ରାଜସ୍ଥାନ : ରାଜସ୍ଥାନରେ ବହୁମତ ଆଡ଼କୁ ଅଗ୍ରସର ହେଉଛି କଂଗ୍ରେସ। ୨୦୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ୍ ନମ୍ବର ପାର୍ କରିଛି କଂଗ୍ରେସ। ଦଳ ୧୦୨ଟି ଆସନରେ ଆଗୁଆ ଅଛି। ଗଣତି ଆରମ୍ଭରୁ ହିଁ କଂଗ୍ରେସ ଆଗୁଆ ରହିଥିଲା। ମଧ୍ୟାହ୍ନରେ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ ହୋଇଥିଲା କଡ଼ା ଟକ୍କର। କେତେବେଳେ କଂଗ୍ରେସ ଆଗରେ ତ କେତେବେଳେ କଂଗ୍ରେସ ଆଗରେ ରହିଥିଲା। ଏପରିକି ନିର୍ବାଚନ ପଣ୍ଡିତଙ୍କ ଏକ୍ଜିଟ୍ ପୋଲ୍ ମଧ୍ୟ ଭୁଲ […]
ଲଣ୍ଡନ : ଭାରତକୁ ପ୍ରତ୍ୟର୍ପଣ ହେବେ ବିଜୟ ମାଲ୍ୟା। ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ ସପକ୍ଷରେ ରାୟ ଦେଇଛନ୍ତି ଲଣ୍ଡନର ୱେଷ୍ଟମିନ୍ଷ୍ଚର କୋର୍ଟ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ଥିବା କୋର୍ଟ କହିଛନ୍ତି। କିଙ୍ଗ୍ ଫିସର ଏୟାରଲାଇନ୍ସ ପାଇଁ ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟିରୁ ଅଧିକ ଟଙ୍କା ଋଣ ନେଇ ଆଉ ଶୁଝି ନଥିଲେ ମାଲ୍ୟ। ଟଙ୍କା ଶୁଝିବା ବଦଳରେ ବିଦେଶକୁ ପଳାୟନ କରିଥିଲେ ସେ। ସେପଟେ କୋର୍ଟଙ୍କ ରାୟ ଆସିବା ପୂର୍ବରୁ ମାଲ୍ୟା କୋର୍ଟ […]
ପାଟନା: ବିହାରର ବୈଶାଳୀ ଜିଲ୍ଲା ଶାହାଦାଇ ବୁଜୁର୍ଗରେ ସୀମାଞ୍ଚଳ ଏକ୍ସପ୍ରେସ୍ର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ବହୁ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ଟ୍ରେନ୍ର ୧୧ଟି ବଗି ଲାଇନ୍ଚ୍ୟୁତ୍ ହୋଇଯାଇଛି। ବିହାରର ଯୋଗବାଣୀରୁ ନୂଆଦିଲ୍ଲୀ ଆନନ୍ଦ ବିହାର ଟର୍ମିନାଲକୁ ଯାଉଥିବା ଏହି ସୁପରଫାଷ୍ଟ୍ ଏକ୍ସପ୍ରେସ୍ ରବିବାର ରାତି ପ୍ରାୟ ୩ଟା ୫୨ ମିନିଟ୍ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୋଟିଏ ଜେନେରାଲ କୋଚ୍, ଗୋଟିଏ ଏସି ବଗି B-3 ଏବଂ ସ୍ଲିପର […]
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲଙ୍କ ଇସ୍ତଫା ପ୍ରଦାନ। ବ୍ୟକ୍ତିଗତ କାରଣ ଦର୍ଶାଇ ପଟେଲ ପଦ ଛାଡ଼ିଛନ୍ତି। ଗତ କିଛିଦିନ ହେଲା ଆରବିଆଇ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। କେନ୍ଦ୍ର ସରକାର ଆରବିଆଇର କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ନେଇ ଡେପୁଟି ଗଭର୍ଣ୍ଣର ବିରଲ ଆଚାର୍ଯ୍ୟ ଅଭିଯୋଗ ଆଣିବା ପରେ ଏହି ବିବାଦ ତେଜିଥିଲା। ବିରୋଧୀ ଏହାକୁ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ଏପରିକି କେନ୍ଦ୍ର ସରକାର ଆରବିଆଇ […]
ନୂଆଦିଲ୍ଲୀ: ବଜେଟ୍ରେ ଆୟକର ଛାଡ଼ ନେଇ ମଧ୍ୟ ଏକ ବଡ଼ ଘୋଷଣା କରାଯାଇଛି। ମଧ୍ୟମବର୍ଗ ଆୟକର ଦାତାଙ୍କୁ ବଜେଟ୍ରେ ବଡ଼ ରିହାତି ମିଳିଛି। ଆୟକର ସୀମା ଛାଡ଼ ଅଢ଼େଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବଢ଼ିଛି। ଅର୍ଥାତ୍ ଯେଉଁ ଆୟକର ଦାତାଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ସେମାନଙ୍କ ଟିକସ ସମ୍ପୂର୍ଣ୍ଣ ଛାଡ଼ ହେବ। ଆପଣ ପ୍ରୋଭିଡେଣ୍ଟ ଫଣ୍ଡ (PF) ଓ ବୀମା କରିଥିଲେ, ସାଢ଼େ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ […]