• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

flood-2
ଗମ୍ଭୀର ହେଉଛି ବନ୍ୟା ସ୍ଥିତି; ଗଲାଣି ୪୩ ଜୀବନ

ଗୁଆହାଟୀ: ଆସାମର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ରହ୍ମପୁତ୍ର ନଦୀରେ ଜଳସ୍ତର ବୃଦ୍ଧିଯୋଗୁ ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଲଗାତାର ବର୍ଷା ଯୋଗୁଁ ୨୩ ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉତ୍କଟ ହେଲାଣି।  ମୁଖ୍ୟତଃ ଧିମାଜୀ, ଲକ୍ଷ୍ମୀପୁର, ନାଓଗାଁ, ଜୋରହାଟ, ଶିଭସାଗର, ଦିବ୍ରୁଗଡ଼, କୋକ୍ରାଝର, ବାରାପେଟ୍, ତିନସୁକିଆ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ରବିବାର ସ୍ଥିତି ଅଧିକ ଗମ୍ଭୀର ହୋଇଥିଲା। ବନ୍ୟା ଓ ମାଟି ଅତଡାଧସି […]

  • Tuesday, 13 July 2021
terror
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ପୁଣି ଏକ ସଫଳତା । ଏନକାଉଣ୍ଟରରେ ନିହତ ହୋଇଛନ୍ତି ୩ ଆତଙ୍କୀ । ଆଜି ସକାଳୁ ଅନନ୍ତନାଗ ଖୁଲଚୋହାରରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସେନା, ସିଆରପିଏଫ୍ ଓ ପୋଲିସ ପକ୍ଷରୁ ମିଳିତ ଅପରେସନ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ତିନି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏବେ ବି ସେହି ସ୍ଥାନରେ ଗୁଳିବିନିମୟ ଜାରି ରହିଛି । ପୁରା ଅଂଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଉଛି […]

  • Tuesday, 13 July 2021
covid
ଅଛୁଆଁ ହେଲା ଶବ ! କରୋନା ମୃତକଙ୍କୁ ଜେସିବିରେ ବୋହିନେଲେ

ଶ୍ରୀକାକୁଲମ୍:  ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶବ ହୋଇପଡ଼ିଲା ଯେପରି ଏକ ଅଦରକାରୀ ଅବା ଆବର୍ଜ୍ଜନା ଜିନିଷ। ଶେଷରେ ଜେସିବିରେ ଲଦି ଅନ୍ତିମ ସଂସ୍କାର ପାଇଁ ନିଆଗଲା ମୃତଦେହ। ଏଭଳି କିଛି ହୃଦୟବିଦାରକ ଓ ଅମାନବୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ରେ ସ୍ଥାନୀୟ ଅଞ୍ଚଳର ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ କରୋନାରେ  ମୃତ୍ୟୁ ଘଟିବା ପରେ ତାଙ୍କୁ ଜେସିବିର ସାମ୍ନାରେ ରଖି ନିଆଯାଇଥିଲା। ଯାହାର ଭିଡିଓ ଏବେ ସୋସିଆଲ […]

  • Tuesday, 13 July 2021
vaccine
ଏହି ୪ ଭାକ୍ସିନକୁ ନେଇ ଆଶା ଉଜ୍ଜ୍ୱଳ, ଚାଲିଛି ଟ୍ରାଏଲ୍‌

ନୂଆଦିଲ୍ଲୀ: ବିଶ୍ୱରେ କରୋନାର ପ୍ରକୋପ ବଢି ବଢି ଚାଲିଛି। କରୋନା ନିୟନ୍ତ୍ରଣ କରିବା ପାଇଁ ଔଷଧ ବାହାରିଛି ବୋଲି କେତେକ କମ୍ପାନୀ ଦାବି କରୁଛନ୍ତି। ହେଲେ ଏହା ଯେ କରୋନା ପାଇଁ ରାମବାଣ ନୁହେଁ ଏକଥା ମଧ୍ୟ ସେମାନେ କହିଛନ୍ତି। ଏପରି ପରିସ୍ଥିତିରେ ଭାକ୍ସିନକୁ ସମସ୍ତଙ୍କର ଅପେକ୍ଷା । ଭାକ୍ସିନ ତିଆରି କରିବା ପାଇଁ ଅନେକ କମ୍ପାନୀ ଉଦ୍ୟମ ଜାରି ରଖିଛନ୍ତି।  ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେସନ (WHO) ପକ୍ଷରୁ କୁହାଯାଇଛି, କରୋନା ଭାଇରସ ବିରୋଧରେ ଲଢିବା ପାଇଁ […]

  • Tuesday, 13 July 2021
fair and lovely
‘ଫେୟାର ଆଣ୍ଡ ଲଭ୍‌ଲି’ରୁ ହଟିବ ‘ଫେୟାର’

ନୂଆଦିଲ୍ଲୀ: ଫେୟାର୍ ଆଣ୍ଡ ଲଭଲିରୁ ଆଉଟ୍ ହେବ ଫେୟାର୍ । ଅର୍ଥାତ ଏଣିକି ଫେୟାରନେସ୍ କ୍ରିମ୍ ଫେୟାର ଆଣ୍ଡ ଲଭ୍‌ଲିରେ ରହିବନି ଫେୟାର୍ ଟାଗ୍ ଲାଇନ୍। ଫେୟାର୍ ଶବ୍ଦକୁ ହଟାଇବାକୁ ନିଷ୍ପତ୍ତି ନେଇଛି ହିନ୍ଦୁସ୍ତାନ ୟୁନିଲିଭର୍ କମ୍ପାନୀ। କ୍ରିମର ନୂଆ ନାଁକୁ ନେଇ ଏବେ କମ୍ପାନୀ ଚିନ୍ତା କରୁଛି। ତେବେ ଏହାର ନୂଆ ନାମ ‘ ଗ୍ଲୋ ଆଣ୍ଡ ଲଭ୍‌ଲି’ ରଖିପାରେ ବୋଲି ଆଲୋଚନା ହେଉଛି। ଖାଲି ଫେୟାର୍ ନୁହେଁ, ୟୁନିଲିଭର୍ କମ୍ପାନୀ ନିଜ ବିଉଟି ପ୍ରଡକ୍ଟରୁ […]

  • Tuesday, 13 July 2021
lunar
ଜୁଲାଇରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ:ବର୍ଷର ତୃତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ପଡ଼ିବ ଜୁଲାଇ ମାସରେ। ଜୁଲାଇ ୫ ତାରିଖରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ୬ଟି ରାଶି ପାଇଁ ଖୁବ୍‌ ଶୁଭଫଳ ଦାୟୀ ହେବ। କେଉଁ ସମୟରେ ଗ୍ରହଣ ଲାଗିବ, ହାଣ୍ଡିଛାଡ ଏବଂ ପାକତ୍ୟାଗ ହେବ ସେ ବିଷୟରେ ଆସନ୍ତୁ ଜାଣିବା। ୫ ଜୁଲାଇରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ସକାଳ ୮ଟା ୩୭ ମିନିଟ୍‌ରେ ହେବ ଏବଂ ୧୧ଟା ୨୨ ମିନିଟ୍‌ରେ ମୋକ୍ଷ ହେବ। ଯେହେତୁ ଏହା ଏକ ଉପଛାୟା […]

  • Tuesday, 13 July 2021
petrol
ତୈଳ ଦର ବୃଦ୍ଧି: ପେଟ୍ରୋଲ ୨୫ ପଇସା, ଡିଜେଲ ୨୧ ପଇସା

ନୂଆଦିଲ୍ଲୀ: ଆଜି ବି ବଢିଛି ତେଲ ଦର।  ପେଟ୍ରୋଲ ଲିଟର ପିଛା ୨୫ ପଇସା ଏବଂ ଡିଜେଲ ୨୧ ପଇସା ବୃଦ୍ଧି ପାଇଛି । ଲଗାତାର ୨୧ ଦିନ ଧରି ତୈଳଦର ବୃଦ୍ଧି ଘଟିଛି ରାଜଧାନୀ ଦିଲ୍ଲୀରେ । ଆଜି ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୩୮ପଇସା ଏବଂ ଡିଜେଲ ୮୦ଟଙ୍କା ୪୦ ପଇସା ହୋଇଛି । ଶୁକ୍ରବାର ଦେଶରେ ପେଟ୍ରୋଲ ଲିଟର ପଛା ଦର ୨୧ ପଇସା ଏବଂ ଡିଜେଲ ଦର ଲିଟର ପିଛା […]

  • Tuesday, 13 July 2021