ଲଣ୍ଡନ: ବ୍ରିଟେନର ସବୁଠାରୁ ଲମ୍ବା ରୋଲର କୋଷ୍ଟର (UK’s Tallest Roller Coaster) ଖରାପ ହେବା ଫଳରେ ବାଧ୍ୟହୋଇ ଲୋକମାନଙ୍କୁ ୨୦୦ ଫୁଟରୁ ଅଧିକ ପର୍ଯ୍ୟନ୍ତ ଚାଲି ଚାଲି ତଳକୁ ଓହ୍ଲାଇବାକୁ ପଡ଼ିଥିଲା। Blackpool Pleasure Beach ଉପରେ ଥିବା ଦ ବିଗ ୱାନ(The Big One) ରୋଲର କୋଷ୍ଟର ଖରାପ ହୋଇଯିବା ଫଳରେ ଲୋକଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପ୍ରିଲ 25 ତାରିଖରେ ଏହି ଅଘଟଣ ଘଟିଥିଲା। ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି, […]
ଟୋକିଓ: ଜଣଙ୍କର ଦୁଇ-ତିନି ଜଣ ଗର୍ଲଫ୍ରେଣ୍ଡ୍ ଥିବା କଥା ହୁଏତ ଆପଣ ଶୁଣିଥିବେ, ହେଲେ ଏକାସଙ୍ଗେ ୩୫ ଜଣ ଗର୍ଲଫ୍ରେଣ୍ଡ୍ ଥିବା କଥା ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହେବେ। ଜାପାନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ତେବେ ଯୁବକଙ୍କ ମାତ୍ର ଗୋଟିଏ ଭୁଲ୍ ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା ଓ ଏଥିପାଇଁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଛି। New York Postର ରିପୋର୍ଟ ଅନୁସାରେ, ଏକା ସମୟରେ ୩୫ ଜଣ ଯୁବତୀଙ୍କ ସହ ରିଲେଶନ୍ଶିପ୍ରେ ଥିବା […]
ପୁଣିଥରେ ମାଓବାଦୀଙ୍କ ବର୍ବର କାଣ୍ଡ ପ୍ରଥମେ ପୋଲିସ୍ SIଙ୍କୁ ଅପହରଣ ଓ ପରେ ହତ୍ୟା ମେଳା ଦେଖିବାକୁ ଯାଇଥିବା ବେଳେ ମାଓବାଦୀମାନେ SIଙ୍କୁ ଅପହରଣ କରି ନେଇଥିଲେ SIଙ୍କୁ ହତ୍ୟା ପରେ ମାଓବାଦୀମାନେ ମୃତଦେହ ଛାଡ଼ି ଚାଲି ଯାଇଥିଲେ ଗତ ୩ ତାରିଖରେ ବିଜାପୁରରେ ମାଓବାଦୀମାନେ ଯବାନ ରାକେଶ୍ୱର ସିଂ ମାନହାସ୍ଙ୍କୁ ଅପହରଣ କରି ନେଇଥିଲେ ମାଲକାନଗିରି/ବିଜାପୁର: ପୁଣିଥରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ପ୍ରଥମେ ପୋଲିସ୍ SIଙ୍କୁ ଅପହରଣ ଓ ପରେ ମାଓବାଦୀମାନେ ତାଙ୍କୁ […]
CBSE ପରେ ବାତିଲ୍ ହେଲା ICSE ଦଶମ ଶ୍ରେଣୀ ପରୀକ୍ଷା ICSE ୨୦୨୧ ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍ ଏପ୍ରିଲ ୧୬ରେ ICSE ଦଶମ ପରୀକ୍ଷା ସ୍ଥଗିତ ନେଇ ନିଷ୍ପତ୍ତି ହୋଇଥିଲା ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହିପରି ୨୪ ଘଣ୍ଟାରେ ୧ ଲକ୍ଷ ୫୪ ହଜାର ୭୬୧ ଜଣ ସୁସ୍ଥ ହୋଇଛନ୍ତି ନୂଆଦିଲ୍ଲୀ: ସିବିଏସ୍ଇ ପରେ ଦଶମ ପରୀକ୍ଷା ବାତିଲ୍ କଲା ICSE। ଦେଶରେ […]
ବିନା ଡ୍ରାଇଭରରେ ଚାଲୁଥିବା କାର୍ ଦୁର୍ଘଟଣାଗ୍ରସ୍ତ ଗଛରେ ପିଟି ହୋଇ ଜଳିଗଲା ଲକ୍ସଜୁରି କାର୍ ନିଆଁ ଲିଭାଇବା ପାଇଁ ୩୦,୦୦୦ ଗ୍ୟାଲୋନ୍ ପାଣି ବ୍ୟବହାର ହୋଇଥିଲା ଅତ୍ୟଧିକ ସ୍ପିଡ୍ ଓ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିବାରୁ କାର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ଘଟଣାସ୍ଥଳରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ କାର୍ଟି ଅଟୋମେଟିକ୍ ହୋଇଥିବାରୁ ବିନା ଡ୍ରାଇଭରରେ ଏହା ଚାଲୁଥିଲା ଅଷ୍ଟିନ୍: ବିନା ଡ୍ରାଇଭରରେ ଚାଲୁଥିଲା କାର୍ ଓ ଗାଡ଼ି ଭିତରେ ଥିଲେ ୨ ଜଣ ଯାତ୍ରୀ। ସେମାନଙ୍କ ମଧ୍ୟରୁ […]
ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି କରୋନା। ଉଭୟ ରାଜ୍ୟରେ ଲମ୍ବା ଡିଆଁ ମାରିଛି ସଂକ୍ରମଣ। ଦିଲ୍ଲୀରେ କରୋନା କେସ୍ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳିଛି। ରବିବାର ସେଣ୍ଟ୍ରାଲ ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ମାସ୍କ ପିନ୍ଧି ନଥିବାରୁ କାର୍ରେ ଯାଉଥିବା ଦମ୍ପତିଙ୍କୁ ପୋଲିସ୍ ଅଟକାଇଥିଲା। ତେବେ ଦମ୍ପତି ସେମାନଙ୍କର ଭୁଲ୍ ସ୍ୱୀକାର କରିବା ପରିବର୍ତ୍ତେ ପୋଲିସ୍ ସହ ଯୁକ୍ତିତର୍କ କରିଥିଲେ। […]
ଟ୍ରେନ୍ ସମ୍ମୁଖକୁ ଡେଇଁ ଓଡ଼ିଆ ସେନା ଅଧିକାରୀଙ୍କ ଆତ୍ମହତ୍ୟା ପୂର୍ବରୁ ମଧ୍ୟ ଆଉ ଏକ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ପାଇଁ ପ୍ରୟାସ କରିଥିଲେ ଅଫିସ୍ ଗାଡ଼ିରେ ରେଲ୍ୱେ ଷ୍ଟେସନରେ ପହଞ୍ଚିଥିଲେ ଓ ୟୁନିଫର୍ମରେ ଥିଲେ ମୁମ୍ବାଇ(ସୁରେଶ ଦାଶ): ମହାରାଷ୍ଟ୍ରର ପୁଣେ ରେଲ୍ୱେ ଷ୍ଟେସନରେ ଜଣେ ଓଡ଼ିଆ ସେନା ଅଧିକାରୀ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ମୃତ ସେନା ଅଧିକାରୀ ଭୁବନେଶ୍ୱରର ବ୍ରିଗେଡିୟର ଅନନ୍ତ […]