• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

vlcsnap-error397
ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍‌ରେ ଲେଖିଛନ୍ତି, ପ୍ରକୃତରେ ଭାରତର ଜଣେ ରାଷ୍ଟ୍ରନାୟକ ଥିଲେ ବାଜପେୟୀ। It was Atal Ji’s exemplary leadership that set the foundations for a strong, prosperous and inclusive India in the 21st century. His futuristic policies across various […]

  • Tuesday, 20 July 2021
sch
ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ୍‌ କଲେଜ୍‌ ଛୁଟି

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ୍‌ , କଲେଜ୍‌ ଛୁଟି ରହିବ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ବିୟୋଗରେ ରାଜ୍ୟ ସରକାର ଆସନ୍ତାକାଲି ତା ୧୭.୦୮.୨୦୨୮ରେ ସରକାରୀ ଛୁଟି ଘୋଷଣା କରିଛନ୍ତି। ଏହାସହ ଆଜିଠାରୁ  ୭ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ମଧ୍ୟ ଘୋଷଣା କରିଛନ୍ତି। ଏହି ୭ଦିନ ଧରି  ରାଜ୍ୟର ସମସ୍ତ ସରକାରୀ କୋଠାବାଡିରେ  ଜାତୀୟ  ପତାକା  ଅର୍ଦ୍ଧନମିତ  ରହିବା ସହିତ କୌଣସି  ସରକାରୀ  ଉତ୍ସବ ପାଳନ କରାଯିବ ନାହିଁ। ନିଷ୍ପତ୍ତି ଅନୁଯାୟୀ […]

  • Tuesday, 20 July 2021
୭୮
ମୃତ୍ୟୁକୁ ଆଖି ସାମନାରେ ଦେଖି ଅଟଳଜୀ ଲେଖିଥିଲେ ଏହି କବିତା…

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜଣେ ରାଜନେତା ଭାବେ ଯେତିକି ଲୋକପ୍ରିୟ, ଜଣେ କବି ଭାବେ ମଧ୍ୟ ସେତିକି ପ୍ରସିଦ୍ଧ। ସେ ଲେଖିଥିବା କବିତାଗୁଡିକୁ ଅନେକ ପ୍ରଶଂସା ମିଳିଛି। ତାଙ୍କର କବିତାରୁ ତାଙ୍କର ବ୍ୟକ୍ତିତ୍ୱର ପରିଚୟ ମିଳିଥାଏ। ଜୀବନକୁ ସେ କେତେ ପାଖରୁ ଦେଖିଛନ୍ତି ଏହା ସେ କବିତା ମାଧ୍ୟମରେ ଦୁନିଆକୁ ଦେଖେଇଥିଲେ। ନିଜସ୍ୱ କବିତାକୁ ଆବୃତ୍ତି କଲାବେଳେ ସେ ପରିବେଶରେ ଏକ ଭିନ୍ନ ଦାମ୍ଭିକତା ଭରିଦେଉଥିଲେ। ନିରୁତ୍ସାହିତ ଲୋକ ବି ତାଙ୍କ କବିତା ଶୁଣି […]

  • Tuesday, 20 July 2021
atal-bihari-vajpayee-@INCIndia
ଆରପାରିରେ ଅଟଳ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପରଲୋକ ଘଟିଛି। ଗତକାଲିଠୁ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖା ଯାଇଥିଲା। ବାଜପେୟୀଙ୍କ ପରଲୋକ ନେଇ ଏମ୍‌ସ ପକ୍ଷରୁ ହେଲ୍‌ଥ ବୁଲେଟିନ୍ ଜାରି କରାଯାଇଛି। ୯୩ ବର୍ଷୀୟ ବାଜପେୟୀ ଦୀର୍ଘ ୯ ସପ୍ତାହ ଧରି ଚିକିତ୍ସିତ ହେଉଥିଲେ। କିନ୍ତୁ ଗତ ୨୪ ଘଣ୍ଟା ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ସଂକଟାପନ୍ନ ହୋଇପଡ଼ିଥିଲା। ଆଜି ଅପରାହ୍ନ ୫ଟା ୦୫ରେ ତାଙ୍କର ପରଲୋକ ଘଟିଛି। […]

  • Tuesday, 20 July 2021
bus
ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ବସ୍‌

ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ୪୯ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏକ ବସ୍‌ ଜଳି ଯାଇଛି। ବସ୍‌ଟି ଜଳି ପୂରା ପାଉଁଶ ହୋଇଯାଇଛି। ତେବେ ଏଥିରେ କୌଣସି ଯାତ୍ରୀ ହତାହତ ହୋଇନାହାନ୍ତି। କାରଣ ବସ୍‌ଟିରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଓହ୍ଲାଇ ଯାଇଥିଲେ। ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କରଞ୍ଜିଆର ସିଙ୍ଗଡ଼ା ଅଞ୍ଚଳରୁ କିଛି ଲୋକ ଏହି ବସ୍‌ ରିଜର୍ଭ କରି ସଦଖିଆ ଭୋଜି ପାଇଁ ବେତନଟୀ ଅଞ୍ଚଳର ଆମ୍ବଯୋଡ଼ାକୁ […]

  • Tuesday, 20 July 2021
jio
ବଜାରକୁ ଆସିଲା ‘ଜିଓ ଫୋନ ୨’

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ରିଲାଏନ୍ସ ଜିଓ ଲଞ୍ଚ କରିଥିବା ‘ଜିଓ ଫୋନ ୨’ ଆଜିଠୁ ଅନ୍‌ଲାଇନରେ ଉପଲବ୍ଧ ହୋଇଛି। ଏହାର ଫ୍ଲାସ୍‌ ସେଲ୍‌ jio.comରେ ଦିନ ୧୨ଟାରେ ଆରମ୍ଭ ହୋଇଥିବାବେଳେ ଏହାର ପରବର୍ତ୍ତୀ ଫ୍ଲାସ୍‌ ସେଲ୍‌ ଅଗଷ୍ଟ ୩୦ରେ ହେବ। ଜିଓ ଫୋନ୍‌ ୨ରେ horizontal ସ୍କ୍ରିନ୍‌ ଡିସ୍‌ ପ୍ଲେ ସହ full keyboard ରହିଛି। ଏହାର ମୂଲ୍ୟ ୨ହଜାର ୯୯୯ଟଙ୍କା। ଜିଓ ଫୋନ ଠୁ ଏହି ଫୋନର ଡିଜାଇନ୍‌ ମଧ୍ୟ ପୂରାପୂରି ଅଲଗା। […]

  • Tuesday, 20 July 2021
vajpayee
ବାଜପେୟୀଙ୍କ ଅବସ୍ଥା ଅତି ସଂକଟାପନ୍ନ

ନୂଆଦିଲ୍ଲୀ: ଏମ୍‌ସରେ ସଂକଟାପନ୍ନ ସ୍ଥିତିରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବାକୁ ଦେଶବ୍ୟାପୀ ଉତ୍ସୁକତା ପ୍ରକାଶ ପାଇଛି। ଦଳ ମତ ନିର୍ବିଶେଷରେ ବହୁ ବରିଷ୍ଠ ରାଜନୀତିକ ନେତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏମ୍‌ସର ବୁଲେଟିନ ଅନୁଯାୟୀ ବାଜପେୟୀଙ୍କ ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। ତାଙ୍କୁ ଏବେ ବି ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ତାଙ୍କ ଅବସ୍ଥା ଅତି ଗମ୍ଭୀର ରହିଥିବା […]

  • Tuesday, 20 July 2021
court
ଅଯୋଧ୍ୟା ମାମଲାର ସମାଧାନ ନେଇ ଆଜି ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଏହି ବିବାଦର ସମାଧାନ ମଧ୍ୟସ୍ଥିଙ୍କ ଜରିଆରେ ହେବ କି ନାହିଁ, ତା’ ଉପରେ ସୁପ୍ରିମକୋର୍ଟ ରାୟ ଶୁଣାଇ ପାରନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇପାରନ୍ତି। ବୁଧବାର ଶୁଣାଣି ବେଳେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଏହାସହ ମଧ୍ୟସ୍ଥି ପାଇଁ ନାଁ ଦେବାକୁ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଶୁଣାଣି ବେଳେ […]

  • Tuesday, 20 July 2021