• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

modi
କାଲି ଦେଶବାସୀଙ୍କୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ। କାଲି ଅପରାହ୍ନ ୪ଟାରେ ସେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉଦବୋଧନ ଦେବେ। ଏନେଇ ପିଏମଓ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ବୁଧବାର ଠାରୁ ଅନଲକ୍-ଟୁ କାର୍ଯ୍ୟକାରୀ ହେଉଥିବା ବେଳେ, ସେ ସଂପର୍କରେ ଦେଶବାସୀଙ୍କୁ ବାର୍ତ୍ତା ଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। Prime Minister @narendramodi will address the nation at 4 PM tomorrow. — PMO India (@PMOIndia) June […]

  • Wednesday, 14 July 2021
nagative
ସୁସ୍ଥ ହେଲେ ଆଉ ୧୩୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୩୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪,୭୪୩ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। Another 137 #COVID19 patients have recovered and are being discharged on 28.6.2020. 33 from Ganjam 29 from Khurdha 22 from Cuttack 13 from Balasore 9 from Jajpur 6 […]

  • Wednesday, 14 July 2021
Bonded labour
ଇଟାଭାଟିରୁ ଏକାଥରେ ୭୯ ଦାଦନ ଶ୍ରମିକ ଉଦ୍ଧାର, ସେଥିରେ ୪ ଗର୍ଭବତୀ..

ଭୁବନେଶ୍ୱର: ପୁଣି ବାହାର ରାଜ୍ୟରୁ ଉଦ୍ଧାର ହେଲେ ଓଡ଼ିଆ ଦାଦନ ଶ୍ରମିକ। ତେଲେଙ୍ଗାନାର ଏକ ଇଟା ଭାଟିରେ ଶ୍ରମିକମାନେ କାମ କରୁଥିବା ବେଳେ ଉଦ୍ଧାର ହୋଇଛନ୍ତି। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୭୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଉଦ୍ଧାର କରିଛନ୍ତି ଜଣେ ସାମାଜିକ କର୍ମୀ। ଶ୍ରମିକମାନଙ୍କୁ ଇଟା ଭାଟିରେ ବିଭିନ୍ନ ନିର୍ଯାତନା ଦିଆଯାଉଥିଲା। ଏହି ଖବର ସାମାଜିକ କର୍ମୀଙ୍କ ପାଖରେ ପହଞ୍ଚିବା ପରେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଶ୍ରମିକମାନଙ୍କୁ […]

  • Wednesday, 14 July 2021
Anjana
ହାଇକୋର୍ଟଙ୍କୁ ଅଞ୍ଜନାଙ୍କ ନିବେଦନ; କହିଲେ ବିବନକୁ ଜେରା କରୁ CBI, ସତ ପଦାକୁ ଆସିବ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା। ଘଟଣାର ସିବିଆଇ ତଦନ୍ତ ଦାବି କଲେ ଖୋଦ ପୀଡ଼ିତା ଅଞ୍ଜନା ମିଶ୍ର। ଏନେଇ ସେ ହାଇକୋର୍ଟଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଖାଲି ସେତିକି ନୁହେଁ ଅଞ୍ଜନା ହାଇକୋର୍ଟଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ଯେ, ହାଇକୋର୍ଟରେ ମାମଲା ଲଢ଼ିବା ପାଇଁ ତାଙ୍କ ପାଖରେ ଯଥେଷ୍ଟ ଆର୍ଥିକ ସମ୍ବଳ ନାହିଁ। ତେଣୁ ହାଇକୋର୍ଟଙ୍କ ପକ୍ଷରୁ ତାଙ୍କ ମାମଲା ଲଢ଼ିବା ପାଇଁ ଜଣେ ଆଇନଜୀବୀଙ୍କୁ ନିଯୁକ୍ତ […]

  • Wednesday, 14 July 2021
BBSR_-_shutdown-_EPS_1
ପୁଣି ରାଜ୍ୟବ୍ୟାପୀ ସପ୍ତାହାନ୍ତ ସଟଡାଉନ: ଭୁବନେଶ୍ୱର ଓ କଟକରେ କମିଶନରେଟ ପୋଲିସର କଡ଼ା ଯାଞ୍ଚ

ଭୁବନେଶ୍ୱର: ପୁଣି ଲାଗୁ ହେଲା ସପ୍ତାହାନ୍ତ ସଟଡାଉନ୍ ନିୟମ। ସକାଳ ୬ଟାରୁ ଏହାକୁ ଲାଗୁ କରାଯାଇଛି। କରୋନା ସଂକ୍ରମଣକୁ ବ୍ରେକ୍ ଦେବାକୁ ରାଜ୍ୟ ସରକାର ପୁଣି ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି। କରୋନାର ଦ୍ୱିତୀୟ ଲହର ଭୟଙ୍କର ହେଉଥିବା ବେଳେ ସଂକ୍ରମଣ ହାର ହ୍ରାସ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ପୁଣି ନିଆଯାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳ ପାଇଁ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରାଯାଇଛି। ଗତ ଶନିବାର ଓ ରବିବାର ମଧ୍ୟ ସପ୍ତାହାନ୍ତ ସଟଉନ୍ […]

  • Wednesday, 14 July 2021
Michel Collins
ପରଲୋକରେ ମହାନ୍ ଆମେରିକୀୟ ମହାକାଶଚାରୀ ମାଇକେଲ୍ କଲିନ୍ସ

ନୂଆଦିଲ୍ଲୀ: ପରଲୋକରେ ମହାନ୍ ଆମେରିକୀୟ ମହାକାଶଚାରୀ ମାଇକେଲ୍ କଲିନ୍ସ । ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ୧୯୬୯ ମସିହା ନାସାର ଆପୋଲୋ-୧୧ ମିଶନରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ଏଡ୍ଓ୍ୱିନ୍ ବା ବଜ୍ ଆଲଡ୍ରିନ୍ ଚନ୍ଦ୍ରରେ ଅବତରଣ କରି ଇତିହାସ ରଚିଥିଲେ ସତ, ହେଲେ ଏହି ଇତିହାସର ଆଉ ଏକ ଅନାଲୋଚିତ, ଆଉ ଏକ ଅଖ୍ୟାତ ନାଁ ହେଉଛି ମାଇକେଲ୍ କଲିନ୍ସ। ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଏବଂ ଏଡ୍ଓ୍ୱିନ୍ […]

  • Wednesday, 14 July 2021
Rohit Sardana
କରୋନାରେ ଆକ୍ରାନ୍ତ ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ପରଲୋକ। କରୋନା ସଂକ୍ରମିତ ହେବା ପରେ ତାଙ୍କର ପରୋଲୋକ ହୋଇଥିବା ଜଣାପଡ଼ିଛି। ପ୍ରଥମେ ତାଙ୍କ ମା’ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଦୀର୍ଘ ଦିନ ଧରି ଜି’ ନ୍ୟୁଜରେ ଆଙ୍କର୍ ଭାବେ କାର୍ଯ୍ୟ କରିଥିବା ରୋହିତ ସରଦାନା ଏବେ ଆଜ୍ ତକ ନ୍ୟୁଜ ଚ୍ୟାନେଲରେ ଆଙ୍କର ଭାବେ କାର୍ଯ୍ୟ କରୁଥିଲେ। ସୁଧିର ଚୌଧରୀ ଟ୍ୱିଟ୍ କରି ରୋହିତଙ୍କ ଦେହାନ୍ତର ସୂଚନା ଦେଇଥିଲେ। ସୁଧିର ଚୌଧରୀ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, […]

  • Wednesday, 14 July 2021
assembly-2021-12-1
ଆସିଲା ୫ ରାଜ୍ୟର ଏକଜିଟ୍ ପୋଲ୍ ରିପୋର୍ଟ: ଫୋକସରେ ବଙ୍ଗ, କିଏ ଧରିବ ରାଜ୍ୟର ମଙ୍ଗ..?

ନୂଆଦିଲ୍ଲୀ: ସରିଲା ନିର୍ବାଚନ ପର୍ବ। ଏଥର କିଏ ଧରିବ ମଙ୍ଗ, ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବିଭିନ୍ନ ଗଣମାଧ୍ୟମ ସଂସ୍ଥା ତଥ୍ୟ ଘରୋଇ ଅନୁଷ୍ଠାନ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ କରିଛନ୍ତି। ତେବେ ୫ ରାଜ୍ୟରେ ନିର୍ବାଚନ ଶେଷ ହୋଇଥିବା ବେଳେ କେଉଁ ରାଜ୍ୟରେ କେଉଁ ଦଳ ଶାସନ କ୍ଷମତା ହାତେଇବାର ଅଧିକ ସମ୍ଭାବନା ରହିଛି ସେନେଇ ଏହି ସଂସ୍ଥାମାନେ ଆକଳନ କରିଛନ୍ତି। ତାମିଲନାଡ଼ୁ ତେବେ ରିପବ୍ଲିକ ଟିଭି ପକ୍ଷରୁ ହୋଇଥିବା ଆକଳନ ଅନୁଯାୟୀ ତାମିଲନାଡୁର […]

  • Wednesday, 14 July 2021
covid test
କୋଭିଡ ଟେଷ୍ଟିଂ ପ୍ରକ୍ରିୟା ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: କୋଭିଡ ଟେଷ୍ଟିଂ ପ୍ରକ୍ରିୟା ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ। ସବୁ ଜିଲ୍ଲାପାଳ ଓ CDMOଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ବିଭାଗ ACS। ଏଥିରେ ଉଲ୍ଲେଖ ହୋଇଛି ଯେ, ଟେଷ୍ଟିଂ ସେଣ୍ଟରରେ ସାମ୍ପଲ ସଂଗ୍ରହ ବେଳେ ସାମାଜିକ ଦୂରତ୍ୱ ବାଞ୍ଛନୀୟ। ରିପୋର୍ଟ ଆସିବା ଯାଏ ସାମ୍ପୁଲ ଦେଇଥିବା ଲୋକକୁ କ୍ୱାରେଣ୍ଟାଇନରେ ରହିବାକୁ  ହେବ। ଏନେଇ ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯେଉଁଦିନ RTPCR ସାମ୍ପୁଲ ସଂଗ୍ରହ ହେବ, ସେହିଦିନ ଲ୍ୟାବକୁ ପଠାଇବାକୁ […]

  • Wednesday, 14 July 2021
rail
ଦେଶରେ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ରେଲେଓ୍ୱର ବଡ଼ ନିଷ୍ପତ୍ତି। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଦେଶରେ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍। ନିର୍ଦ୍ଦିଷ୍ଟ ସମୟ ସାରଣୀରେ ଚାଲୁଥିବା ସମସ୍ତ ମେଲ୍-ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ ବାତିଲ କରିଛି ଇଣ୍ଡିଆନ୍ ରେଲେଓ୍ୱ। ଆସନ୍ତା ଜୁଲାଇ ୧ତାରିଖରୁ ଅଗଷ୍ଟ ୧୨ ତାରିଖ ମଧ୍ୟରେ ସବୁ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ପୂର୍ବରୁ ବୁକିଂ ହୋଇଥିବା ସମସ୍ତ ଟିକେଟ୍ ବାବଦ ଅର୍ଥ ଫେରାଇ ଦିଆଯିବା […]

  • Wednesday, 14 July 2021