• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

monsoon
ଆହୁରି ବର୍ଷିବ

ଭୁବନେଶ୍ୱର: ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଗକୁ ଆହୁରି ବର୍ଷିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି।  ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମ୍ବଲପୁର, ଝାରସୁଗୁଡା, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ […]

  • Monday, 19 July 2021
puri
ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା

ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଗୁଣ୍ଡିଚା ମନ୍ଦିର ଛାଡି ନୀଳକନ୍ଦରକୁ ବାହୁଡ଼ିବେ ଶ୍ରୀଜିଉ।  ବାହୁଡ଼ାଯାତ୍ରା ଲାଗି ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ଦ୍ୱାରପାଳ ପୂଜା ପରେ ବେଶଶେଷ, ଗୋପାଳ ବଲ୍ଲଭ ଓ ସକାଳ ଧୂପ କରାଯିବ। ସକାଳ ୭ଟାରୁ ଦିନ ୧୧ଟା ମଧ୍ୟରେ ସେନାପଟା ନୀତି ସମ୍ପନ୍ନ ହେବ।  ୧୧ଟା ୪୫ରେ ମଙ୍ଗଳାର୍ପଣ ଅନୁଷ୍ଠିତ ହେବ।  ମଧ୍ୟାହ୍ନ […]

  • Monday, 19 July 2021
vlcsnap-error118
ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍, ୩ ମୃତ

ଭୁବେନଶ୍ୱର: ଗତକାଲି ମଧ୍ୟରାତ୍ରିରେ ରାଜଧାନୀ ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସତସଙ୍ଗ ବିହାର ମୁଖ୍ୟ ରାସ୍ତାରେ ଟ୍ରକ୍‌କୁ ପଛପଟୁ କାର୍ ଧକ୍କା ଦେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ କୁମାର ଚନ୍ଦନ, ଦେବାଶିଷ ମିଶ୍ର ଏବଂ ପର୍ଶୁରାମ ହରିଚନ୍ଦନ। କାର୍‌ଟି ଜୟଦେବ ବିହାରରୁ ରସୁଲଗଡ଼ ପଟେ ଦ୍ରୁତ ଗତିରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ର ଆଗପଟ ସମ୍ପୂର୍ଣ୍ଣ […]

  • Monday, 19 July 2021
tapan-misra-
ଓଡ଼ିଆ ଇସ୍ରୋ ବୈଜ୍ଞାନିକଙ୍କ ପ୍ରତି ଅବିଚାର, ଘରୋଇକରଣକୁ ବିରୋଧ କରିବାରୁ ବଦଳି

ନୂଆଦିଲ୍ଲୀ: ଇସ୍ରୋର ଘରୋଇକରଣ ଚକ୍ରାନ୍ତ। ୨୭ଟି ସ୍ୟାଟେଲାଇଟ୍‌ ନିର୍ମାଣ ପାଇଁ ଇସ୍ରୋ ଗୋଟିଏ ଦିନ ପୂର୍ବରୁ ଦୁଇଟି ଘରୋଇ କମ୍ପାନୀ ଓ ଗୋଟିଏ ସରକାରୀ କମ୍ପାନୀ ସହ ଚୁକ୍ତି କରିବା ପରେ ଅହମ୍ମଦାବାଦ ସ୍ପେସ୍ ଆପ୍ଲିକେସନ୍‌ କେନ୍ଦ୍ରର ନିର୍ଦ୍ଦେଶକ ତଥା ବିଶିଷ୍ଟ ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି। ଗୁରୁବାର ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଶ୍ରୀ ମିଶ୍ରଙ୍କୁ ୧୯ ତାରିଖ ମଧ୍ୟାହ୍ଣରୁ ସମସ୍ତ ଦାୟିତ୍ୱରୁ ଅବ୍ୟାହତି […]

  • Monday, 19 July 2021
car
ଟ୍ରକ୍‌ ପଛରେ ପିଟି ହେଲା କାର୍‌ !

ପାରାଦୀପ : କଟକ-ପାରାଦୀପ ରାସ୍ତାର ଲୋକନାଥ ଗଡ଼ା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛରେ କାର୍‌ଟିଏ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ମୃତକ ହେଲେ ସାରଦା ପ୍ରସନ୍ନ ସ୍ୱାଇଁ। ତାଙ୍କ ଘର ପାରାଦୀପର ନୂଆବଜାର ଅଞ୍ଚଳରେ। ଆହତ ଶିବ ପ୍ରସାଦ ସିଂ ଓ ଦୀପକ ଜେନାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିବା ବେଳେ ବିଜୟ କୁମାର ସାହୁଙ୍କୁ […]

  • Monday, 19 July 2021
waterin twin city
ଜଳ ନିଷ୍କାସନରେ ସମସ୍ୟାରୁ କଟକ-ଭୁବନେଶ୍ୱରରେ ସ୍ଥିତି ଅସମ୍ଭାଳ

ଭୁବନେଶ୍ୱର : ବର୍ଷାରେ ଭାସିଲା ଭୁବନେଶ୍ୱର। କୃତ୍ରିମ ବନ୍ୟାରେ ଉବୁଟୁବୁ ରାଜଧାନୀ। ଗତ ରାତିରୁ ଲଗାଣ ବର୍ଷାରେ ଘରେ ପାଣି, ବାହାରେ ପାଣି, ସାରା ସହରରେ ପାଣି ଭର୍ତ୍ତି। ସ୍ମାର୍ଟସିଟିର ଅଦ୍ଭୂତ ବିବର୍ଣ୍ଣ ଚେହେରା। ଗାଡ଼ି ବଦଳରେ ଡଙ୍ଗା ଚାଲିଲା, କାର୍‌କୁ ନୌକା କରି ଭସେଇଲା ପାଣିର ପ୍ରଖର ସୁଅ। କେଉଁଠି ଘାଈ ଭାଙ୍ଗିଲା ଭଳି ଘରେ ପଶିଲା ପାଣି ତ କେଉଁଠି ମନ୍ଦିର ବୁଡ଼ିଲା, ଠାକୁର ବି ବୁଡ଼ିଗଲେ। ଜୟଦେବ ବିହାର ଅଞ୍ଚଳରେ  ସୃଷ୍ଟି ହୋଇଥିଲା […]

  • Monday, 19 July 2021
vlcsnap-error490
ଗୋଚାଲାଣକାରୀ ଭାବି ପିଟି ପିଟି ମାରିଦେଲେ

ଜୟପୁର: ଘରକୁ ଦୁଇଟି ଗାଈ ନେଇ ଯାଉଥିଲେ। କିନ୍ତୁ ଲୋକଙ୍କ ନଜର ଥିଲା ଅଲଗା। ଭାବିନେଲେ ଗୋଚାଲାଣକାରୀ, ଆଉ ପିଟି ପିଟି ମାରିଦେଲେ।  ସୌଭାଗ୍ୟବଶତଃ ଅନ୍ୟ ଜଣେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇ ନିଜ ଜୀବନ ବଞ୍ଚାଇ ପାରିଛନ୍ତି। ସୂଚନା ମୁତାବକ, ରାଜସ୍ଥାନ ଅଲଓ୍ୱର ଜିଲ୍ଲା କୋଲ୍‌ଗାଁରେ ଆକବର ଖାନ୍‌ ନାମକ ଜଣେ ବ୍ୟକ୍ତି ରାତିରେ ନିଜ ସହଯୋଗୀଙ୍କ ସହିତ ଘରକୁ ଦୁଇଟି ଗାଈ ନେଉଥିଲେ। ତେବେ ତାଙ୍କୁ ଗୋଚାଲାଣକାରୀ ଭାବି ସ୍ଥାନୀୟ ଲୋକେ ଆକ୍ରମଣ […]

  • Monday, 19 July 2021
chandan-mitra-759
ତୃଣମୂଳ କଂଗ୍ରେସରେ ମିଶିଲେ ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ର

କୋଲକତା : ବିଜେପି ଛାଡ଼ିବା ପରେ ତୃଣମୂଳ କଂଗ୍ରେସରେ ମିଶିଲେ ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ର।  କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ସେହି ଦିନରୁ ହିଁ ଚର୍ଚ୍ଚା ହୋଇଥିଲା ଯେ, ଚନ୍ଦନ ଟିଏମ୍‌ସିରେ ମିଶିବେ। ଅାଜି ଏକ କାର୍ଯ୍ୟକ୍ରମରେ ସେ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ତୃଣମୂଳ କଂଗ୍ରେସରେ ମିଶିଛନ୍ତି। ତାଙ୍କ ସହିତ ଅାଉ ଚାରି ଜଣ କଂଗ୍ରେସ ବିଧାୟକ ମଧ୍ୟ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଜଣେ ବରିଷ୍ଠ ସାମ୍ବାଦିକ ଭାବେ ଜଣାଶୁଣା […]

  • Monday, 19 July 2021
mugal garden
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ମୋଗଲ ଗାର୍ଡେନ୍

ନୂଆଦିଲ୍ଲୀ : ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ମୋଗଲ ଗାର୍ଡେନ୍ । ରାଷ୍ଟ୍ରପତି ଭବନ ପରିସରରେ ଥିବା ମୋଗଲ ଗାର୍ଡେନ୍ ମାର୍ଚ୍ଚ ୮ ତାରିଖ ଯାଏ ଖୋଲା ରହିବ । ଏନେଇ ଗତକାଲି ବିଧିବଦ୍ଧ ଭାବେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାସହ ଗାର୍ଡେନ୍‌ରେ ପ୍ରତିବର୍ଷ ଭଳି ଉଦ୍ୟାନ୍ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି ରାଷ୍ଟ୍ରପତି । ଏହି ସମୟରେ ରାଷ୍ଟ୍ରପତି କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦ ନିଜ […]

  • Monday, 19 July 2021
gst-1
ସାନିଟାରି ନ୍ୟାପ୍‌କିନ୍ ଉପରୁ ଜିଏସ୍‌ଟି ଛାଡ଼

ନୂଆଦିଲ୍ଲୀ : ଜିଏସ୍‌ଟି କାଉନ୍‌ସିଲ ବୈଠକରେ ବଡ଼ ନିଷ୍ପତ୍ତି। ସାନିଟାରି ନ୍ୟାପ୍‌କିନ୍‌ରୁ ଜିଏସ୍‌ଟି ଛାଡ଼ କରାଯାଇଛି। ଏଥିପାଇଁ ଅାଗରୁ ଅନେକ ଦାବି ହେଉଥିଲା। କିଶୋରୀ ଓ ଯୁବତୀଙ୍କ ମଧ୍ୟରେ ସାନିଟାରି ନ୍ୟାପ୍‌କିନ୍ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ଓ ଏ ସଂପର୍କରେ ସଚେତନତା ସୃଷ୍ଟି ଲାଗି ଏହି ପଦକ୍ଷେପ ନିଅାଯାଇଛି। ଏହା ସହିତ ଅନ୍ୟ ୩୫ଟି ସାମଗ୍ରୀ ଉପରୁ ମଧ୍ୟ ଜିଏସ୍‌ଟି କମ୍ କରାଯାଇଛି।  ସେହିପରି ରିଟର୍ଣ୍ଣ ଫାଇଲକୁ ମଧ୍ୟ ଅନେକ ମାତ୍ରାରେ ସରଳ କରାଯାଇଥିବା ଜଣାପଡ଼ିଛି। ଅାଜି […]

  • Monday, 19 July 2021
src
ରବିବାର ଛୁଟି ବାତିଲ୍‌, କାଲି ସବୁ ଅଫିସ୍‌ ଖୋଲା

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାର ସବୁ ସରକାରୀ ଅଫିସ୍‌ ଖୋଲା ରହିବ। ରବିବାର ସତ୍ତ୍ୱେ ସବୁ ଅଫିସ୍‌ ଖୋଲା ନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପାଇଁ ରାଜ୍ୟ ସରକାର ରବିବାର ଛୁଟିକୁ ବାତିଲ୍‌ କରିଛନ୍ତି। ଜିଲ୍ଲାର ସଦରମହକୁମା ଓ ଉପଖଣ୍ଡରେ ସବୁ ଅଫିସ୍‌ ଖୋଲା ରଖିବା ପାଇଁ SRC ନିର୍ଦ୍ଦେଶ ଦେଇଛନ୍ତି।  ଦୁଇ ଦିନ ହେଲା ଲଗାଣ ବର୍ଷାରେ ରାଜ୍ୟରେ ସ୍ଥିତି ବେହାଲ ହୋଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ […]

  • Monday, 19 July 2021
vlcsnap-error557
ବଢ଼ିଲା ନଈରୁ ଉଦ୍ଧାର ହେଲେ ମାଅା ଝିଅ

ଫୁଲବାଣୀ: ନଈ ଅାଁରୁ ଫେରିଲା ଜୀବନ। ଫୁଲବାଣୀରେ ବଢ଼ିଲା ନଈରୁ ଉଦ୍ଧାର ହେଲେ ମାଅା ଝିଅ।ସୂଚନା ମୁତାବକ, ମାର୍ଦେଜୁ ଗାଁର ସୁଲୋଚନା କହଁର ଏବଂ ଝିଅ ପଦ୍ମିନୀ କହଁର କୌଣସି କାମରେ ଫୁଲବାଣୀ ଅାସିଥିଲେ। ତେବେ ସାଲୁଙ୍କି ନଦୀ ବାଟ ଦେଇ ନିଜ ଗାଁକୁ ଫେରୁଥିବାବେଳେ ହଠାତ ବନ୍ୟାଜଳ ମାଡ଼ି ଅାସିଥିଲା। ଫଳରେ ମାଆ ଝିଅ ବଢ଼ିଲା ନଈ ମଝିରେ ଫସି ଯାଇଥିଲେ। ତେବେ ପାଣି ସୁଅରୁ ରକ୍ଷା ପାଇଁ ନଦୀ ମଝିରେ ଥିବା ଏକ ଗଛକୁ […]

  • Monday, 19 July 2021