ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ବୋଇଂ 737-MAXକୁ ଆମେରିକା ବ୍ୟାନ୍ କରିଛି। ପୂର୍ବରୁ ବୋଇଂ 737-MAX ବିମାନକୁ ବନ୍ଦ ନକରିବା ପାଇଁ ଯୁକ୍ତି ବାଢୁଥିବା ଆମେରିକା ଶେଷରେ ବ୍ୟାନ କରିଛି। ଫଳରେ ଆମେରିକାରେ ନିର୍ମାଣ ହେଉଥିବା ଏହି ବିମାନ ଏକ ପ୍ରକାର ବିଶ୍ୱବ୍ୟାପୀ ବନ୍ଦ ହୋଇଯାଇଛି। କିଛି ନୂଆ ତଥ୍ୟ ଅନୁସାରେ ଇଥିଓପିଆ ଏୟାରଲାଇନ୍ସ ଏବଂ ଅକ୍ଟୋବରରେ ଇଣ୍ଡୋନେସିଆରେ ହୋଇଥିବା ଦୁର୍ଘଟଣା ମଧ୍ୟରେ କିଛି ସାମଞ୍ଜସ୍ୟ ରହିଥିବା ଆମେରିକା କର୍ତ୍ତୃପକ୍ଷ କହିଛନ୍ତି। ଏନେଇ […]
ନୂଆଦିଲ୍ଲୀ: ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଶାନ୍ତି କଥାବାର୍ତ୍ତା ଚାହୁଁଛନ୍ତି। ଜୈଶ୍-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାର ପାକିସ୍ତାନରେ ଅଛି। ଇମ୍ରାନ୍ ଖାନ୍ ଶାନ୍ତିର କଥା କହୁଛନ୍ତି, ସେ ବହୁତ ଉଦାର ବୋଲି ଲୋକେ କହୁଛନ୍ତି। ତେବେ ସେ ମସୁଦଙ୍କୁ ଭାରତକୁ ଦେଇ ଦିଅନ୍ତୁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ସୁଷମା ପାକିସ୍ତାନ ଉପରେ ଜୋରଦାର ବର୍ଷିଛନ୍ତି। ସେ ଆହୁରି […]
ଭୁବନେଶ୍ୱର : ବର୍ଷା , ଝଡ଼ତୋଫାନ ଓ ବଜ୍ରପାତ ନେଇ ୧୨ଟି ଜିଲ୍ଲାକୁ ସତର୍କ ସୂଚନା । ରାତି ୧୨ଟା ୧୫ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ। ବୌଦ୍ଧ, ସୋନପୁର, ବଲାଙ୍ଗିର, କନ୍ଧମାଳ , ଅନୁଗୁଳ , କେନ୍ଦୁଝର , ମୟୁରଭଞ୍ଜ, ବାଲେଶ୍ୱର , କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏହି ସମୟରେ ଘରୁ ବାହାରକୁ ନଯିବାକୁ ସୂଚିତ କରାଯାଇଛି।
ଭୁବନେଶ୍ୱର: ଅାଗାମୀ ନିର୍ବାଚନରେ ରାଫେଲ୍ ଡିଲ୍କୁ ମୁଖ୍ୟ ପ୍ରସଙ୍ଗ କରାଯିବ। ଅାଜି ଦିଲ୍ଲୀରେ ବସିଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଜୀତେନ୍ଦ୍ର ସିଂ। ରାଫେଲ୍ ଡିଲ୍ ପାଇଁ ବେକାର ନିଯୁକ୍ତି ପାଇଲେ ନାହିଁ। ଓଡିଶାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡରେ ଜେଟ୍ ତିଅାରି ହୋଇଥିଲେ ନିଯୁକ୍ତି ସୃଷ୍ଟି ହୋଇଥାନ୍ତା ବୋଲି ଜୀତେନ୍ଦ୍ର ସିଂ କହିଛନ୍ତି। ଏଥିପାଇଁ ଏହି ପ୍ରସଙ୍ଗରେ ରାଜ୍ୟରେ କଂଗ୍ରେସ ସ୍ୱତନ୍ତ୍ର ଭାବେ ଅାନ୍ଦୋଳନ କରିବ। ସେହିପରି କାଲିଠାରୁ ପ୍ରଦେଶ […]
ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦର ମୁଖ୍ୟ ମସୁଦ୍ ଆଝାରକୁ ପୁଣି ସୁରକ୍ଷା ଦେଲା ଚୀନ ଜାତିସଂଘ। ସୁରକ୍ଷା ପରିଷଦରେ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଉପରେ ଚୀନ ରୋକ ଲଗାଇଛି। ଚତୁର୍ଥ ଥର ଲାଗି ଚୀନ୍ ମସୁଦ ଆଝାରକୁ ସୁରକ୍ଷା ଦେଇଛି। ମସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଆହୁରି ପ୍ରମାଣ ଆବଶ୍ୟକ ବୋଲି ଚୀନ କହିଛି। ଜାତିସଂଘ ସୁରକ୍ଷା ପରିଷଦରେ ଜୈଶ୍-ଏ-ମହମ୍ମଦର ମୁଖ୍ୟ ମସୁଦ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନ ବ୍ୟତୀତ ସମସ୍ତେ ସମର୍ଥନ […]
ବାଲେଶ୍ୱର : ମହଙ୍ଗା ପଡ଼ିଲା କମେଣ୍ଟ ମାରିବା। ବସ୍ ଚାଳକକୁ ମାଡ଼ ମାରିଲେ ମହିଳା ଓ ବସ୍ ଯାତ୍ରୀ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ବଜାରରେ ଘଟଣା ଘଟିଛି। ଅଭିଯୋଗ ଅନୁସାରେ ଅାଶା ଗୋବିନ୍ଦ ବସ୍ର ଡ୍ରାଇଭର୍ ଜଣେ ମହିଳା ଯାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ଏହା ପରେ ସେହି ମହିଳା ଜଣକ ବସ୍ ଡ୍ରାଇଭରଙ୍କୁ ଉତ୍ତମ ମଧ୍ୟମ ଦେଇଥିବା ଜଣାପଡ଼ିଛି। ତା ପରେ ବସ୍ ଯାତ୍ରୀମାନେ ବି ଡ୍ରାଇଭରକୁ ମାଡ଼ ମାରିଛନ୍ତି। ଏହି ଘଟଣାକୁ ନେଇ କିଛି ସମୟ […]
ନୂଆଦିଲ୍ଲୀ : କେରଳର ଭୟଙ୍କର ବନ୍ୟାକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। କାଳବିଳମ୍ବ ନକରି ଏହାକୁ ଜାତୀୟ ବିପତ୍ତି ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ସେ ଦାବି କରିଛନ୍ତି। ୧୪ଟି ଜିଲ୍ଲା ମଧ୍ୟରୁ ୧୩ ଟି ଜିଲ୍ଲା ବନ୍ୟାରେ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଯୁଅାଡ଼େ ଦେଖିବ ଖାଲି ପାଣି ଅାଉ ପାଣି। ଅଗଷ୍ଟ ୯ ତାରିଖରୁ ଅାରମ୍ଭ ହୋଇଥିବା ବର୍ଷା ଏବେ […]
ଥିରୁଅନନ୍ତପୁରମ୍: କେରଳ ବନ୍ୟା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଶହ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ସହାୟତା ଦିଆଯିବ। ଏହା ପୂର୍ବରୁ ଅଗଷ୍ଟ ୧୨ରେ ଗୃହମନ୍ତ୍ରୀ ରାଜନାଥ ସିଂ ୧୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ସେହିପରି ବିହାର […]
ଭୁବନେଶ୍ୱର: ଆସନ୍ତାକାଲିଠାରୁ ପୁଣି ବର୍ଷାର ପରିମାଣ ବଢ଼ିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୧୧ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ଗଜପତି, ଗଞ୍ଜାମ, ପୁରୀ, ରାୟଗଡା, କନ୍ଧମାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କୋରାପୁଟ, ମାଲକାନଗିରି […]