କୋଟି କୋଟି ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ହ୍ରଦ ଓ ସମୁଦ୍ର ଥିଲା। ହେଲେ ଏବେ ସେହି ସ୍ଥାନରେ ଆଉ ପାଣି ନାହିଁ। ସତେ ଯେମିତି ଏହା କେଉଁ ଆଡ଼େ ଉଭାନ ହୋଇଯାଇଛି । ଏବେ ଏହା ବିରାଟ ଚଟାଣରେ ପରିଣତ ହୋଇଛି। କେଉଁଆଡ଼େ ଗଲା ପାଣି ? ଏବେବି ଏହା ରହସ୍ୟ ଘେରରେ। ଏହି ରହସ୍ୟ ଜାଣିବା ପାଇଁ ବୈଜ୍ଞାନିକମାନେ ଲଗାତାର ଭାବେ ଉଦ୍ୟମ ଜାରି ରଖିଛନ୍ତି। ବିଶ୍ୱାସ କରାଯାଉଛି, ମହାକାଶରେ ହିଁ ଅଧିକାଂଶ ପାଣି […]
ନୂଆଦିଲ୍ଲୀ: ବିଜେପି ସାଂସଦ ରାମ ସ୍ୱରୂପ ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଆଜି ସକାଳେ ଦିଲ୍ଲୀ ସ୍ଥିତ ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରଯାଇଛି। ଏନେଇ ଦିଲ୍ଲୀ ପୋଲିସ୍ ସୂଚନା ଦେଇଛି। ମୃତଦେହ ଉଦ୍ଧାର ପରେ ପୋଷ୍ଟମର୍ଟମ ପାଇଁ ଏହାକୁ ପଠାଯାଇଛି। ଆଜି ସକାଳେ ରାମ ସ୍ୱରୂପଙ୍କ ସୁରକ୍ଷାକର୍ମୀ ପୋଲିସ୍କୁ ଫୋନ୍ କରିଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ରାମ ସ୍ୱରୂପ ଶର୍ମାଙ୍କ ମୃତଦେହ ଉଦ୍ଧାର କରିଥିଲେ। ହିମାଚଳପ୍ରଦେଶର ମଣ୍ଡି ଆସନରୁ ନିର୍ବାଚିତ ହୋଇଥିବା ରାମ ସ୍ୱରୂପ […]
ନୂଆଦିଲ୍ଲୀ: ସାମ୍ସଙ୍ଗ(Samsung)ର ଲାଟେଷ୍ଟ୍ ସ୍ମାର୍ଟଫୋନ୍ SAMSUNG Galaxy F62ର ଦାମ୍ କମ୍ ହୋଇଛି। ଫ୍ଲିପ୍କାର୍ଟ(Flipkart)ର ଇଲେକ୍ଟ୍ରୋନିକ୍ ସେଲ୍ରେ କମ୍ ଦାମ୍ରେ ସ୍ମାର୍ଟଫୋନ୍ ଉପଲ୍ଲବ୍ଧ ହୋଇଛି। ଯେଉଁଥିରେ ଆପଣ କମ୍ ଦାମ୍ରେ ଭଲ ଫିଚର୍ସ ଥିବା ସ୍ମାର୍ଟଫୋନ୍ କିଣିପାରିବେ। ଫ୍ଲିପ୍କାର୍ଟରେ SAMSUNG Galaxy F62ର ଦାମ୍ ୩୧,୯୯୯ ଟଙ୍କା ଥିବାବେଳେ ସେଲ୍ରେ ଆପଣ ଏହି ଫୋନ୍ ୨୫,୯୯୯ ଟଙ୍କାରେ କିଣି ପାରିବେ। ଅର୍ଥାତ୍ ୬ ହଜାର ଟଙ୍କା ଶସ୍ତାରେ ଆପଣ ସାମ୍ସଙ୍ଗର ଏହି ସ୍ମାର୍ଟଫୋନ୍ କିଣିପାରିବେ। ଯଦି ଆପଣ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ(UFBU) ପକ୍ଷରୁ ସୋମବାରଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଥିଲା। ତେବେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ବୟାନ ଦେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ସମସ୍ତ ବ୍ୟାଙ୍କର ଘରୋଇକରଣ ହେବ ନାହିଁ। ଘରୋଇକରଣ ହେବାକୁ ଥିବା ବ୍ୟାଙ୍କ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପଦକ୍ଷେପ ନେବେ। Cabinet Committee […]