• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

save
୨୫ ହଜାର ହୋମଗାର୍ଡଙ୍କ ଚାକିରି ଗଲା

ଲକ୍ଷ୍ନୌ: ଦୀପାବଳି ପୂର୍ବରୁ ଉତ୍ତର ପ୍ରଦେଶରେ କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି। ରାଜ୍ୟରେ କାର୍ଯ୍ୟରତ ପ୍ରାୟ ୨୫ ହଜାର ହୋମଗାର୍ଡଙ୍କୁ ଯୋଗୀ ସରକାର ଚାକିରିରୁ ହଟାଇ ଦେଇଛନ୍ତି। ଦୈନିକ କାର୍ଯ୍ୟ ହିସାବରେ ଟଙ୍କା ନେଉଥିବା ଏହି ହୋମଗାର୍ଡମାନଙ୍କୁ ଏବେ କୌଣସି କାମରେ ନିୟୋଜିତ କରୁନାହାନ୍ତି। ଅକ୍ଟୋବର ୧୧ରେ ଉତ୍ତର ପ୍ରଦେଶ ପୁଲିସ୍‌ ମୁଖ୍ୟ ଏକ ବିଜ୍ଞପ୍ତି ଜରିଆରେ ସମସ୍ତ ହୋମଗାର୍ଡଙ୍କୁ କୌଣସି ପ୍ରକାରର ସରକାରୀ କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଜ୍ଞପ୍ତିରେ […]

  • Friday, 23 July 2021
pak
ହାଫିଜ୍ ସୟିଦ୍‌କୁ ବାନ୍ଧି ଦଣ୍ଡ ଦେବା ଲାଗି ପାକିସ୍ତାନକୁ ଆମେରିକାର ତାଗିଦ୍

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଏବାର ସହ ସଂସ୍ଥାପକ ତଥା ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍‌କୁ ବାନ୍ଧି ଦଣ୍ଡ ଦେବା ଲାଗି ପାକିସ୍ତାନକୁ ତାଗିଦ୍ କରିଛି ଆମେରିକା। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ନେଇ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ବା FATFର ରିପୋର୍ଟ ଆସିବା ପୂର୍ବରୁ ପାକିସ୍ତାନକୁ ଚରମବାଣୀ ଶୁଣାଇଛି ଆମେରିକା। ହାଫିଜ୍ ସୟିଦ୍ ସମେତ ଲସ୍କର ଅନ୍ୟ ୩ କୁଖ୍ୟାତ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି କୁହାଯାଇଛି। ଅନ୍ୟପକ୍ଷରେ ଲସ୍କର ଓ ଜମାତ ଉଲ୍ ଦାଓ୍ୱାର […]

  • Friday, 23 July 2021
collceto
ଉପଜିଲ୍ଲାପାଳ ହେଲେ ଦୃଷ୍ଟିହୀନ ମହିଳା ପ୍ରଞ୍ଜଳ ପାଟିଲ

ଥିରୁବନନ୍ତପୁରମ: ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଦେଶର ପ୍ରଥମ ଦୃଷ୍ଟିହୀନ ଭିନ୍ନକ୍ଷମ ମହିଳା ଆଇଏଏସ ଅଧିକାରୀ ପ୍ରଞ୍ଜଳ ପାଟିଲ। କେରଳର ଥିରୁଅନନ୍ତପୁରମ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ପିଲାଦିନୁ ଆଖି ହରାଇଥିବା ମହାରାଷ୍ଟ୍ରର ଝିଅ ପ୍ରଞ୍ଜଳ ଦାୟିତ୍ୱ ଗ୍ରହଣ ପରେ ନିଜ କର୍ମସ୍ଥଳୀ ଥିରୁବଅନନ୍ତପୁରମର ଖୁବ୍ ପ୍ରଶଂସା କରିବା ସହିତ ପ୍ରଞ୍ଜଳ ଜୀବନରେ କେବେ ହାର ମାନିବା ଉଚିତ ନୁହେଁ ବୋଲି ମତ ରଖିଛନ୍ତି। ଏହା ପୂର୍ବରୁ ସେ ୨୦୧୮ରେ ଏର୍ଣ୍ଣାକୁଲମର ଅତିରିକ୍ତ ଜିଲ୍ଲାପାଳ ଭାବେ […]

  • Friday, 23 July 2021
pic-credit--india-today
ଅଯୋଧ୍ୟା ଜମି ବିବାଦ ମାମଲାରେ ଶେଷ ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ: କିଛି ଦିନର ବିରତି ପରେ ଅଯୋଧ୍ୟା ମାମଲାର ଶେଷ ଶୁଣାଣି ଆଜିଠୁ ପୁଣି ଆରମ୍ଭ ହୋଇଛି। ରାମ ଜନ୍ମଭୂମି ଜମି ବିବାଦ ମାମଲାର ଏହି ଶୁଣାଣି ୪ ଦିନ ମଧ୍ୟରେ ଶେଷ ହେବ। ଆଜି ମୁସଲମାନ ପକ୍ଷ ତାଙ୍କର ଯୁକ୍ତି ରଖିଛନ୍ତି। ମୁସ୍‌ଲିମ ପକ୍ଷରୁ ଓକିଲ ରାଜୀବ ଧାବନ ଅଦାଲତ ୱାକଫ୍ ବୋର୍ଡ ଅନୁଯାୟୀ ଫୈସଲା ନେବା ଆବଶ୍ୟକ ବୋଲି ରାଜୀବ କହିଛନ୍ତି। ବିବାଦୀୟ ଜମି ମୁସଲିମ  ପକ୍ଷଙ୍କ କବଜାରେ ଥିଲା ଏବଂ ଏଠାରେ ନିୟମିତ […]

  • Friday, 23 July 2021
hinustan-times
ବାଲାକୋଟରେ ପୁଣି ସକ୍ରିୟ ଆତଙ୍କବାଦୀ; ତାଲିମ୍‌ ନେଉଛନ୍ତି ୫୦ରୁ ଅଧିକ ଆତଙ୍କୀ

ଶ୍ରୀନଗର: ବାଲାକୋଟରେ ପୁଣି ସକ୍ରିୟ ଆତଙ୍କବାଦୀ। ଭାରତୀୟ ବାୟୁସେନା ଦ୍ୱାରା ଧ୍ୱଂସ ହୋଇଥିବା ବାଲାକୋଟର ଏହି ଆତଙ୍କବାଦୀ କ୍ୟାମ୍ପରେ ୫୦ରୁ ଅଧିକ ଜୈସ ଇ ମହମ୍ମଦ ଆତଙ୍କୀ ତାଲିମ ନେଉଥିବା ସୂଚନା ମିଳିଛି। ସେମାନେ ଭାରତର କାଶ୍ମୀର ଓ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। କିଛି ଆତଙ୍କବାଦୀ ସେଠାରେ ତାଲିମ ନେବାପରେ ଭାରତରେ ଥିବା ସୁରକ୍ଷା କ୍ୟାମ୍ପ ଉପରକୁ ଟାର୍ଗେଟ କରିବାକୁ ପଠାଯାଇଥିବା ସୂଚନା ମିଳିଛି। ଏ ନେଇ ଗୁଇନ୍ଦା […]

  • Friday, 23 July 2021
prabha
ଦେଶର ଦୁର୍ବଳ ଅର୍ଥନୀତିକୁ ନେଇ ବିଜେପିକୁ ସମାଲୋଚନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସ୍ୱାମୀ

ନୂଆଦିଲ୍ଲୀ: ଦେଶର ଆର୍ଥିକ ବ୍ୟବସ୍ଥା କ’ଣ ରହିଛି? ଏଯାଏ କେନ୍ଦ୍ର ସରକାର ପକ୍ଷରୁ ସଠିକ ସୂଚନା ମିଳି ପାରିନାହିଁ। ଫିଲ୍ମ ଭଲ ବ୍ୟବସାୟ କରୁଛି ମାନେ ଦେଶର ଆର୍ଥିକ ବ୍ୟବସ୍ଥା ଭଲ ଅଛି ବୋଲି ନିକଟରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ। ହେଲେ ଗଣମାଧ୍ୟମ ଏବଂ ଅର୍ଥବିଶାରଦ ଯେତେବଳେ ଗୋଡ଼େଇ ତୋଡ଼େଇ ବିଜେପି ନେତାଙ୍କୁ ଏ ନେଇ ପ୍ରଶ୍ନ କଲେ ସେତେବେଳେ ବିଜେପି ନେତାଙ୍କ ପାଖରୁ ସଠିକ ଉତ୍ତର ମିଳିନଥାଏ। ଏବେ କିନ୍ତୁ ଖୋଦ୍ […]

  • Friday, 23 July 2021
5t
କୋର୍ଟ କହିଲେ କର୍ତ୍ତବ୍ୟରୁ ଓହରି ପାରିବେନି ସନ୍ୟାସୀ; ପରିବାର କଥା ବୁଝିବାକୁ ବାଧ୍ୟ

ଅହମଦାବାଦ୍‌: ସଂସାର ଛାଡ଼ି ସନ୍ୟାସୀ ହେଇ ଯାଉଥିବା ଲୋକମାନେ ମଧ୍ୟ ନିଜ କର୍ତ୍ତବ୍ୟରୁ ଓହରି ପାରିପାରିବେ ନାହିଁ। ଅର୍ଥାତ୍ ସେମାନେ ସଂସାର ତ୍ୟାଗ କଲେ ମଧ୍ୟ ନିଜ ପରିବାର ଲୋକଙ୍କ ଭରଣପୋଷଣ ପାଇଁ ମାସିକ ଅର୍ଥ ଦେବେ। ଆଜି ଏଠାରେ ଥିବା ଏକ ଫ୍ୟାମିଲି କୋର୍ଟ ଏଭଳି ରୁଲିଂ ଦେଇଛନ୍ତି। ଏଥିସହ ଜଣେ ସନ୍ୟାସୀଙ୍କୁ ନିଜ ବାପାମା’ଙ୍କ ଭରଣପୋଷଣ ପାଇଁ ମାସିକ ୧୦ ହଜାର ଟଙ୍କା ଲେଖାଏ ଦେବାକୁ ମଧ୍ୟ କହିଛନ୍ତି। ଏହି ନିର୍ଦ୍ଦେଶ ଦେବା ବେଳେ […]

  • Friday, 23 July 2021
supreme-court
ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଲିଙ୍କ୍‌ ହେବକି ଆଧାର କାର୍ଡ, ସୁପ୍ରିମକୋର୍ଟ କହିଲେ...

ନୂଆଦିଲ୍ଲୀ: ବିଭିନ୍ନ ସୋଶାଲ୍‌ ମିଡିଆ ଆକାଉଣ୍ଟ ସହ ଆଧାର କାର୍ଡ ଲିଙ୍କକୁ ବାଧ୍ୟତାମୂଳକ କରିବା ପାଇଁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏହି ମମାଲରେ ସୁପ୍ରିମକୋର୍ଟ କୌଣସି ପ୍ରକାରର ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ରୁଲିଂ ଦେଇଛନ୍ତି। ଆବେଦନକାରୀ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କୁ ଖଣ୍ଡପୀଠ କହିଛନ୍ତି, “ସବୁ କଥାରେ ସୁପ୍ରିମକୋର୍ଟ ଯେ ହସ୍ତକ୍ଷେପ କରିବେ, ତାହା ଭାବିବା ଭୁଲ। ଏହି ମାମଲା ଏବେ ମାଡ୍ରାସ ହାଇକୋର୍ଟରେ ବିଚାରାଧୀନ ରହିଛି। ତେଣୁ ଆବେଦନକାରୀ ସେଠାକୁ ଯାଆନ୍ତୁ।” […]

  • Friday, 23 July 2021
nobel
ଅର୍ଥନୀତିରେ ଏମାନେ ପାଇବେ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ଅର୍ଥନୀତି ପାଇଁ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଭାରତୀୟ ବଂଶୋଦ୍ଭବ ଅଭିଜିତ୍ ବାନାର୍ଜୀ, ଇଷ୍ଟର ଡୁଫଲୋ ଓ ମାଇକେଲ୍ କ୍ରେମରଙ୍କୁ ଏହି ପୁରସ୍କାର ଦିଆଯିବ। ଆଜି ରୟାଲ ସ୍ୱେଡିସ ଏକାଡେମୀ ପକ୍ଷରୁ ଏନେଇ ଘୋଷଣା କରାଯାଉଛି। ବିଶ୍ୱ ଦାରିଦ୍ର୍ୟ ଦୂରୀକରଣ ପାଇଁ ସେମାନଙ୍କର ଗଠନ ମୂଳକ ପଦକ୍ଷେପ ପାଇଁ ସେମାନଙ୍କୁ ସମ୍ମାନିତ କରାଯିବ। ପୂର୍ବରୁ ଭାରତର ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କୁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ମିଳିଥିଲା। ଏବେ ଆମେରିକା ମିଟ୍‌ସ ୟୁନିଭର୍ସିଟିରେ ପ୍ରଫେସର […]

  • Friday, 23 July 2021
modi_xijin_660_052419021554
ଚୀନ୍‌ ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ହୋଇଛି ଏମିତି ବ୍ୟବସ୍ଥା

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନୌପଚାରିକ ଆଲୋଚନା ପାଇଁ ଚୀନ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ ସ୍ୱତନ୍ତ୍ର ବିମାନରେ ଚେନ୍ନାଇରେ ପହଞ୍ଚିଛନ୍ତି। ଚେନ୍ନାଇରୁ ସେ ମାମଲାପୁରମ ଯିବେ। ଜିନପିଙ୍ଗଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୧୮ ପ୍ରକାରର ଫଳ ଓ ପନିପରିବା ଲଗାଇ ତୋରଣ ସଜାଯାଇଛି। ରାସ୍ତାର ଦୁଇପାଖକୁ ଗଦଳୀକାନ୍ଧୀ ଝୁଲା ହୋଇଛି। ଜିନପିଙ୍ଗଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ […]

  • Friday, 23 July 2021
2323234323
ଏଣିକି ସାରା ଦେଶରେ ଗୋଟିଏ ମେଡିକାଲ ଏଣ୍ଟ୍ରାନ୍ସ

ଭୁବନେଶ୍ୱର: ଏଣିକି ଡାକ୍ତରୀ ପଢ଼ିବା ପାଇଁ ସାରା ଦେଶରେ ଗୋଟିଏ ପ୍ରବେଶିକା ପରୀକ୍ଷା ହେବ। ତାହା ହେଉଛି  ‘ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ’ ବା ନିଟ୍ । ଆସନ୍ତା ବର୍ଷଠାରୁ ଏହି ନିୟମ ଲାଗୁ ହେବ।  କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ସୂଚନାଥାଉ କି,  ପୂର୍ବରୁ ଏମ୍‌ସ, ଜିପ୍‌ମର୍‌ (ଜବାହାରଲାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍‌ ମେଡିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ), ପିଜିଆଇମର୍‌ (ପୋଷ୍ଟ୍ ଗ୍ରାଡୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ […]

  • Friday, 23 July 2021
123456
ସାହିତ୍ୟ ପାଇଁ ନୋବେଲ ପାଇଲେ ଓଲ୍‌ଗା ଟୋକାର୍ଜକ୍‌ ଓ ପିଟର ହାଣ୍ଡକେ

ଜେନେଭା: ୨୦୧୮ ମସିହା ଏବଂ ୨୦୧୯ ପାଇଁ ଏକା ସାଥିରେ ସାହିତ୍ୟ ପାଇଁ ନୋବେଲ ଘୋଷଣା କରାଯାଇଛି। ୨୦୧୮ ପାଇଁ ପୋଲାଣ୍ଡର ସାହିତ୍ୟିକ ଓଲ୍‌ଗା ଟୋକାର୍ଜକ୍‌ଙ୍କୁ ମନୋନୀତ କରାଯାଇଛି। ସେହିଭଳି ୨୦୧୯ ପାଇଁ ଅଷ୍ଟ୍ରିଆର ସାହିତ୍ୟିକ ପିଟର ହାଣ୍ଡକେ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ୨ ବର୍ଷ ପାଇଁ ଏକାଥରେ ନୋବେଲ ଦିଆଯାଉଛି। ଗତ ବର୍ଷ ଏହି ପୁରସ୍କାର ଯୌନ ନିର୍ଯାତନା ଏବଂ ପଦବୀର ଅପବ୍ୟବହାର ଆଦି ଅଭିଯୋଗ ପାଇଁ ବିବାଦ ଘେରକୁ ଆସିଥିଲା। […]

  • Friday, 23 July 2021