• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

otp
ଓଟିପି ଆସିବାରେ ବିଳମ୍ବ ଯୋଗୁଁ ଅନଲାଇନ କାରବାରରେ ସମସ୍ୟା

ଓଟିପି ଆସିବାରେ ବିଳମ୍ବ ଯୋଗୁଁ ଅନଲାଇନ କାରବାରରେ ସମସ୍ୟା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ ବ୍ୟାଙ୍କ, ଇ-କମର୍ସ କଂପାନୀରୁ ଗ୍ରାହକମାନଙ୍କ ନିକଟକୁ ଆସୁନିି ଏସଏମଏସ ଟଙ୍କା ନେଣଦେଣ, କୋ ୱିନ ଆପ୍ ରେଜିଷ୍ଟ୍ରେସନ, ଆଧାର ପଂଜୀକରଣରେ ସମସ୍ୟା ନୂତନ ଟ୍ରାଇ ଗାଇଡଲାଇନ୍ ପରଠାରୁ ଦେଖାଦେଇଛି ସମସ୍ୟା OTP ଆସୁ ନଥିବାରୁ ଅନଲାଇନରେ କାରବାର କରୁଥିବା ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତକାଲି ଠାରୁ ଏହି ସମସ୍ୟା ଦେଖାଦେଇଛି। ବ୍ୟାଙ୍କ, ଇ-କମର୍ସ ଓ ଅନ୍ୟାନ୍ୟ […]

  • Tuesday, 13 July 2021
pimpri
ହସ୍ପିଟାଲରେ ଜଗୁଆଳି କାମ କରି ପୁଅକୁ ଡାକ୍ତର କଲେ କଳ୍ପନା

ପିମ୍ପରି: ଅଭାବ ଅନଟନ ଆଗରେ ଭାଙ୍ଗି ପଡ଼ିଲାନି ମା’ର  ମମତା । ପୁଅର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କଣ୍ଟକିତ ଦୁନିଆକୁ ସୁନ୍ଦର କରି ଗଢ଼ିତୋଳିଲା ମା’। ସ୍ୱପ୍ନର ଉଡ଼ାଣକୁ ପ୍ରତିହତ କରିପାରିଲାନି ଆର୍ଥିକ ଦୁରବସ୍ଥା । କଥାରେ ଅଛି  ଦୃଢ଼ଇଚ୍ଛା ଶକ୍ତି ଆଗରେ ଅସମ୍ଭବ ବି ସମ୍ଭବ । ଆଉ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ କରିଛନ୍ତି ପୁଣେରେ ରହୁଥିବା ଜଣେ ମହିଳା ସୁରକ୍ଷାକର୍ମୀ। ଦିନ ରାତି କଠିନ ପରିଶ୍ରମି କରି ପୁଅକୁ ଡାକ୍ତର […]

  • Tuesday, 13 July 2021
hpcl
HPCL Recruitment 2021: ହିନ୍ଦୁସ୍ତାନ ପେଟ୍ରୋଲିୟମ ଲିମିଟେଡରେ 200 ଚାକିରି ପାଇଁ ଆବେଦନ କରନ୍ତୁ

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ୍), ମହାରତ୍ନା ସେଣ୍ଟ୍ରାଲ୍ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜ୍ ଶକ୍ତି କ୍ଷେତ୍ରରେ ଉତ୍ସାହଜନକ କ୍ୟାରିୟର ସୁଯୋଗ ଖୋଜୁଥିବା ତଥା ଅଭିବୃଦ୍ଧି ଯାତ୍ରାର ଏକ ଅଂଶ ଭାବରେ ଭାରତର ଶକ୍ତି କ୍ଷେତ୍ର ରେ ସହଯୋଗ କରିବାକୁ ଇଚ୍ଛୁକ ପ୍ରତିଭାବାନ ତଥା ଭାରତୀୟ ନାଗରିକମାନଙ୍କୁ ଆମନ୍ତ୍ରଣ କରିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ନିମ୍ନଲିଖିତ ପଦବୀ ପାଇଁ ଆବେଦନ କରିପାରିବେ । ଅନଲାଇନ୍ ଆବେଦନ ଆରମ୍ଭ ତାରିଖ : ୩ ମାର୍ଚ୍ଚ ୨୦୨୧ ଅନଲାଇନ୍ […]

  • Tuesday, 13 July 2021
kgf-actor-yash-
ଆତ୍ମହତ୍ୟା କଲେ 'KGF' ଆକ୍ଟର ୟଶ୍‌ଙ୍କ ପ୍ରଶଂସକ, ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ଏମିତି...

ବେଙ୍ଗାଲୁରୁ: “ମୁଁ ମୋ ଜୀବନରେ ହାରି ଯାଇଛି। ନା ମୁଁ ଜଣେ ଭଲ ପୁଅ ନା ଭାଇ, ଏପରିକି  ଭଲପାଇବାର ହୃଦୟ ଜିତି ପାରିଲି। ମୋ ଜୀବନରେ ହାସଲ କରିବାକୁ ଆଉ କିଛି ବାକି ନାହିଁ। ତେଣୁ ସବୁଦିନ ପାଇଁ ମୁଁ ମୋ ଜୀବନକୁ ଶେଷ କରି ଦେଉଛି”…ମୃତ୍ୟୁ ପୂର୍ବରୁ ଏଭଳି କିଛି ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ୨୫ ବର୍ଷୀୟ ଯୁବକ। କର୍ଣ୍ଣାଟକ ମାଣ୍ଡ୍ୟା ଜିଲ୍ଲା କୋଡିଡୋଡି ଗାଁର ଏହି ଯୁବକ ଜଣକ ‘KGF’ ଆକ୍ଟର […]

  • Tuesday, 13 July 2021
mithun
ବିଜେପିରେ ଯୋଗଦେଲେ ମିଥୁନ୍ ଦା’

କୋଲକାତା: ବିଜେପିର ବଙ୍ଗ ମିଶନର ସାରଥୀ ସାଜିବେ ମିଥୁନ ଦା’। ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ରାଜନୀତି ଉଠୁଥିବା ପଡୁଥିବା ବେଳେ ମିଥୁନ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ତାହା ସତ ପ୍ରମାଣିତ ହୋଇଛି କୋଲକାତାରେ ଆଜି ହେଉଥିବା ମୋଦିଙ୍କ ବିରାଟ ସମାବେଶ ଅବସରରେ ସେ ବିଜେପିରେ ମିଶିଛନ୍ତି । ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ମେଗାଷ୍ଟାର ମିଥୁନ ଚକ୍ରବର୍ତ୍ତୀ । ପ୍ରଧାନମନ୍ତ୍ରୀଙ୍କ ବ୍ରିଗେଡ୍‌ ଗ୍ରାଉଣ୍ଡ୍ […]

  • Tuesday, 13 July 2021
west bengal election
ରୋଚକ ପଶ୍ଚିମବଙ୍ଗ ରାଜନୀତି : ଏଥର ନିର୍ବାଚନରେ ବରିଷ୍ଠ ଆଇପିଏସଙ୍କ ମଧ୍ୟରେ ଟକ୍କର

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଏଥର ଦେଖିବାକୁ ମିଳିବ ବରିଷ୍ଠ ଆଇପିଏସଙ୍କ ମଧ୍ୟରେ ଟକ୍କର। ଦେବ୍ରା ନିର୍ବାଚନୀ ମଣ୍ଡଳିରୁ ଏଥର ପ୍ରାର୍ଥୀ ହୋଇଛନ୍ତି ରାଜ୍ୟର ଦୁଇ ପୂର୍ବତନ ଆଇଇପିଏସ୍ ଅଧିକାରୀ । ଟିଏମସିରୁ ହୁମାୟୁନ୍ କବିର୍ ଏବଂ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଭାରତୀ ଘୋଷ । ଗତ କିଛି ମାସ ତଳେ ଉଭୟେ ଚାକିରୀ ଛାଡ଼ି ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ହୁମାୟୁନ୍ ଚନ୍ଦନନଗର ପୋଲିସ୍ କମିଶନର୍ ଭାବେ ଦାୟିତ୍ୱ ତୁଲାଇଛନ୍ତି ।ତେବେ ନିର୍ବାଚନର ଠିକ୍ ପୂର୍ବରୁ ବିଜେପି […]

Dhoni
କ୍ୟାପଟେନ୍ କୁଲ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ : କ୍ରିକେଟରେ ଜଲୱା ଦେଖାଇବା ପରେ ପଶୁପାଳନରେ ରେକର୍ଡ଼ କଲେ ମାହି

ରାଞ୍ଚି : ପଶୁପାଳନରେ ନୂଆ ରେକର୍ଡ଼ କଲେ କ୍ୟାପଟେନ୍ କୁଲ। ସଫଳତମ ଅଧିନାୟକଙ୍କୁ ମିଳିଲା ସର୍ବଶ୍ରେଷ୍ଠ ଗୋପାଳକ ସମ୍ମାନ। ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାପରେ ଏବେ ଅଧିକ ସମୟ ଜୈବିକ ଚାଷରେ ବିତାଉଥିବାର ଦେଖିବାକୁ ମିଳୁଛି । ତେବେ ଏଥିପାଇଁ ୩୯ ବର୍ଷୀୟ ମାହିଙ୍କୁ ଏବେ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ ପୁରସ୍କାର ପ୍ରଦାନ କରାଯାଇଛି । ରାଞ୍ଚିର ରାଜକୁମାର ଧୋନୀଙ୍କୁ ରାଞ୍ଚିରେ ବିର୍ସା କୃଷି […]

  • Tuesday, 13 July 2021
mars
ଇତିହାସ ରଚିଲା ନାସା; କମାଲ୍ ଦେଖାଇଲେ ଭାରତୀୟ ବୈଜ୍ଞାନିକ

ୱାଶିଂଟନ: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration) ଇତିହାସ ରଚିଛି। ନାସାର ଯାନ ‘ପର୍ସିଭିରନ୍ସ ରୋଭର’ ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କରିଛି। ୭ ମାସ ପରେ ଏହି ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଛି। ଭାରତୀୟ ସମୟ ଅନୁସାରେ, ଗୁରୁବାର ରାତି ୨ଟା ୨୫ ମିନିଟରେ ଏହି ରୋଭର ଅବତରଣ କରିଥିଲା। ମଙ୍ଗଳ ଗ୍ରହରେ ରୋଭର ସଫଳତାର ସହ ଲ୍ୟାଣ୍ଡ୍‌ କରିବା ମାତ୍ରେ କାଲିଫର୍ଣ୍ଣିଆ ସ୍ଥିତ ଜେଟ୍ ପ୍ରପଲସନ୍ […]

  • Tuesday, 13 July 2021
imran khan
ଆସ୍ଥା ଭୋଟରେ ବିଜୟୀ ହେଲେ ଇମ୍ରାନ୍ ଖାନ୍ : ସପକ୍ଷରେ ପଡ଼ିଲା ୧୭୮ଟି ଭୋଟ

ଇସଲାମାବାଦ: ସମ୍ମାନ ବଞ୍ଚିଗଲା । ଆସ୍ଥା ଭୋଟରେ ବିଜୟୀ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ। ପାକିସ୍ତାନ ସଂସଦରେ ବହୁମତ ପ୍ରମାଣିତ କଲେ ଇମ୍ରାନ୍ ଖାନ୍। ଅବିଶ୍ୱାସ ପ୍ରସ୍ତାବ ଉପରେ ଆଜି ପାକିସ୍ତାନ ସଂସଦରେ ହୋଇଥିବା ଭୋଟିଂରେ ସେ ବିଜୟୀ ହୋଇଛନ୍ତି । ଭୋଟିଂରେ ଇମ୍ରାନ ଖାନଙ୍କ ସପକ୍ଷରେ ମୋଟ ୧୭୮ଟି ଭୋଟ ପଡିଛି। ଆସ୍ଥା ଭୋଟରେ ବିଜୟୀ ହେବା ପାଇଁ ୧୭୧ ସାଂସଦଙ୍କ ସମର୍ଥନ ଦରକାର ଥିବା ବେଳେ ଇମ୍ରାନଙ୍କ ସପକ୍ଷରେ ମୋଟ ୧୭୮ ସଦସ୍ୟ ଭୋଟ ପଡ଼ିଛି। […]

  • Tuesday, 13 July 2021