ପାରାଦୀପ: ଟ୍ରକ୍ ଭିତରୁ ମିଳିଲା ହେଲ୍ପର୍ଙ୍କ ରକ୍ତାକ୍ତ ମୃତଦେହ। ପାରାଦୀପ ବୃନ୍ଦାବନ କଲୋନୀ ମୁଣ୍ଡାପଡ଼ା ବସ୍ତି ନିକଟରେ ରଖାଯାଇଥିବା ଏକ ଟ୍ରକ୍ ଭିତରୁ ଜଣେ ହେଲ୍ପର୍ଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ମୃତ ହେଲ୍ପର୍ କେନ୍ଦ୍ରାପଡା ଜିଲ୍ଲାର ବାବୁଲି ସିଂ ବୋଲି ଜଣାପଡ଼ିଛି। ଖବରପାଇ ପାରାଦୀପ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଏହାସହ ଗାଡ଼ିର ଡ୍ରାଇଭରଙ୍କୁ ହେପାଜତକୁ ନେଇଛି ପୋଲିସ୍। ବାବୁଲିଙ୍କୁ ଟ୍ରକ୍ ଡ୍ରାଇଭର […]
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଯଥା-ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମରେ ଆଜି ରାତି ୯ଟାରୁ ୧୪ ଦିନିଆ ଲକ୍ଡାଉନ୍ କଟକଣା ଲାଗୁ ହେବ। ଆସନ୍ତୁ ଜାଣିବା ଏହି ଲକ୍ଡାଉନ୍ ବେଳେ କ’ଣ ସବୁ ଖୋଲା ରହିବ… ଲକ୍ଡାଉନ୍ ବେଳେ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବ। ସକାଳ ୬ରୁ ଦିନ ୧ଟା ଯାଏ କ୍ଷୀର, ପରିବା […]
ଚେନ୍ନାଇ: ସାମାନ୍ୟ କ୍ରୋଧର ବଶବର୍ତ୍ତୀ ହୋଇ ମଣିଷ ଅନେକ ଭୁଲ୍ କରିଥାଏ। ଏପରିକି ବର୍ବର କାଣ୍ଡ ମଧ୍ୟ ଘଟାଇବାକୁ ପଛାଏ ନାହିଁ। ତାମିଲନାଡୁ ତୁତୀକୋରିନ୍ରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। କ୍ରୋଧାନ୍ୱିତ ହୋଇ ଜଣେ ବ୍ୟକ୍ତି ୮ ବର୍ଷର କୁନି ପିଲାକୁ ହତ୍ୟା କରିଛନ୍ତି। ପିଲାଟିର ଭୁଲ୍ ଖାଲି ଏତିକି ଥିଲା, ସେ କେବଳ ଟିଭି ଅନ୍ କରିବାକୁ କହିଥିଲେ। ସୂଚନା ଅନୁସାରେ, ତୁତୀକୋରିନ୍ ଜିଲ୍ଲାର ଏହି ୮ ବର୍ଷର କୁନି ପିଲାଟି ଅଧିକାଂଶ ସମୟ […]
ପାରାଦୀପ: ହଠାତ୍ ରେଳ ଲାଇନ୍ ପାର୍ ହେଉଥିଲା ଟ୍ରକ୍, ଏହି ସମୟରେ ମାଡ଼ି ଆସିଲା ଟ୍ରେନ୍।ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ JSW ସାଇଟ୍ରେ କୋଇଲା ଟ୍ରକ୍ ଉପରେ ଏକ ଟ୍ରେନ୍ ମାଡ଼ି ଯାଇଛି। ଏଥିରେ ଟ୍ରକ୍ଟି ପୂରା ଚାପି ହୋଇ ଯାଇଥିବା ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରୁ ଟ୍ରକ୍ର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସିଗନାଲ୍ ମ୍ୟାନ୍ ନ ଥାଇ ଟ୍ରେନ୍ ଟି ପଛକୁ ଫେରୁଥିଲା। ଏହି ସମୟରେ ରାସ୍ତା ଜାମ୍ ଥିବାରୁ ଟ୍ରକ୍ଟି ଅବାଟରେ ରେଳ […]
କାନ୍ବେରା: ଏୟାରପୋର୍ଟ ବାହାରେ ପାର୍କିଂ ହୋଇଛି ଏକ luxury କାର୍। ଯିଏ ବି କେହି ସେଇ ବାଟ ଦେଇ ଯାଉଛନ୍ତି ସମସ୍ତଙ୍କ ନଜର ହଠାତ୍ ପଡ଼ୁଛି କାର୍ର ନମ୍ବର ପ୍ଲେଟ୍ ଉପରେ। ଆପଣମାନେ ଭାବୁଥିବେ କାର୍ର ନମ୍ବର ପ୍ଲେଟ୍ରେ ଏମିତି କ’ଣ ଲେଖା ହୋଇଛି ଯେ, ସମସ୍ତଙ୍କ ନଜର ହଠାତ୍ ସେଠିକି ପଳାଉଛି। କାର୍ର ନମ୍ବର ପ୍ଲେଟ୍ରେ ଲେଖା ହୋଇଛି “COVID19”। ଅଷ୍ଟ୍ରେଲିଆର ଏଡିଲେଡ୍ରେ ଏଭଳି କିଛି ଘଟଣା ଏବେ ନଜରକୁ ଆସିଛି। India Times ର […]
ରାଜକୋଟ/ଗୌହାଟି: ମହାମାରୀ କରୋନା ସଙ୍କଟ ସମୟରେ ପ୍ରତିଦିନ ଦେଶର କୌଣସି ନା କୌଣସି ସ୍ଥାନରେ ଭୂକମ୍ପର ଝଟ୍କା ଅନୁଭୂତ ହେଉଛି। ବିଶେଷ କରି ନୂଆଦିଲ୍ଲୀରେ ଚଳିତ ବର୍ଷ ଅଧିକ ଥର ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିବା ନଜର ଆସିଛି। ଆଜି ସକାଳେ ଗୁଜରାଟର ରାଜକୋଟ ଓ ଆସାମର କରିମ୍ଙ୍ଗଜରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। National Centre for Seismologyର ସୂଚନା ଅନୁସାରେ, ଆଜି ସକାଳ ୭ଟା ୪୦ମିନିଟ୍ରେ ରାଜକୋଟରେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର […]
ନୂଆଦିଲ୍ଲୀ: ବିଶ୍ୱର ବଡ଼ ବଡ଼ ନେତା ଓ ଶିଳ୍ପପତିଙ୍କ ଟ୍ୱିଟର୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା ସୂଚନା ମିଳିଛି।ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମେରିକାର ପୂର୍ବତନ ଉପ-ରାଷ୍ଟ୍ରପତି ଜୋଏ ବିଡେନ୍, ନ୍ୟୁୟର୍କ ସିଟିର ପୂର୍ବତନ ମେୟର ମାଇକ୍ ବ୍ଲୁମ୍ବର୍ଗ, ଇ-କମର୍ସ ସଂସ୍ଥା ଆମାଜନ୍ CEO ଜେଫ୍ ବେଜୋସ୍, ମାଇକ୍ରୋସଫ୍ଟ କୋ-ଫାଉଣ୍ଡର୍ ବିଲ୍ ଗେଟ୍ସ୍, Tesla ସିଇଓ Elon Musk, ସେଲେବ୍ରିଟି Kanye West ଓ ତାଙ୍କ ପତ୍ନୀ କିମ୍ କର୍ଦାଶିଆନ୍ଙ୍କ ସମେତ ଆଉ କିଛି ପ୍ରମୁଖ ବ୍ୟକ୍ତିଙ୍କ […]