• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

fire
କପଡ଼ା ଗୋଦାମରେ ନିଆଁ, ଜୀଅନ୍ତା ଜଳିଗଲେ ୯ ଜଣ

ନୂଆଦିଲ୍ଲୀ: ୧୫ ଦିନ ମଧ୍ୟରେ ଦିଲ୍ଲୀରେ ପୁଣି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କିରାରି ଅଞ୍ଚଳରେ ଥିବା ଏକ କପଡ଼ା ଗୋଦାମରେ ନିଆଁ ଲାଗି ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି।  କିରାରିରେ ଅଞ୍ଚଳରେ ଥିବା ଏକ ୩ ମହଲା ବିଶିଷ୍ଟ ବିଲ୍ଡିଂର ଗ୍ରାଉଣ୍ଡ୍‌ ଫ୍ଲୋର୍‌ ବା ତଳ ମହଲାରେ ଏହି କପଡ଼ା ଗୋଦାମ ରହିଛି। ଗତକାଲି ରାତି ପ୍ରାୟ ୧୨ଟା ୩୦ ମିନିଟ୍‌ ସମୟରେ ଗୋଦାମ ଭିତରେ ଶ୍ରମିକମାନେ ଶୋଇ […]

  • Wednesday, 21 July 2021
constable
ଚମତ୍କାର ! ପୁଲିସ୍‌ କନଷ୍ଟେବଳଙ୍କ ଜୀବନ ବଞ୍ଚାଇଲା ପର୍ସ

ଫିରୋଜାବାଦ: ନାଗରିକତା ସଂଶୋଧନ ଆଇନକୁ ବିରୋଧ ବେଳେ ହିଂସାକୁ ଅଟକାଇବାକୁ ଯାଇ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଦ୍ୱିତୀୟ ଜୀବନ ପାଇଛନ୍ତି ପୁଲିସ୍‌ କନଷ୍ଟେବଳ ବିଜେନ୍ଦ୍ର କୁମାର (୨୪)। ଶୁକ୍ରବାର ଦିନ ଉତ୍ତର ପ୍ରଦେଶ ଫିରୋଜାବାଦରେ ହିଂସା ପ୍ରଦର୍ଶନ ବେଳେ ଗୋଟିଏ ଗୁଳି ବିଜେନ୍ଦ୍ର ପିନ୍ଧିଥିବା ବୁଲେଟ୍‌ ପ୍ରୁଫ ଜ୍ୟାକେଟ୍‌ ପାର୍‌ କରି ଯାଇଥିଲା। ତେବେ ଜ୍ୟାକେଟ୍‌ ତଳେ କଏନ ଭର୍ତ୍ତି ପର୍ସ ଥିବାରୁ ଗୁଳିଟି ଆଉ ଶରୀରରେ ପ୍ରବେଶ କରି ନ ପାରି କଏନରେ ବାଜି ଅଟକି […]

  • Wednesday, 21 July 2021
hyderabad
ପୁଣିଥରେ ହେବ ହାଇଦ୍ରାବାଦ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ପୋଷ୍ଟ ମର୍ଟମ୍‌, ଗଠନ ହେଲା ଡାକ୍ତରୀ ଟିମ୍‌

ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୁଣିଥରେ ଅଭିଯୁକ୍ତଙ୍କ ଶବକୁ ପୋଷ୍ଟମର୍ଟମ କରିବା ପାଇଁ ଏମ୍ସ ଜିନି ଜଣ ସିନିଅର୍‌ ଫରେନ୍ସିକ୍‌ ଏକ୍ସପର୍ଟଙ୍କୁ ନେଇ ଏକ ଟିମ୍‌ ଗଠନ କରିଛି। ଏହି ୩ ଜଣ ଡାକ୍ତର ପୁଣିଥରେ ଅଭିଯୁକ୍ତଙ୍କ ଶବକୁ ପୋଷ୍ଟମର୍ଟମ କରିବେ। ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଏହି ଡାକ୍ତରୀ ଟିମ୍‌ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିବେ। କାଲି ସକାଳେ ପୋଷ୍ଟମର୍ଟମ୍‌ ହୋଇପାରେ। […]

  • Wednesday, 21 July 2021
fire
ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ଦୁଷ୍କର୍ମ ପୀଡ଼ିତା

ଉନ୍ନାଓ: ଆଖି ବୁଜିଲେ ଆଉ ଜଣେ ଦୁଷ୍କର୍ମ ପୀଡ଼ିତା। ଆଜି ଆଉ ଜଣେ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଶରୀରର ଅଧିକାଂଶ ସ୍ଥାନ ପୋଡ଼ି ଯାଇଥିବାରୁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା(୨୩) ଜଣକ ନ୍ୟାୟ ପାଇବାରେ ନିରାଶ ହୋଇଥିଲେ। ଏହାପରେ ଡିସେମ୍ୱର ୧୬ରେ ସେ ଏସ୍‌ପି ଅଫିସଙ୍କ ସାମ୍ନାରେ ନିଜ ଶରୀରରେ ନିଆଁ ଲଗାଇ ଦେଇଥିଲେ। ପୁଲିସ୍‌ ନିଆଁ […]

  • Wednesday, 21 July 2021
uddhav thackeray
କୃଷିଋଣ ଛାଡ଼ କରିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ଋଣଗ୍ରସ୍ତ ଚାଷୀଙ୍କୁ ମିଳିବ ଆଶ୍ୱସ୍ତି। ୨ ଲକ୍ଷ ଟଙ୍କା ଯାଏ କୃଷି ଋଣ ଛାଡ଼ କରିବା ପାଇଁ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏସମ୍ପର୍କରେ ଘୋଷଣା କରିଛନ୍ତି। ଏଥିପାଇଁ ସରକାର ୨୦୧୯ ସେପ୍ଟେମ୍ବର ୩୦କୁ କଟ୍‌ଅଫ୍‌ ତାରିଖ ଧାର୍ଯ୍ୟ କରିଛନ୍ତି। ଆଜି ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ବିଷୟରେ ଘୋଷଣା କରିଛନ୍ତି। ସେ କହିଛନ୍ତି, “୨୦୧୯ ସେପ୍ଟେମ୍ବର ୩୦ ଯାଏ […]

  • Wednesday, 21 July 2021
shop
ବଢ଼ିପାରେ ଅତ୍ୟାବଶ୍ୟକ ସାମଗ୍ରୀ ଦର

ନୂଆଦିଲ୍ଲୀ: ଲୋକମାନଙ୍କ ଉପରେ ପୁଣିଥରେ ମହଙ୍ଗା ମାଡ଼ ହେବ। କାହିଁକି ନା ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ପ୍ୟାକେଜଡ୍‌ ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇପାରେ। ଏଗୁଡ଼ିକର ଉତ୍ପାଦ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ସାମଗ୍ରୀ ଗୁଡ଼ିକର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦରବୃଦ୍ଧି ଲୋକଙ୍କ ଚାହିଦାକୁ ହ୍ରାସ କରିବାର ଆଶଙ୍କା ଥିବାରୁ କମ୍ପାନୀ ଗୁଡ଼ିକ କ୍ଷତି ସହିବେ ବୋଲି ମଧ୍ୟ ଜଣାପଡ଼ିଛି। ନେସ୍‌ଲେ, ପାର୍ଲେ ଓ ଆଇଟିସି ଭଳି ଏଫଏମସିଜି କମ୍ପାନୀ ଗୁଡ଼ିକ […]

  • Wednesday, 21 July 2021
hyderabad
ହାଇଦ୍ରାବାଦ ଏନ୍‌କାଉଣ୍ଟର ରହସ୍ୟ ଉପରୁ ହଟୁନି ପରଦା, ପୁଣି ହୋଇପାରେ ଅଭିଯୁକ୍ତଙ୍କ...

ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ନେଇ ପ୍ରତ୍ୟେକ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗତ କିଛିଦିନ ତଳେ ଜଣାପଡ଼ିଥିଲା, ମହିଳା ଡାକ୍ତରଙ୍କୁ ଗଣ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ଅଭିଯୁକ୍ତ ପୂର୍ବରୁ ଆହୁରି ୯ ଜଣ ମହିଳାଙ୍କ ସହ ଠିକ୍‌ ଏମିତି କରିଥିଲେ ଯାହା ମହିଳା ଡାକ୍ତରଙ୍କ ସହ ସେମାନେ କରିଥିଲେ। ସେପଟେ ଅଭିଯୁକ୍ତଙ୍କୁ କରାଯାଇଥିବା ଏନ୍‌କାଉଣ୍ଟରର ରହସ୍ୟ ଉପରୁ ଏବେ ସୁଦ୍ଧା ମଧ୍ୟ ପରଦା ହଟିନି। […]

  • Wednesday, 21 July 2021
train
ରେଲୱେର ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଦେବାକୁ ପଡ଼ିବନି ଫିସ୍‌

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। Railway Recruitment Cell(RRC) ଖାଲି ପଡ଼ିଥିବା କ୍ଲର୍କ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଜୁନିଅର୍‌ କ୍ଲର୍କ ପାଇଁ ୧୭୧ଟି ପଦବୀ ଓ ସିନିଅର୍‌ କ୍ଲର୍କ ପାଇଁ ୮୦ଟି ପଦବୀ ଖାଲି ପଡ଼ିଛି। ସମୁଦାୟ ୨୫୧ଟି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଆଜିଠୁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୦୨୦ ମସିହା ଜାନୁଆରୀ ୧୯ ତାରିଖ […]

  • Wednesday, 21 July 2021
police
ଏୟାର୍‌ ହଷ୍ଟେସ୍‌ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଘର ମାଲିକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ଗୁରୁଗ୍ରାମ: ଏକ ପ୍ରାଇଭେଟ୍‌ ଏୟାରଲାଇନ୍ସର ଜଣେ ଏୟାର୍‌ ହଷ୍ଟେସ୍‌ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର ଦିନ ଗୁରୁଗ୍ରାମର ଡିଏଲ୍‌ଏଫ୍‌ ୩ ଫେଜ୍‌ରେ ଥିବା ଏକ ପିଜି(Paying Guest)ରୁ ଏୟାର୍‌ ହଷ୍ଟେସ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଏୟାର୍‌ ହଷ୍ଟେସ୍‌ଙ୍କ ପରିବାର ରୁହନ୍ତି। ପିଜି ଘର ମାଲିକଙ୍କ ଦୁର୍ବ୍ୟବହାରରେ ତାଙ୍କ ଝିଅ ପୂରାପୂରି ଅବସାଦ ହୋଇଯାଇଥିଲେ ବୋଲି ମୃତ ଏୟାର୍‌ ହଷ୍ଟେସ୍‌ଙ୍କ ବାପା ଅଭିଯୋଗ ଆଣିଛନ୍ତି। ଏୟାର୍‌ ହଷ୍ଟେସ୍‌ଙ୍କ ବାପା ଅଭିଯୋଗ କରି କହିଛନ୍ତି, ମଙ୍ଗଳବାର […]

  • Wednesday, 21 July 2021
police
ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ନେଇ ବଡ଼ ଖୁଲାସା

ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପ୍ରତ୍ୟେକ ଦିନ ନୂଆ ଖୁଲାସା ହେବାରେ ଲାଗିଛି। ଏବେ ତ ସାମ୍ନାକୁ ଏମିତି ଏକ ଘଟଣା ଆସିଛି ଯାହା ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ। ମିଳିଥିବା ସୂଚନା ଅନୁସାରେ, ମହିଳା ଡାକ୍ତରଙ୍କୁ ଗଣ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ଅଭିଯୁକ୍ତ ପୂର୍ବରୁ ଆହୁରି ୯ ଜଣ ମହିଳାଙ୍କ ସହ ଠିକ୍‌ ଏମିତି କରିଥିଲେ ଯାହା ମହିଳା ଡାକ୍ତରଙ୍କ ସହ ସେମାନେ କରିଥିଲେ। […]

  • Wednesday, 21 July 2021
gold
ସୁନା କିଣିବାର ଯୋଜନା ଥିଲେ ଅପେକ୍ଷା କରନ୍ତୁ, କମିପାରେ ଦର

ନୂଆଦିଲ୍ଲୀ: ଆପଣ ସୁନା କିଣିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଟିକେ ଅପେକ୍ଷା କରନ୍ତୁ। କାରଣ ସୁନା ଦର ଆଉ କିଛି ମାସ ପରେ କମିବାର ସମ୍ଭାବନା ରହିଛି। ଏବେ ସୁନା ଦର ୧୦ ଗ୍ରାମ୍‌ ପ୍ରତି ୩୯ ହଜାର ଟଙ୍କା ରହିଛି। ଏକ୍ସପର୍ଟଙ୍କ କହିବା କଥା, ଏହି ଦର କମି ୩୮ ହଜାର ଟଙ୍କା କିମ୍ବା ଏହାଠୁ କମ୍‌ ମଧ୍ୟ ହୋଇପାରେ। ଅନ୍ତର୍ଜାତୀୟ ସ୍ତରରେ ସୁନା ଦର ଆଶ୍ଚର୍ଯ୍ୟଜନକ ଭାବେ କମିଛି। ଖାଲି […]

  • Wednesday, 21 July 2021
lalu son
ପୁଣି ଲାଲୁଙ୍କ ଘରେ ହାଇଭୋଲ୍‌ଟେଜ୍‌ ଡ୍ରାମା, ବୋହୂ ଐଶ୍ୱର୍ଯ୍ୟା କହିଲେ- ଶାଶୂ ଘରେ ଖାଇବାକୁ ମିଳୁନି

ପାଟନା: ପୁଣିଥରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ହାଇଡ୍ରାମା ଦେଖିବାକୁ ମିଳିଛି। ପାଟନା ସ୍ଥିତ ରାବିଡି ଦେବୀଙ୍କ ବାସଭବନରେ ରବିବାର ସନ୍ଧ୍ୟାରେ ହାଇଭୋଲ୍‌ଟେଜ୍‌ ଡ୍ରାମା ଦେଖିବାକୁ ମିଳିଥିଲା। ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା, ଲାଲୁଙ୍କ ପତ୍ନୀ ତଥା ଶାଶୁ ରାବିଡି ଦେବୀ, ନଣନ୍ଦ ତଥା ଲାଲୁଙ୍କ ଝିଅ ମିସା ଭାରତୀ ଓ ସ୍ୱାମୀ ତେଜ ପ୍ରତାପଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। […]

  • Wednesday, 21 July 2021
PAN
ଡିସେମ୍ବର ୩୧ ଯାଏ ଆଧାର-ପାନ୍‌ ଲିଙ୍କ୍

ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କର ଆଧାର ନମ୍ବରକୁ PAN (Permanent Account Number) ସହ ଲିଙ୍କ୍‌ କରି ନାହାନ୍ତି, ତା’ହେଲେ ଆଉ ବିଳମ୍ବ କରନ୍ତୁ ନାହିଁ। ତୁରନ୍ତ ଆଧାର-ପାନ୍‌ ଲିଙ୍କ୍ କରାନ୍ତୁ। କାହିଁକି ନା ଆଧାର-ପାନ୍‌ ଲିଙ୍କ୍‌ କରିବାର ଶେଷ ତାରିଖ ହେଉଛି ଚଳିତବର୍ଷ ଡିସେମ୍ବର ୩୧। ଚଳିତ ବର୍ଷ ସେପ୍ଟେମ୍ବରରେ ଆୟକର ବିଭାଗ ଆଧାର-ପାନ୍‌ ଲିଙ୍କ୍‌ର ଅବଧିକୁ ୩ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ। ପୂର୍ବରୁ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏବଂ ୧୦ […]

  • Wednesday, 21 July 2021
delhi metro
ଦିଲ୍ଲୀ ମେଟ୍ରୋରେ ଚାକିରି କରିବାକୁ ଚାହୁଁଛନ୍ତି ? ତୁରନ୍ତ କରନ୍ତୁ ଆବେଦନ...

ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କି ? ଖାସ୍‌ କରି ଆପଣ ରେଲ୍‌ୱେ ଚାକିରି କରିବା ପାଇଁ ଇଚ୍ଛୁକ ଅଛନ୍ତି କି ? ତା’ହେଲେ ଆଉ ବିଳମ୍ବ କାହିଁକି ? ତୁରନ୍ତ ଦିଲ୍ଲୀ ମେଟ୍ରୋରେ ଖାଲି ପଡ଼ିଥିବା ପଦବୀ ପାଇଁ ଆବେଦନ କରନ୍ତୁ। ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌(ଡିଏମ୍‌ଆର୍‌ସି) ଏକ୍‌ଜିକ୍ୟୁଟିଭ୍‌ ଓ ନନ୍‌ ଏକ୍‌ଜିକ୍ୟୁଟିଭ୍‌ ଉଭୟ କ୍ୟାଟେଗୋରୀ ପାଇଁ ଖାଲି ପଡ଼ିଥିବା ପଦବୀ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଖାଲି ପଡ଼ିଥିବା ପଦବୀ […]

  • Wednesday, 21 July 2021
small girl
ସହିଦ ବାପାଙ୍କ ପ୍ରତିମୂର୍ତ୍ତିକୁ ଜୀବିତ ଭାବି ଚୁମ୍ବନ ଦେଲା କୁନି ଝିଅ

ରାୟପୁର: ବାପା ତା’ ପାଖରେ ନାହାନ୍ତି….ନା ଆଉ କେବେ ଫେରିବେ। ହେଲେ ସହିଦ ବାପାଙ୍କ ପ୍ରତିମୂର୍ତ୍ତିକୁ ଦେଖି ଜଣେ କୁନି ଝିଅ ଭାବି ନେଇଛି ବାପା ତା’ ପାଖରେ ଅଛନ୍ତି। ଏହି କୁନି ଝିଅ ଜାଣିବି ନାହିଁ ତା’ ବାପା ଆଉ ଏହି ଦୁନିଆରେ ନାହାନ୍ତି। ୨୦୧୮ ମସିହା ଜାନୁଆରୀ ୨୪ରେ ଛତିଶଗଡ଼ ପୁଲିସ୍‌ ଇନ୍ସପେକ୍ଟର ମୂଲଚନ୍ଦ୍ର ସହିଦ ହୋଇଥିଲେ। ନାରାୟଣପୁର ଜଙ୍ଗଲରେ ପୁଲିସ୍‌ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ସେ ସହିଦ ହୋଇଥିଲେ। […]

  • Wednesday, 21 July 2021
samsung
ଶସ୍ତା ହେଲା ସାମସଙ୍ଗ୍‌ର ଏହି ଫୋନ୍‌

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଫୋନ୍‌ ନିର୍ମାତା କମ୍ପାନୀ ସାମ୍‌ସଙ୍ଗ୍‌ ଏହାର Galaxy A70s ଫୋନ୍‌ର ଦାମ୍‌ କମ୍‌ କରିଛି। ମିଳିଥିବା ସୂଚନା ଅନୁସାରେ, କମ୍ପାନୀ Galaxy A70s ଫୋନ୍‌ର ଦାମ୍‌ ୩ ହଜାର ଟଙ୍କା ପର୍ଯ୍ୟନ୍ତ  କମାଇଛି। ମୋବାଇଲ୍‌ର ଦାମ୍‌ କମିବା ପରେ ଆପଣ ନୂଆ ମୂଲ୍ୟରେ କେବଳ ଅଫ୍‌ଲାଇନ୍‌ରେ ଏହି ମୋବାଇଲ୍‌କୁ କିଣି ପାରିବେ। ତେବେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଅଫର ମିଳିବ। Galaxy A70s ଫୋନ୍‌ର ଦାମ୍‌ କମିବା ପରେ ୬ ଜିବି […]

  • Wednesday, 21 July 2021
dating
ଡେଟିଂ ଲୋଭରେ ଫସିଗଲେ ବୃଦ୍ଧ, ଚଳୁ କରିନେଲେ ୭୩ ଲକ୍ଷ

ମୁମ୍ବାଇ: ମହଙ୍ଗା ପଡ଼ିଲା ଡେଟିଂ ନିଶା। ଡେଟିଂ କରିବା ନିଶାରେ ଜଣେ ୬୫ ବର୍ଷୀୟ ବୃଦ୍ଧ ପୂରାପୂରି ଫସି ଯାଇଛନ୍ତି। ଯୁବତୀଙ୍କ ସହ ଡେଟିଂ କରିବାର ଲୋଭ ଦେଖାଇ ଠକମାନେ ବୃଦ୍ଧଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି। ମୁମ୍ବାଇର ଖରଘର ଅଞ୍ଚଳର ଜଣେ ବୃଦ୍ଧ ଏଭଳି ବଡ଼ ଧରଣର ଠକାମିର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଓ ଟ୍ରାନ୍ସଜେଣ୍ଡର୍‌ ଅଛନ୍ତି। ପୁଲିସ୍‌ର […]

  • Wednesday, 21 July 2021
sania
ଭଉଣୀ ଅନମ୍‌ଙ୍କ ପ୍ରି-ୱେଡିଂ ଫଟୋ ଶେଆର୍‌ କଲେ ସାନିଆ

ନୂଆଦିଲ୍ଲୀ: ଟେନିସ୍‌ ତାରକା ସାନିଆ ମିର୍ଜା, ଭଉଣୀ ଅନମ୍‌ ମିର୍ଜାଙ୍କ ପ୍ରି-ୱେଡିଂ ସେଲିବ୍ରେସନ୍‌ର ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର୍‌ କରିଛନ୍ତି। ପୂର୍ବରୁ ସେ ଅନମ୍‌ଙ୍କ ମେହେନ୍ଦୀ ନାଇଟ୍‌ର ଫଟୋ ଶେଆର୍‌ କରିଥିଲେ। ଗତକାଲି ସେ ଅନମ୍‌ଙ୍କ ପ୍ରି-ୱେଡିଂର ଆଉ କିଛି ଫଟୋ ଶେଆର୍‌ କରିଛନ୍ତି। ସାନିଆ ଓ ଅନମ୍‌, ମା’ ନସିମା ମିର୍ଜାଙ୍କ ସହ ଏକ ଫଟୋ ଉଠାଇଛନ୍ତି। ଏହି ଫଟୋରେ ସମସ୍ତେ ପୂରାପୂରି ଖୁସି ଥିବା ନଜର ଆସୁଛନ୍ତି। ସାନିଆ ଏହି ଫଟୋ ଶେଆର୍‌ କରି […]

  • Wednesday, 21 July 2021
honey
ଶିଶୁଙ୍କୁ ମହୁ ଖାଇବାକୁ ଦେଉଛନ୍ତି କି ? ତା’ହେଲେ ସାବଧାନ ହୋଇଯାଆନ୍ତୁ...

ଅନେକ ଲୋକ ଥଣ୍ଡା ଛାଡ଼ିବା ପାଇଁ ସେମାନଙ୍କ ଶିଶୁଙ୍କୁ ତୁଳସୀ ପତ୍ର ରସ ସହିତ ମହୁ ମିଶାଇ ପିଇବାକୁ ଦେଇଥା’ନ୍ତି। ଏହା ଦ୍ୱାରା ଥଣ୍ଡାରୁ ଶିଶୁଙ୍କୁ ଉପଶମ ମିଳେ ଓ ତା’ସହିତ ସେମାନଙ୍କ ଶାରୀରିକ ବିକାଶରେ ଏହା ସହାୟକ ହୋଇଥାଏ ବୋଲି ସେମାନେ ବିଶ୍ୱାସ କରନ୍ତି। ଏହା ସତ ଯେ ମହୁ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱରେ ଭରପୂର। ଏହାକୁ ଔଷଧ ଭାବେ ବ୍ୟବହାର କରାଯାଇ ପାରିବ। ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଶିଶୁଙ୍କୁ ମହୁ ଖାଇବାକୁ […]

  • Wednesday, 21 July 2021
ranu
ମୋଷ୍ଟ୍‌ ସର୍ଚ୍ଚଡ୍‌ ପର୍ସନ୍‌ ତାଲିକାରେ ରାନୁ

ମୁମ୍ବାଇ: ୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ରାନୁ ମଣ୍ଡଳ। ଗୁଗୁଲ୍‌ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍‌ ସର୍ଚ୍ଚଡ୍‌ ପର୍ସନ୍‌ ତାଲିକାରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ରେଲ୍‌ୱେ ଷ୍ଟେସନରୁ ସିଧା ବଲିଉଡ୍‌ରେ ପାଦ ଥାପି ଥିବା ରାନୁ ମଣ୍ଡଳ ପ୍ରଖ୍ୟାତ ବଲିଉଡ୍ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିୟାଙ୍କ ଫିଲ୍ମରେ ଗୀତ ଗାଇ ଅଧିକ ଚର୍ଚ୍ଚାକୁ ଆସିଥିଲେ। ଗୁଗୁଲ୍‌ର ତଥ୍ୟ ଅନୁସାରେ ରାନୁଙ୍କୁ ୟୁଜର୍ସମାନେ ବହୁବାର ସର୍ଚ୍ଚ […]

  • Wednesday, 21 July 2021
marriage
ଗୋଟିଏ ବେଦୀରେ ପତ୍ନୀ ଓ ଶାଳୀଙ୍କୁ ବିବାହ କଲେ

ଭୋପାଳ: ଗୋଟିଏ ବେଦୀରେ ପୁଣିଥରେ ପତ୍ନୀଙ୍କୁ ବିବାହ କରିବା ସହ ଶାଳୀଙ୍କୁ ବିବାହ କଲେ ଜଣେ ବ୍ୟକ୍ତି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ମଧ୍ୟପ୍ରଦେଶର ଭିନ୍ଦ୍‌ ଜିଲ୍ଲାରେ ଏମିତି କିଛି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗୁଦାୱାଲି ଗାଁର ଦୀପୁ ପରିହାର ଓରଫ ଦିଲୀପ(୩୫) ଏହି ବିବାହ କରିଛନ୍ତି। ନଭେମ୍ବର ୨୬ରେ ହୋଇଥିବା ଦିଲୀପଙ୍କ ଏହି ବିବାହ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ, ଦିଲୀପ, ଗତ ୯ ବର୍ଷ […]

  • Wednesday, 21 July 2021
eagle
ଧରାପଡ଼ିଲା ଗୁପ୍ତଚର ଇଗଲ୍‌ !

ପାଟନା: ବିହାରର ଶିବହର ଜିଲ୍ଲାରୁ ଏକ ଇଗଲ୍‌କୁ ଉଦ୍ଧାର କରାଯାଇଛି। ଏହି ଇଗଲ୍ ଦେହରେ କ୍ୟାମେରା, ସୋଲାର୍ ପ୍ଲେଟ୍ ସହିତ ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ଖଞ୍ଜା ଯାଇଥିବା ଦେଖିବାକୁ ମିଳିଛି। ଚିକନୌତା ଅଞ୍ଚଳରେ ଇଗଲ୍‌କୁ ଏଭଳି ଅବସ୍ଥାରେ ଦେଖିବା ପରେ ଲୋକେ ଏହାକୁ ଗୁପ୍ତଚର ପକ୍ଷୀ ବୋଲି ସନ୍ଦେହ କରି ସ୍ଥାନୀୟ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଇଗଲ୍‌ଟିକୁ ଉଦ୍ଧାର କରିଥିବା ସୂଚନା ମିଳିଛି। ଇଗଲ୍‌ ପକ୍ଷୀଟି କେଉଁଠୁ ଆସିଲା ? କିଏ, କାହିଁକି ଏବଂ […]

  • Wednesday, 21 July 2021
rs 2000
କ’ଣ ବନ୍ଦ ହୋଇଯିବ ୨୦୦୦ ଟଙ୍କିଆ ନୋଟ୍‌ ? ଏମିତି କହିଲେ ସରକାର...

ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ୩୧ ପରଠୁ ୨୦୦୦ ଟଙ୍କିଆ ନୋଟ୍‌ ବନ୍ଦ ହୋଇଯିବ, ଏହି ଖବର ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଖବରଟି ବି ଏମିତି ଯାହା ଶୁଣିଲେ କେହିବି ଚିନ୍ତାରେ ପଡ଼ି ଯିବେ। ତେବେ ପ୍ରକୃତରେ କ’ଣ ୨୦୦୦ ଟଙ୍କିଆ ନୋଟ୍‌ ବନ୍ଦ ହୋଇଯିବ ? ଏହା ବଦଳରେ ପୁଣି କ’ଣ ୧୦୦୦ ଟଙ୍କିଆ ନୋଟ୍‌ ଆସିବ ? ଆସନ୍ତୁ ଜାଣିବା ପ୍ରକୃତରେ ଏହି ଖବରର ସତ୍ୟାସତ୍ୟ ବିଷୟରେ…. କଳାଧନକୁ ବନ୍ଦ […]

  • Wednesday, 21 July 2021
sania
ଏହି ପୂର୍ବତନ କ୍ରିକେଟରଙ୍କ ବୋହୂ ହେବାକୁ ଯାଉଛନ୍ତି ସାନିଆଙ୍କ ଭଉଣୀ

ନୂଆଦିଲ୍ଲୀ: ଟେନିସ୍‌ ତାରକା ସାନିଆ ମିର୍ଜାଙ୍କ ଭଉଣୀ ଅନମ୍‌ ମିର୍ଜା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସାନିଆ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଅନମ୍‌ଙ୍କ ବିବାହର ଏକ ରସମ୍‌ ଅର୍ଥାତ୍‌ ମେହେନ୍ଦୀ ନାଇଟ୍‌ର ଫଟୋ ଶେଆର୍‌ କରିଛନ୍ତି। ଏଥିରେ ଉଭୟ ବହୁତ ସୁନ୍ଦର ଦିଶୁଛନ୍ତି। ସାନିଆ, ବ୍ଲାକ୍‌ ରଙ୍ଗର କ୍ରପ୍‌ ଟପ୍‌ ଓ ରେଡ୍‌ ସ୍କର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି।     View this post on Instagram   Mehendi night ?❣️ #AbBasAnamHi @anammirzaaa […]

  • Wednesday, 21 July 2021