• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

arrest sohil
ବିବାହ ଭୋଜିରେ ଛେପ ଲଗା ରୁଟି ଦେଇ ଗିରଫ ହୋଇଥିଲେ, ଏବେ ଲାଗିଲା NSA

ମିରଟ: ବିବାହ ଭୋଜିରେ ଛେପ ଲଗାଇ ତନ୍ଦୁର ରୁଟି ତିଆରି କରି କ୍ୟାମେରା ସାମ୍ନାରେ ଧରା ପଡ଼ିଥିବା ଜଣ ଯୁବକଙ୍କ ବିରୋଧରେ ନାଶନାଲ ସିକ୍ୟୁରିଟି ଆକ୍ଟ (ଏନଏସ୍‌ଏ)ରେ ମାମଲା ରୁଜୁ କରାଯାଇଛି। ଉତ୍ତର ପ୍ରଦେଶର ମିରଟରେ ଘଟିଥିବା ଏହି ଘଟଣାର ଭିଡିଓ  ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତାଙ୍କ ଗତ ଫେବ୍ରୁଆରୀରେ ଗିରଫ କରାଯାଇଥିଲା। ଗିରଫ ଯୁବକଙ୍କ ନାମ ସୋହିଲ। ନିକଟରେ ତାଙ୍କ ପରିବାର ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ଜାମିନି ପାଇଁ ଆବେଦନ କରିଥିଲେ। ହେଲେ ଜିଲ୍ଲା […]

  • Tuesday, 13 July 2021
corona-1
ଦେଶରେ କରୋନା ଗ୍ରାଫ ଉପରମୁହାଁ; ୨୪ ଘଣ୍ଟାରେ ୪୦ ହଜାର ନୂଆ ରୋଗୀ ଚିହ୍ନଟ

ମୁମ୍ବାଇ: ଦେଶରେ କରୋନା ଗ୍ରାଫ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍‌ ୩୯ ହଜାର ୭୨୬ ନୂଆ ମାମଲା ସାମ୍ନାକୁ ଆସିଛି। ଏହା ପରେ ଦେଶରେ କରୋନା ସଂକ୍ରମଣ ୧ କୋଟି ୧୫ ଲକ୍ଷ ୧୪ ହଜାର ୩୩୧କୁ ଛୁଇଁଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ୨୪ ଘଣ୍ଟାରେ ୧୫୪ ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ପୁଣି ଥରେ କଡ଼ ଲେଉଟିଛି କରୋନା। ଏଠାରେ […]

  • Tuesday, 13 July 2021
cooking
ଜ୍ୱାଇଁଙ୍କ ପାଇଁ ୬୭ ପ୍ରକାରର ଖାଦ୍ୟ ପରସି କରି ଚର୍ଚ୍ଚାରେ ମହିଳା

ହାଇଦ୍ରାବାଦ: ଶ୍ୱଶୁର ଘରେ ଜ୍ୱାଇଁଙ୍କ ପ୍ରଥମ ଭୋଜନ। ସବୁ କିଛି ସ୍ୱତନ୍ତ୍ର ହେବା ଉଚିତ୍‌। ତେଣୁ ଜ୍ୱାଇଁ ଆସୁଥିବା ଜାଣି ଶାଶୂ ରାନ୍ଧିଛନ୍ତି ୬୭ ପ୍ରକାର ବ୍ୟଞ୍ଜନ।  ଜ୍ୱାଇଁଙ୍କୁ ଏମିତି ସମ୍ମାନ ଜଣାଇଛନ୍ତି  ଚର୍ଚ୍ଚାକୁ ଆସିଛନ୍ତି ଜଣେ ମହିଳା । ସାଧାରଣତଃ ଜ୍ୱାଇଁମାନେ ଘରକୁ ଆସିଲେ ସେମାନଙ୍କୁ ଅଧିକ ସମ୍ମାନ ଦିଆଯାଇଥାଏ। ଖାଇବାଠୁ ଆରମ୍ଭ କରି ରହିବା, ବୁଲାବୁଲି ଓ ସର୍‌ପ୍ରାଇଜ୍‌ ପ୍ଲାନିଂ ସବୁକିଛିର ଆୟୋଜନ ହୋଇଥାଏ। ତେବେ ଜ୍ୱାଇଁଙ୍କ ପାଇଁ ୬୭ ପ୍ରକାରର ଖାଦ୍ୟ ରୋଷେଇ […]

  • Tuesday, 13 July 2021
scorpio
ବଢିଲା ଗିରଫ ସଚିନ୍‌ ୱାଜେଙ୍କ ଅଡୁଆ, ସିସିଟିଭି ଫୁଟେଜରୁ ପୋଲିସକୁ ମିଳିଲା ଏମିତି ପ୍ରମାଣ

ମୁମ୍ବାଇ:ମୁକେଶ ଅମ୍ବାନୀଙ୍କ ଘର ବାହାରେ ରଖାଯାଇଥିବା ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ଘଟଣାର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି।  ଏହି ମାମଲାର ତଦନ୍ତ କରୁଥିବା  ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପୋଲିସ ଅଧିକାରୀ ସଚିବ ୱାଜେଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଏନଆଇଏ ଗୋଟିଏ ପରେ ଗୋଟିଏ ପ୍ରମାଣ ଯୋଗଡ କରିଚାଲିଛି। ଏପରିକି ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ମାମଲା ସହ ସ୍କର୍ପିଓ ମାଲିକ ମନସୁଖ ହିରେନ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମଧ୍ୟ ସଚିନଙ୍କ ସଂପୃକ୍ତି ଥିବାର […]

  • Tuesday, 13 July 2021
born baby
ଆଣ୍ଟିବଡି ସହ ଜନ୍ମ ନେଲା ଶିଶୁ; କରୋନାକୁ ଦେବ ମାତ୍‌

ନ୍ୟୁୟର୍କ: କରୋନାକୁ ନେଇ ସାରା ବିଶ୍ୱ ଚିନ୍ତାରେ। ହେଲେ ଏଠି କରୋନାକୁ ମାତ ଦେଇ ଜନ୍ମ ନେଇଛି ଶିଶୁ। ଡାକ୍ତରମାନେ ବି ଦେଖି ଆଶ୍ଚର୍ଯ୍ୟ। ଶିଶୁଟି ଆଣ୍ଟିବଡି ସହ ଜନ୍ମ ନେଇଛି ଯେଉଁଥିପାଇଁ କରୋନାକୁ ମାତ ଦେବାକୁ ସେ ସମର୍ଥ। ବୋଧହୁଏ ପ୍ରଥମ ଥର ପାଇଁ ଏପରି ଦେଖିବାକୁ ମିଳିଛି। ତେବେ କଥା ହେଉଛି, ଶିଶୁର ମା‘ କରୋନା ଭାକ୍ସିନର ପ୍ରଥମ ଡୋଜ୍‌ ନେଇଥିଲେ। ଯାହା ଫଳରେ ଶିଶୁଟି ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଡାକ୍ତର କହିଛନ୍ତି। […]

  • Tuesday, 13 July 2021
marriage
ନାବାଳକ ଛାତ୍ରଙ୍କୁ ଜବରଦସ୍ତ ବିବାହ କଲେ ଶିକ୍ଷୟିତ୍ରୀ, ୬ ଦିନ ପରେ ଛାଡ଼ିଦେଲେ

ଜଳନ୍ଧର: ୧୩ ବର୍ଷର ଜଣେ ଛାତ୍ରଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଶିକ୍ଷୟିତ୍ରୀ। ବିବାହ ପରେ ଉକ୍ତ ଛାତ୍ରଙ୍କୁ ୬ ଦିନ ନିଜ ଘରେ ରଖିବା ପରେ ଛାଡ଼ି ଦେଇଛନ୍ତି। ନାବାଳକ ଛାତ୍ର ଘରେ ପହଞ୍ଚି ପରିବାର ଲୋକଙ୍କୁ ଏ ନେଇ ଜଣାଇବା ପରେ କଥା ପଦାକୁ ଆସିଥିଲା। ଘଟଣା ଘଟିଛି ଜଳନ୍ଧର ସହରର ବାବାଖେଲ ଇଲାକାରେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ୧୩ ବର୍ଷର […]

  • Tuesday, 13 July 2021
death-sentence
କଇଁଚିରେ ସ୍ତ୍ରୀଙ୍କ ମୁଣ୍ଡ କାଟି ଅଲଗା କରିଥିଲେ ରାକ୍ଷସ ସ୍ୱାମୀ, ମିଳିଲା ସଜା

ଫରିଦାବାଦ: ହରିଆଣା ଫରିଦାବାଦ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣାର ବିଚାର କରି ମୁମ୍ବାଇ କୋର୍ଟ ରାୟ ଶୁଣାଣି କରିଛି। କଇଁଚିରେ ଏକାଧିକବାର ଆଘାତ ଦେଇ ପତ୍ନୀଙ୍କ ଗଳାକାଟି ହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଅତିରିକ୍ତ ସେସନ୍‌ ଜଜ୍‌ ସରତାଜ ବାସବାନାଙ୍କ ଅଦାଲତ ଦୋଷୀ ଉପରେ ୨୦ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି । ଆସାମୀ ଅତି ନିର୍ଦ୍ଦୟ ଭାବେ ନିଜ ପତ୍ନୀଙ୍କ ଗଳାକୁ ବାରମ୍ବାର କଇଁଚିରେ କାଟିଛନ୍ତି। ପତ୍ନୀଙ୍କ […]

  • Tuesday, 13 July 2021
theft
ଛାତ ପଟେ ପଶି ବିଜେପି ସାଂସଦଙ୍କ ଘରୁ ଚୋରି

ଗ୍ୱାଲିଅର:ବିଜେପି ରାଜ୍ୟସଭା ସାଂସଦ ତଥା ଗ୍ୱାଲିୟର ମହାରାଜା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜୟ ବିଳାସ ପ୍ୟାଲେସରେ ଚୋରି ହୋଇଯାଇଛି। ସବୁଠାରୁ ସୁରକ୍ଷିତ ବୋଲି ବିଶ୍ୱାସ କରାଯାଉଥିବା ଏହି ମହଲରୁ ଚୋରି ହେବା ଘଟଣା ପୋଲିସ ପ୍ରଶାସନ ଆଖିରୁ ନିଦ ହଜାଇ ଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ମାମଲାର ତଦନ୍ତ ଆରମ୍ଭ କରିଛି। ସିନ୍ଧିଆ ରାଜବଂଶରେ ଜୟ ବିଳାସ ପ୍ୟାଲେସ ପରିସରରେ ଚୋରି ଘଟଣାକୁ ନେଇ ଗ୍ୱାଲିଅର ପୋଲିସ ଅଧୀକ୍ଷକ ରତ୍ନେଶ ତୋମର କହିଛନ୍ତି, ବୁଧବାର ସକାଳୁ ରାନୀମହଲରୁ ସୂଚନା […]

  • Tuesday, 13 July 2021
teerath-singh-rawat
ମହିଳାଙ୍କ ଫଟା ଜିନ୍ସ ଦେଖି ଫିଡିକିଲେ ମୁଖ୍ୟମନ୍ତ୍ରୀ

ଡେରାଡ଼ୁନ୍‌: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କ୍ଷମତାକୁ ଆସିବା ପରେ ପରେ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ମଙ୍ଗଳବାର ଡେରାଡୁନ୍‌ରେ ଶିଶୁ ଅଧିକାର ସୁରକ୍ଷାକୁ ନେଇ ଏକ ୱର୍କଶପ ଆୟୋଜନ କରାଯାଇଥିଲା। ଏହି ଅବସରରେ  ମୁଖ୍ୟମନ୍ତ୍ରୀ ମହିଳାଙ୍କ ଫଟା ଜିନ୍ସ ପିନ୍ଧିବାକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ଏପରି ପୋଷାକ ପିନ୍ଧୁଥିବା ମହିଳା ନିଜ ପିଲାମାନଙ୍କ ପାଇଁ  ଘରେ ଠିକ ପରିବେଶରେ ସୃଷ୍ଟି କରିପାରୁ ଥିବେ ଏମିତି […]

  • Tuesday, 13 July 2021
mig-aircraft
ଭାରତୀୟ ବାୟୁ ସେନାର MiG‌ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା‌(IAF)ର ଏକ ମିଗ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଗ୍ରୁପ୍‌ କ୍ୟାପ୍ଟେନଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସେଣ୍ଟ୍ରାଲ୍‌ ଇଣ୍ଡିଆଏୟାର୍‌ବେସ୍‌ରେ ଆଜି ସକାଳେ IAFର ଏକ MiG-21 Bison ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। combat ଟ୍ରେନିଂ ମିଶନ ପାଇଁ ବିମାନଟି ଉଡ଼ାଣ ଭରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଗ୍ରୁପ୍‌ କ୍ୟାପ୍ଟେନ ଏ ଗୁପ୍ତାଙ୍କ ମୃତ୍ୟୁ ଘଟିଛି। କେଉଁ କାରଣ ପାଇଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା, ସେନେଇ କୋର୍ଟ […]

  • Tuesday, 13 July 2021
pm modi
ଆବଶ୍ୟକ ପଡ଼ିଲେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ଦେଶରେ ବଢୁଥିବା କରୋନା ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।  ଏକ ଭିଡିଓ କନଫରେନସିଂ ଜରିଆରେ କିପରି ସ୍ଥିତିର ମୁକାବିଲା କରିବ ସେ ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କୁ ଭୟଭୀତ ନକରି ସେମାନଙ୍କୁ ସଚେତନ କରିବା ଦରକାର।  ଯେଉଁଠି ଜରୁରୀ, ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉ। ଯଦି କଣ୍ଟେନମେଣ୍ଟ ଓ ସର୍ଭେଲାନ୍ସର ଆବଶ୍ୟକ ଅଛି, ତାହା ମଧ୍ୟ କରାଯାଉ। କରୋନା ଗ୍ରାଫକୁ ଦେଖି […]

  • Tuesday, 13 July 2021
black scorpio
ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡି ଘଟଣାରେ NIA ହାତରେ ଲାଗିଲା ଚାଞ୍ଚଲ୍ୟକର ତଥ୍ୟ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ମାମଲାରେ ତଦନ୍ତକୁ ଜୋରଦାର କରିଛି ଏନ୍ଆଇଏ। ତଦନ୍ତରେ ଏନଆଇଏ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ।  ଗିରଫ ପୋଲିସ ଅଧିକାରୀ ସଚିନ ବଜେଙ୍କ କାର୍ଯ୍ୟାଳୟରେ ଛାନ୍‌ଭିନ୍ କରିବା ସହ ଏକ କଳା ରଙ୍ଗର କାର୍ ଜବତ କରିଛି।  କାର୍ ଭିତରୁ ୫ ଲକ୍ଷ ଟଙ୍କା ସହ ଟଙ୍କା ଗଣିବା ମେସିନ୍, ବିସ୍ଫୋରକ ଭର୍ତ୍ତି କାରର ନମ୍ବର ପ୍ଲେଟ୍ ଏବଂ ଏକ ଚେକ୍‌ ଟି […]

  • Tuesday, 13 July 2021
spa
ସ୍ପା ଭିତରେ ଗୁଳିମାଡ଼, ୪ ମହିଳାଙ୍କ ସମେତ ୮ ମୃତ

ଭୁବନେଶ୍ୱର: ଆମେରିକାରେ ଆଖିବୁଜା ଗୁଳିମାଡ଼ । ଆମେରିକା ଆଟଲାଣ୍ଟାର ଜର୍ଜିଆ ଅଞ୍ଚଳରେ ଗୁଳିମାଡ଼ ହୋଇଛି । ଏଥିରେ ୮ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । ୩ଟି ସ୍ପା ଭିତରେ ପଶି ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ୪ ମହିଳାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଚଳାଇଛି। ମାମଲାରେ ଜଣେ ବୃଦ୍ଧଙ୍କୁ ଅଟକ ରଖି ପଚରା ଉଚରା […]

  • Tuesday, 13 July 2021
comet
୨୩ ବର୍ଷ ପରେ କାଲି ମହାକାଶରେ ଦେଖିବାକୁ ମିଳିବ ଏହି ବିରଳ ଦୃଶ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତାକାଲି ଦୃଶ୍ୟମାନ ହେବ ଶତାବ୍ଦୀର ପ୍ରଥମ ଧୂମକେତୁ। ଏହା ଖାଲି ଆଖିରେ ଦୃଶ୍ୟମାନ ହେବ। କାଲି ସନ୍ଧ୍ୟା ସମୟରେ ପ୍ରାୟ ଅଧ ଘଣ୍ଟା ଧରି ଉତ୍ତର-ପଶ୍ଚିମ ଦିଗ୍‌ବଳୟର ୨୦ ଡିଗ୍ରୀ ଉପରେ ଦେଖାଯିବ। ୩୦ ତାରିଖ ପର୍ଯ୍ୟନ୍ତ ସବୁ ଦିନ ଧୀରେ ଧୀରେ ଏହା ଉପର ‌ଆଡକୁ ଗତି କରି ମାସ ଶେଷରେ ଦିଗ୍‌ବଳୟର ପ୍ରାୟ ୪୦ ଡିଗ୍ରୀ ଉପରେ ପହଞ୍ଚିବ। ଦୀର୍ଘ ୨୩ ବର୍ଷ ପରେ ଏମିତି ଖାଲି ଆଖିରେ ଧୂମକେତୁ ଦେଖିବାର ସୁଯୋଗ […]

  • Tuesday, 13 July 2021
bus
ଯାତ୍ରୀବାହୀ ଗାଡ଼ିରେ ଅଶାଳୀନ ଗୀତ ବଜାଇଲେ ରଦ୍ଦ ହେବ ପରମିଟ୍

ପାଟନା: ଯାତ୍ରୀବାହୀ ଗାଡ଼ିରେ ଆଉ ଏଣିକି ଅଶାଳୀନ ଗୀତ ବଜାଇ ପାରିବନି। ଯଦି ବଜାଇବ ତେବେ ପରମିଟ୍‌ ବନ୍ଦ କରି ଦିଆଯିବ। ଏପରି ନିୟମ ଜାରି କରିଛନ୍ତି ବିହାର ସରକାର। ବିହାରରେ ଅଟୋ, ବସ୍‌ ଆଦି ପବ୍ଲିକ ଟ୍ରାନ୍ସପୋର୍ଟ ତଥା ଅନ୍ୟ ଯାନବାହନରେ  ଅଶାଳୀନ ଗୀତ ବାଜୁଥିବାରୁ ସାଧାରଣ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶେଷ କରି ମହିଳା ଯାତ୍ରୀଙ୍କୁ ଅନେକ ସମୟରେ ଲଜ୍ଜିତ ହେବାକୁ ପଡୁଛି। ଏହାକୁ ରୋକିବା ପାଇଁ ପରିବହନ ବିଭାଗ ଏପରି […]

  • Tuesday, 13 July 2021