• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

naxal
୨ ଛାତ୍ରଙ୍କ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ମାଲକାନଗିରି: ୨ ଛାତ୍ରଙ୍କ ମୁଣ୍ଡ ଗଡ଼ାଇଲେ ମାଓବାଦୀ। ମିଲପାଲି ଜଙ୍ଗଲରେ ବୀଭତ୍ସ ଭାବେ ୨ ଛାତ୍ରଙ୍କୁ ହତ୍ୟା କରିଛନ୍ତି। ଘଟଣା ଘଟିଛି ଛତିଶଗଡ଼ ସୁକୁମା ଅଞ୍ଚଳରେ।  ସୁକୁମା ଏସ୍‌ପିଙ୍କଠାରୁ ମିଳିଥିବା ସୂଚନା ମୁତାବକ, ୨ ଛାତ୍ରଙ୍କୁ ଗଳାକାଟି ଅତି ବିଭତ୍ସ ଭାବେ ମାଓବାଦୀମାନେ ହତ୍ୟା କରିଛନ୍ତି। ହତ୍ୟା ପରେ ମୃତ ଦେହକୁ ମିଲପାଲି ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି। ପୋଲିସ ଇନ୍‌ଫର୍ମର ଭାବେ ଏମାନଙ୍କୁ ହତ୍ୟା କରିଥିବା ଏସ୍‌ପି ସୂଚନା ଦେଇଛନ୍ତି।

  • Tuesday, 13 July 2021