• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

bajpayeee
ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରାକୁ ଅଣ୍ଡା ମାଡ଼

ପୁରୀ : ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରାକୁ ଅଣ୍ଡା ମାଡ଼ ଅଭିଯୋଗ। ପୁରୀ ମହୋଦଧିକୁ ବିସର୍ଜନ ପାଇଁ ଯିବା ବାଟରେ ପୁରୀ ଚନ୍ଦନପୁର ନିକଟରେ ଶୋଭାଯାତ୍ରା ଉପରକୁ ଅଣ୍ଡା ମାଡ଼ କରାଯାଥିବା ଅଭିଯୋଗ ହୋଇଛି। ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ପ୍ରଭାତୀ ପରିଡ଼ା ଏହି ସଙ୍ଗୀନ ଅଭିଯୋଗ ଅାଣି ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଜୁ ଯୁବ ବାହିନୀର ଜଣେ କର୍ମୀ ଚିତାଭସ୍ମକୁ ଅଣ୍ଡା ମାଡ଼ କରିଥିବା ଅଭିଯୋଗ କରିଛନ୍ତି। ତେବେ ଏନେଇ […]

  • Tuesday, 20 July 2021
vlcsnap-error461
ଓକିଲ ବେଶରେ ବାଇକ୍ ଚୋରି

ଭୁବନେଶ୍ୱର: ଓକିଲ ବେଶରେ ବାଇକ୍ ଚୋରି। ଏଭଳି ଅଭିନବ ଉପାୟ ଆପଣାଇଥିଲେ କିଛି ଲୁଟେରା। ତହସିଲ୍‌ ଅଫିସ ପରିସରରୁ ଏହି ଲୁଟେରାମାନେ ଓକିଲ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ। ଯେମିତି ସେମାନଙ୍କୁ କେହି ଆଉ ସନ୍ଦେହ କରିପାରିବେ ନାହିଁ। ଏହି ଚୋରିର ପର୍ଦ୍ଦାଫାସ କରିଛନ୍ତି ପୁଲିସ୍‌ କମିଶନର। ସିସିଟିଭି ଫୁଟେଜ୍‌ ଆଧାରରେ ବଡଗଡ଼ ପୁଲିସ୍‌ ଥାନା ଚୋରି ବାଇକ୍‌ ଉଦ୍ଧାର କରିଛନ୍ତି। ଚୋରା ବାଇକ୍‌କୁ ସେମାନଙ୍କ ମାଲିକଙ୍କୁ ହସ୍ତାନ୍ତର କରାଯାଉଛି। ଆଜି ସୁଦ୍ଧା ୪୬ ଚୋରା ବାଇକ୍ […]

  • Tuesday, 20 July 2021
Representational
ବନ୍ଧୁ ହେଲା ବଇରୀ: ଉଦ୍ଧାର ଟଙ୍କା ମାଗିବାରୁ ଏମିତି ନିର୍ମମ ଭାବେ ହତ୍ୟା କଲେ

ନୂଆଦିଲ୍ଲୀ: ଟଙ୍କା ପାଇଁ ମଣିଷ କିଭଳି ସମ୍ପର୍କ ଭୁଲି ଯାଇ ତଳକୁ ଖସି ଯାଏ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦିଲ୍ଲୀର କଲ୍ୟାଣପୁରୀରେ ଦେଖିବାକୁ ମିଳିଛି। ୫୦୦ ଶହ ଟଙ୍କାଙ୍କୁ ନେଇ ଜଣେ ୨୪ ବର୍ଷର ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମଙ୍ଗଳବାର ରାତିରେ ଏହି ଜଘନ୍ୟ କାଣ୍ଡ ଘଟିଛି। ମୃତକ ହେଉଛନ୍ତି ଦିଲ୍ଲୀ କଲ୍ୟାଣପୁରୀର ଶାହାରୁଖ୍‌। ସୂଚନା ଅନୁସାରେ, ଶାହାରୁଖ୍‌ ତାଙ୍କ ବନ୍ଧୁ ମୁକେଶ (୩୦)ର ପତ୍ନୀଙ୍କୁ ମାସକ ତଳେ ୫ଶହ ଟଙ୍କା ଧାର୍‌ ସୂତ୍ରରେ ଦେଇଥିଲେ। […]

  • Tuesday, 20 July 2021