ନୂଆଦିଲ୍ଲୀ : ଅାଗାମୀ ସାଧାରଣ ନିର୍ବାଚନରେ ଭୋଟିଂ ବ୍ୟବସ୍ଥାକୁ ଅାହୁରି ସରଳ କରିବାକୁ ଉଦ୍ୟମ କରିଛନ୍ତି ନିର୍ବାଚନ କମିଶନ। ଏହି କ୍ରମରେ ଦେଶରେ ପ୍ରଥମଥର ଲାଗି ସୁଗମ ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ। ଅାଜି ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାଓ୍ୱତ। ଅାଜି ଛତିଶଗଡ଼ ରାଜଧାନୀ ରାୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଓ୍ୱତ କହିଛନ୍ତି, ଅନ୍ୟ ପର୍ଯ୍ୟବେକ୍ଷକଙ୍କ ଭଳି ସୁଗମ ନିର୍ବାଚନ ପର୍ଯ୍ୟବେକ୍ଷକ ନିର୍ବାଚନ କିଭଳି ସୁରୁଖୁରୁରେ ହେବ ସେ ଦିଗରେ […]
ଭୁବନେଶ୍ୱର: ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କର ମୃତ୍ୟୁ। ତାଙ୍କ ନାଁ ମୁନାବର ବିଶ୍ୱାଳ। ଗତକାଲି ବିଳମ୍ବିତ ରାତିରେ ମୁନାବରଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର ଅସ୍ତରଙ୍ଗର ବଳଭଦ୍ରପୁର ଅଞ୍ଚଳରେ। ମୁନାବର ତାଙ୍କ ମାଆଙ୍କୁ ହତ୍ୟା କରି ୨୦୧୫ ମସିହାରୁ ପୁରୀ ଜିଲ୍ଲା ନିମାପଡ଼ା ସବ୍ ଜେଲ୍ରେ ସଜ୍ଜା କାଟୁ ଥିଲେ। ଗତକାଲି ମୁନାବରଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ନିମାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବିଳମ୍ବିତ […]
ନୂଆଦିଲ୍ଲୀ: ଜୈନ ମୁନି ତରୁଣ ସାଗରଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା। ଦିଲ୍ଲୀର ରାଧାପୁରୀ ଜୈନ ମନ୍ଦିରରେ ଆଜି ଭୋର୍ ୩ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଜଣ୍ଡିସ୍ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିଲେ। ଏଥିପାଇଁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଜୈନ ମୁନି ତରୁଣ ସାଗରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ବହୁ […]
ନୂଆଦିଲ୍ଲୀ: ଗେଟ୍ (Graduate Aptitude Test in Engineering) ୨୦୧୯ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ୍ ୱେବ୍ସାଇଟ୍ ଯାଇ ଆପ୍ଲିକେସନ୍ ଫର୍ମ ପୂରଣ କରିପାରିବେ। ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାର ଶେଷ ତାରିଖ ନଭେମ୍ବର ୧୬। ସେହିପରି ଆଡ୍ମିଟ୍ କାର୍ଡ ୨୦୧୯ ମସିହା ଜାନୁଆରୀ ୪ରେ ଉପଲ୍ଲବ୍ଧ ହେବ। ୨୦୧୯ ମସିହା ଫେବୁଆରୀ ୨, ୩, ୯ ଓ ୧୦ ତାରିଖରେ GATE 2019 ପରୀକ୍ଷା ଅନୁଷ୍ଠିତ […]