ଦୁଇ ଦିନ ପରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୧୯ ପଇସା ବୃଦ୍ଧି ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଭୋପାଳରେ ପେଟ୍ରୋଲ ଲିଟର ପ୍ରତି ୧୦୧ ଟଙ୍କା ୧୧ ପଇସା ମେ’ ୪ରୁ ବର୍ତ୍ତମାନ ସୁଦ୍ଧା ୧୧ ଥର ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ନୂଆଦିଲ୍ଲୀ: ଦୁଇ ଦିନର ବ୍ୟବଧାନ ପରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି […]
ଚଣ୍ଡୀଗଡ଼: ଭାରତୀୟ ବାୟୁ ସେନାର ମିଗ(MiG) 21 ଫାଇଟର ବିମାନ ପଞ୍ଜାବର ମୋଗା ଜିଲ୍ଲା ସ୍ଥିତ ଲଙ୍ଗିୟାନା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟ ଅଭିନବ ଚୌଧୁରୀଙ୍କ ମୃତ୍ୟୁ ଘଟିଛି। ବିମାନଟି ରାଜସ୍ଥାନର ସୁରତଗଡ଼ ଏୟାରବେସରୁ ଉଡାଣ ଭରି ଥିଲା। ହେଲେ ପଞ୍ଜାବର ଲଙ୍ଗିୟାନା ନିକଟରେ କ୍ରାଶ ହୋଇଯାଇଥିଲା। ବିମାନଟି କ୍ରାଶ ହୋଇ ଆବାସିକ ଅଞ୍ଚଳରୁ କିଛି ମିଟର ଦୂରରେ ଏକ କ୍ଷେତରେ ଯାଇ ପଡ଼ିଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏନେଇ ବାୟୁ […]
ହାଇଦ୍ରାବାଦ: ମାଇକ୍ରୋସଫ୍ଟ(Microsoft)ରେ ଚାକିରି ପାଇଁ ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ମିଳିଲା ୨ କୋଟି ଟଙ୍କା ପ୍ୟାକେଜର ଅଫର। ହାଇଦ୍ରାବାଦର ଜଣେ ଯୁବ ସଫ୍ଟୱେର ଇଞ୍ଜିନିୟର ମଲ୍ଟି ନ୍ୟାସନାଲ ଟେକ କମ୍ପାନୀ ମାଇକ୍ରୋସଫ୍ଟରେ ଚାକିରି ପାଇଛନ୍ତି। ତାଙ୍କର ବାର୍ଷିକ ଦରମା ୨ କୋଟି ଟଙ୍କା। ଦୀପ୍ତି ନାରକୁଟି ମାଇକ୍ରୋସଫ୍ଟରେ ସଫ୍ଟୱେର ଡେଭଲପମେଣ୍ଟ ଇଞ୍ଜିନିୟର(Software Development Engineer), ଗ୍ରେଡ-୨ରେ ଚାକିରି ପାଇଛନ୍ତି। The Hans Indiaର ରିପୋର୍ଟ ଅନୁସାରେ, ଦୀପ୍ତି ଏବେ ଆମେରିକାର Seattleରେ ଥିବା କମ୍ପାନୀର ମୁଖ୍ୟାଳୟରେ କାର୍ଯ୍ୟ […]
ଝାଡ଼ଖଣ୍ଡରେ ହଟିଆ-ରାଉରକେଲା ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ ଟ୍ରେନର ସ୍ପିଡ କମ ଥିବାରୁ ଟ୍ରେନର ୭ଟି ବଗିରୁ କୌଣସି ଗୋଟିଏ ବଗି ଟ୍ରାକରୁ ବାହାରକୁ ବାହାରି ନଥିଲା ଦୁର୍ଘଟଣା ସମୟରେ ଟ୍ରେନରେ ୮୪ ଜଣ ଯାତ୍ରୀ ଥିଲେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଆଉ ଏକ ଇଞ୍ଜିନ ଲଗାଯାଇଥିଲା ରାଞ୍ଚି: ଝାଡ଼ଖଣ୍ଡରେ ହଟିଆ-ରାଉରକେଲା ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୁଧବାର ରାତି ୮ଟା ୨୦ରେ କନାରାଓଁ ରେଲୱେ ଷ୍ଟେସନ ନିକଟରେ ପାସେଞ୍ଜର ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କେବଳ ଇଞ୍ଜିନ […]
ଜମ୍ମୁ: ଆତଙ୍କବାଦୀ ଆକ୍ରମଣରେ ୩ ଯବାନ ସହିଦ ଜମ୍ମୁ ଓ କାଶ୍ମୀରର ବାରମୁଳା ଜିଲ୍ଲା ସାପୁରରେ ସିଆରପିଏଫ୍ ଓ ପୋଲିସ ତନଖି କରୁଥିବା ବେଳେ ଜଣେ ଆତଙ୍କବାଦୀ ଗୁଳିଚାଳନା କରିଥିଲା। ଚେକିଂ ପୋଷ୍ଟ ପାଖରେ ପହଞ୍ଚିବା ପରେ ଆତଙ୍କବାଦୀ ଜଣକ ଯବାନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲା। ଏଥିରେ ୩ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଛନ୍ତି। ଏଥି ସହ ୨ ଜଣ ଗୁରୁତର ଅଛନ୍ତି। ଆହତ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସହିଦ ଯବାନ […]
ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଲଢ଼ୁଛି ଭାରତ। କେବଳ ନିଜ ନାଗରିକଙ୍କ ପାଇଁ ନୁହେଁ ସାରା ବିଶ୍ୱକୁ ସହାୟତା ହାତ ବଢ଼ାଇଛି। ଡାକ୍ତରୀ ଟିମ୍, ଔଷଧ ପଠାଉଛି ଭାରତ। ହେଲେ ଠିକ୍ ଏହି ସମୟରେ ପାକିସ୍ତାନ ଆତଙ୍କ ପଠାଉଛି। ଆଜି ଏଭଳି କିଛି ଢଙ୍ଗରେ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ସ୍ଥଳ ସେନା ମୁଖ୍ୟ ଏମ୍ଏମ୍ ନରୱାଣେ। It is very unfortunate that at a time when the whole world & […]
ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ଆଜି କେନ୍ଦ୍ର ସରକାର ୧୫ ହଜାର କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ କେନ୍ଦ୍ର ସରକାର ଏଭଳି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଇଣ୍ଡିଆ କୋଭିଡ-୧୯ ଏମରଜେନ୍ସି ରେସପନ୍ସ ଆଣ୍ଡ୍ ହେଲଥ ସିଷ୍ଟମ ନାମରେ ଏହି ପ୍ୟାକେଜ ଘୋଷଣା କରାଯାଇଛି। ଏହି ପ୍ୟାକେଜରେ ରାଜ୍ୟ ଓ କେନ୍ଦ୍ର ଓ ଶାସିତ ଅଞ୍ଚଳକୁ ଯେଉଁ ଆର୍ଥିକ ସହଯୋଗ […]