• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

water tank
ହଠାତ୍‌ ଭୁଶୁଡ଼ି ପଡ଼ିଲା ବିରାଟକାୟ ପାଣି ଟାଙ୍କି

ଭୋପାଳ: ଚାହୁଁ ଚାହୁଁ ହଠାତ୍‌ ଭୁଶୁଡ଼ି ପଡ଼ିଲା ବିରାଟକାୟ ପାଣି ଟାଙ୍କି। ଆଉ ସ୍ଥାନୀୟ ଅଞ୍ଚଳରେ ପାଣିର ସୁଅ ଛୁଟିଲା। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାରେ। ସୂଚନା ଅନୁସାରେ, ବୁଧବାର ଦିନ ଅପରାହ୍ଣ ୩ଟାରେ ସାରେଙ୍ଗା ଥାନା ଅନ୍ତର୍ଗତ ଫତେଦଙ୍ଗା ଅଞ୍ଚଳରେ ଏହି ପାଣି ଟାଙ୍କିଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଅନ୍ୟପକ୍ଷରେ ଟ୍ୟାଙ୍କି ଭୁଶୁଡ଼ି ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଜଳ ଯୋଗାଣ ଠପ୍ ହୋଇଯାଇଛି। ତେବେ ନିମ୍ନାମାନର କାମ ଯୋଗୁ […]

  • Wednesday, 21 July 2021
Nirbhaya Convicts
ଶେଷ ଇଚ୍ଛାକୁ ନେଇ ଚୁପ୍‌ ରହିଲେ ନିର୍ଭୟା ଦୋଷୀ !

ନୂଆଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଫାଶୀ ପାଇବାକୁ ଥିବା ୪ ଦୋଷୀଙ୍କ ଶେଷ ଇଚ୍ଛା କ’ଣ ? ଏହା ସେମାନଙ୍କୁ ପଚରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ତିହାର ଜେଲ୍‌ରେ ଥିବା ଏହି ୪ ଦୋଷୀଙ୍କୁ ସେମାନଙ୍କର ଶେଷ ଇଚ୍ଛା ସମ୍ପର୍କରେ ପଚରା ଯାଇଥିଲା। ଶେଷଥର ପାଇଁ ଘର ଲୋକଙ୍କୁ କେବେ ସାକ୍ଷାତ କରିବାକୁ ଚାହୁଁଛନ୍ତି ବୋଲି ପଚରା ଯାଇଥିଲା। ହେଲେ ଏନେଇ ସେମାନେ ଚୁପ୍‌ ଥିବା ଜଣାପଡ଼ିଛି। କାହିଁକି ନା ୪ ଜଣଙ୍କୁ ମଧ୍ୟରୁ […]

  • Wednesday, 21 July 2021
AT Chief
ଜେଲ୍‌ର ଟଏଲେଟ୍‌ ଭିତରେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମୁଖ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡର ମୁଖ୍ୟ ପ୍ରଦୀପ ସେଠୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଜେଲ୍‌ରେ ଥିବା ଟଏଲେଟ୍‌ ଭିତରେ ବେକରେ ଇନଭର୍ଟର ତାର ଗୁଡ଼ାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଜେଲ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ୧୫ରେ ଜେଲ୍‌ ଭିତରେ ଥିବା ୱେଲ୍‌ଫେୟାର ଅଫିସକୁ କୌଣସି କାମ ପାଇଁ ପ୍ରଦୀପ ଯାଇଥିଲେ।  ସେହି ସମୟରେ ଅଫିସ ପିଅନ୍ […]

  • Wednesday, 21 July 2021
nokia 4.2
ମାତ୍ର ୬ ହଜାରରେ କିଣନ୍ତୁ ୧୩ ହଜାର ଟଙ୍କାର ଫୋନ୍‌, ଆଜି ଶେଷ ଦିନ

ନୂଆଦିଲ୍ଲୀ: ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହୋଇଥିବା ଆମାଜନ୍‌ର ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ର (Amazon Great Indian Sale) ଆଜି ଶେଷ ଦିନ। ଏହି ସେଲ୍‌ରେ ନୂଆ-ପୁରୁଣା ସମସ୍ତ ବ୍ରାଣ୍ଡ୍‌ ଜିନିଷରେ କମ୍ପାନୀ ଅଫର୍‌ ଦେଉଛି। ଯଦି ଆମେ ଅଫର୍‌ କଥା କହିବା ତେବେ Nokia 4.2 ମୋବାଇଲ୍‌ ଫୋନ୍‌ରେ ଆପଣଙ୍କୁ ଭଲ ଅଫର୍‌ ମିଳିବ। ଯାହାର ଫାଇଦା ଆପଣ ଉଠାଇ ପାରିବେ। ଆମାଜନ୍‌ର ଏହି ସେଲ୍‌ରେ ଆପଣ Nokia 4.2 ଫୋନ୍‌କୁ ୭ ହଜାର ଟଙ୍କା […]

  • Wednesday, 21 July 2021
pregnancy
ଜାଣନ୍ତି, ଗର୍ଭାବସ୍ଥାରେ କାହିଁକି ତୁଳସୀ ଖାଆନ୍ତି ?

ତୁଳସୀ ଏକ ଔଷଧୀୟ ବୃକ୍ଷ। ଏହାର ବିଶେଷ ଔଷଧୀୟ ଗୁଣ ପାଇଁ ଏହାକୁ ମହୌଷଧୀର ମାନ୍ୟତା ମିଳିଛି। ବିଭିନ୍ନ ରୋଗର ଉପଚାର ପାଇଁ ଏହା ପ୍ରୟୋଗ କରାଯାଇଥାଏ। ଔଷଧୀୟ ଗୁଣରେ ଭରପୁର ଥିବା ଏହି ତୁଳସୀ ଗର୍ଭବତୀ ମହିଳାମାନଙ୍କ ପାଇଁ କୌଣସି ବରଦାନଠାରୁ କମ୍ ନୁହେଁ। ଗର୍ଭାବସ୍ଥାରେ ମହିଳାମାନଙ୍କ ପାଇଁ ଅନେକ ପ୍ରକାର ଔଷଧ ବାରଣ ଥିଲେ ମଧ୍ୟ ତୁଳସୀର ବାରଣ ନ ଥାଏ । କାରଣ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ। ତେବେ ଏହାର […]

  • Wednesday, 21 July 2021
dsp
ଡେରିରେ କବାଟ ଖୋଲିଲେ ପତ୍ନୀ, ଗୁଳି ମାରିଦେଲେ ଡିଏସ୍‌ପି ସ୍ୱାମୀ !

ଚଣ୍ଡୀଗଡ଼: ପଞ୍ଜାବ ପୁଲିସ୍‌ରେ ସିଂଘମ ନାଁରେ ପରିଚିତ ଡିଏସ୍‌ପି ଅତୁଲ ସୋନିଙ୍କ ବିରୋଧରେ ହତ୍ୟା ଉଦ୍ୟମ (Attempt to murder) ଓ Arms Act ଆଧାରରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଆସିଛି ଯେ, ଡିଏସ୍‌ପି ତାଙ୍କ ପତ୍ନୀଙ୍କ ଉପରେ ଗୁଳି ଚଳାଇ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ। ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ଏକ ପାର୍ଟିରୁ ଅତୁଲ ଘରକୁ ଫେରିଥିଲେ। ଘରେ ପହଞ୍ଚି ସେ […]

  • Wednesday, 21 July 2021
odisha
ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ବେଳେ ବେଟିଂ କାରବାର

ଜଳେଶ୍ୱର: ସେପଟେ ଚାଲିଥିଲା ମ୍ୟାଚ୍‌, ଆଉ ଏପଟେ ହେଉଥିଲା ବେଟିଂ କାରବାର। ଗତକାଲି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ୍ ଚାଲିଥିବା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ବେଟିଂ କାରବାର ଚାଲିଥିବା ନେଇ ଜଳେଶ୍ୱର ପୁଲିସ୍‌କୁ ଖବର ମିଳିଥିଲା। ଖବର ପାଇ ପୁଲିସ୍‌ ଜଳେଶ୍ୱର ଗ୍ୟାରେଜ ବଜାରରେ ଚଢ଼ାଉ କରି ବେଟିଂ କାରବାର ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ରାସପୁର ଅଞ୍ଚଳର ଶେଖ୍ ଅମିରୁଦ୍ଦିନ। ତା’ଙ୍କ ନିକଟରୁ ୧ ଲକ୍ଷ ୩୦ ହଜାର ଟଙ୍କା […]

  • Wednesday, 21 July 2021
flight
ବିମାନରେ ଏମିତି ଶୁଖାଇଲେ ଜୋତା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଜୋତା ଶୁଖାଇବା ପାଇଁ ଏମିତି ଏକ ପନ୍ଥା ଆପଣାଇଛନ୍ତି, ଯାହା ଆପଣଙ୍କୁ ଅଜବ ଲାଗିବ। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଯାତ୍ରୀ ଜଣକ ନିଜ ଜୋତା ଶୁଖାଇବା ପାଇଁ ଏୟାର ଭେଣ୍ଟ୍‌ରୁ ବାହାରୁଥିବା ପବନର ବ୍ୟବହାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଯାତ୍ରୀଙ୍କ ଜଣକ ସିଟ୍‌ରେ ବସିଛନ୍ତି ଓ ଗୋଟିଏ ହାତରେ ଏକ ଜୋତା ଧରିଛନ୍ତି। ଜୋତାଟିକୁ […]

  • Wednesday, 21 July 2021
Poster
“ନୋ କ୍ୟାସ୍‌, ନୋ ପେଟିଏମ୍‌” ପୋଷ୍ଟର ଲଗାଇଲେ ଲୋକେ

ନୂଆଦିଲ୍ଲୀ: “ନୋ କ୍ୟାସ୍‌, ନୋ ପେଟିଏମ୍‌…ନୋ ଆକାଉଣ୍ଟ୍‌”। ପୋଷ୍ଟରରେ ଏମିତି କିଛି ଲେଖା ହୋଇଥିବା ଦେଖିବାକୁ ମିଳିଛି ଦିଲ୍ଲୀର ଶାହିନ୍‌ବାଗ୍‌ରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ସ୍ଥାନରେ। ଅଭିଯୋଗ ଆସିଛି ଯେ, ବିକ୍ଷୋଭ ପ୍ରଦର୍ଶନ ପାଇଁ ଏଠାକୁ ଆସିଥିବା ମହିଳାଙ୍କୁ ପ୍ରତ୍ୟେକ ଦିନ ୫୦୦ ଟଙ୍କା ଦିଆ ଯାଇଥିଲା। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ବିରୋଧ କରି ବିକ୍ଷୋଭରେ ସାମିଲ ହୋଇଥିବା ମହିଳାଙ୍କୁ ପ୍ରତ୍ୟେକ ଦିନ ୫୦୦ ଟଙ୍କା ଦିଆଯାଇଥିବା ନେଇ […]

  • Wednesday, 21 July 2021
Shirdi
ଆଜିଠୁ ଶିରିଡି ବନ୍ଦ

ଶିରିଡି: ଆଜିଠୁ ଶିରିଡି ବନ୍ଦ। ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମନ୍ତବ୍ୟକୁ ଦୃଢ଼ ବିରୋଧ କରି ଆଜି ଶିରିଡିରେ ବନ୍ଦ ଡାକରା ଦିଆଯାଇଛି। ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆଜିଠୁ ଶିରିଡିରେ ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ, ହୋଟେଲ ଓ ଆଶ୍ରମ ବନ୍ଦ ରହିବ। ଫଳରେ ପ୍ରତିଦିନ ଦର୍ଶନ ଲାଗି ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ମନ୍ଦିର […]

  • Wednesday, 21 July 2021
marriage invitation card
ବାହାଘର କାର୍ଡରେ CAA ସଚେତନତା, ଯୁବକ କହିଲେ...

ଭୋପାଳ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ସମର୍ଥନ ଓ ସଚେତନତା ନେଇ ମଧ୍ୟପ୍ରଦେଶର ଜଣେ ଯୁବକ ନିଜ ବିବାହ କାର୍ଡରେ ‘I Support CAA’ ଲେଖିଛନ୍ତ।। ଏହି ବାହାଘର କାର୍ଡକୁ ନେଇ ଏବେ ସହରରେ ବେଶ ଚର୍ଚ୍ଚା।  ଲୋକମାନେ ସିଏଏକୁ ଭଲ ଭାବରେ ଜାଣନ୍ତୁ ଏବଂ ବୁଝନ୍ତୁ ବୋଲି ଯୁବକ ଜଣକ ଚାହୁଁଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସେ ଏପରି  ଅଭିନବ ପ୍ରୟାସ କରିଥିବା କହିଛନ୍ତି। ଯୁବକ ଜଣକ ହେଲେ ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲାର […]

  • Wednesday, 21 July 2021
shiridi
କାଲିଠୁ ଅନିର୍ଦ୍ଦିଷ୍ଟକାଳ ଯାଏ ଶିରିଡି ବନ୍ଦ

ଶିରିଡି: ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବୟାନକୁ ତ୍ରୀବ ବିରୋଧ କରାଯାଇଛି। ଯାହାକୁ ନେଇ ଏବେ ଅନିର୍ଦ୍ଦିଷ୍ଟକାଳ ଯାଏ ଶିରିଡି ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତାକାଲିଠୁ ଶିରିଡି ବନ୍ଦ ନେଇ ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ହୋଇଛି। ତେବେ ମନ୍ଦିର ଖୋଲା ରହିବ। ହେଲେ ସ୍ଥାନୀୟ ହୋଟେଲ, ଆଶ୍ରମ ସମେତ ଦୋକାନ, ବଜାର ସବୁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ […]

  • Wednesday, 21 July 2021
Nirbhaya's Mother
କଂଗ୍ରେସରେ ଯୋଗଦେବା ନେଇ ଏମିତି କହିଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ନିର୍ଭୟାଙ୍କ ମା’ ଆଶା ଦେବୀ ନିର୍ବାଚନ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କଂଗ୍ରେସ ଦଳରେ ସାମିଲ ହୋଇ ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନରେ ସେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ଶୁକ୍ରବାର ଦିନ ପୂରା ଘଟଣା ଉପରୁ ପରଦା ହଟିଛି। ରାଜନୀତି ତାଙ୍କର କୌଣସି ଇଚ୍ଛା ନାହିଁ ବୋଲି ସେ(ନିର୍ଭୟାଙ୍କ ମା’) ସ୍ପଷ୍ଟ ଭାବରେ କହିଛନ୍ତି। କଂଗ୍ରେସରେ ଯୋଗଦେବା ନେଇ ଏକ ପ୍ରଶ୍ନର ଉତ୍ତର […]

  • Wednesday, 21 July 2021
Sex-Racket
ନାମୀଦାମୀ ହୋଟେଲ୍‌ରେ ଚାଲୁଥିଲା ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌, ଅଭିନେତ୍ରୀ ଉଦ୍ଧାର

ମୁମ୍ୱାଇ: ମୁମ୍ୱାଇ ପୁଲିସ ଏକ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟକୁ ଠାବ କରିଛି। ମୁମ୍ୱାଇ ଅନ୍ଧେରିରେ ଥିବା ଏକ ତିନି ତାରକା ହୋଟେଲରେ ସେକ୍ସ ରାକେଟ ଚାଲିଥିବା ବେଳେ ଗୁରୁବାର ରାତିରେ ପୁଲିସ ରେଡ୍ କରି ଜଣେ ୨୯ ବର୍ଷୀୟ ମହିଳାଙ୍କୁ ଗିରଫ କରିବା ସହ ୩ ଜଣ ଅଭିନେତ୍ରୀଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ମଧ୍ୟରେ ଜଣେ ନାବାଳିକା ଅଛନ୍ତି। ରେଡ୍ ବେଳେ ପୁଲିସ୍‌ ହାତରେ ଧରାପଡ଼ିଥିବା ଏହି ତିନି ମହିଳା ଦେହ ବ୍ୟବସାୟରେ ସାମିଲ୍ ଥିବା ଜଣାପଡ଼ିଛି। […]

  • Wednesday, 21 July 2021
nirbhaya convict
ନୂଆ ଚାଲ୍‌ ଚଳାଇଲା ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ଗୋଟିଏ ପଟେ ନିର୍ଭୟା ଦୋଷୀମାନଙ୍କୁ କେବେ ଦିଆଯିବ ଫାଶି ସେନେଇ ସସ୍‌ପେନ୍ସ ଜାରି ରହିଥିବାବେଳେ ଅନ୍ୟପଟେ ଦୋଷୀମାନେ ତାଙ୍କର ଗୋଟିଏ ପରେ ଗୋଟିଏ ଚାଲ୍‌ ଚଳାଇବାରେ ଲାଗିଛନ୍ତି। ୨୨ ତାରିଖରେ ୪ ନର୍ଭୟା ଦୋଷୀଙ୍କୁ ଫାଶି ଦିଆଯାଇଥାନ୍ତା। ହେଲେ ଏହି ଫାଶୀ ଦଣ୍ଡ ଉପରେ ରୋକ ଲାଗିଛି। କାରଣ ଲୋମହର୍ଷଣକାରୀ ନର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ ମୁକେଶ କ୍ଷମା ଆବେଦନ କରିଥିବାରୁ ଗତକାଲି ଦିଲ୍ଲୀ ହାଇକୋର୍ଟ ସମସ୍ତଙ୍କ ଫାଶୀ […]

  • Wednesday, 21 July 2021
train accident
ଦୁର୍ଘଟଣା ପରେ ବଦଳିଲା ଏହିସବୁ ଟ୍ରେନ୍‌ର ଗତିପଥ

କଟକ: କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍‌ଠୁ ମାତ୍ର କିଛି ମିଟର ଦୂରରେ ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ୍ ହୋଇଛି। ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଶାଳଗାଁ ନିକଟରେ ଲାଇନ୍‌ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଏକ୍ସପ୍ରେସ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ୩ଟି ବଗି ସାମାନ୍ୟ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। […]

  • Wednesday, 21 July 2021
tv
ଏଣିକି ଆହୁରି ଶସ୍ତାରେ ଦେଖିପାରିବେ ଟିଭି

ନୂଆଦିଲ୍ଲୀ: ଏଣିକି ଟିଭି ଦେଖିବା ପାଇଁ ଆପଣଙ୍କୁ ଆଉ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ। କାହିଁକି ନା ଯେଉଁଠି ଆପଣଙ୍କୁ ଗୋଟିଏ ଚ୍ୟାନେଲ୍‌ ଦେଖିବା ପାଇଁ ୧୯ ଟଙ୍କା ଦେବାକୁ ପଡ଼ୁଥିଲା, ଏବେ ଏଥିପାଇଁ ୧୨ ଟଙ୍କା ଦେବାକୁ ପଡ଼ିବ। TRAI ଚେୟାର୍‌ମ୍ୟାନ୍‌ ଆର୍‌ଏସ୍‌ ଶର୍ମା ଏସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ‘ପୂର୍ବରୁ କିଛି ଚ୍ୟାନେଲ୍‌ ପାଇଁ ଗ୍ରାହକଙ୍କୁ ୫ ଟଙ୍କା ଚାର୍ଜ କରାଯାଉଥିଲା।। ଯାହାକି ପରେ ଏହା ୧୯ ଟଙ୍କା ହୋଇଯାଉଥିଲା। SD […]

  • Wednesday, 21 July 2021
police
ଟ୍ୱିଟ୍‌ କରି ପୁଲିସ୍‌କୁ ମହିଳାଙ୍କ ଫୋନ୍‌ ନମ୍ବର ମାଗିଲେ ଯୁବକ, ଆଉ ତା’ପରେ....

ପୁଣେ: ଲୋକମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ଏବଂ ସେମାନଙ୍କୁ ଯେପରି ସମସ୍ତ ପ୍ରକାରର ସହାୟତା ମିଳିପାରିବ ସେନେଇ ଦେଶରେ ଥିବା ଅନେକ ପୁଲିସ୍‌ ବିଭାଗ ସୋଶାଲ୍‌ ମିଡିଆର ବ୍ୟବହାର କରିଥାନ୍ତି। ତେବେ ପୁଲିସ୍‌ ଆକାଉଣ୍ଟରୁ ଯେତେବେଳେ ମଜାଳିଆ ଓ କ୍ରିଏଟିଭ୍‌ ୱାର୍ଣ୍ଣିଂ ଆସିଥାଏ, ତାହା ଲୋକଙ୍କୁ ଆହୁରି ଅଧିକ ଆକର୍ଷିତ କରିଥାଏ। ଏଭଳି କିଛି ଘଟଣା ଟ୍ୱିଟରରେ ଦେଖିବାକୁ ମିଳିଛି। ଟ୍ୱିଟରରେ ପୁଣେ ପୁଲିସ୍‌କୁ ଜଣେ ଯୁବକ ମହିଳାଙ୍କ ଫୋନ୍‌ ନମ୍ବର ମାଗିଥିଲେ। […]

  • Wednesday, 21 July 2021
bsnl
BSNLର ନୂଆ ପ୍ଲାନ୍‌ ! ୧୫୦୦ ଜିବି ଡାଟା ସହ ମିଳିବ ଅନ୍‌ଲିମିଟେଡ୍‌ କଲିଂ

ନୂଆଦିଲ୍ଲୀ: ଜିଓକୁ ଟକ୍କର ଦେବାପାଇଁ BSNL ଏହାର ଗ୍ରାହକଙ୍କ ପାଇଁ ନୂଆ ବ୍ରଡ୍‌ ବ୍ୟାଣ୍ଡ୍‌ ପ୍ଲାନ୍‌ ଲଞ୍ଚ କରିଛି। ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ 200Mbps ସ୍ପିଡ୍‌ର ୧୫୦୦ଜିବି ଡାଟା ମିଳିବ। ଏହି ପ୍ଲାନ୍‌, କମ୍ପାନୀର bharat fiber portfolio planର ଏକ ଅଂଶ। ଏହାର ମୂଲ୍ୟ ୧,୯୯୯ ଟଙ୍କା ରଖା ଯାଇଛି। ସୂଚନା ଅନୁସାରେ, ଏହି ପ୍ଲାନ୍‌ଟି ଲଞ୍ଚ ହେବାର (୨୦୨୦, ଜାନୁଆରୀ ୮) ୯୦ ଦିନ ପର୍ଯ୍ୟନ୍ତ ଏହାର ଭାଲିଡିଟି(ବୈଧତା) ରହିବ। ବର୍ତ୍ତମାନ କିଛି ସର୍କଲ୍‌ […]

  • Wednesday, 21 July 2021
money
୧୦୦ ଟଙ୍କିଆ ବଦଳରେ ଏଟିଏମ୍‌ରୁ ବାହାରିଲା ୫୦୦ ଟଙ୍କିଆ ନୋଟ୍‌, ଆଉ ତା’ପରେ...

ବେଙ୍ଗାଲୁରୁ: ୧୦୦ ଟଙ୍କିଆ ବଦଳରେ ଏଟିଏମ୍‌ରୁ ବାହାରିଲା ଖାଲି ୫୦୦ ଟଙ୍କିଆ ନୋଟ୍‌। ଏହାପରେ ଲୋକମାନେ ଲୋଭରେ ପଡ଼ି ଏଟିଏମ୍‌ରୁ ଟଙ୍କା ଉଠାଇବାରେ ପୂରାପୂରି ବ୍ୟସ୍ତ ରହିବା ସହ ଏଟିଏମ୍‌ ବାହାରେ ବି ଲୋକଙ୍କ ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା। ବୁଧବାର ଦିନ କର୍ଣ୍ଣାଟକରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା। କର୍ଣ୍ଣାଟକ କୋଡାଗୁ ଜିଲ୍ଲାର ମଦିକରୀ ସହରରେ ଥିବା କାନାଡ଼ା ବ୍ୟାଙ୍କର ଏକ ଏଟିଏମ୍‌ରେ ଏଭଳି କିଛି ତ୍ରୁଟି ଦେଖିବାକୁ ମିଳିଥିଲା। ଏଟିଏମ୍‌ରୁ ୧୦୦ ଟଙ୍କା […]

  • Wednesday, 21 July 2021
jio
ଜିଓର ଜବରଦସ୍ତ ପ୍ଲାନ୍‌ ! କମ୍‌ ଟଙ୍କା ରିଚାର୍ଜରେ ମିଳିବ ଅଧିକ ଫାଇଦା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର ଆଣିଥାଏ। ତାହା କଲିଂ ହେଉ କିମ୍ବା ଇଣ୍ଟରନେଟ୍‌ ଡାଟା, କମ୍ପାନୀର ରିଜାର୍ଜ ପ୍ଲାନ୍‌ ଏମିତି ଥାଏ ଯାହା ୟୁଜର୍ସଙ୍କୁ କମ୍‌ ଦାମ୍‌ରେ ଅଧିକ ଫାଇଦା ମିଳିଥାଏ। ଖାଲି ଏତିକି ନୁହେଁ ଜିଓ ଏହାର ରିଚାର୍ଜ ପ୍ଲାନ୍‌ ସହ ମାଗଣାରେ ଜିଓ ଆପ୍ସକୁ access କରିବା ପାଇଁ ସୁବିଧା ମଧ୍ୟ ଦେଇଥାଏ। ଯଦି ଆପଣଙ୍କ ବଜେଟ୍‌ କମ୍ ରହିଛି ଆଉ ଏହି ବଜେଟ୍‌ ଭିତରେ ଆପଣ […]

  • Wednesday, 21 July 2021
Security official
ଆତଙ୍କବାଦୀଙ୍କ ସହ କାର୍‌ରେ ଯାତ୍ରା କରୁଥିଲେ DSP, ଧରିଲା ପୁଲିସ୍‌

ଶ୍ରୀନଗର: ଆତଙ୍କୀ ଲିଙ୍କ୍‌ରେ ଗିରଫ ହେଲେ ଡିଏସ୍‌ପି। ଆତଙ୍କବାଦୀଙ୍କ ସହ ଲିଙ୍କ୍‌ ଅଭିଯୋଗରେ DSP ଦଭିନ୍ଦର ସିଂଙ୍କୁ ଜମ୍ମୁ ଓ କଶ୍ମୀର ପୁଲିସ୍‌ ଶନିବାର ଗିରଫ କରିଛି। ଏହାସହ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ୨ ଜଣ ଟପ୍‌ ଆତଙ୍କବାଦୀଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ‌ଏହି ଦୁଇ ଆତଙ୍କବାଦୀ ହେଲେ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ଟପ୍‌ କମାଣ୍ଡର ନଭିଦ୍‌ ବାବୁ ଓ ଆତଙ୍କବାଦୀ ଅସିଫ୍ ରାଥର। ଏହି ୨ ଜଣ ଆତଙ୍କବାଦୀଙ୍କ ସହ DSP କାର୍‌ରେ ଯାତ୍ରାରେ କରୁଥିବା ବେଳେ […]

  • Wednesday, 21 July 2021
odisha
ଏହି ୩ ସାହିତ୍ୟିକଙ୍କୁ ମିଳିବ ତପସ୍ୟା ଫାଉଣ୍ଡେସନ୍‌ ସାହିତ୍ୟ ପୁରସ୍କାର- ୨୦୧୯

ଭୁବନେଶ୍ୱର: ଭୁବନେଶ୍ୱର ତପସ୍ୟା ଫାଉଣ୍ଡେସନ୍‌ ପକ୍ଷରୁ ୨୦୧୯ ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ନାଟ୍ୟକାର ଓ ଅଭିନେତା ନାରାୟଣ ଚନ୍ଦ୍ର ମହାପାତ୍ରଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୧୯’, ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକତା ଓ ସାହିତ୍ୱର ବଳିଷ୍ଠ ସ୍ୱର ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା ସୃଜନ ପୁରସ୍କାର-୨୦୧୯’ ଏବଂ ଯୁବ ଲେଖକ ଡିଲେଶ୍ୱର ରଣାଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୧୯’ରେ ସମ୍ମାନିତ କରାଯିବ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଏହି ୩ ଜଣ ସାହିତ୍ୟିକଙ୍କୁ ମୋଟ୍‌ […]

  • Wednesday, 21 July 2021
caa 1
କାର୍ଯ୍ୟକାରୀ ହେଲା ସିଏଏ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଜାନୁଆରୀ ୧୦ ତାରିଖରୁ କାର୍ଯ୍ୟକାରୀ ହୋଇଛି। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଏସମ୍ପର୍କରେ ସୂଚନା ଦିଆଯାଇଛି। ଏହି ଆଇନ୍‌ ବଳରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ନିଜ ଧର୍ମ ପାଇଁ ନିର୍ଯାତନାର ଶିକାର ହେଉଥିବା ସଂଖ୍ୟାଲଘୁ ଯଥା ହିନ୍ଦୁ, ଶିଖ୍‌, ଖ୍ରୀଷ୍ଟିଆନ୍‌, ପାର୍ସୀ, ବୌଦ୍ଧ ଏବଂ ଜୈନ ଧର୍ମାବଲମ୍ବୀଙ୍କୁ ନାଗରିକତା ମିଳିବ। ତେବେ ସର୍ତ୍ତ ରହିଛି ସେମାନେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ […]

  • Wednesday, 21 July 2021
jnu
ଜେଏନ୍‌ୟୁ ହିଂସା: ହ୍ୱାଟ୍ସ ଆପ୍‌ ଗ୍ରୁପ୍‌ର ୩୭ ସଦସ୍ୟ ଚିହ୍ନଟ

ନୂଆଦିଲ୍ଲୀ: ଜେଏନ୍‌ୟୁ ହିଂସା ପଛରେ ୩୭ ଜଣଙ୍କୁ ଚିହ୍ନଟ କରିଛି ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍। ଏହି ଚିହ୍ନଟ ପ୍ରକ୍ରିୟା ୬୦ ଜଣିଆ ହ୍ୱାଟ୍ସ ଆପ୍‌ ଗ୍ରୁପ ‘ୟୁନିଟି ଏଗ୍‌ନେଷ୍ଟ ଲେଫ୍ଟ’ରୁ କରିଛି ପୁଲିସ୍। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦ ଜଣ ବିଶ୍ୱବିଦ୍ୟାଳୟ ବାହାରର ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଶୁକ୍ରବାର ଦିନ ପ୍ରେସ୍‌ କନଫରେନ୍ସ କରି ଜେଏନ୍‌ୟୁ ହିଂସା ପଛରେ ୯ ଜଣଙ୍କୁ ଚିହ୍ନଟ କରିଥିଲା ପୁଲିସ। ଯେଉଁଥିରେ ଜେଏନ୍‌ୟୁ ଛାତ୍ର ସଂଘର […]

  • Wednesday, 21 July 2021