ୱାସିଂଟନ: ପୁଣି ଥରେ ମହାକାଶରେ UFOକୁ ନେଇ ଚର୍ଚ୍ଚା। ଆମେରିକାର ପ୍ରତିରକ୍ଷା ବିଭାଗ କାର୍ଯ୍ୟାଳୟ ପେଣ୍ଟାଗନ ପକ୍ଷରୁ ତିନି ତିନୋଟି ଭିଡିଓ ଜାରି ପରେ ପୁଣି ବିଶ୍ୱ ବ୍ରହ୍ମାଣ୍ଡର ଏହି ରହସ୍ୟ ଭେଦିବାକୁ ଉଦ୍ୟମ ଆରମ୍ଭ। ଭିଡିଓରେ ଏକ UFO ବା ଉଡ଼ନ୍ତା ବସ୍ତୁକୁ ଦର୍ଶାଯାଇଛି। ଏହି ଭିଡିଓ ମଧ୍ୟରୁ ଗୋଟିଏ ୨୦୦୪ ଓ ଅନ୍ୟ ଦୁଇଟି ୨୦୧୫ରେ ସୁଟ୍ କରାଯାଇଥିଲା। ୨୦୦୭ ଏବଂ ୨୦୧୭ରେ ଅନଧିକୃତ ଭାବେ ଏହାର ରିଲିଜ କରାଯାଇଥିଲା। ସେତେବେଳେ ଆମେରିକାର ନୌସେନା […]
ବୁଲନ୍ଦଶହର: ଉତ୍ତର ପ୍ରଦେଶର ବୁଲନ୍ଦଶହର ଜିଲ୍ଲାରେ ସୋମବାର ମଧ୍ୟ ରାତ୍ରିରେ ଦୁଇ ଜଣ ସାଧୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସ୍ଥାନୀୟ ଏକ ମନ୍ଦିରରୁ ଦୁଇ ସାଧୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୫୫ ଓ ୩୫ ବର୍ଷୀୟ ଏହି ୨ ସାଧୁଙ୍କୁ ରାଜୁ ନାମକ ଜଣେ ବ୍ୟକ୍ତି କରିଥିବା ପୋଲିସ କହିଛି। ପୋଲିସ ତାକୁ ଗିରଫ କରିଛି। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରାଜୁ ଗତ ରାତିରେ ଭାଙ୍ଗ ପାଇଁ ମନ୍ଦିର ଭିତରକୁ ଯାଇ ୨ […]
ନୂଆଦିଲ୍ଲୀ: ଏବେ ୧୫ ଜୁନଠାରୁ ସାମସଙ୍ଗ ଗ୍ୟାଲେକ୍ସି S20 ସ୍ମାର୍ଟଫୋନ୍ର ପ୍ରି ବୁକିଂ ଅଫର ଫାଇଦା ଉଠାଇପାରିବେ ଗ୍ରାହକ। ଅନେକ ଗ୍ରାହକ ଲକ୍ଡାଉନ୍ ପୂର୍ବରୁ ଗ୍ୟାଲେକ୍ସି S20ର ପ୍ରି ବୁକିଂ କରିଥିଲେ। ଏପ୍ରିଲ୍ ୩ରେ ଏହା ଗ୍ରାହକଙ୍କୁ ଡେଲିଭରି ମିଳିବାର ଥିଲା। କିନ୍ତୁ ଏହା ଏବେ ମେ ୨୦ ତାରିଖରେ ମିଳିବ। କମ୍ପାନୀ ଗ୍ରାହକଙ୍କ ପାଇଁ ଡେଡ୍ ଲାଇନ୍ ବଢ଼ାଇଛି। ପ୍ରି ବୁକିଂ ପାଇଁ କମ୍ପାନୀ କିଛି ଅଫର୍ ଘୋଷଣା କରିଛି। ତେବେ ମେ ୨୦ ତାରିଖର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟା ବେଳେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଥର ମନ୍ କି ବାତ୍ କାର୍ଯ୍ୟକ୍ରମରେ କରୋନା ସଂପର୍କରେ ଦେଶବାସୀ ଦେଇଥିବା ମତାମତ ଉପରେ ମତ ରଖିପାରନ୍ତି। ଏଥିସହିତ ଆଉଁ କେଉଁ ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଆଲୋଚନା କରିବେ ସେ ନେଇ ଦେଶବାସୀଙ୍କ ମନରେ ଉତ୍କଣ୍ଠା ରହିଛି। ତେବେ ଗତଥର ମାର୍ଚ୍ଚ ୨୯ ମନ କି ବାତ କାର୍ଯ୍ୟକ୍ରମରେ କରୋନା ଲକ୍ଡାଉନ ସଂପର୍କରେ କହିଥିଲେ। ଲକଡାଉନ […]
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଇର୍ଫାନ୍ ଖାନଙ୍କର ମାଆ ସୟୀଦା ବେଗମଙ୍କର ଶନିବାର ସକାଳେ ପରଲୋକ ହୋଇଛି। ବାର୍ଦ୍ଧକ୍ୟତା କାରଣରୁ ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲା। ମୃତ୍ୟୁ ବେଳକୁ ତାଙ୍କ ୯୫ ବର୍ଷ ବୟସ ହୋଇଥିଲା। ସେ ଜୟପୁରର ବେନିୱାଲ୍ କାନ୍ତା କ୍ରିଷ୍ଣା କଲୋନୀରେ ରହୁଥିଲେ। ସୟୀଦା ରାଜପରିବାରରୁ ଆସିଥିଲେ। ସେ ଜଣେ କବି ମଧ୍ୟ ଥିଲେ। ସୟୀଦାଙ୍କ ମୃତ୍ୟୁ ବିଷୟରେ ଫିଲ୍ମ ବ୍ୟବସାୟ ବିଶ୍ଲେଷକ କୋମଲ ନହାଟା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନ୍ୟୁ ଇଣ୍ଡିଆନ୍ […]
ବେଜିଂ: ଉତ୍ତର କୋରିଆ ଏକଛାତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଡାକ୍ତରି ଟମ୍ ପଠାଇଲା ଚାଇନା। ଗତ ସପ୍ତାହରେ ଏହି ୩୬ ବର୍ଷୀୟ କିମ୍ଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ କିମ୍ଙ୍କ ସ୍ୱାସ୍ଥ୍ୟବସ୍ଥା ଚେକ୍ କରିବାକୁ ଡାକ୍ତରୀଟିମ୍ ପଠାଇଛି ଚାଇନା। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସ ବିଶେଷ ସୂତ୍ରରୁ ଏହି ଖବର ପ୍ରକାଶ କରିଛି। ରୟଟର୍ସ ଅନୁସାରେ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ଜଣେ […]
ନୂଆଦିଲ୍ଲୀ: କରୋନା ମୁକାବିଲାରେ ରୋବୋଟ୍ ନେବ ପ୍ରମୁଖ ଭୂମିକା। କରୋନା ରୋଗୀଙ୍କଠାରୁ ସାମାଜିକ ଦୂରତା ବଜାୟ ରଖିବାରେ ସହାୟକ ହେବ ରୋବୋର୍ଟ। ଏହା କୌଣସି ଏମିତି ସେମିତି ରୋବୋଟ୍ ନୁହେଁ, ରୋବର୍ଟ ଦ୍ୱାରା ଡାକ୍ତରମାନେ ଯେଉଁଠି ବି ଥାଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ରୋଗୀଙ୍କ ସହ କଥା ହୋଇପାରିବେ। ଫଳରେ ଡାକ୍ତରଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍ ରହିବ। ହରିୟାଣା ଗୁରୁଗ୍ରାମସ୍ଥିତ କୋଭିଡ୍ ହସ୍ପିଟାଲରେ ଏଭଳି ଏକ ରୋବୋର୍ଟକୁ ପରୀକ୍ଷାମୂଳକ ଭାବେ ନିୟୋଜିତ କରାଯାଇଛି। ରୋବୋଟ୍ କରୋନା […]
ନୂଆଦିଲ୍ଲୀ: ଏଲ୍ପିଜି ଯୋଗାଣକୁ ସଠିକ କାର୍ଯ୍ୟକାରୀ କରିବା ଓ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ୍ ଯୋଗାଣ କାମକୁ ତ୍ୱରାନ୍ୱିତ କରିବା ପାଇଁ ଦେଶର ତୈଳ ବିପଣନ କମ୍ପାନୀ ଓ ଜିଲ୍ଲୀ ନୋଡାଲ୍ ଅଫିସର୍ମାନଙ୍କୁ ଆହ୍ୱାନ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଧ୍ର ପ୍ରଧାନ। ଏନେଇ ଧର୍ମେନ୍ଦ୍ର କହିଛନ୍ତି ଯେ କରୋନା ମହାମାରୀ ତଥା କରୋନା ଲକ୍ଡାଉନ୍ ପାଇଁ କେନ୍ଦ୍ର ସରକାର ଗରିବ ଲୋକ ପରିବାରକୁ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ […]
ୱାସିଂଟନ: ଆମେରିକା ପ୍ରଶାସନ ପକ୍ଷରୁ ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ ସାମୟିକ କଟକଣା ଜାରି କରାଯାଇଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଘୋଷଣା କରିଛନ୍ତି। ଆର୍ଥିକ ଅବସ୍ଥାର ସୁଧାର ଆସିବା ପରେ ଆମେରିକାର ନାଗରିକମାନଙ୍କୁ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ବିଦେଶୀମାନଙ୍କ ଆମେରିକା ଗସ୍ତ ଉପରେ କଟକଣା ଜାରି ହେବା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ଅଧିକ ନିଯୁକ୍ତି ସୁଯୋଗ ମିଳିବ ବୋଲି ଟ୍ରମ୍ପ କହିଛନ୍ତି। ପରିସ୍ଥିତିକୁ ନଜରରେ ରଖି ୬୦ […]