• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

u1
୪୫ ବର୍ଷ ଭିତରେ ବେକାରୀ ସମସ୍ୟା ସର୍ବାଧିକ ରିପୋର୍ଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ହାରକୁ ନେଇ ନ୍ୟାସନାଲ୍‌ ସାମ୍ପଲ୍‌ ସର୍ଭେ ଅଫିସ୍ (ଏନ୍‌ଏସ୍‌ଏସ୍‌ଓ)ର ଲିକ୍ ହୋଇଥିବା ରିପୋର୍ଟକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ୨୦୧୭-୧୮ ବେକାରୀ ହାର ୪୫ ବର୍ଷର ରେକର୍ଡ ଭାଙ୍ଗିଛି। ବେକାରୀ ହାର ଦେଶରେ ୬.୧% ରହିଥିବା ନ୍ୟାସନାଲ୍‌ ସାମ୍ପଲ୍‌ ଅଫିସର(ଏନ୍‌ଏସ୍‌ଏସ୍‌ଓ) ପିରିଅଡିକ୍‌ ଲେବର ଫୋର୍ସ ସର୍ଭେ(ପିଏଲ୍‌ଏଫ୍‌ଏସ୍‌) ପକ୍ଷରୁ କୁହାଯାଇଛି। ଏହାକୁ ନେଇ  ବିରୋଧୀ ଓ ସରକାର ମୁହାଁମୁହିଁ ହୋଇଛନ୍ତି। ଏହି ରିପୋର୍ଟକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

  • Friday, 16 July 2021
robert vadra
ରବର୍ଟ ଭଦ୍ରାଙ୍କ ଘରେ ରେଡ୍‌କୁ ନେଇ ଇଡିକୁ କଂଗ୍ରେସର ପରୋକ୍ଷ ଧମକ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ତଥା ଶିଳ୍ପପତି ରବର୍ଟ ଭଦ୍ରାଙ୍କ କାର୍ଯ୍ୟାଳୟ ଓ ସହଯୋଗୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ଉକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଚଢ଼ଉକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି କଂଗ୍ରେସ। ଗତ ସାଢ଼େ ୪ ବର୍ଷରେ କେନ୍ଦ୍ର ସରକାର ରବର୍ଟ ଭଦ୍ରାଙ୍କ ବିରୋଧରେ ସାମାନ୍ୟ ଦୁର୍ନୀତି ପ୍ରମାଣ କରିପାରିନଥିବାବେଳେ, ଏବେ ନିର୍ବାଚନ ଥିବାରୁ ହୀନ ଉଦ୍ୟମ କରୁଛି ବୋଲି କଂଗ୍ରେସ […]

  • Friday, 16 July 2021
surgecal
ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ପୁଣି ବିବାଦ

ନୂଆଦିଲ୍ଲୀ : ପୁଣି ଥରେ ଚର୍ଚ୍ଚାକୁ ଆସିଛି ସର୍ଜିକାଲ ଷ୍ଟ୍ରାଇକ୍। ଯାହାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅପରେସନ ସଫଳ ହୋଇଥିଲା, ସେହି ସେନା ଅଧିକାରୀଙ୍କ ମନ୍ତବ୍ୟ ସୃଷ୍ଟି କରିଛି ନୂଆ ଚର୍ଚ୍ଚା। ଲେଫ୍ଟନାଣ୍ଟ ଜେନେରାଲ ଡି.ଏସ୍. ହୁଦା କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ହେବା ଉଚିତ ନୁହେଁ। ଏହାକୁ ନେଇ ବାହାସ୍ଫୋଟ ମାରିବା କାରଣରୁ ଏହାର ଗୁରୁତ୍ୱ କମି ଯାଇଛି। ସେନାକୁ ଯେଉଁ ଲାଭ ଦେବା କଥା, ତାହା ହେଲା ନାହିଁ।  ଏହା ପରେ ଟ୍ୱିଟ […]

  • Friday, 16 July 2021