ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ମାମଲାରେ ସିବିଆଇର ଅର୍ଥନୈତିକ ଅପରାଧ ଶାଖା ମୁମ୍ବାଇର ୭ଟି ଜାଗାରେ ଏକକାଳୀନ ଚଢ଼ଉ କରିଛି। ଏଥିରେ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ସମ୍ପର୍କୀୟଙ୍କ ଘର ଓ DHFL ଚେୟାରମ୍ୟାନ୍ କପିଲ ୱାଧୱାନଙ୍କ ଠିକଣା ରହିଛି। ସେପଟେ ଇଡି ହେପାଜତରେ ରାଣା କପୁରଙ୍କୁ ମାରାଥନ୍ ଜେରା ଚାଲିଛି। ଦୁର୍ନୀତି ଓ ଅର୍ଥ ଆତ୍ମସାତ ନେଇ ଲାଗିଥିବା ଅଭିଯୋଗ ସମ୍ପର୍କରେ ପଚରାଉଚରା କରୁଛି ଇଡି। ଏହାସହ ତାଙ୍କ ନିକଟରୁ କିଛି ତଥ୍ୟ ସହ ଠକେଇକୁ […]
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭୟର ତ।ଣ୍ଡବଲୀଳା ରଚ।ଉଥିବ। କରୋନା ଆକ୍ର।ନ୍ତଙ୍କ ସଂଖ୍ୟା ଭ।ରତରେ ୩୪ ଛୁଇଁଛି। ଶନିବାର କେନ୍ଦ୍ର ସ୍ୱ।ସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବ। ୩ ଜଣଙ୍କ ମଧ୍ୟରୁ ୨ ଜଣ ଲଦାଖର। ସେମାନେ ଦୁଇଜଣ ଇରାନରୁ ଫେରିଥିବା ସୂଚନା ମିଳିଛି। ତୃତୀୟ ବ୍ୟକ୍ତି ଜଣକ ତ।ମିଲନାଡ଼ୁର ଏବଂ ସେ ଓମାନରୁ ଫେରିଛନ୍ତି। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ: ପ୍ରେମିକା ଚିଡ଼ାଇଲେ ବୋଲି ଚୋର ସାଜିଲା ପ୍ରେମିକ। ଆଉ ଏପରି କାଣ୍ଡ ଘଟାଇଲା ଯେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ଦିଲ୍ଲୀ ପୁଲିସ୍ ଶନିବାର ଏକ ଅଜବ ଚୋରକୁ ଗିରଫ କରିଛି। ଏ ଚୋର ଜଣକ ପ୍ରେମିକାର ଚିଡ଼େଇବାକୁ ନେଇ ଅଦ୍ଭୁତ କାଣ୍ଡ କରି ବସିଛନ୍ତି। ବାଇକ୍ ନଥିବାରୁ ପ୍ରେମିକା ଚିଡ଼ାଇବାରୁ ଏହି ଚୋର ଏକାଥରେ ୮ଟି ବାଇକ ଚୋରି କରିଛନ୍ତି। ଏହି ଚୋରି ଘଟଣା ଗତ ଫେବୃଆରୀ ୧୪ ବା ଭାଲେଣ୍ଟାଇନ୍ସ ଡେ’ ବେଳର ଏବଂ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ସହିତ ଆଲୋଚନା କରିବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ। ଜନଔଷଧୀ ଯୋଜନାକୁ ନେଇ ଭିଡିଓ କନଫରେନ୍ସି ମାଧ୍ୟମରେ ମୋଦି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ଉତ୍ତରାଖଣ୍ଡର ଦୀପା ଶାହ ମୋଦିଙ୍କ ସହିତ କଥା ହୋଇଥିଲେ। କିନ୍ତୁ ଦୀପାଙ୍କ କଥା ଶୁଣି କିଛି ସମୟ ପାଇଁ ଭାବବିହ୍ୱଳ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ। ଦୀପା ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେବା ସମୟରେ ଜନଔଷଧୀ ଯୋଜନାର ଲାଭ ବିଷୟରେ କହିଥିଲେ। ସେ ଆହୁରି କହିଥିଲେ […]
ନୂଆଦିଲ୍ଲୀ: ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି ୟେସ୍ ବ୍ୟାଙ୍କ। ସ୍ଥିତି ଏପରି ହୋଇଛି ଯେ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟେସ ବ୍ୟାଙ୍କର ବୋର୍ଡ ଅଫ୍ ଡିରେକ୍ଟରମାନଙ୍କ କ୍ଷମତା ସଙ୍କୁଚିତ କରାଯାଇ ନିଜ ହାତକୁ କ୍ଷମତା ନେଇଛି। ୟେସ୍ ବ୍ୟାଙ୍କର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କୁ ୩୦ ଦିନ ପାଇଁ ନିଲମ୍ବିତ କରାଯାଇଛି। ତାଙ୍କ ବଦଳରେ ଆଡମିନଷ୍ଟ୍ରେଟର ନିଯୁକ୍ତ କରାଯାଇଛି। ଏସବିଆଇର ପୂର୍ବତନ DMD ଓ CFO ପ୍ରଶାନ୍ତ କୁମାର ଆଡମିନଷ୍ଟ୍ରେଟର ଭାବେ ନିଯୁକ୍ତ କରାଯାଇଛି। ଏଥିସହ […]
ଲଗାଣ ବର୍ଷା ପରେ ଉତ୍ତର ଭାରତରେ କେଉଁଠି ଘର ମାଟିରେ ମିଶି ଯାଇଛି ତ ଆଉ କେଉଁଠି ରାସ୍ତା ପାଣିରେ ଧୋଇ ଯାଇଛି । ବର୍ଷା ଯେ କେତେ କ୍ଷୟକ୍ଷତି କରିଛି ତାହା ଏସବୁ ଦେଖିଲେ ହିଁ ଅନୁମାନ କରି ହେଉଛି ।
ସରକାରୀ ଗାଇଡଲାଇନ୍ ଅନୁଯାୟୀ ଅନେକ ଦିନ ପରେ ଖୋଲିଲା ସିନେମା ହଲ୍ । ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ୍ ଖୋଲିବାକୁ ନିର୍ଦ୍ଦେଶ ରହିଛି । ତେବେ ଏହି ନିୟମ ଉଲ୍ଲଂଘନ କରି ଅଧିକ ଦର୍ଶକ ବସାଇଲେ ସଂପୃକ୍ତ ସିନେମା ହଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ନିଜ ବାହାଘରକୁ ଆକର୍ଷଣୀୟ କରିବା ଲାଗି ବର୍ତ୍ତମାନ ସମୟରେ ଲକ୍ଷାଧିକ ଟଙ୍କାର ବ୍ୟୟଅଟକଳ କରୁଛନ୍ତି ଉଭୟ ବରଓ କନ୍ୟା ପକ୍ଷ। ଆଉ ନିଜ ବାହାଘରରୁ କିଛି ଭିନ୍ନ ଢଙ୍ଗରେ କରିବା ପାଇଁ ସମସ୍ତେ ଚାହାଁନ୍ତି, ଇଚ୍ଛା କରିବା ମଧ୍ୟ ସ୍ୱାଭାବିକ। ବରଯାତ୍ରୀଙ୍କୁ ଖାସ୍ ଚର୍ଚ୍ଚା ଦେବାଲାଗି ଅନେକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ। ଏହାସହ କେତେ କଣ...କିନ୍ତୁ ମାତ୍ର ୫୦୦ ଟଙ୍କାରେ ବାହାଘର ହୋଇଥିବାରୁ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା।
କମିଲା ସୁନା ଓ ରୂପା ଦର ଅଲ୍ ଟାଇମ୍ ରେକର୍ଡଠୁ ପାଖାପାଖି ୧୦ ହଜାର ଟଙ୍କା ଶସ୍ତା ହୋଇଛି ସୁନା ନୂଆଦିଲ୍ଲୀ: ଆପଣ ସୁନା କିଣିବା ପାଇଁ ଚାହୁଁଛନ୍ତି କି ? ତା’ହାଲେ ଆପଣଙ୍କ ପାଇଁ ଏକ ଭଲ ଖବର। ଦୁଇ ଦିନ ଧରି ସୁନା ଦର ବଢ଼ିବା ପରେ ଆଜି ଭାରତୀୟ ସରାଫା ବଜାରରେ ସୁନା ଦର ହ୍ରାସ ପାଇଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଏହାସହ […]
ସୁଲତାନପୁର: ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକ ମୃତଦେହକୁ ଘରକୁ ଆଣି ଫ୍ରିଜର ବକ୍ସରେ ରଖିଥିଲେ। ହେଲେ କିଛି ସମୟ ପରେ ଶବ ଉପରେ ପଡ଼ିଥିବା ଚାଦର ହଠାତ ହଲିଥିଲା। ପରିବାର ଲୋକ ଏହା ଦେଖି ଆମ୍ବୁଲାନ୍ସ ଡକାଇ ହସ୍ପିଟାଲ ନେଇଥିଲେ ଓ ପଖାପାଖି ୭ ଘଣ୍ଟା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଉତ୍ତରପ୍ରଦେଶ ସୁଲତାନପୁରରେ ଏହି ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଚିକିତ୍ସାରେ ଅବହେଳା ଯୋଗୁ ଏଭଳି ଘଟିଥିବା ଅଭିଯୋଗ ହୋଇଛି। ସୂଚନା […]
ଲଣ୍ଡନ: ବ୍ରିଟେନର ସବୁଠାରୁ ଲମ୍ବା ରୋଲର କୋଷ୍ଟର (UK’s Tallest Roller Coaster) ଖରାପ ହେବା ଫଳରେ ବାଧ୍ୟହୋଇ ଲୋକମାନଙ୍କୁ ୨୦୦ ଫୁଟରୁ ଅଧିକ ପର୍ଯ୍ୟନ୍ତ ଚାଲି ଚାଲି ତଳକୁ ଓହ୍ଲାଇବାକୁ ପଡ଼ିଥିଲା। Blackpool Pleasure Beach ଉପରେ ଥିବା ଦ ବିଗ ୱାନ(The Big One) ରୋଲର କୋଷ୍ଟର ଖରାପ ହୋଇଯିବା ଫଳରେ ଲୋକଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପ୍ରିଲ 25 ତାରିଖରେ ଏହି ଅଘଟଣ ଘଟିଥିଲା। ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି, […]
ଟୋକିଓ: ଜଣଙ୍କର ଦୁଇ-ତିନି ଜଣ ଗର୍ଲଫ୍ରେଣ୍ଡ୍ ଥିବା କଥା ହୁଏତ ଆପଣ ଶୁଣିଥିବେ, ହେଲେ ଏକାସଙ୍ଗେ ୩୫ ଜଣ ଗର୍ଲଫ୍ରେଣ୍ଡ୍ ଥିବା କଥା ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହେବେ। ଜାପାନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ତେବେ ଯୁବକଙ୍କ ମାତ୍ର ଗୋଟିଏ ଭୁଲ୍ ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା ଓ ଏଥିପାଇଁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଛି। New York Postର ରିପୋର୍ଟ ଅନୁସାରେ, ଏକା ସମୟରେ ୩୫ ଜଣ ଯୁବତୀଙ୍କ ସହ ରିଲେଶନ୍ଶିପ୍ରେ ଥିବା […]
ପୁଣିଥରେ ମାଓବାଦୀଙ୍କ ବର୍ବର କାଣ୍ଡ ପ୍ରଥମେ ପୋଲିସ୍ SIଙ୍କୁ ଅପହରଣ ଓ ପରେ ହତ୍ୟା ମେଳା ଦେଖିବାକୁ ଯାଇଥିବା ବେଳେ ମାଓବାଦୀମାନେ SIଙ୍କୁ ଅପହରଣ କରି ନେଇଥିଲେ SIଙ୍କୁ ହତ୍ୟା ପରେ ମାଓବାଦୀମାନେ ମୃତଦେହ ଛାଡ଼ି ଚାଲି ଯାଇଥିଲେ ଗତ ୩ ତାରିଖରେ ବିଜାପୁରରେ ମାଓବାଦୀମାନେ ଯବାନ ରାକେଶ୍ୱର ସିଂ ମାନହାସ୍ଙ୍କୁ ଅପହରଣ କରି ନେଇଥିଲେ ମାଲକାନଗିରି/ବିଜାପୁର: ପୁଣିଥରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ପ୍ରଥମେ ପୋଲିସ୍ SIଙ୍କୁ ଅପହରଣ ଓ ପରେ ମାଓବାଦୀମାନେ ତାଙ୍କୁ […]