାସନ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି ? ଶଶିକଳା ରାଜନୀତିରୁ ସନ୍ୟାସ ନେବା କଥା ଘୋଷଣା କରିବା ପୂର୍ବରୁ କହିଥିଲେ, ‘ ଆଗାମୀ ନିର୍ବାଚନରେ […]
ଭୁବନେଶ୍ୱର: ମୌସୁମୀ ସକ୍ରିୟ ରହିବା ସହିତ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ୯ ତାରିଖ ଯାଏ ବର୍ଷା ଲାଗି ରହିବ। ୧୨ ଘଣ୍ଟା ମଧ୍ୟରେ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି […]
ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକ ମୁଣ୍ଡରେ ହାତ ଦେଇଥିବାବେଳେ ପୁଣି ସେମାନଙ୍କୁ ମିଳିଛି ଆଉ ଏକ ଝଟକା। ପୁଣି ଥରେ ବଢିଛି ଏଲ୍ପିଜି ଗ୍ୟାସ ସିଲିଣ୍ଡରର ଦାମ। ସୋମବାର ଏଲପିଜି ଦାମ ୨୫ ଟଙ୍କା ବଢିଥିବା ଜଣାଯାଇଛି । ଗୋଟିଏ ମାସରେ ଏଲପିଜି ଦର ଦୁଇଥର ବଢିଲାଣି ଖାଉଟି ଚିନ୍ତାରେ ପଡିଛନ୍ତି। LPG ଦର କ୍ରମାଗତ ଭାବେ ବଢି ଚାଲିଛି। ଗୋଟିଏ ମାସରେ ଏକାଧିକ ବାର ବଢିଲାଣି LPG ସିଲିଣ୍ଡର ଦାମ। ଏହା ପୂର୍ବରୁ […]
ଉଦୟପୁର: ରାଜସ୍ଥାନ ଉଦୟପୁରରେ ଦେହ ବ୍ୟବସାୟରେ ସାମିଲ ଜଣେ ଯୁବତୀଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି। ଜୁଲାଇ ୧ରେ ପୁଲିସ୍ ଚଢ଼ଉ କରି ଦେହ ବ୍ୟବସାୟରେ ସାମିଲ ନେଇ ୭ଜଣ ଯୁବତୀ ଓ କିଛି ଲୋକଙ୍କୁ ଗିରଫ କରିଥିଲା। ଏହି ଘଟଣା ପରେ ପୁଲିସ୍ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। କାରଣ ଚଢ଼ଉ ବେଳେ ପୁଲିସ୍ର ଏକ ବଡ଼ ଟିମ୍ ସାମିଲ ହୋଇଥିଲେ। ସୂଚନା ଅନୁସାରେ, ଜୁଲାଇ ୧ରେ ଉଦୟପୁରର ୩ଟି ସ୍ଥାନରେ ପୁଲିସ୍ର ଏକ […]
ଗାଜିଆବାଦ: ଏମିତି ଦୟାବନ୍ତ ହତ୍ୟାକାରୀ ଅଛନ୍ତି ଦୁନିଆରେ ! ହତ୍ୟାକାରୀ ପୁଣି ଦୟାବନ୍ତ ହୋଇପାରେ ? କଥାଟା ଶୁଣି ଆପଣଙ୍କ ମନରେ ଏମିତି କିଛି ପ୍ରଶ୍ନ ଆସୁଛି କି ? ଆଶ୍ଚର୍ଯ୍ୟ ହେଉଛନ୍ତି କି ? ମାତ୍ର କଥାଟି ସତ । କୋମଳମତି ଶିଶୁକୁ ଦେଖି ଜଣେ ହତ୍ୟାକାରୀର ହୃଦୟ ବଦଳିଯାଇଛି ଆଉ ରକ୍ଷା ପାଇ ଯାଇଛି ଦୁଇଟି ନୀରିହ ଜୀବନ। ତେବେ ସୁପାରୀ ଦେଇଥିବା ଅଭିଯୁକ୍ତ ସ୍ୱାମୀ ଓ ସହଯୋଗୀ ପୋଲିସ ହାତରେ ଧରାପଡ଼ିଛନ୍ତି। ଏମିତି […]