ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଇର୍ଫାନ୍ ଖାନଙ୍କର ମାଆ ସୟୀଦା ବେଗମଙ୍କର ଶନିବାର ସକାଳେ ପରଲୋକ ହୋଇଛି। ବାର୍ଦ୍ଧକ୍ୟତା କାରଣରୁ ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲା। ମୃତ୍ୟୁ ବେଳକୁ ତାଙ୍କ ୯୫ ବର୍ଷ ବୟସ ହୋଇଥିଲା। ସେ ଜୟପୁରର ବେନିୱାଲ୍ କାନ୍ତା କ୍ରିଷ୍ଣା କଲୋନୀରେ ରହୁଥିଲେ। ସୟୀଦା ରାଜପରିବାରରୁ ଆସିଥିଲେ। ସେ ଜଣେ କବି ମଧ୍ୟ ଥିଲେ। ସୟୀଦାଙ୍କ ମୃତ୍ୟୁ ବିଷୟରେ ଫିଲ୍ମ ବ୍ୟବସାୟ ବିଶ୍ଲେଷକ କୋମଲ ନହାଟା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନ୍ୟୁ ଇଣ୍ଡିଆନ୍ […]
ବେଜିଂ: ଉତ୍ତର କୋରିଆ ଏକଛାତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଡାକ୍ତରି ଟମ୍ ପଠାଇଲା ଚାଇନା। ଗତ ସପ୍ତାହରେ ଏହି ୩୬ ବର୍ଷୀୟ କିମ୍ଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ କିମ୍ଙ୍କ ସ୍ୱାସ୍ଥ୍ୟବସ୍ଥା ଚେକ୍ କରିବାକୁ ଡାକ୍ତରୀଟିମ୍ ପଠାଇଛି ଚାଇନା। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସ ବିଶେଷ ସୂତ୍ରରୁ ଏହି ଖବର ପ୍ରକାଶ କରିଛି। ରୟଟର୍ସ ଅନୁସାରେ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ଜଣେ […]
ନୂଆଦିଲ୍ଲୀ: କରୋନା ମୁକାବିଲାରେ ରୋବୋଟ୍ ନେବ ପ୍ରମୁଖ ଭୂମିକା। କରୋନା ରୋଗୀଙ୍କଠାରୁ ସାମାଜିକ ଦୂରତା ବଜାୟ ରଖିବାରେ ସହାୟକ ହେବ ରୋବୋର୍ଟ। ଏହା କୌଣସି ଏମିତି ସେମିତି ରୋବୋଟ୍ ନୁହେଁ, ରୋବର୍ଟ ଦ୍ୱାରା ଡାକ୍ତରମାନେ ଯେଉଁଠି ବି ଥାଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ରୋଗୀଙ୍କ ସହ କଥା ହୋଇପାରିବେ। ଫଳରେ ଡାକ୍ତରଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍ ରହିବ। ହରିୟାଣା ଗୁରୁଗ୍ରାମସ୍ଥିତ କୋଭିଡ୍ ହସ୍ପିଟାଲରେ ଏଭଳି ଏକ ରୋବୋର୍ଟକୁ ପରୀକ୍ଷାମୂଳକ ଭାବେ ନିୟୋଜିତ କରାଯାଇଛି। ରୋବୋଟ୍ କରୋନା […]
ନୂଆଦିଲ୍ଲୀ: ଏଲ୍ପିଜି ଯୋଗାଣକୁ ସଠିକ କାର୍ଯ୍ୟକାରୀ କରିବା ଓ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ୍ ଯୋଗାଣ କାମକୁ ତ୍ୱରାନ୍ୱିତ କରିବା ପାଇଁ ଦେଶର ତୈଳ ବିପଣନ କମ୍ପାନୀ ଓ ଜିଲ୍ଲୀ ନୋଡାଲ୍ ଅଫିସର୍ମାନଙ୍କୁ ଆହ୍ୱାନ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଧ୍ର ପ୍ରଧାନ। ଏନେଇ ଧର୍ମେନ୍ଦ୍ର କହିଛନ୍ତି ଯେ କରୋନା ମହାମାରୀ ତଥା କରୋନା ଲକ୍ଡାଉନ୍ ପାଇଁ କେନ୍ଦ୍ର ସରକାର ଗରିବ ଲୋକ ପରିବାରକୁ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ […]
ୱାସିଂଟନ: ଆମେରିକା ପ୍ରଶାସନ ପକ୍ଷରୁ ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ ସାମୟିକ କଟକଣା ଜାରି କରାଯାଇଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଘୋଷଣା କରିଛନ୍ତି। ଆର୍ଥିକ ଅବସ୍ଥାର ସୁଧାର ଆସିବା ପରେ ଆମେରିକାର ନାଗରିକମାନଙ୍କୁ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ବିଦେଶୀମାନଙ୍କ ଆମେରିକା ଗସ୍ତ ଉପରେ କଟକଣା ଜାରି ହେବା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ଅଧିକ ନିଯୁକ୍ତି ସୁଯୋଗ ମିଳିବ ବୋଲି ଟ୍ରମ୍ପ କହିଛନ୍ତି। ପରିସ୍ଥିତିକୁ ନଜରରେ ରଖି ୬୦ […]
କର୍ଣ୍ଣାଟକ: କରୋନା ଭାଇରସ୍ ଯୋଗୁ ଭାରତରେ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍କୁ ବଢ଼ାଇ ଦିଆଯାଇଛି। ଲକ୍ଡାଉନ୍ ସମୟରେ ସରକାର କିଛି ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସରକାରୀ କର୍ମଚାରୀ, ଡେଲିଭରି ବଏ ପ୍ରମୁଖ । Karnataka: Central Crime Branch (CCB) Bengaluru has arrested 2 people who were trying to sell a two-headed snake under the cover of being delivery boys […]
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ଏପ୍ରିଲ ଅର୍ଥାତ୍ ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ସରପଞ୍ଚଙ୍କ ସହ ସିଧାସଳଖ କଥା ହେବେ। ପଞ୍ଚାୟତିରାଜ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଏପ୍ରିଲ ୨୪ରେ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ(e-Gram Swaraj Portal)ଏବଂ ମୋବାଇଲ ଆପ୍ର ଶୁଭାରମ୍ଭ କରିବେ। ପ୍ରତିବର୍ଷ ଏପ୍ରିଲ ୨୪କୁ ଜାତୀୟ ପଞ୍ଚାୟତରାଜ ଦିବସ ଭାବେ ପାଳନ କରାଯାଏ। 24 अप्रैल, शुक्रवार को राष्ट्रीय पंचायती […]
ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଇନ୍ଟାଞ୍ଜିବଲ୍ କଲ୍ଚରାଲ୍ ହେରିଟେଜ୍ ତାଲିକାରେ ସାମିଲ ହେଲା ଓଡ଼ିଶାର ୩ଟି ସାଂସ୍କୃତିକ ପରଂପରା ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣ ଛାୟାକୁ ଇନ୍ଟାଞ୍ଜିବଲ୍ କଲ୍ଚରାଲ୍ ହେରିଟେଜ୍ ତାଲିକାରେ ସାମିଲ କରିଛନ୍ତି ଭାରତ ସରକାର। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟ୍ଟେଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ସରକାରଙ୍କ […]
ନୂଆଦିଲ୍ଲୀ: ବଳକା ଚାଉଳକୁ ବ୍ୟବହାର କରି ତିଆରି ହେବ ହ୍ୟାଣ୍ଡ ସାନିଟାଇଜର୍। ବଳକା ଚାଉଳକୁ ବ୍ୟବହାର କରି ଇଥାନଲ ମିଶ୍ରିତ ପେଟ୍ରୋଲ ଦ୍ୱାରା ଆଲକହଲ ଆଧାରିତ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତି ନିଷ୍ପତ୍ତିକୁ ମଞ୍ଜୁରି ମିଳିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସୋମବାର ଏନ୍ବିସିସି ବା ଜାତୀୟ ଜୈବ ଇନ୍ଧନ ସମନ୍ୱୟ କମିଟି ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜାତୀୟ ଖାଦ୍ୟ ନିଗମ-ଏଫସିଆଇ ସହିତ ଉପଲବ୍ଧ ବଳକା ଚାଉଳକୁ ବ୍ୟବହାର କରି ତଥା ଇଥାନଲ […]