• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

exam
ICSE, ISCର  ପରୀକ୍ଷା ତାରିଖରେ ପରିବର୍ତ୍ତନ ଆଣିଲା CICSE ; ଯାଞ୍ଚ କରନ୍ତୁ ନୂତନ କାର୍ଯ୍ୟସୂଚୀ 

ନୂଆଦିଲ୍ଲୀ: କାଉନସିଲ୍ ଫର ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (CICSE)  ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସୋମବାର ପରୀକ୍ଷା ସୂଚୀକୁ ସଂଶୋଧନ କରିଛି। କିଛି ବିଷୟର ପରୀକ୍ଷା ତାରିଖ ପୁନଃନିର୍ଦ୍ଧାରଣ  କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ICSE (ଶ୍ରେଣୀ 10) ସଂଶୋଧିତ ସମୟସୀମା ଅନୁଯାୟୀ, ଅନାବଶ୍ୟକ ପରିସ୍ଥିତି ଯୋଗୁଁ  ମେ 13 ଏବଂ ମେ 15 ରେ କୌଣସି ପରୀକ୍ଷା ଧାର୍ଯ୍ୟ କରାଯାଇ ନାହିଁ । ICSE ଦଶମ  ପରୀକ୍ଷା 2021 ସଂଶୋଧିତ କାର୍ଯ୍ୟସୂଚୀ । […]

  • Thursday, 22 July 2021
salary
7th Pay Commission: ଜାନୁଆରୀରୁ ସରକାରୀ କର୍ମଚାରୀଙ୍କୁ ମିଳିବ ବର୍ଦ୍ଧିତ ଦରମା

ହାଇଦ୍ରାବାଦ୍‌: ନୂଆବର୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଅନେକ ଖୁସି ନେଇ ଆସିଛି। କାହିଁକି ଜାଣନ୍ତି ? ସେମାନଙ୍କୁ ମନ ଖୁସି କରିବା ପରି ଉପହାର ଦେଉଛନ୍ତି ସରକାର।  ଛତିଶଗଡ଼ ସରକାରୀ କର୍ମଚାରୀଙ୍କ ପାଇଁ ଏପରି ନୂଆବର୍ଷ ଭେଟି ଦେଇଛନ୍ତି ସେଠିକାର ସରକାର। ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କ ଦରମା ବୃଦ୍ଧି କରିବା ସହ ସେମାନଙ୍କୁ ବକେୟା ଅର୍ଥ ପ୍ରଦାନ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଏହି ଘୋଷଣାରେ ପ୍ରାୟ ୫ ଲକ୍ଷ ର୍କଚାରୀ […]

  • Thursday, 22 July 2021
police
କରୋନା ଭୟରେ ୧୫ ମାସ ଯାଏ ଘର ଭିତରେ ନିଜକୁ ବନ୍ଦ ରଖିଥିଲେ ପରିବାର ସଦସ୍ୟ

କରୋନାରେ ସଂକ୍ରମିତ ହେବା ଭୟରେ ତମ୍ଭୁ ଘର ଭିତରେ ପାଖାପାଖି ୧୫ ମାସ ନିଜକୁ ବନ୍ଦ କରି ରଖିଲେ ପରିବାରର ସଦସ୍ୟ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଘଟଣା ସମ୍ପର୍କକରେ ପଡ଼ିଶା ଲୋକଙ୍କୁ ମଧ୍ୟ ଜଣାନଥିଲା।