• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

text
ପୁଣି ୨ ସପ୍ତାହ ପାଇଁ ବଢିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦେଶରେ ବଢ଼ିଲା ଲକଡାଉନ୍‌। ମେ ୪ରୁ ଆଉ ୨ ସପ୍ତାହ ଲକ୍ ଡାଉନ୍ ବଢ଼ିଲା। ୨ ସପ୍ତାହ ଲକ୍ ଡାଉନ୍ ବୃଦ୍ଧି ନେଇ ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି। ତେବେ ଘୋଷଣା ଅନୁସାରେ ମେ ୧୭ ଯାଏ ଲକ୍‌ଡାଉନ୍ କାର୍ଯ୍ୟକାରୀ ହେବ। A limited number of activities will remain prohibited across India, irrespective of the zone, including travel by air, rail, metro & inter-State movement by road; […]

  • Wednesday, 14 July 2021
arnab-goswam
ରିପବ୍ଲିକ୍‌ ଟିଭି ଏଡିଟର ଅର୍ଣ୍ଣବ ଗୌସ୍ୱାମୀଙ୍କୁ ୧୦ ଘଣ୍ଟା ଜେରା

ମୁମ୍ବାଇ: କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଟିପ୍ପଣୀ ମାମଲାରେ ରିପବ୍ଲିକ୍ ଟିଭି ଏଡିଟିର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୧୦ ଘଣ୍ଟା ଧରି ଜେରା। କଂଗ୍ରେସର ଅଭିଯୋଗ ଆଧାରରେ ଅର୍ଣ୍ଣବଙ୍କୁ ଆଜି ସକାଳୁ ଜେରା କରୁଛି ମୁମ୍ବାଇର ଏନଏମ୍ ଜୋଶୀ ମାର୍ଗ ପୋଲିସ। ସକାଳ ୯ଟା ୨୦ରୁ ସେ ଥାନାକୁ ଯାଇଥିବା ବେଳେ ସେବେଠୁ ପୋଲିସ ତାଙ୍କୁ ଜେରା କରିଥିବା ସୂଚନା ମିଳିଛି। ମହାରାଷ୍ଟ୍ରର ପଲଘର ଅଞ୍ଚଳରେ ଦୁଇ ସାଧୁଙ୍କୁ ପିଟି ପିଟି ହତ୍ୟା କରିବା ମାମଲାରେ […]

  • Wednesday, 14 July 2021
mystery-blob
ସମୁଦ୍ର କୂଳରୁ ମିଳିଲା ରହସ୍ୟମୟ ଜୀବ, ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

ଆଜିକାଲି ବିଶ୍ୱର ଅନେକ ସ୍ଥାନରୁ ରହସ୍ୟମୟ ଜୀବ ଠାବ ହେଉଛି। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ମଧ୍ୟ ହେଉଛି। ଆମେରିକାର ଉତ୍ତର କ୍ୟାରୋଲିନାରେ ସମୁଦ୍ର କୂଳରୁ ଏକ ଅଜଣା ସମୁଦ୍ର ଜୀବ ମିଳିଛି। ଯାହାକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ। ବିଶେଷଜ୍ଞମାନେ ମଧ୍ୟ ଏହାକୁ ଦେଖି ଚକିତ ହୋଇଯାଇଛନ୍ତି। ଏହି ରହସ୍ୟମୟ ଜୀବ ସମ୍ପର୍କରେ କାହାକୁ ବି ଜଣାନାହିଁ। Cape Lookout National Seashore ଏହି ରହସ୍ୟମୟ ଜୀବର ଫଟୋ ନିଜ ଫେସ୍‌ବୁକ୍‌ ପେଜ୍‌ରେ ଶେଆର […]

  • Wednesday, 14 July 2021