• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cyclone
ଓଡ଼ିଶାକୁ ‘ୟାସ୍‌’ ଭୟ; ୨୬ରେ ଛୁଇଁବ ଉପକୂଳ

ଓଡ଼ିଶାକୁ ପୁଣି ବାତ୍ୟା ଭୟ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା । ୨୬ ତାରିଖ ସକାଳେ ଏହା ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ଅଛି ।

vlcsnap-error653
ଲକଡାଉନ୍ ୨.୦ ଆହୁରି କଡ଼ାକଡ଼ି କରିଛି ପୋଲିସ, ଅମାନିଆ ବି ତାଳ ଦେଇ ଚାଲିଛନ୍ତି..

ଭୁବନେଶ୍ୱର: ମହାମାରୀର ଦ୍ୱିତୀୟ ଲହରକୁ ମାତ୍ ଦେବାକୁ ଆରମ୍ଭ ହୋଇଛି ଲକଡାଉନ୍ ୨.୦ । ଦ୍ୱିତୀୟ ପର୍ଯ୍ୟାୟ କଟକଣାର ପ୍ରଥମ ଦିନରେ ଆଜି ଚେକିଂକୁ ଆହୁରି କଡ଼ାକଡ଼ି କରାଯାଇଛି । ତଥାପି କିଛି ଅମାନିଆ ଲକଡାଉନ୍ କଟକଣାକୁ ବେଖାତିର କରି ଚାଲିଥିବା ଏବଂ ତଣ୍ଡ ବି ଗଣିଥିବା ଦେଖିବାକୁ ମିଳିଥିଲା । କେଉଁଠି ଦୋକାନ ସିଲ କରି ଦୋକାନୀକୁ ବନ୍ଧା ଯାଇଥିଲା ତ ଆଉ କେଉଁଠି ଭୋଜି ଆୟୋଜନ କରବା ଦ୍ୱାରା ଲୋକଙ୍କୁ ଜରିମାନା କରାଯାଇଥିଲା । […]

  • Wednesday, 14 July 2021
pia
ପାକିସ୍ତାନର ଆନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା

ଇସଲାମବାଦ: ପାକିସ୍ତାନକୁ ବଡ଼ ଝଟ୍‌କା। ଏୟାରଲାଇନ୍ସ ବିମାନ ଉଡ଼ାଣ ଉପରେ EASAର ବଡ଼ ପଦକ୍ଷେପ। ଆସନ୍ତା ୬ ମାସ ଯାଏ ୟୁରୋପରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବିମାନ ଉଡ଼ାଣ ବ୍ୟାନ୍। ଏହି ପ୍ରତିବନ୍ଧକ ଲଗାଇଛି ୟୁରୋପୀୟ ଆକାଶପଥ ନିରାପତ୍ତା ସଂସ୍ଥା EASA। ଜୁଲାଇ ୧ ଅର୍ଥାତ୍ ଆସନ୍ତାକାଲି ଠାରୁ ଆଗାମୀ ୬ ମାସ ଯାଏ ୟୁରୋପ ଆକାଶରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଏନେଇ ବିମାନ ଉଡ଼ାଣ ସଂସ୍ଥା ମୁଖପାତ୍ର ସୂଚନା ଦେଇଛନ୍ତି। […]

  • Wednesday, 14 July 2021
modi
କାଲି ଦେଶବାସୀଙ୍କୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ। କାଲି ଅପରାହ୍ନ ୪ଟାରେ ସେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉଦବୋଧନ ଦେବେ। ଏନେଇ ପିଏମଓ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ବୁଧବାର ଠାରୁ ଅନଲକ୍-ଟୁ କାର୍ଯ୍ୟକାରୀ ହେଉଥିବା ବେଳେ, ସେ ସଂପର୍କରେ ଦେଶବାସୀଙ୍କୁ ବାର୍ତ୍ତା ଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। Prime Minister @narendramodi will address the nation at 4 PM tomorrow. — PMO India (@PMOIndia) June […]

  • Wednesday, 14 July 2021
nagative
ସୁସ୍ଥ ହେଲେ ଆଉ ୧୩୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୩୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪,୭୪୩ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। Another 137 #COVID19 patients have recovered and are being discharged on 28.6.2020. 33 from Ganjam 29 from Khurdha 22 from Cuttack 13 from Balasore 9 from Jajpur 6 […]

  • Wednesday, 14 July 2021
Bonded labour
ଇଟାଭାଟିରୁ ଏକାଥରେ ୭୯ ଦାଦନ ଶ୍ରମିକ ଉଦ୍ଧାର, ସେଥିରେ ୪ ଗର୍ଭବତୀ..

ଭୁବନେଶ୍ୱର: ପୁଣି ବାହାର ରାଜ୍ୟରୁ ଉଦ୍ଧାର ହେଲେ ଓଡ଼ିଆ ଦାଦନ ଶ୍ରମିକ। ତେଲେଙ୍ଗାନାର ଏକ ଇଟା ଭାଟିରେ ଶ୍ରମିକମାନେ କାମ କରୁଥିବା ବେଳେ ଉଦ୍ଧାର ହୋଇଛନ୍ତି। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୭୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଉଦ୍ଧାର କରିଛନ୍ତି ଜଣେ ସାମାଜିକ କର୍ମୀ। ଶ୍ରମିକମାନଙ୍କୁ ଇଟା ଭାଟିରେ ବିଭିନ୍ନ ନିର୍ଯାତନା ଦିଆଯାଉଥିଲା। ଏହି ଖବର ସାମାଜିକ କର୍ମୀଙ୍କ ପାଖରେ ପହଞ୍ଚିବା ପରେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଶ୍ରମିକମାନଙ୍କୁ […]

  • Wednesday, 14 July 2021