• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

voting
କର୍ଣ୍ଣାଟକ ଉପନିର୍ବାଚନ ପାଇଁ ଭୋଟିଂ ଶେଷ

କର୍ଣ୍ଣାଟକ : କର୍ଣ୍ଣାଟକର ୩ଟି ଲୋକସଭା ଓ ୨ଟି ବିଧାନସଭା ଅାସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସକାଳୁ ସଂଧ୍ୟା ୫ଟା ଯାଏ ଭୋଟ ନିଅାଯାଇଥିଲା । ତେବେ କେତେକ ବୁଥ୍‌ରେ ଭୋଟରମାନେ ଥିବାରୁ ମତଦାନ ଜାରି ରହିଛି। ଅପରାହ୍ଣ ୪ଟା ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ବେଲାରି, ସିମୋଗା ଓ ମାଣ୍ଡ୍ୟ ଲୋକସଭା ଅାସନ ଏବଂ ଜାମଖଣ୍ଡି ଓ ରାମନଗରମ୍ ବିଧାନସଭା ଅାସନ ପାଇଁ ଭୋଟ୍ ଗ୍ରହଣ ହୋଇଛି। କଂଗ୍ରେସ ଏବଂ ଜେଡିଏସ୍  ମେଣ୍ଟରେ […]

  • Friday, 16 July 2021
ram-up 12
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ଉପରେ ବଢୁଛି ଚାପ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଦାବି ଜୋର ଧରିବାରେ ଲାଗିଛି। ଅଦାଲତ ରାସ୍ତାରେ ରାମ ମନ୍ଦିର ନିର୍ମାଣ ବିଳମ୍ବ ହେଉଥିବାରୁ, କେନ୍ଦ୍ର ସରକାର ଅଧ୍ୟାଦେଶ ହେଉ କି ସଂସଦରେ ନୂଅା ଅାଇନ ଅାଣି ରାମ ମନ୍ଦିର ନିର୍ମାଣ କରିବାକୁ ବିଭିନ୍ନ ସଂଗଠନ ଦାବି କରିଛନ୍ତି। ନୂଅାଦିଲ୍ଲୀ ତାଲକାଟୋରା ଷ୍ଟାଡିଅମରେ ଚାଲିଥିବା ଦୁଇ ଦିନିଅା ସନ୍ଥ ଓ ମଠାଧୀଶ ସମ୍ମିଳନୀରେ ରାମ ମନ୍ଦିର ନିର୍ମାଣ ମୁଖ୍ୟ ଅାଲୋଚନାର ବିଷୟ ଥିଲା। ଦେଶର ବିଭିନ୍ନ ଭାଗରୁ […]

  • Friday, 16 July 2021
t1
ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଏଏସ୍‌ଆଇ

ନୂଆପଡ଼ା: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଏଏସ୍ଆଇ ବିଜେଶ୍ୱର ପଣ୍ଡା। ୪ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରା ପଡ଼ିଛନ୍ତି ବିଜେଶ୍ୱର। ଏଏସ୍ଆଇ ବିଜେଶ୍ୱର ଏକ ମାରପିଟ୍ କେସ୍‌ର ରଫାଦଫା କରିବା ସହିତ ଥାନାରେ ହିଁ ଜାମିନ୍ ମିଳିଯିବା କହି ଖଡ଼ିଆଳ କୁଅଁରପଡ଼ାର ଭବାନୀ ଶଙ୍କର ଅଦାଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ୪ ହଜାର ଟଙ୍କା ନେଉଥିବାବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତେବେ ଭିଜିଲାନ୍ସର ଦୁଇ ଜଣିଆ […]

  • Friday, 16 July 2021