ନୂଆଦିଲ୍ଲୀ: କିଛି ଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଫଲୋ କରିଥିଲା ଆମେରିକା କ୍ଷମତା କେନ୍ଦ୍ର ହ୍ୱାଇଟ୍ ହାଉସ୍। କିନ୍ତୁ ଏବେ ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଅନ୍ଫଲୋ କରିଦେଇଛି ହ୍ୱାଇଟ ହାଉସ। ମୋଦିଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପିଏମଓ ବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ହ୍ୱାଇଟ ହାଉସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରୁ ଅନଫଲୋ କରିଦିଆଯାଇଛି। ଖାଲି ସେତିକି ନୁହେଁ, ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ଅନଫୋଲ କରିଦେଇଛି। ୩ […]
ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ଇର୍ଫାନ୍ ଖାନ ଆଉ ନାହାନ୍ତି । ତାଙ୍କର ମୃତ୍ୟୁକୁ ନେଇ ବଲିଉଡ ସମେତ କ୍ରିକେଟ୍ ଏବଂ ରାଜନୈତିକ ଜଗତରେ ଶୋକର ଛାୟା ଖେଳି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କ ସହ ମୋର ସମବେଦନା ରହିଛି ବୋଲି କହିଛନ୍ତି। Irrfan Khan’s demise is a loss to the world of cinema and […]
ୱାସିଂଟନ: ପୁଣି ଥରେ ମହାକାଶରେ UFOକୁ ନେଇ ଚର୍ଚ୍ଚା। ଆମେରିକାର ପ୍ରତିରକ୍ଷା ବିଭାଗ କାର୍ଯ୍ୟାଳୟ ପେଣ୍ଟାଗନ ପକ୍ଷରୁ ତିନି ତିନୋଟି ଭିଡିଓ ଜାରି ପରେ ପୁଣି ବିଶ୍ୱ ବ୍ରହ୍ମାଣ୍ଡର ଏହି ରହସ୍ୟ ଭେଦିବାକୁ ଉଦ୍ୟମ ଆରମ୍ଭ। ଭିଡିଓରେ ଏକ UFO ବା ଉଡ଼ନ୍ତା ବସ୍ତୁକୁ ଦର୍ଶାଯାଇଛି। ଏହି ଭିଡିଓ ମଧ୍ୟରୁ ଗୋଟିଏ ୨୦୦୪ ଓ ଅନ୍ୟ ଦୁଇଟି ୨୦୧୫ରେ ସୁଟ୍ କରାଯାଇଥିଲା। ୨୦୦୭ ଏବଂ ୨୦୧୭ରେ ଅନଧିକୃତ ଭାବେ ଏହାର ରିଲିଜ କରାଯାଇଥିଲା। ସେତେବେଳେ ଆମେରିକାର ନୌସେନା […]
ବୁଲନ୍ଦଶହର: ଉତ୍ତର ପ୍ରଦେଶର ବୁଲନ୍ଦଶହର ଜିଲ୍ଲାରେ ସୋମବାର ମଧ୍ୟ ରାତ୍ରିରେ ଦୁଇ ଜଣ ସାଧୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସ୍ଥାନୀୟ ଏକ ମନ୍ଦିରରୁ ଦୁଇ ସାଧୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୫୫ ଓ ୩୫ ବର୍ଷୀୟ ଏହି ୨ ସାଧୁଙ୍କୁ ରାଜୁ ନାମକ ଜଣେ ବ୍ୟକ୍ତି କରିଥିବା ପୋଲିସ କହିଛି। ପୋଲିସ ତାକୁ ଗିରଫ କରିଛି। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରାଜୁ ଗତ ରାତିରେ ଭାଙ୍ଗ ପାଇଁ ମନ୍ଦିର ଭିତରକୁ ଯାଇ ୨ […]
ନୂଆଦିଲ୍ଲୀ: ଏବେ ୧୫ ଜୁନଠାରୁ ସାମସଙ୍ଗ ଗ୍ୟାଲେକ୍ସି S20 ସ୍ମାର୍ଟଫୋନ୍ର ପ୍ରି ବୁକିଂ ଅଫର ଫାଇଦା ଉଠାଇପାରିବେ ଗ୍ରାହକ। ଅନେକ ଗ୍ରାହକ ଲକ୍ଡାଉନ୍ ପୂର୍ବରୁ ଗ୍ୟାଲେକ୍ସି S20ର ପ୍ରି ବୁକିଂ କରିଥିଲେ। ଏପ୍ରିଲ୍ ୩ରେ ଏହା ଗ୍ରାହକଙ୍କୁ ଡେଲିଭରି ମିଳିବାର ଥିଲା। କିନ୍ତୁ ଏହା ଏବେ ମେ ୨୦ ତାରିଖରେ ମିଳିବ। କମ୍ପାନୀ ଗ୍ରାହକଙ୍କ ପାଇଁ ଡେଡ୍ ଲାଇନ୍ ବଢ଼ାଇଛି। ପ୍ରି ବୁକିଂ ପାଇଁ କମ୍ପାନୀ କିଛି ଅଫର୍ ଘୋଷଣା କରିଛି। ତେବେ ମେ ୨୦ ତାରିଖର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟା ବେଳେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଥର ମନ୍ କି ବାତ୍ କାର୍ଯ୍ୟକ୍ରମରେ କରୋନା ସଂପର୍କରେ ଦେଶବାସୀ ଦେଇଥିବା ମତାମତ ଉପରେ ମତ ରଖିପାରନ୍ତି। ଏଥିସହିତ ଆଉଁ କେଉଁ ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଆଲୋଚନା କରିବେ ସେ ନେଇ ଦେଶବାସୀଙ୍କ ମନରେ ଉତ୍କଣ୍ଠା ରହିଛି। ତେବେ ଗତଥର ମାର୍ଚ୍ଚ ୨୯ ମନ କି ବାତ କାର୍ଯ୍ୟକ୍ରମରେ କରୋନା ଲକ୍ଡାଉନ ସଂପର୍କରେ କହିଥିଲେ। ଲକଡାଉନ […]
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଇର୍ଫାନ୍ ଖାନଙ୍କର ମାଆ ସୟୀଦା ବେଗମଙ୍କର ଶନିବାର ସକାଳେ ପରଲୋକ ହୋଇଛି। ବାର୍ଦ୍ଧକ୍ୟତା କାରଣରୁ ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲା। ମୃତ୍ୟୁ ବେଳକୁ ତାଙ୍କ ୯୫ ବର୍ଷ ବୟସ ହୋଇଥିଲା। ସେ ଜୟପୁରର ବେନିୱାଲ୍ କାନ୍ତା କ୍ରିଷ୍ଣା କଲୋନୀରେ ରହୁଥିଲେ। ସୟୀଦା ରାଜପରିବାରରୁ ଆସିଥିଲେ। ସେ ଜଣେ କବି ମଧ୍ୟ ଥିଲେ। ସୟୀଦାଙ୍କ ମୃତ୍ୟୁ ବିଷୟରେ ଫିଲ୍ମ ବ୍ୟବସାୟ ବିଶ୍ଲେଷକ କୋମଲ ନହାଟା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନ୍ୟୁ ଇଣ୍ଡିଆନ୍ […]