ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଜଳ ବଣ୍ଟନକୁ ନେଇ ପୁଣି ମୁଣ୍ଡ ଟେକିଛି ବିବାଦ । ଜଳସେଚନ ଲାଗି ଓଡ଼ିଶାରୁ ଆନ୍ଧ୍ର ପାଣି ନେଉଥିଲେ ମଧ୍ୟ ଜଳକର ପୈଠ କରୁନଥିବା ଅଭିଯୋଗ ହୋଇଛି । ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ହୋଇଥିବା ଜଳ ଆବଣ୍ଟନର ଚୁକ୍ତି ଆନ୍ଧ୍ରପ୍ରଦେଶ ଖିଲାପ କରିଥିବା ଅଭିଯୋଗ ହୋଇଛି
ନୂଆଦିଲ୍ଲୀ : ପୁଣି ବିବାଦ ଘେରରେ କେନ୍ଦ୍ର ମନ୍ତ୍ରୀ ରାଓସାହେବ ଦାନବେ । ସେ କହିଛନ୍ତି ଯେ, ଦିଲ୍ଲୀ ସୀମାରେ ଧାରଣା ଦେଉଥିବା ଚାଷୀ ନୁହଁନ୍ତି । ଏହାପଛରେ ରହିଛି ଚୀନ ଓ ପାକିସ୍ତାନର ହାତ । ଯାହାକୁ ନେଇ ଏବେ ବିଭିନ୍ନ ମହଳରେ ଦେଖାଦେଇଛି ବିରୋଧ । ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ବୟାନକୁ ନେଇ କଡ଼ା ସମାଲୋଚନା କରିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ସଞ୍ଜୟ କହିଛନ୍ତି ଯେ, ଯଦି, ଚାଷୀଙ୍କ ଆନ୍ଦୋଳନ ପଛରେ […]
ନୂଆଦିଲ୍ଲୀ: ଲକଡାଉନ ପାଇଁ ସ୍ଥଗିତ ରହିଥିବା ପରୀକ୍ଷା ନେଇ ନୂଆ ତାରିଖ ଆସିଛି। ଅଗଷ୍ଟ ୨୩ରେ ହେବ JEE ଆଡଭାନ୍ସ ପରୀକ୍ଷା। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଏହି ସୂଚନା ଦେଇଛନ୍ତି। ଦେଶରେ ଥିବା IIT ଓ ଇଣ୍ଡିଆନ ସ୍କୁଲ ଅଫ ମାଇନ୍ସରେ ଆଡମିଶନ ପାଇଁ ଛାତ୍ରଛାତ୍ରୀମାନେ JEE ଆଡଭାନ୍ସ ପରୀକ୍ଷା ଦେବେ। JEE ମେନର ଶ୍ରେଷ୍ଠ ଅଢେଇ ଲକ୍ଷ ଛାତ୍ରଛାତ୍ରୀ JEE ଆଡଭାନ୍ସ ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ। ପୂର୍ବରୁ […]
ବିବାହ ଭୋଜିକୁ ଯାଉଥିବା ବେଳେ ବାଟରେ ଚାଲିଗଲା ୬ ଜୀବନ । ମାତ୍ର କିଛି ଘଣ୍ଟା ମଧ୍ୟରେ ବିବାହ ଭୋଜିରେ ପହଞ୍ଚିଥାନ୍ତେ, ହେଲେ ରାସ୍ତା ପାର୍ଶ୍ୱରେ ଥିବା ଏକ କୂଅ ମଧ୍ୟକୁ ସିଧା ପଶିଗଲା କାର
ନୂଆଦିଲ୍ଲୀ : ଚାଷୀଙ୍କ ଆନ୍ଦେ।ଳନର ବହାରିବ କି ସମାଧାର ବାଟ? ସୂଚନା ଅନୁସାରେ ମୋଦି ସରକାର ଚାଷୀଙ୍କୁ ସନ୍ତୁଷ୍ଟ କରିବାକୁ କିଛି ପ୍ରସ୍ତାବ ଦେଇଛନ୍ତି । ଅଲ ଇଣ୍ଡିଆ କିଷାନ ସଙ୍ଗଠନର ନେତା ରାଜା ରାମ ସିଂହଙ୍କ କହିବା ଅନୁଯାୟୀ ସରକାରଙ୍କ କିଛି ପ୍ରସ୍ତାବ ମିଳିଛି । ଏଥିରେ ସରକାର MSP ବ୍ୟବସ୍ଥା ଜାରି ରଖିବା, APMCକୁ ସୁଦୃଢ଼ କରିବା ଏବଂ ମଣ୍ଡି ବ୍ୟବସ୍ଥାରେ ସୁଧାର ଆଣିବା ନେଇ ପ୍ରସ୍ତାବ ରହିଥିବା ସୂଚନା ମିଳିଛି । ଏଥିସହ […]
ବାଘୁଣୀ ସୁନ୍ଦରୀକୁ ଫେରାଇ ନେବ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ । ମିଳିଥିବା ସୂଚନା ଅନୁସାରେ, କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଘୋରେଲା କେନ୍ଦ୍ରରେ ତାକୁ ରଖାଯିବ।
ନିଜ ଦାବୀ ପୂରଣ କରିବାକୁ ଆନ୍ଦୋଳନକୁ ଜୋରସୋରରେ ଜାରି ରଖିଛନ୍ତି ଚାଷୀ । ପ୍ରବଳ ଥଣ୍ଡାକୁ ଖାତିର ନକରି ରାସ୍ତା ଉପରେ ଭୋକ ଉପାସରେ ପଡିରହିଛନ୍ତି ଚାଷୀ । ରାଜଧାନୀ ଦିଲ୍ଲୀ ବର୍ଡରରେ ଅନେକ ଦିନ ହେବ ଧାରଣାରେ ବସିଛନ୍ତି ଚାଷୀ ।
ଏଭରେଷ୍ଟ ଉଚ୍ଚତାକୁ ନେଇ ଅନେକ ସମୟରେ ବହୁବିବାଦ ଦେଖିବାକୁ ମିଳିଛି । ତେବେ ପୁଣି ଥରେ ଆଜି ଏନେଇ ବିବାଦ ଦେଖାଦେଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ୨୦୧୫ ମସିହାରେ ନେପାଳରେ ଆସିଥିବା ପ୍ରଳୟଙ୍କାରୀ ଭୂ-କମ୍ପ ପରେ ଏଭରେଷ୍ଟର ଉଚ୍ଚତା କମିଯାଇଛି
ସାରା ଦେଶରେ ଥମିବାରେ ନା ନେଉନାହିଁ ଚାଷୀଙ୍କୁ ନେଇ ରାଜନୀତି। ଗୋଟିଏ ପଟେ କୃଷକ ଦେଇଥିବା ଆନ୍ଦୋଳନକୁ ଅନେକ ରାଜ୍ୟ ସମର୍ଥନ ଦେଉଥିବା ବେଳେ ଅନେକ ମଧ୍ୟ ସମର୍ଥନ ଦେଉନାହାନ୍ତି
ବିମାନ ବନ୍ଦରରୁ ଜବତ ହେଲା ୧.୩ କୋଟିରୁ ଅଧିକ ମୂଲ୍ୟର ସୁନା । କଷ୍ଟମ ବିଭାଗ ଏହି ସୁନାକୁ ବିମାନବନ୍ଦରରୁ ହିଁ ଜବତ କରିଛି । ତେବେ ମିଳିଥିବା ସୂଚନା ଅନୁସାରେ, କଷ୍ଟମ୍ସ ଆକ୍ଟ ଅନୁଯାୟୀ ଏକ ଏୟାରଲାଇନ୍ସର ଜଣେ କ୍ରୁ ସଦସ୍ୟଙ୍କୁ ଗିରଫ କରିଛି କଷ୍ଟମ ବିଭାଗ ।
ଗୁଜୁରାଟ :କୃଷକମାନଙ୍କ ଆନ୍ଦେ।ଳନକୁ ସମର୍ଥନ ଦେଉନାହିଁ ଗୁଜୁରାଟ । ତେବେ ଏନେଇ ସ୍ପଷ୍ଟ କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି । ସେ କହିଛନ୍ତି ଯେ, ଆସନ୍ତାକାଲି ଦେଶରେ କୃଷକମାନେ ଯେଉଁ ଆନ୍ଦେ।ଳନର ଡାକରା ଦେଇଛନ୍ତି ତାହାକୁ ଗୁଜୁରାଟ ସମର୍ଥନ ଦେଉନାହିଁ । ଯଦି କୌଣସି ବ୍ୟକ୍ତି ଓ ସଂଗଠନ ଜେ।ର ଜବରଦସ୍ତି ଦୋକାନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ବନ୍ଦ କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତାକାଲି […]
ଦିଲ୍ଲୀ ସୀମାରେ ଚାଲିଥିବା କୃଷକଙ୍କ ଆନ୍ଦେ।ଳନରେ ସମର୍ଥନ ବଢ଼ିବାରେ ଲାଗିଛି । ଡିସେମ୍ବର ୫ରେ କେନ୍ଦ୍ର ସରକାରଙ୍କ ସହ ଚାଷୀଙ୍କ ଆଲେ।ଚନା ବିଫଳ ପରେ ଆନ୍ଦେ।ଳନକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା ଚଳାଇଛନ୍ତି ଚାଷୀ ସଂଗଠନ
ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଏଲୁରୁ ସହରରେ ଏବେ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯୨ ଜଣ ଅସୁସ୍ଥ ହୋଇପଡିଛନ୍ତି । କ୍ରମାଗତ ଭାବେ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି
ଚନ୍ଦନ କହିଲେ ସାଧାରଣ ଲେ।କଙ୍କ ମନରେ ଅନେକ କଥା ଆସେ । କାରଣ ଚନ୍ଦନକୁ ନେଇ ବିଶେଷ କରି ହିନ୍ଦୁ ଧର୍ମରେ ଅନେକ କଥା ରହିଛି । ଠିକ ସେହିପରି ଭାବରେ ରକ୍ତ ଚନ୍ଦନକୁ ନେଇ ବି ଅନେକ କଥା ରହିଛି
ବିହାର ନିର୍ବାଚନ ଶେଷ ହେ।ଇଛି ସତ କିନ୍ତୁ ଥମିବାରେ ନା ନେଉନାହିଁ ରାଜନୀତି । ଚାଷୀ ପ୍ରସଙ୍ଗରେ ତେଜସ୍ୱୀ ରାଜ୍ୟ ସରକାରଙ୍କୁ ଜେ।ରଦାର ସମାଲେ।ଚନା କରିଛନ୍ତି । ବିହାରରେ ଗଠନ ହେ।ଇଥିବା ନୂଆ ସରକାରକୁ ଡରୁଆ ଓ ନିକମ। ସରକ।ର ବେ।ଲି କହିଛନ୍ତି
ଆମେରିକୀୟ କମ୍ପାନୀ ଫାଇଜର୍ ଓ ଜର୍ମାନ କମ୍ପାନୀ ବାୟୋଏନ୍ଟେକ୍ ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ୍ ଭାରତରେ ଟିକାକରଣ ପାଇଁ ଅନୁମତି ଲୋଡିଛି । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ-ଡିସିଜିଆଇର ଅନୁମତି ଲୋଡ଼ିଛି ଫାଇଜର
କର୍ଣ୍ଣାଟକ : କଂଗ୍ରେସ ବିରେ।ଧରେ ବିଶେ।ଦକାର କଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ । କୁମାର ସ୍ୱାମୀ କହିଛନ୍ତି ଯେ, ଯଦି ସେ ପୂର୍ବରୁ ବିଜେପି ସହ ବନ୍ଧୁତା କରିଥାଆନ୍ତେ ତେବେ ବର୍ତମାନ ସମୟରେ ବି ସେ ମୁଖ୍ୟମନ୍ତ୍ରୀ ପଦରେ ହିଁ ରହିଥାଆନ୍ତେ । କଂଗ୍ରେସ ସହ ମିଶି ଯାହା କିଛି କମ।ଇଥିଲେ ତାହା ଶେଷ ହେ।ଇଥିବା ସେ କହିଛନ୍ତି । ମହୀଶୁରର ଏକ ସଭାରେ ସେ କହିଛନ୍ତି ଯେ, ଯଦି ମୁଁ […]
ଜାମ୍ମୁରେ ବଢିବାରେ ଲାଗିଛି ଆତଙ୍କୀ କାର୍ଯ୍ୟକଳ।ପ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପୁଣି ଆତଙ୍କବାଦୀଙ୍କ ଗୁପ୍ତ ଶିବିର ଠାବ ହେ।ଇଛି । ତେବେ ଶିବିରରୁ ବିପୁଳ ପରିମାଣରେ ବିସ୍ଫେ।ରକ ଓ ମାରଣାସ୍ତ୍ର ଉଦ୍ଧାର କରାଯାଇଛି ।
ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ । ନିଜ ଦାବଇ ପୂରଣ ନହେବା ପର୍ଯ୍ୟନ୍ତ ଚାଷୀ ଆନ୍ଦେ।ଳନ ଶାନ୍ତିପୂର୍ଣ୍ଣ ଭାବରେ ଚାଲିବ ବେ।ଲି କହିଛନ୍ତି ଚାଷୀ ନେତା । ତେବେ ଗତକାଲି ବୈଠକରେ କୌଣସି ନିଷ୍କର୍ସ ବାହାରିନଥିବା ଜଣାଯାଇଛି ।
ଭୁବନେଶ୍ୱର: ମାଳଦ୍ୱୀପରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ରାଜଧାନୀ ମାଲେରେ ପହଞ୍ଚିଲା ଭାରତୀୟ ନୌସେନା ଜାହଜ। ସମୁଦ୍ର ସେତୁ ଅଭିଯାନରେ ଭାରତୀୟ ନୌସେନାର ଆଇଏନ୍ଏସ୍ ଜଳାଶ୍ୱ ମାଲେରେ ପହଞ୍ଚି ଥିବାବେଳେ ଆଇଏନ୍ଏସ୍ ମଗର ଦୁଇ ଦିନ ମଧ୍ୟରେ ପହଞ୍ଚିବ। ଦୁଇ ଜାହାଜରେ ହଜାରେ ଭାରତୀୟଙ୍କୁ ଫେରାଇ ଅଣାଯିବ ମାଲେରୁ ଆସି କେରଳର କୋଚିରେ ପହଞ୍ଚିବେ। ଭାରତୀୟମାନେ ସେଠାରୁ ନିଜ ରାଜ୍ୟକୁ ନେବା ପାଇଁ ପଦକ୍ଷେପ ନିଆଯିବ। ସେହିପରି ଆଇଏଏନ୍ଏଶ ଶାର୍ଦୁଲ ଓ ଆଇଏନ୍ଏସ୍ ଐରାବତ […]
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗୁଜରାଟ ଓ ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ଦୁଇ ରାଜ୍ୟରେ କରୋନା ସ୍ଥିତି ଓ ଏହାର ମୁକାବିଲା ନେଇ ଆଲୋଚନା ହୋଇଛି। ମହାରାଷ୍ଟ୍ରରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବା ଦେଶ ପାଇଁ ଚିନ୍ତାର କାରଣ ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ରାଜ୍ୟର ୩୬ଟି ଜିଲ୍ଲାରୁ ୩୪ଟି ଜିଲ୍ଲା କରୋନା ପ୍ରଭାବିତ ହୋଇଛି ଏଯାଏ ୧୪ ହଜାର ୫୪୧ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୫୮୩ ଜଣଙ୍କ ମୃତ୍ୟୁ […]