ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ଚାଲିଥିବା ବେଳେ ହଠାତ୍ ଏହା ହିଂସାକାଣ୍ଡର ରୂପ ନେଇଥିଲା। ହିଂସାକାଣ୍ଡରେ ୮ଟି ବସ୍ ଓ ୧୭ଟି ପ୍ରାଇଭେଟ୍ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍ କହିଛି। ପାଖାପାଖି ୨ ମାସ ଧରି ଚାଲିଥିବା ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହଠାତ୍ କାହିଁକି ହିଂସାକାଣ୍ଡର ରୂପ ନେଲା, ଏହାର କାରଣ ଖୋଜା ଚାଲିଛି। ସେପଟେ କିଛି ଚାଷୀ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍ ୧୫ଟି ମାମଲା ରୁଜୁ କରିଛି। ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି। ହିଂସାକାଣ୍ଡରେ ୮ଟି ବସ୍ ଓ ୧୭ଟି ପ୍ରାଇଭେଟ୍ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍ କହିଛି। ଗାଜିପୁର୍, ଟିକ୍ରି ଓ ସିଂଘୁ ବର୍ଡରରେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ […]
ଜଳନ୍ଧର : ମହଙ୍ଗା ପଡ଼ିଲା ସୋସିଆଲ ମିଡ଼ିଆରେ ପ୍ରେମ କରି ବିବାହ କରିବା । ମହିଳା ନୁହେଁ ଘରୋଇ ହିଂସାର ଶିକାର ହେଲେ ନବ ବିବାହିତ ବର । ପଞ୍ଜାବ ଜଳନ୍ଧରର ଫିଲୋର ଥାନା ଅଞ୍ଚଳରେ ଏହିଭଳି ଏକ ଅଭାବନୀୟ ମାମଲା ସାମ୍ନାକୁ ଆସିଛି। ସରକାରୀ ଚାକିରି କରୁଥିବା ଜଣେ ଯୁବକ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହ ବନ୍ଧୁତା ପରେ ଉଭୟଙ୍କ ପରିବାରର ସହମତିରେ ପ୍ରେମ ବିବାହ ହୋଇଥିଲା। ସମସ୍ତେ ଖୁସି ଥିଲେ, ଜାକଜମକରେ ବିବାହ […]
ଚୀନ୍ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ସର୍ବସମ୍ମୁଖକୁ ଆସିଲେ ‘ଆଲିବାବା’ର ପ୍ରତିଷ୍ଠାତା ଜ୍ୟାକ୍ ମା।ବୁଧବାର ଦିନ ଜ୍ୟାକ୍ ମା ଏକ ଅନ୍ଲାଇନ୍ କନ୍ଫରେନ୍ସରେ ୧୦୦ଜଣ ଗ୍ରାମୀଣ ଶିକ୍ଷକଙ୍କ ସହ ଭିଡିଓ ଜରିଆରେ ଏକ ବୈଠକ କରିଥିବା ସ୍ଥାନୀୟ ଗଣମାଧ୍ୟମର ଖବର ଅନୁସାରେ ଜଣାପଡ଼ିଛି । ଗ୍ରାମୀଣ ଶିକ୍ଷାର ସଫଳତା ରୂପାୟନ ପାଇଁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ଚାରିଆଡ଼ୁ ଚାପ ବଢ଼ିବା ପରେ ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ […]
ବରଗଡ଼: ଚାହୁଁ ଚାହୁଁ ଆଖି ସାମ୍ନାରେ ଜଳିଗଲା ଚଳନ୍ତା କାର୍। ବରଗଡ଼ ଭଟଲି ଛକରେ ଚଳନ୍ତା କାର୍ରେ ଗତକାଲି ନିଆଁ ଲାଗି ଯାଇଥିଲା। ସୌଭାଗ୍ୟବଶତଃ, ଗାଡ଼ି ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭଟଲି ଛକ ଦେଇ ଯାଉ ଥିବାବେଳେ ହଠାତ୍ କାର୍ରୁ ଧୁଆଁ ବାହାରୁ ଥିବା ଡ୍ରାଇଭର୍ ଦେଖିବାକୁ ପାଇଥିଲେ। ତୁରନ୍ତ ଗାଡ଼ିରୁ ବାହାରି ଆସିବା କ୍ଷଣି ସେଥିରେ ନିଆଁ ଲାଗି ଯାଇଥିଲା। କିଛି ସମୟ ଭିତରେ କାର୍ଟି ହୁତ୍ ହୁତ୍ ହୋଇ ଜଳି ଯାଇଥିଲା। ଅଗ୍ନିଶମ […]
ହାଇଦ୍ରାବାଦ : ପୁଅକୁ ଦେହରେ ନିଆଁ ଲଗାଇ ଦେଲା ରାକ୍ଷସ ବାପା । ପାଠ ପଢ଼ିଲାନି ବୋଲି ୧୦ ବର୍ଷର ପୁଅ ଦେହରେ ନିଜ ବାପା ନିଆଁ ଲଗାଇ ଦେଇଛି । ଫଳରେ କୁନି ପୁଅର ଶରୀରର ୬୦ ପ୍ରତିଶତ ପୋଡ଼ିଯାଇଛି । ଚିକିତ୍ସା ପାଇଁ ତାଙ୍କୁ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରବିବାର ରାତିରେ ହାଇଦ୍ରାବାଦର କୁକାଟପଲ୍ଲୀ ହାଉସିଂ ବୋର୍ଡ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ହାଇଦ୍ରାବାଦର କୁକାଟପଲ୍ଲୀ ଅଞ୍ଚଳରେ […]
କର୍ଣ୍ଣାଟକ ଧାରୱାଡ଼ରେ ସଡ଼କ ଦୁର୍ଘଟଣା, ମିନି ବସକୁ ଧକ୍କା ଦେଲା ଟ୍ରକ୍ ଡ୍ରାଇଭର ସମେତ ମିନି ବସରେ ବସିଥିବା ୧୭ ମହିଳା ଡାକ୍ତର ମୃତ ୧୦ ଜଣ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି ସିଙ୍ଗଲ୍ ଲେନ୍ ରାଜପଥରେ ପ୍ରତିଦିନ ଦୁର୍ଘଟଣା, ଲୋକେ ଅସନ୍ତୁଷ୍ଟ ଧାରୱାଡ଼ : କର୍ଣ୍ଣାଟକର ଧାରୱାଡ଼ରେ ଭୟଙ୍କର ଦୁର୍ଘଟଣା । ମିନି ବସକୁ ପ୍ରବଳ ଜୋରରେ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୧୭ ମହିଳା ମହିଳା ଡାକ୍ତରଙ୍କ ମୃତ୍ୟୁ […]
ଜୟପୁର : ସ୍ୱାମୀ ଓ ସ୍ତ୍ରୀର ପବିତ୍ର ସମ୍ପର୍କରେ କଳଙ୍କର ଛିଟା। ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିବା ସ୍ୱାମୀ ବିଶ୍ୱାସରେ ବିଷ ଦେଇ ସ୍ତ୍ରୀର ଇଜ୍ଜତକୁ ବଜାରରେ ନିଲାମ କରିଦେଲା। ସବୁଦିନ ପାଇଁ ରକ୍ଷା କରିବାର ଭରସା ଦେଇ ସ୍ତ୍ରୀକୁ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କଲା ପିଶାଚ ସ୍ୱାମୀ । ରାଜସ୍ଥାନର ଜାଲୋର କୋତବାଲି ଥାନାରେ ପୀଡ଼ିତାଙ୍କ ମା’ ଅଭିଯୁକ୍ତ ଜ୍ୱାଇଁ ଓ ତାଙ୍କ ସାଥୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏଭଳି ଘୃଣ୍ୟ ଓ […]
ମୁମ୍ବାଇ : ସ୍ୱାମୀ ସାଜିଲା ସଇତାନ୍। ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ଠେଲିଦେଲା ପିଶାଚ ସ୍ୱାମୀ। ଟ୍ରେନରୁ ଖସିପଡ଼ିବା ପରେ ମହିଳା ଜଣକର ମୃତ୍ୟୁ ହୋଇଛି । ଗତ ସୋମବାର ଅପରାହ୍ନରେ ଏହି ଘଟଣା ଘଟିଛି । ଲୋକାଲ ଟ୍ରେନରେ ଯାଉଥିବା ବେଳେ ଚେମ୍ବୁର ଏବଂ ଗୋଭାଣ୍ଡି ରେଳ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ୍ । ଦୁଇ ମାସ ପୂର୍ବରୁ ଉଭୟଙ୍କର ବିବାହ ହୋଇଥିଲା । ମୁମ୍ବାଇର […]
ମୁମ୍ୱାଇ : ୩୫ ବର୍ଷୀୟ ପ୍ରନ୍ସିପାଲଙ୍କୁ ଯୌନ ଶୋଷଣ ଏବଂ ଅସଦାଚରଣ କରୁଥିବା ଅଭିଯୋଗରେ ଦୁଇଜଣ ଯୁବକ ଗିରଫ । ପୀଡ଼ିତାଙ୍କ ଅଭିଯୋଗ ପରେ ମହାରାଷ୍ଟ୍ରର ୱାଡାଲା ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡ଼ିତାଙ୍କୁ ଫୋନ୍ କରି ଅଶ୍ଳୀଳ କଥାବାର୍ତ୍ତା କରିବା ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦୁଇ ଅଭିଯୁକ୍ତ। ଦୁଇ ଅଭିଯୁକ୍ତ ନଭି ମୁମ୍ବାଇର ଘାନସୋଲି ନିବାସୀ୨୫ ବର୍ଷିୟ ସୁରଜ ସିଦ୍ଧାର୍ଥ କାମ୍ବଲେ ଏବଂ ୩୧ ବର୍ଷିୟ ମନୋଜ ଲକ୍ଷ୍ମଣ ଦେବରୁକର ବୋଲି […]
ଗୁଜରାଟ : ଅଧିକ ମଦ ପିଉଛନ୍ତି ମହିଳା । କଟକଣା ସତ୍ତ୍ୱେ ବଢ଼ୁଛି ମହିଳା ମଦ୍ୟପଙ୍କ ସଂଖ୍ୟା । ଗୁଜରାଟରେ ମଦକୁ ବ୍ୟାନ୍ କରାଯାଇଥିବା ବେଳେ ବିଗତ ୫ ବର୍ଷରେ ମହିଳା ମଦ୍ୟପଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି ।୨୦୧୯-୨୦୨୦ବର୍ଷ ପାଇଁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (NFHS-Five) ରିପୋର୍ଟ ଆଧାରରେ ଏହି ତଥ୍ୟ ହସ୍ତଗତ ହୋଇଛି । ଗୁଜୁରାଟର ମୋଟ ୩୩,୩୪୩ ମହିଳା ଏବଂ ୫୩୫୧ ଜଣ ପୁରୁଷଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ତେବେ […]
ପାକ-ଚୀନ ଯୁବଳବନ୍ଦୀ ଦେଶ ପାଇଁ ବିପଦ ସେନା କେବଳ ପୂର୍ବ ଲଦାଖରେ ନୁହେଁ ଉତ୍ତର ସୀମାରେ ମଧ୍ୟ ହାଇ ଆଲର୍ଟରେ ପ୍ରତ୍ୟେକ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ଆମେ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛୁ, କହିଲେ ସେନା ମୁଖ୍ୟ ନରଓ୍ୱାଣେ ନୂଆଦିଲ୍ଲୀ : ଭାରତୀୟ ସେନା କେବଳ ପୂର୍ବ ଲଦାଖରେ ନୁହେଁ ଉତ୍ତର ସୀମାରେ ମଧ୍ୟ ହାଇ ଆଲର୍ଟ ଅଛନ୍ତି । ପ୍ରତ୍ୟେକ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ସେନା ପ୍ରସ୍ତୁତ ରହିଛି । […]
ନାଗପୁର : କ୍ରୋଧ ଜର୍ଜରିତ ମାନସିକତା ପାଇଁ ନିଆଁ ଲାଗିଲା । ଚିକେନ୍ ପାଇଁ ନିଶାରେ ଚୁର ହୋଇଥିବା ଦୁଇ ଜଣ ଯୁବକ ଢ଼ାବାରେ ନିଆଁ ଲଗାଇ ଦେଇଛନ୍ତି । ଚିକେନ୍ ଶେଷ ହୋଇଯାଇଥିବାରୁ ବିଳମ୍ବିତ ରାତ୍ରିରେ ଢ଼ାବା ମାଲିକ ଚିକେନ୍ ଦେବାକୁ ମନା କରିଦେଇଥିଲେ । ତେବେ ଢ଼ାବା ମାଲିକଙ୍କ କଥା ଶୁଣି ଉତକ୍ଷିପ୍ତ ହୋଇ ମଦ୍ୟପମାନେ ଲଙ୍କାକାଣ୍ଡ ଘଟାଇଥିଲେ । ମହାରାଷ୍ଟ୍ର ନାଗପୁରରେ ଘଟିଛି ଏପରି ଅଭାବନୀୟ ଘଟଣା। ତେବେ ଢ଼ାବା ମାଲିକଙ୍କ ଅଭିଯୋଗ […]
ବାଲିଗୁଡ଼ା(ଅଜିତ୍ କୁମାର ନାୟକ) : ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଗଲେ ଯାତ୍ରୀ । ଆଜି ସକାଳେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା କଞ୍ଜାମେଣ୍ଡି ଛକରେ ହୁ ହୁ ହୋଇ ଜଳିଯାଇଛି ଯାତ୍ରୀବାହୀ ବସ୍ । ଏମ୍.ରାମପୁରରୁ ଭଞ୍ଜନଗର ଯାଉଥିବାବେଳେ ‘ରୁଦ୍ରକାଳୀ’ ନାମକ ଏହି ଘରୋଇ ବସରେ ନିଆଁ ଲାଗି ଯାଇଥିଲା । ପ୍ରାୟ ୨୫ରୁ ୩୦ଜଣ ଯାତ୍ରୀ ଥିବା ଏହି ବସ୍ଟି କଞ୍ଜାମେଣ୍ଡି ଛକ ଦେଇ ଯାଉଥିବା ବେଳେ ବସ୍ରୁ ହଠାତ ଧୂଆଁ ବାହାରିବା ଦେଖି ଡ୍ରାଇଭର୍ […]
ନୂଆଦିଲ୍ଲୀ : ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ ହେବା ପରେ ସୁରିନାମ ଗଣରାଜ୍ୟର ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସାନ୍ତୋଖି ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ । ଭାରତୀୟ ବଂଶୋଦ୍ଭବ ସାନ୍ତୋଖି ରାଜପଥ ପରେଡରେ ଯୋଗଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଜଡିତ ସୂତ୍ରରୂ ଜଣାପଡ଼ିଛି। ବ୍ରିଟେନରେ କରୋନାର ସ୍ଥିତି ଅଣାୟତ ହେବାରୁ ଭାରତ ଯାତ୍ରା ରଦ୍ଦ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଗତ ୫ ତାରିଖରେ ବୋରିସ ଜନସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି […]
ନୂଆଦିଲ୍ଲୀ : ସାରା ଦେଶରେ କରୋନା ଭାଇରସର ଦ୍ଵିତୀୟ ଷ୍ଟ୍ରେନ ଆରମ୍ଭ ହୋଇଯାଇଥିବା ବାର୍ଡ଼ ଫ୍ଲୁ ପୁଣି ନୂଆ ସଙ୍କଟ ସୃଷ୍ଟି କରିଛି। ଦେଶର ୭ଟି ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ଖେଳାଇଥିବା ବେଳ ବିଭିନ୍ନ ସହରରେ କାଉ ମଡ଼କ ଦେଖିବାକୁ ମିଳିଛି। କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ଗୁଜୁରାଟ ଏବଂ ଉତ୍ତରପ୍ରଦେଶରେ ବାର୍ଡ ଫ୍ଲୁର ନମୂନା ପଜିଟିଭ୍ ଆସିଛି। ଏହାସହ ଛତିଶଗଡ ସମେତ ଦିଲ୍ଲୀରେ ମଧ୍ୟ ପକ୍ଷୀ ମରିପଡ଼ିଥିବା ସୂଚନା ମିଳିଛି। ଦିଲ୍ଲୀର […]
ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ ନୂଆ ଚାଲ ଖେଳୁଛି କି ଚୀନ ? ଗୁପ୍ତରେ ଅନୁପ୍ରେବଶ କରୁଥିଲେ କି ଚୀନ୍ ସୈନିକ ? ଭାରତୀୟ ସୀମାରୁ ଡ୍ରାଗନ୍ ବାହିନୀର ଜଣେ ସେନା ଧରାପଡ଼ିଛନ୍ତି । ପାଙ୍ଗୋଙ୍ଗ ହ୍ରଦ ନିକଟରେ ସନ୍ଦିଗ୍ଧ ଭାବେ ଜଣେ ଚୀନ ଯବାନ ବୁଲୁଥିବା ବେଳେ ଭାରତୀୟ ସେନା ତାଙ୍କୁ କାବୁ କରିଛି ।ଧରାପଡ଼ିବା ପରେ ଭୁଲରେ ଭାରତ ସୀମାକୁ ପଳାଇ ଆସିଥିବା କହିଛନ୍ତି ଚୀନ […]
ନୂଆଦିଲ୍ଲୀ : ଗହଣା କିଣିବାକୁ ଯାଉଛନ୍ତି କି ? ପାନ୍ କାର୍ଡ଼ ଓ ଆଧାର କାର୍ଡ଼ ପରି KYC କାଗଜପତ୍ର ସାଙ୍ଗରେ ନେଇ ଯାଆନ୍ତୁ। କାରଣ ଏବେ ଦୁଇ ଲକ୍ଷରୁ କମ୍ ମୂଲ୍ୟର ଗହଣା କିଣୁଥିଲେ ବି ଦୋକାନୀମାନେ କାଗଜପତ୍ର ମାଗୁଛନ୍ତି। ବର୍ତ୍ତମାନ ୨ ଲକ୍ଷ ଟଙ୍କା ନେଣଦେଣ ଉପରେ KYC କାଗଜପତ୍ର ବାଧ୍ୟତାମୂଳକ ଥିବାବେଳେ ଚଳିତ ବଜେଟରେ ସରକାର ସମସ୍ତ କ୍ୟାସ୍ ନେଣଦେଣ ଉପରେ KYC ବାଧ୍ୟତାମୂଳକ କରିପାରନ୍ତି ବୋଲି ଚିନ୍ତା କରୁଛନ୍ତି ଗହଣା ଦୋକାନୀ […]
ନୂଆଦିଲ୍ଲୀ : ସେନାର ବଳ ବଢ଼ାଇବ ମେକ୍ ଇନ୍ ଇଣ୍ଡିଆର ବୁଲେଟ ପ୍ରୁଫ୍ ଜ୍ୟାକେଟ୍। ଖରାବର୍ଷାକୁ ନଡରି ମାଟି ମା’ ପାଇଁ ହସି ହସି ଜୀବନ ଦେଉଥିବା ସେନାଙ୍କୁ ଖୁବଶୀଘ୍ର ରକ୍ଷାକବଚ ମିଳିଯିବ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧି ଶତ୍ରୁକୁ ଭାରତୀୟ ସେନା ପ୍ରତିହତ କରିବ। ପୂର୍ବରୁ ଭାରତର ଅର୍ଦ୍ଧସାମରିକ ବଳ ପାଇଁ ପର୍ଯ୍ୟାପ୍ତ ପରିମାଣରେ ବୁଲେଟ ପ୍ରୁଫ୍ ଜ୍ୟାକେଟ୍ ମିଳି ପାରୁନଥିଲା । ଆଉ ଏଥିପାଇଁ ଭାରତୀୟ ସେନାକୁ ଏକ […]
ଆମେରିକାର ଓ୍ୱାଶିଂଟନରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହଙ୍ଗାମା କରିଛନ୍ତି । ସଂସଦ ପରିସରରେ ହୋଇଥିବା ହିଂସାକାଣ୍ଡରେ ଏବେ ସୁଦ୍ଧା ୪ ଜଣ ପ୍ରାଣ ହରାଇଛନ୍ତି । ହିଂସାକୁ ଦୃଷ୍ଟିରେ ରଖି ଓ୍ୱାଶିଂଟନ ମେୟର ୧୫ ଦିନ ପାଇଁ ଏମରଜେନ୍ସି ଘୋଷଣା କରିଛନ୍ତି । ଆମେରିକା : ଆମେରିକା ସଂସଦ ପରିସରରେ ଟ୍ରମ୍ପଙ୍କ ସମର୍ଥକ ଲଙ୍କାକାଣ୍ଡ ଘଟାଇଛନ୍ତି। ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ସୁଦ୍ଧା ଦେଶରେ ଉତ୍ତେଜନା ଜାରି ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳର ଶେଷ ଦିନରେ […]