
ଶ୍ରୀନଗର: ଜମ୍ମୁ ଓ କଶ୍ମୀର ବାରାମୂଳାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ। ଏଥିରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀମାନେ ଗତକାଲି ସୋପୋରେ ଅଞ୍ଚଳର ବ୍ରଥ୍ କଲାଣ୍ରେ କର୍ଡନ ଓ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହାପରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଯାହାର ପାଲଟା ଜବାବରେ ଏନ୍କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ନିହତ ହୋଇଥିବା ଆତଙ୍କବାଦୀ କେଉଁ ଆତଙ୍କବାଦୀ ସଂଗଠନର ତାହା […]
ଭୋପାଲ: ବିଧାନସଭା ନିର୍ବାଚନ ଫଳାଫଳର ଆସିଲା ସ୍ପଷ୍ଟ ଚିତ୍ର। ମଧ୍ୟପ୍ରଦେଶରେ ସଂଖ୍ୟା ଗରିଷ୍ଠତାଠାରୁ ଦୁଇଟି ସିଟ୍ ପଛରେ ରହିଛି କଂଗ୍ରେସ। ନିର୍ବାଚନ କମିଶନ୍ଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ୧୧୪ଟି ସିଟ୍ରେ କଂଗ୍ରେସ ପ୍ରାର୍ଥୀ ବିଜୟ ହୋଇଛନ୍ତି। ବିଜେପି ୧୦୯ଟି ସିଟ୍ ଅକ୍ତିଆର କରିଛି। ବିଏସ୍ପି ୨ଟି ଓ ଏସ୍ପି ଗୋଟିଏ ଆସନ ପାଇଛନ୍ତି। ୪ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟ ହୋଇଛନ୍ତି। ଅନ୍ୟପଟେ ଗତକାଲି ବିଳମ୍ବିତ ରାତିରେ ହିଁ ସରକାର ଗଠନ ପାଇଁ କଂଗ୍ରେସ ରାଜ୍ୟପାଳ […]
ଭୋପାଲ: ମଧ୍ୟପ୍ରଦେଶରେ ନିର୍ବାଚନ ଫଳାଫଳକୁ ନେଇ ଏବେବି ଚିତ୍ର ଅସ୍ପଷ୍ଟ। ନିର୍ବାଚନ କମିଶନ୍ଙ୍କ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁସାରେ, ୧୧୩ଟି ସିଟ୍ରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏବେ ବି ଗୋଟିଏ ସିଟ୍ରେ ଗଣତି ଜାରି ରହିଥିବା ସୂଚନା ମିଳିଛି। ଆଉ ଏଥିରେ ଆଗୁଆ ରହିଛି କଂଗ୍ରେସ। ଅନ୍ୟପଟେ ବିଜେପି ୧୦୯ଟି ସିଟ୍ ଅକ୍ତିଆର କରିଛି। ବିଏସ୍ପି ୨ଟି ଓ ଏସ୍ପି ଗୋଟିଏ ଆସନ ଜିତିଥିବା ବେଳେ ୪ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟ ହୋଇଛନ୍ତି। […]