ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସିଂହ ଓ ବାଘର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ ବନ୍ୟଜନ୍ତୁଙ୍କର ଭିଡିଓ ଦେଖିବାକୁ ଖୁବ୍ ପସନ୍ଦ କରୁଛନ୍ତି। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ପେଞ୍ଚ ନ୍ୟାସନାଲ ପାର୍କ(Pench National Park) ରୁ ହଠାତ୍ ଏକ ବାଘ ଆସି ରାସ୍ତାର ମଝିରେ ବସିପଡ଼ୁଛି। ଫଳରେ ସେହି ବାଟ ଦେଇ ଯାଉଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ଏହି ଭିଡିଓଟି ପେଞ୍ଚ […]
ଲକ୍ଷ୍ନୌ: କରୋନା ଭାଇରସ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ଭାଇରସକୁ ରୋକିବା ପାଇଁ ଉତ୍ତରପ୍ରଦେଶରେ ଆଜି ରାତି ୧୦ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ରାଜ୍ୟ ଭିତରେ ଥିବା ସମସ୍ତ କାର୍ଯ୍ୟାଳୟ, ମାର୍କେଟ ଓ ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ ରହିବ। କିନ୍ତୁ ଆବଶ୍ୟକ ସେବାଗୁଡ଼ିକ ପୂର୍ବଭଳି ଜାରି ରହିବ। ମୁଖ୍ୟ ଶାସନ ସଚିବ ଆର୍.କେ ତିୱାରୀ ସମସ୍ତ କମିଶନର, ଆଇଜି , ଡିଏମ୍ ଓ ଏସଏସପିଙ୍କୁ ନିର୍ଦ୍ଦେଶ […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ପୁଅ ଝିଅକୁ ପ୍ରପୋଜ୍ କରିବା ପାଇଁ ସମୁଦ୍ର କୂଳକୁ ଯାଉଥିଲା। ତା’ପରେ ପୁଅଟି ସହିତ ଏମିତି କିଛି ଘଟିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଭିଡିଓକୁ ଦେଖି ଆପଣ ହସି ହସି ଗଡ଼ିଯିବେ। ଭିଡିଓରେ ଦେଖିବାକୁ ମିଳୁଛି ଯେ ଲୋଗାନ୍ ଜ୍ୟାକ୍ସନ୍ ନାମକ ଜଣେ ଯୁବକ ତାଙ୍କ ସାଙ୍ଗ ମାରିଆ ଗୁଗଲିଓଟାଙ୍କୁ ପ୍ରପୋଜ୍ କରିବା ପାଇଁ ସମୁଦ୍ରକୂଳକୁ ଯାଇଥିଲେ। ମାରିଆ ସେଠାରେ ତାଙ୍କ କୁକୁର […]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଚଳନ୍ତା ବସ୍ରେ ଦିଲ୍ଲୀର ଜଣେ ୧୯ ବର୍ଷର ଯୁବତୀକୁ କରୋନା ସନ୍ଦେହ କରି ବସ୍ କଣ୍ଡକ୍ଟର ତଳକୁ ଠେଲି ଦେଇଛନ୍ତି। ଫଳରେ ଘଟଣା ସ୍ଥଳରେ ହିଁ ଯୁବତୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଦିଲ୍ଲୀ ମହିଳା ଆୟୋଗ ଉତ୍ତରପ୍ରଦେଶ ପୋଲିସକୁ ନୋଟିସ ଜାରି କରିଛନ୍ତି। ଜୁଲାଇ ୧୫ ସୁଦ୍ଧା ପୋଲିସକୁ ଉତ୍ତର ଦେବା ପାଇଁ ମହିଳା ଆୟୋଗ କହିଛନ୍ତି। ଦିଲ୍ଲୀର ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ […]