• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rahim
ଗୁରମିତ୍ ରାମ ରହିମ ସିଂହଙ୍କୁ ଆଜୀବନ କାରାଦଣ୍ଡାଦେଶ

ହରିୟାଣା : ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚାସୌଦା ମୁଖ୍ୟ ବାବା ଗୁରମିତ୍ ରାମ ରହିମ୍‌ ସିଂହଙ୍କୁ ଆଜୀବନ କାରାଦଣ୍ଡ। ହରିୟାଣା ପଞ୍ଚକୁଲାସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ରାମ ରହିମ୍‌ଙ୍କ ସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ବି ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ୨୦୦୨ ମସିହା  ଅକ୍ଟୋବର ୨୪ରେ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ହରିୟାଣାର ସିର୍ସା ସ୍ଥିତ ଡେରା ସଚା ସୌଦା […]

  • Friday, 16 July 2021
ndancebar
ମୁମ୍ବାଇ ଡ୍ୟାନ୍ସ ବାର୍ ମାଲିକଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆ ଦିଲ୍ଲୀ : ଡ୍ୟାନ୍ସ ବାର୍‌ ମାଲିକଙ୍କୁ ଆଶ୍ୱସ୍ତି। ମହାରାଷ୍ଟ୍ର ସରକାରଙ୍କ ଡ୍ୟାନ୍ସ ବାର୍ ଆଇନକୁ ସାମାନ୍ୟ କୋହଳ କରିଛନ୍ତି ସୁପ୍ରିମକୋର୍ଟ। ଏହାଫଳରେ ଡ୍ୟାନ୍ସ ବାର୍‌ରେ ନୃତ୍ୟ ସହ ମଦ ପରିବେଷଣ ହୋଇପାରିବ। ହେଲେ ଟଙ୍କା ଉଡ଼ାଇବା ଓ ଅଶ୍ଳୀଳ ନୃତ୍ୟ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହାସହ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ଠାରୁ ୧ କିଲୋମିଟର ଦୂରରେ ବାର୍ କରାଯିବା ଆଇନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି। ମୁମ୍ବାଇ ଭଳି ବଡ଼ ସହରରେ ଏହା ସମ୍ଭବ […]

  • Friday, 16 July 2021
delhi
ରାଜଧାନୀ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ

ନୂଆ ଦିଲ୍ଲୀ : ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରି। ବିଶେଷ କରି ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କମୁଛି ପାରଦ। ରାତି ହେଲେ ବଢ଼ୁଛି ଶୀତର ପ୍ରକୋପ। ଶୀତ ଯେତେ ବଢ଼ୁଛି ସେତେ ସମସ୍ୟା ଆଣୁଛି ଏଠାକାର ନିରାଶ୍ରୟଙ୍କ ପାଇଁ।  ହେଲେ ଗତ କିଛି ଦିନ ଧରି ଅଞ୍ଚଳରେ ଯେଉଁଭଳି ଶୀତ ପଡ଼ିଛି, ତାହା ଅସହ୍ୟ ହେଉଥିବାରୁ ଫୁଟ୍‌ପାଥରେ ଆଶ୍ରୟ ନେଉଥିବା ପ୍ରାୟ ୯୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ଘନ […]

  • Friday, 16 July 2021
kumbha
ଅର୍ଦ୍ଧକୁମ୍ଭ ମେଳାର ଆଜି ଦ୍ୱିତୀୟ ଦିନ

ପ୍ରୟାଗରାଜ : ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ଅର୍ଦ୍ଧକୁମ୍ଭ ମେଳାର ଆଜି ଦ୍ୱିତୀୟ ଦିନ। ଗତକାଲି ଭୋରରୁ ସାଧୁସନ୍ଥଙ୍କ ସାହି ସ୍ନାନ ପରେ ଆରମ୍ଭ ହୋଇଥିଲା ଶ୍ରଦ୍ଧାଳୁଙ୍କ ସ୍ନାନ ନୀତି। ମଧ୍ୟରାତ୍ରରେ ଦିବ୍ୟ ମହାଯଜ୍ଞ ଆରମ୍ଭ ହୋଇଛି। ଏହି ଦୀପ ମହାଯଜ୍ଞ , ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ଶୀଘ୍ର ହେଉ ବୋଲି ଆୟୋଜନ କରାଯାଇଛି। ପାଖାପାଖି ୩ ହଜାର ଦୀପ ପ୍ରଜ୍ୱଳନ କରି ପ୍ରଭୁ ଶିବଙ୍କୁ ଆରଧାନା କରାଯିବା ସହ ଶ୍ରୀରାମଙ୍କ ଭବ୍ୟ ମନ୍ଦିର […]

  • Friday, 16 July 2021