• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

vikram
ଆଉ ନାହିଁ ସମୟ; ଆସନ୍ତାକାଲି ମଧ୍ୟରେ ଯଦି ଲ୍ୟାଣ୍ଡର୍ ବିକ୍ରମର ସୂଚନା ନ ମିଳେ ତେବେ…

ନୂଆଦିଲ୍ଲୀ: ସରି ସରି ଆସୁଛି ଚନ୍ଦ୍ରଯାନ-୨ର ଡେଡ୍‌ଲାଇନ। ଆସନ୍ତାକାଲି ଭିତରେ ଯଦି ଲ୍ୟାଣ୍ଡର୍ ବିକ୍ରମର କିଛି ସୂଚନା ନ ମିଳେ, ତେବେ ତା ସହିତ ଆଉ କୌଣସି ପ୍ରକାର ଯୋଗାଯୋଗ କରିବା ସଂପୂର୍ଣ୍ଣ ରୂପେ ଅସମ୍ଭବ ହୋଇପଡ଼ିବ। କାରଣ ଆସନ୍ତାକାଲି ପରେ ଚନ୍ଦ୍ରପୃଷ୍ଠରେ ଆରମ୍ଭ ହେବ ଶୀତ ରାତି। ଚନ୍ଦ୍ରପୃଷ୍ଠରେ ତାପମାତ୍ରା ୨୦୦ ଡିଗ୍ରୀ ତଳକୁ ଖସିଯିବ। ଏହା ପରେ ବିକ୍ରମ ଆଉ କାମ କରିବ ନାହିଁ। ବିକ୍ରମକୁ ଠାବ କରିବାରେ ନାସା ମଧ୍ୟ ଏକ ପ୍ରକାର […]

  • Thursday, 22 July 2021
gggg
ବଲିଉଡ୍‌ ଗାୟକ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଉପରେ ମରଣାନ୍ତକ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗର ଯାଦବପୁର ବିଶ୍ୱବିଦ୍ୟାଳୟରେ ଆଜି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏନ୍‌ଆରସି ଲାଗୁ ହେବାକୁ ବିରୋଧ କରି କିଛି ଛାତ୍ର ଏଭଳି ଘଟାଇଛନ୍ତି। ଆଜି ଏବିଭିପି ପକ୍ଷରୁ ଏହି ଶିକ୍ଷାନୁଷ୍ଠାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବାବୁଲଙ୍କୁ କିଛି ଛାତ୍ର ଟଣାଓଟରା କରିବା ସହ ତାଙ୍କ ଶାର୍ଟ ଚିରିଦେଇଥିବା ଏକ ଭିଡିଓରେ ଦେଖାଯାଇଛି। ଏଥିରେ ଏତେ ସଙ୍ଗିନ୍‌ ପରିସ୍ଥିତି ସତ୍ତ୍ୱେ ବାବୁଲ ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ଜବାବ ରଖୁଥିବା ଦେଖାଯାଉଛି। ଏହି […]

  • Thursday, 22 July 2021
MODI-MAHARASTRA
ରାମ ମନ୍ଦିର ନେଇ ବିବାଦୀୟ ମନ୍ତବ୍ୟ ଦେଉଥିବା ନେତାଙ୍କୁ ଏମିତି କହିଲେ ମୋଦି

ନୂଆଦିଲ୍ଲୀ: ରାମଜନ୍ମଭୂମି ଏବଂ ବାବରୀ ମସଜିଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ସମୟରେ ରାମ ମନ୍ଦିରକୁ ନେଇ ଅନେକ ବଡ଼ମୁହାଁ ନେତା ବିବାଦୀ ମନ୍ତବ୍ୟ ଦେଉଛନ୍ତି। ସେମାନେ ମୁହଁ ବନ୍ଦ ରଖିବା ଉଚିତ। ମହାରାଷ୍ଟ୍ରର ନାସିକରେ ଏକ ନିର୍ବାଚନ ରାଲିକୁ ସମ୍ୱୋଧନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା କହିଛନ୍ତି। ରାମ ମନ୍ଦିର ମାମଲା ଏବେ କୋର୍ଟରେ ଚାଲିଛି। ତେଣୁ ଏହାକୁ ନେଇ ଯେଉଁମାନେ ଟିପ୍ପଣୀ କରୁଛନ୍ତି ସେମାନେ ତାଙ୍କ ମୁହଁ ବନ୍ଦ […]

  • Thursday, 22 July 2021
Chandrayan
ସମର୍ଥନ ପାଇଁ ଧନ୍ୟବାଦ ଜଣାଇଲା ଇସ୍ରୋ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ୍‌ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ସମୟ ଆଗରୁ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଭାରତ ସମେତ ସାରା ଦେଶରୁ ଆସିଥିଲା ସମର୍ଥନ। ଏହାକୁ କେହି କେହି ବିଫଳ ବୋଲି ଅସ୍ୱୀକାର କରିବା ସହ ବିକ୍ରମକୁ ଠାବ କରିବା ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲେ। ତେବେ ଏଭଳି ଭଲପାବା ଏବଂ ସମର୍ଥନ ପ୍ରତି କୃତଜ୍ଞତା ଜଣାଇ ଇସ୍ରୋ ଆଜି ‘ଥାଙ୍କ ୟୁ’ ଟ୍ୱିଟ୍‌ କରିଛି। Thank you for standing by […]

  • Thursday, 22 July 2021
1487156592-8742
ବାସ୍ତବ ରୂପ ନେବ ଇସ୍ରୋର ମାନବ ମହାକାଶ ଅଭିଯାନ; ଇସ୍ରୋ-ଡିଆରଡିଓ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ନୂଆଦିଲ୍ଲୀ: ବାସ୍ତବ ରୂପ ନେବ ଇସ୍ରୋର ମାନବ ମହାକାଶ ଅଭିଯାନ। ଆଉ ଏଥିପାଇଁ ଇସ୍ରୋକୁ ପ୍ରଯୁକ୍ତି ସହାୟତା ଯୋଗାଇ ଦେବ ଡିଆରଡିଓ। ମହାକାଶକୁ ମଣିଷ ପଠାଇବା ଅଭିଯାନ ଲାଗି ବିଭିନ୍ନ ବୈଷୟିକ ବିକାଶ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ମଧ୍ୟରେ ଆଜି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମାନବ ମହାକାଶ ଯାନ କେନ୍ଦ୍ର (ଏଚ୍ଏସ୍‌ଏଫ୍‌ସି)ର ନିର୍ଦ୍ଦେଶକ ଡକ୍ଟର ଏସ୍‌ ୟୁନିକ୍ରିଷ୍ଣନ ନାୟାରଙ୍କ ନେତୃତ୍ୱରେ ଏକ […]

  • Thursday, 22 July 2021
shivkumra
ମନି ଲଣ୍ତରିଂ ମାମଲାରେ ବିଚାର ବିଭାଗୀୟ ହାଜତକୁ ଗଲେ କଂଗ୍ରେସ ନେତା ଡିକେ ଶିବକୁମାର

ନୂଆଦିଲ୍ଲୀ: ମନି ଲଣ୍ତରିଂ ମାମଲାରେ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ଶିବକୁମାରଙ୍କ ସ୍ୱାସ୍ଥ୍ୟ ନେଇ ବିଚାରପତି ଜଷ୍ଟିସ୍‌ ଅଜୟ କୁମାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ପ୍ରଥମେ ଏହି କଂଗ୍ରେସ ନେତାଙ୍କୁ ହସ୍ପିଟାଲ ନେଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏହାପରେ ସେ ହସ୍ପିଟାଲରେ ଆଡମିଟ୍‌ ହେବା ନହେବା ନେଇ ନିଷ୍ପତ୍ତି ନିଆଯିବ। ତାଙ୍କୁ ନୂଆଦିଲ୍ଲୀର […]

  • Thursday, 22 July 2021