କର୍ଣ୍ଣାଟକ : କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଏବେ ବାଚସ୍ପତିଙ୍କ ଉପରେ ନଜର। ଆଜି ଶୁଣାଣିରେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେବାକୁ ୧୦ ବିଦ୍ରୋହୀ ବିଧାୟକଙ୍କୁ କହିଥିଲେ କୋର୍ଟ। ଆଉ କିଛି ସମୟ ପରେ ଇସ୍ତଫା ଦେଇଥିବା ବିଧାୟକ ବାଚସ୍ପତିଙ୍କୁ ଭେଟିପାରନ୍ତି। ପୂର୍ବରୁ ଏହି ମାମଲାରେ ଇସ୍ତଫା ଦେଇଥିବା କଂଗ୍ରେସ ଓ ଜେଡିଏସ୍ର ୧୦ ବିଧାୟକଙ୍କୁ ସଂଧ୍ୟା ୬ଟାରେ ବାଚସ୍ପତିଙ୍କୁ ଭେଟିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ୍କୋର୍ଟ। ଅନ୍ୟପକ୍ଷରେ ବାଚସ୍ପତି ଏହି ବିଧାୟକଙ୍କ ଇସ୍ତଫା ଉପରେ ଆଜି […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରେ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ୬୦ବର୍ଷର ଜଣେ କଣ୍ଟ୍ରାକ୍ଟର ଜଣେ ୧୨ବର୍ଷର ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତା ନାଁ ପ୍ରମୋଦ କୁମାର ସିଂ। ଘଟଣା ପରେ ଅଭିଯୁକ୍ତ କଣ୍ଟ୍ରାକ୍ଟର ଫେରାର ଅଛି। ସୂଚନା ଅନୁସାରେ ନାବାଳିକାଙ୍କ ବାପା ଗୁଜୁରାଟରେ ଦିନମଜୁରିଆ ଭାବେ କାମ କରନ୍ତି। ଝିଅକୁ ପାଠ ପଢାଇବା ପାଇଁ ନାବାଳିକାଙ୍କ ଜେଜେ ନିଜ ପରିଚିତ କଣ୍ଟ୍ରାକ୍ଟର ଘରେ ଛାଡିଥିଲେ। ତେବେ ସେ ପାଠ ପଢାଇବା […]
ଢେଙ୍କାନାଳ : ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗାଡ଼ି ଉପରକୁ ବୋମା ମାଡ଼ ଅଭିଯୋଗ। ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ କରି ଫେରାର ହୋଇଛନ୍ତି। ତେବେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ନବୀନ ନନ୍ଦ। ନବୀନ ଆଜି ଶତାଧିକ କର୍ମୀ ଓ ସମର୍ଥକଙ୍କ ସହ ଢେଙ୍କାନାଳ ସଦର ବ୍ଲକ୍ ଅଞ୍ଚଳରେ ସ୍ୱାଭିମାନ ସୁରକ୍ଷା ରାଲି କରୁଥିଲେ। ରାଲି କାରୁଲିଆ ଗାଁ ନୂଆ ଠାକୁରପାଟଣା ଆସୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ […]
ଭୁବନେଶ୍ୱର : ପ୍ରକାଶ ପାଇଛି ନିଟ୍ ରେଜଲ୍ଟ। ସିବିଏସ୍ଇର ଅଫିସିଆଲ ୱେବସାଇଟ cbseneet.nic.inରେ ଏହି ରେଜଲ୍ଟ ପ୍ରକାଶ ପାଇଛି। ବିହାରର କଳ୍ପନା କୁମାରୀ ଟପ୍ ରାଙ୍କ୍ ପାଇଛନ୍ତି। ସେ ୭୨୦ରୁ ୬୯୧ ନମ୍ବର ରଖିଛନ୍ତି। ତେଲେଙ୍ଗାନାର ରୋହନ ପୁରୋହିତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଦିଲ୍ଲୀର ହିମାଂଶୁ କୁମାର ତୃତୀୟ ସ୍ଥାନରେ ରହିଛନ୍ତି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ କଟଅଫ୍ ମାର୍କ କମ୍ ରହିଛି। ମେଡିକାଲ ଏବଂ ବିଡିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚଳିତ ବର୍ଷର […]
ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ବରିପୁଟ ଷ୍ଟୋନ୍ ଟ୍ରାଜେଡି ଘଟଣାରେ ଆଜି ମଧ୍ୟ ଜାରି ରହିଛି ଉଦ୍ଧାର କାର୍ଯ୍ୟ। ଗତ ୫ଦିନ ହେଲା ପଥର ତଳେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରିବା ପାଇଁ ଗୋଟିଏ ବଡ଼ ଜେସିବି ଷ୍ଟୋନ୍ ବ୍ରେକର୍ ଓ ୩ଟି ଛୋଟ ଜେସିବି ନିୟୋଜିତ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯିବାକୁ ଚେଷ୍ଟା ଜାରି ରହିଛି ବୋଲି ଜୟପୁର ସବ୍କଲେକ୍ଟର ଲୋକନାଥ ଦଳବେହେରା […]
ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରକାଶ ପାଇଲା ନିଟ୍ ରେଜଲ୍ଟ। ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଅନୁଷ୍ଠିତ ହୋଇଥିବା ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇର ଅଫିସିଆଲ ୱେବ୍ସାଇଟ୍ www.cbseresults.nic.in ରେ ରେଜଲ୍ଟ ଜାଣିପାରିବେ। ଚଳିତବର୍ଷ ସାରା ଦେଶରୁ ୧୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ଛାତ୍ରଙ୍କ ଠାରୁ ୨ଲକ୍ଷ ଅଧିକ ଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ। ଓଡିଶାର ଅନୁଗୁଳୁ, ବାଲେଶ୍ୱର, […]
ସୋର: ପୁଣି ମୃତଦେହକୁ ଅସମ୍ମାନ ଅଭିଯୋଗ ସାମ୍ନାକୁ ଆସିଛି। ଅଳିଆବୁହା ଗାଡ଼ିରେ ନିଆଯାଇଛି ମଣିଷର ମୃତଦେହଅ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସୋରରେ। ମୃତ ବ୍ୟକ୍ତି ଜଣକ ଜଣେ ବୃଦ୍ଧା ବ୍ୟକ୍ତି ବୋଲି ଜଣାପଡ଼ିଛି। ସୋର ମେଡ଼ିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ୩ଦିନ ଧରି ମୃତଦେହ ପଡ଼ିରହିଥିଲେ ମଧ୍ୟ କେହି ଦାବିଦାର ନଥିଲେ। ଶେଷରେ ପୋଲିସ ମୃତଦେହକୁ ପୌର କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲା ବୋଲି ସୂଚନା ମିଳିଛି। ତେବେ ମୃତବ୍ୟକ୍ତି ଜଣକ କିଏ ? […]
ବେଙ୍ଗାଲୁରୁ: ଜଳପ୍ରପାତ ଦେଖିବା ମହଙ୍ଗା ପଡ଼ିଲା। ଆଉ କାବେରୀ ନଦୀର ପାଣି ସୁଅରେ ଭାସିଗଲେ ଜଣେ ବୈଜ୍ଞାନିକ । ଏହି ଅଭାବନୀୟ ଘଟଣା କର୍ଣ୍ଣାଟକ ମୟସୁରୁ ଅଞ୍ଚଳରେ ଘଟିଛି। ସେଣ୍ଟ୍ରାଲ ଫୁଡ୍ ଟେକ୍ନୋଲଜିକାଲ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍ର ବରିଷ୍ଠ ବୈଜ୍ଞାନିକ ସୋମାଶେଖର ସପରିବାର ମୟସୁରୁ ଅଞ୍ଚଳର ଚୁଂଚୁକଟ୍ଟେ ଜଳପ୍ରପାତ ଦେଖିବାକୁ ଆସିଥିଲେ। ନଦୀରେ ପାଣିନଥିବାବେଳେ ମଝିଭାଗକୁ ବୁଲିବାକୁ ଚାଲି ଯାଇଥିବାବେଳେ ହଠାତ୍ ପାଣିର ସୁଅ ବଢିବାରେ ଲାଗିଥିଲା। ଆଉ ଉପରମୁଣ୍ଡରେ ଥିବା ଏକ ଡ୍ୟାମରୁ ପାଣି ଛଡାଯିବା ଫଳରେ […]
ଭୁବନେଶ୍ୱର: ଆନ୍ତଃରାଜ୍ୟ ମୋବାଇଲ୍ ଲୁଟେରା ଗ୍ୟାଙ୍ଗକୁ ରେଲୱେ ପୋଲିସ ଖୋର୍ଦ୍ଧା ରୋଡ୍ ଷ୍ଟେସନରୁ ଗିରଫ କରିଛି। ଏହି ଲୁଟରା ଗ୍ୟାଙ୍ଗକୁ ଗିରଫ କରିବା ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୁରୀ ତାଳବଣିଆ ଅଞ୍ଚଳରେ ରାସ୍ତାକଡ଼ରେ ରହୁଥିବା ଏହି ଲୁଟେରାମାନେ ଚୋରି କରିଥିବା ମୋବାଇଲ ଗୁଡ଼ିକୁ ମାଟି ତଳେ ପଲିଥିନ୍ ଗୁଡ଼ାଇ ପୋତି ରଖୁଥିଲେ। ଗିରଫ ହୋଇଥିବା ଏହି ଲୁଟେରା ହେଲେ ପଶ୍ଚିମବଙ୍ଗ ପୁରୁଲିଆର ଦେବରାଜ ସିଂ ସମେତ ୨ ମହିଳା। ସେମାନଙ୍କ ନିକଟରୁ ୩୩ଟି […]
ରାୟଗଡ଼ା: ବଜ୍ରପାତ ନେଲା ୨ ଶିଶୁଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଆଲୁତୁଙ୍ଗାରେ ଘଟିଛି। ବଜ୍ରପାତରେ ୨ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଗତକାଲି ଆଲୁତୁଙ୍ଗାର ମଙ୍ଗୁଡ଼ୁ ମାଝୀ ବିଲରୁ ହଳ କରି ଫେରିବା ବେଳେ ବଜ୍ରପାତ ହୋଇଥିଲା। ସେ ଗୁରୁତର ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କ କୁନିପୁଅ ଇଙ୍ଗିତ ମାଝୀ ଏବଂ ଅନ୍ୟ ଜଣେ ଶିଶୁ କୃଷ୍ଣ ମାଝୀଙ୍କ ମୃତ୍ୟୁ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ମାଡ଼ି ଆସୁଛି ଝଡ଼ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ୧୪ଟି ରାଜ୍ୟକୁ ସତର୍କ ସୂଚନା କରାଯାଇଛି। କାଳବୈଶାଖୀ, ବଜ୍ରପାତ ଓ ଝଡ଼କୁ ନେଇ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୋଆ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶକୁ ସତର୍କ କରାଯାଇଛି। ଘଡ଼ଘଡ଼ି ସହ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ଅଛି। ଏଥିସହ ଆଣ୍ଡାମାନ ଓ ନିକୋବର ଦୀପ, […]
ଭୁବନେଶ୍ୱର: ପ୍ରଥମେ ସୋସିଆଲ ମିଡ଼ିଆରେ ବନ୍ଧୁତା ପରେ ସମ୍ପର୍କ ଆଉ ତା’ପରେ ଗିପ୍ଟ। ଶେଷରେ ଠକାମିର ଶିକାର। ଏମିତି ଏକ ଘଟଣା ରାଜଧାନୀ ଭୁବନେଶ୍ୱରର ଜଣେ ଯୁବତୀଙ୍କ ସହ ଘଟିଛି। ପଢ଼ନ୍ତୁ ପୂରା ଘଟଣା କ’ଣ… ଆଉ କେମିତି ଯୁବତୀ ଜଣଙ୍କ ଏତେବଡ଼ ଠକାମିର ଶିକାର ହୋଇଥିଲେ…. ବିଦେଶୀ ଗିପ୍ଟ ପାଇବା ଲୋଭରେ ଯୁବତୀ ଜଣକ ସମ୍ପୂର୍ଣ୍ଣ ଭାବେ ଫସି ଯାଇଥିଲେ। ଆଉ ଯେତେବେଳେ ଜାଣିଲେ ଯେ ସେ ଠକାମିର ଶିକାର ହୋଇଛନ୍ତି ସେତେବେଳେ ତାଙ୍କ ହାତରେ […]
ନୟାଗଡ଼: ନୟାଗଡ଼ରେ ପୋଲିସର ଏନ୍କାଉଣ୍ଟର। ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାନ୍ ଆହତ। ସୋଲପଟା-ଦରପଦା ରାସ୍ତାରେ ଦୁର୍ଦ୍ଦାନ୍ତ ଅପରାଧୀ କାବୁଲିକୁ ଏନକାଉଣ୍ଟର ନୟାଗଡ଼ ଟାଉନ ପୋଲିସ କରିଛି । କାବୁଲିର ଡାହାଣ ଗୋଡ଼ରେ ଗୁଳି ବାଜିଥିବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ସୋଲପଟା-ଦରପଦା ରାସ୍ତାରେ କାବୁଲି ଯାଉଥିଲା। ଏ ସମ୍ପର୍କରେ ପୋଲିସ୍ ଜାଣିପାରି ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା। ମାତ୍ର ସେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା। ପୋଲିସ ମଧ୍ୟ ପାଲଟା ଗୁଳି ଚଳାଇ […]