ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ସୂଚନା ତାଲିକାରେ ଏବେ ସ୍ଥାନ ପାଇଛି ପାକ୍ ଅଧିକୃତ କଶ୍ମୀର ଏବଂ ଗିଲଗିଟ୍ ବଲଟିସ୍ତାନ। ପିଓକେର ଏହିସବୁ ଅଞ୍ଚଳର ପାଣିପାଗ ରିପୋର୍ଟ ପ୍ରକାଶ କରିବ ଭାରତୀୟ ପାଣିପାଗ ବିଭାଗ। ପାଣିପାଗର ଏକ ସବଡିଭିଜିନ୍ରେ ଜମ୍ମୁ-କଶ୍ମୀର ଓ ଲଦାଖ ସହ ଗିଲିଗଟ୍-ବଲଟିସ୍ତାନ ଏବଂ ମୁଜାଫରାବାଦ ସ୍ଥାନ ପାଇଛି। ପ୍ରକାଶ ଥାଉକି, ମୁଜାଫରାବାଦ ପିଓକେର ଏକ ସହର। ଏହି ସହର ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା କଶ୍ମୀର ବା ପିଓକେରେ ଅଛି। ମଙ୍ଗଳବାରଠାରୁ […]
ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ସଂକଟରେ ଯୁଝୁଛି। ଦିନକୁ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ହାର ଦେଶବାସୀଙ୍କୁ ନିଦ ହଜାଇଲାଣି। କରୋନାକୁ ନେଇ ପକ୍ଷ ବିପକ୍ଷ ମଧ୍ୟରେ ସବୁବେଳେ କଥା କଟାକଟି ଚାଲିଥିବା ବେଳେ କଂଗ୍ରେସ ଦଳକୁ ନେଇ ଏବେ ଆଉ ଏକ ଚର୍ଚ୍ଚା ଜୋର୍ ଧରିଛି। ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି ଯେ କଂଗ୍ରେସର ଜଣେ ବରିଷ୍ଠ ନେତା ବିଜେପିରେ ଯୋଗ ଦେଇପାରନ୍ତି। ଏହି ବରିଷ୍ଠ ନେତା ହେଲେ ସୁପ୍ରିମକୋର୍ଟର ଜଣାଶୁଣା ଓକିଲ […]
ଶ୍ରୀନଗର: ହିଜ୍ବୁଲ ମୁଜାହିଦ୍ଦିନର କମାଣ୍ଡର ରିୟାଜ୍ ନାୟକୁର ସେନା ଏନ୍କାଉଣ୍ଟରରେ ମୃତ୍ୟୁ ହେବା ପରେ ବିଳିବିଳେଇଛି ପାକିସ୍ତାନର ହିଜ୍ବୁଲ୍ ମୁଖ୍ୟ ସୟଦ୍ ସଲାଉଦ୍ଦିନ। ଭାରତକୁ ଧମକ ଦେଇ ସଲାଉଦ୍ଦିନ କହିଛି, ରିୟାଜ୍ର ତ୍ୟାଗ ଆମ ମିଶନ ହାସଲ କରିବାରେ ସାହାଯ୍ୟ କରିବ। ଯାହା ସେମାନେ ହାସଲ କରିବାକୁ ଚାହୁଁଥିଲେ। ଏଥିସହିତ ସେ ଆହୁରି ମଧ୍ୟ କହିଛି ଯେ କାଶ୍ମୀର ପ୍ରସଙ୍ଗ ହେଉଛି ଏକ ନିଆଁଝୁଲ। ଯାହା ଅଗ୍ନି ସଂଯୋଗ କରିମାତ୍ରେ ସମଗ୍ର ଅଞ୍ଚଳକୁ ଘେରିଯିବ ବୋଲି ଧମକ […]
କୋଲକାତା: ଦେଶରେ କୋରନା ଭୂତାଣୁ ଲାଗତର ଭାବେ ବଢ଼ି ଚାଲିଛି। ପ୍ରତିଦିନ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ଓ ମୃତ୍ୟୁ ମଧ୍ୟ ହେଉଛି। କରୋନାକୁ ନେଇ ଦେଶରେ ନାନା ପ୍ରକାର ରୋଚକ ଘଟଣା ମଧ୍ୟ ଦେଖିବାକୁ ମିଳୁଛି। କରୋନା ତାଣ୍ଡବ ଭିତରେ ଟିଏମ୍ସି ସାଂସଦ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଉ ଏଥିରେ ରୋଚକ କଥା ହେଲା ସାଂସଦ ତାଙ୍କ ସଦ୍ୟଜାତ କନ୍ୟାଙ୍କ ନାଁ ରଖିଛନ୍ତି କରୋନା। TMC MP Aparupa Poddar gives birth […]
ଚେନ୍ନାଇ: ଛତିଶଗଡର ରାୟଗଡ଼ ପେପର୍ ମିଲ୍, ବିଶାଖାପାଟନମ୍ ଗ୍ୟାସ୍ ଲିକ୍ ପରେ ଏବେ ତାମିଲ୍ନାଡୁର କୁଡ୍ଡାଲୋର୍ରେ ଥିବା ଏକ ପବ୍ଲିକ ସେକ୍ଟର କୋଇଲା କମ୍ପାନୀ ପୁଣି ଏକ ଅଘଟଣ ଘଟିଛି। କମ୍ପାନୀର ବଏଲର୍ ବିସ୍ଫୋରଣ ଯୋଗୁ ୭ ଜଣ ଆହତ ହୋଇଛନ୍ତି। ନେଭେଲି ଲିଗ୍ନାଇଟ୍ କୋର୍ପୋରେସନ୍(ଏନ୍ଏଲ୍ସି) ପ୍ଲାଣ୍ଟରେ ଏହି ବିସ୍ଫୋରଣ ଘଟିଛି। ସଦ୍ୟ ସୂଚନାନୁସାରେ, ଘଟଣାସ୍ଥଳରେ ଏନ୍ଏଲ୍ସିର ମୁଖ୍ୟ ଅଧିକାରୀଙ୍କ ସମେତ ପୁଲିସ୍ ଓ ଅଗ୍ନିସମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା […]
ଛତିଶଗଡ଼: ଛତିଶଗଡ଼ର ରାୟଗଡ଼ ଦିଲ୍ଲାରେ ଏକ ପେପର୍ ମିଲ୍ରୁ ବିଷାକ୍ତ ଗ୍ୟାସ୍ ନିର୍ଗତ ହେବାରୁ ୭ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ସ୍ଥାନୀୟ ପୁଲିସ୍ ଏହି ସୂଚନା ଦେଇଛି। ବୁଧବାର ସନ୍ଧ୍ୟାରେ ଟେଟ୍ଲା ଗାଁରେ ଥିବା ଶକ୍ତି ପେପର୍ ମିଲ୍ରେ ଜଣେ ସଫେଇ କର୍ମୀ ଏକ ଖୋଲା ଟାଙ୍କିରେ ସଫା କରୁଥିବା ସମୟରେ ଏହି ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିବା ରାୟଗଡ଼ ପୁୱିଲ୍ ସୁପିରିଟେଣ୍ଡଟେଣ୍ଟ ସନ୍ତୋଷ ସିଂହ କହିଛନ୍ତି। ତେବେ କାରାଖନା ମାଲିକ କିନ୍ତୁ ଏ ଦୁର୍ଘଟଣା […]
ବିଶାଖାପାଟନମ୍: ବର୍ଷ ୨୦୨୦ ପ୍ରତ୍ୟୋକ ମାସ କିଛି ନା କିଛି ଦୁଃଖ ଖବର ଦେଉଛି। ଦେଶ ଏବେ କରୋନା ମହାମାରୀ ସହିତ ଯୁଦ୍ଧ ଲଢୁଥିବା ବେଳେ ବିଶାଖାପାଟଣ ଗ୍ୟାସ୍ ଲିକ୍ ଘଟଣା ଦେଶକୁ ଦୋହଲାଇ ଦେଇଛି। ଏବଂ ମନେ ପକାଇଦେଇଛି ୧୯୮୪ ଲୋମଟାଙ୍କୁରା ଘଟଣା ଭୋପାଲ୍ ଗ୍ୟାସ୍ ଟ୍ରାଜେଡି କଥା। ବିଶାଖାପାଟନମ୍ ଗ୍ୟାସ୍ ଲିକ୍ ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଅସୁସ୍ଥ ହୋଇଛନ୍ତି। ଘଟଣାରେ ରାଜ୍ୟ ସରକାର ମୃତକଙ୍କ ପରିବାରକୁ କୋଟିଏ […]
ବିଶାଖାପାଟନମ୍: ବିଶାଖାପାଟନମ୍ ଏଲ୍ଜି ପଲିମର୍ସ ପ୍ଲାଣ୍ଟ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ ଛୁଇଁଛି। ଏଥିରେ ଜଣେ ଶିଶୁ ମଧ୍ୟ ରହିଛି। ଗ୍ୟାସ୍ ଲିକ୍ରେ ଅସୁସ୍ଥ ହୋଇପଡ଼ିଥିବା ଗ୍ରାମବାସୀଙ୍କୁ ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କଠାରେ ମୁଣ୍ଡବିନ୍ଧା, ବାନ୍ତି ଓ ପ୍ରସ୍ୱାସ୍ ନେବାର ସମସ୍ୟା ହେଉଥିବା ଭଳି ଲକ୍ଷଣ ଦେଖାଯାଉଛି। ତେବେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ବିଶାଖାପାଟନମ୍ ଗ୍ୟାସ୍ ଲିକ୍ ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ […]
କୋଲକାତା: ଦେଶରେ କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ପଶ୍ଚିମବଙ୍ଗ ସରକାର ବୁଧବାର ମଦର ହୋମ୍ ଡେଲିଭରି କରିବା ପାଇଁ ଅନୁମତି ଦେଇଛନ୍ତି। ଷ୍ଟେଟ ବେଭରେଜ କରର୍ପୋରେସନ୍(BEVCO) ଏକ ୱେବସାଇଟ୍ ଆରମ୍ଭ କରିଛନ୍ତି। ଏହି ୱେବସାଇଟ୍ ମାଧ୍ୟମରେ ୨୧ ବର୍ଷରୁ ଅଧିକ ବ୍ୟକ୍ତି ମଦ ପାଇଁ ଅର୍ଡର କରିପାରିବେ। ଖବର ଅନୁଯାୟୀ, ମଦ ଦୋକାନା ଆଗରେ ଭିଡକୁ କମ୍ କରିବା ପାଇଁ ଏହି ୱେବସାଇଟ୍ ଖୋଲାଯାଇଛି । […]
ଲକ୍ଷ୍ନୌ: ରାଜ୍ୟରେ ମଦର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ମଦର କ୍ୟାଟେଗୋରୀ ଓ ଆକାର ଅନୁସାରେ, ୫ ଟଙ୍କାରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ୍ ମିଟିଂରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହା ଆର୍ଥିକ ବର୍ଷ ୨୦-୨୧ ପାଇଁ ୨,୩୫୦ କୋଟିର ରାଜସ୍ୱ ଯୋଗାଡ଼ କରିବାରେ ସାହାଯ୍ୟ ହେବ ବୋଲି ୟୁପି ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା କହିଛନ୍ତି। ମଦର ଦର […]
ନୂଆଦିଲ୍ଲୀ: ଦେଶରେ ୫୦ ହଜାର ନିକଟତର ହେଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ଭିତରେ ୨ ହଜାର ୯୫୮ ନୂଆ କେସ୍ ସହ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୪୯ ହଜାର ୩୯୧ରେ ପହଞ୍ଚିଛି। ସେହିଭଳି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୬୯୪କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨୬ ଜଣଙ୍କ ଜୀବନ ନେଇଛି ଏହି ଘାତକ ମହାମାରୀ। ୩୩ ହଜାର ୫୧୪ ଚିକିତ୍ସାଧୀନ ଥିବା ବେଳେ ୧୪ ହଜାର ୧୮୩ ସୁସ୍ଥ […]
ଶ୍ରୀନଗର: ଗଣିତ ସାର୍ରୁ ଭୟଙ୍କର ଆତଙ୍କବାଦୀ ସଂଗଠନ ହିଜ୍ବୁଲ ମୁଜାହିଦ୍ଦିନର କମାଣ୍ଡର। ସବୁଠାରୁ ଲମ୍ବା ସମୟ ଧରି ହିଜ୍ଜବୁଲ୍ ମୁଜାହିଦ୍ଦିନର କମାଣ୍ଡର ରହିଥିବା ଆତଙ୍କବାଦୀ ରିୟାଜ ନାୟକୁ ଏବଂ ତାର ସହଯୋଗୀ ସୁରକ୍ଷା କର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛନ୍ତି। ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଅଞ୍ଚଳରେ ଇଣ୍ଟର୍ନେଟ୍ ବ୍ୟବସ୍ଥା ବନ୍ଦ କରିଦିଆଯାଇଛି। ବୁଧବାର ରିୟାଜ ନାୟକୁର ପୈତୃକ ଗାଁ ପୁଲୱାମା ଜିଲ୍ଲା ବେଗପୋରାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ସେ ନିହତ ହୋଇଥିଲା। […]
ନୂଆଦିଲ୍ଲୀ: ସେମାନଙ୍କ ସମ୍ପର୍କ ଖାଦ୍ୟ-ଖାଦକ। କିନ୍ତୁ ଖାଦକ ଏଠି ଖାଦ୍ୟକୁ ଖାଇବା ବଦଳରେ ଜୀବନ ବଞ୍ଚାଉଛି। ସୋସିଆଲ ମିଡିଆରେ ଏକ ଜବରଦସ୍ତ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେହି ଭିଡିଓରେ ଏପରି କିଛି ଦୃଶ୍ୟ ରହିଛି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଭିଡିଓଟିରେ ଦେଖିବାକୁ ମିଳିଛି, କୁକୁରଟି ତଳେ ପଡିଥିବା ଦୁଇଟି ଗୋଲ୍ଡ ଫିସ୍କୁ ନିଜ ପାଟିରେ ପୁରାଉଛି। ଦେଖିଲେ ତ ଲାଗିବ ଯେମିତି ତାକୁ ସେ ଖାଇଦେବ। ହେଲେ ନା। ସେମିତି କିଛି […]
ନୂଆଦିଲ୍ଲୀ: ପିଲାବେଳେ ବାଘ ଓ ମିଛ କହୁଥିବା ପିଲଟିର କଥା ଶୁଣିଥିଲୁ। ବାଘ ଆସିଲା, ବାଘ ଆସିଲା ବୋଲି ପିଲାଟି ମିଛରେ ଚିତ୍କାର କରିଥିଲା । କିନ୍ତୁ ସତରେ ଦିନେ ବାଘଟି ଆସିଥିଲା । ହେଲେ ପିଲାଟି ଯେତେ ଚିତ୍କାର କରି ଘର ଲୋକଙ୍କୁ ଡାକିଲେ ବି କେହି ତା କଥାକୁ ବିଶ୍ୱାସ କରିନଥିଲେ। ଶେଷରେ ପିଲାଟିକୁ ବାଘ ନେଇଯାଇଥିଲା। କିନ୍ତୁ ଆମେ ଯେଉଁ କାହାଣୀ ବିଷୟରେ ଏଠାରେ କହିବାକୁ ଯାଉଛୁ, ସେହିଭଳି ନ ହୋଇଥିଲେ ବି […]
ନୂଆଦିଲ୍ଲୀ: ଏଥର ୩ ଭାରତୀୟ ଫଟୋ ଜର୍ନାଲିଷ୍ଟଙ୍କୁ ମିଳିଛି ସମ୍ମାନୀୟ ପୁଲିତଜର ପୁରସ୍କାର। ଧାରା ୩୭୦ ହଟିବା ପରେ ଜାମ୍ମୁକାଶ୍ମୀର ଉପତ୍ୟାକା ଅଞ୍ଚଳର ଅସ୍ଥିର ଜୀବନର ଚିତ୍ର ତୋଳି ଏମାନେ ଜିତିଛନ୍ତି ଏହି ସମ୍ମାନଜନକ ପୁରସ୍କାର। ଏମାନେ ହେଲେ ଆସୋସିଏଟେଡ୍ ପ୍ରେସ୍ର ଫଠୋ ସାମ୍ବାଦିକ- ଚନ୍ନି ଆନନ୍ଦ, ମୁଖତାର ଖାନ ଏବଂ ଦର୍ ୟାସିନ। ଏମାନେ ସମସ୍ତେ ଜାମ୍ମୁ-କାଶ୍ମୀର ଅଞ୍ଚଳର। ଫିଚର ଫଟୋଗ୍ରାଫି କ୍ୟାଟେଗୋରୀରେ ଏହି ତିନି ସାମ୍ବାଦିକଙ୍କୁ ପୁଲିତଜର ଆୱାର୍ଡ ମିଳିଛି। ଏହି ଆୱାର୍ଡ ପାଇଥିବା […]
ନୂଆଦିଲ୍ଲୀ: ଜୁଲାଇ ୧୮ରେ ହେବ JEE ମେନ୍ ଏଣ୍ଟ୍ରାନ୍ସ। ଜୁଲାଇ ୧୮ରୁ ୨୩ ପର୍ଯ୍ୟନ୍ତ ଦେଶରେ ଚାଲିବ ଜେଇଇ ମେନ୍ ପରୀକ୍ଷା। ଆଜି ଏନେଇ ସୂଚନା ଦେଇଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆ। ସେହିପରି ଜୁଲାଇ ୨୬ରେ ନିଟ୍(NEET) ପରୀକ୍ଷା କରାଯିବ। ଜେଇ ଆଡଭାନ୍ସ ପରୀକ୍ଷା ଅଗଷ୍ଟ ମାସରେ କରାଯିବ ବୋଲି କହିଛନ୍ତି ମାନବ ସମ୍ୱଳ ବିକାଶ ମନ୍ତ୍ରୀ। ଦେଶରେ ଜୁଲାଇ ୧୮, ୨୦, ୨୧, ୨୨ ଏବଂ ୨୩ ତାରିଖରେ ପରୀକ୍ଷା କରାଯିବ। […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟେ ମାଙ୍କଡ଼ ଛୋଟ ଛୁଆଙ୍କ ବାଇକ୍ ଚଲାଇ ଗଳିରେ ପଶି ଏକ ଶିଶୁକୁ ଟାଣିକି ନେବାକୁ ଚେଷ୍ଟା କରୁଥିଲା। କେହି କେହି ଏହାକୁ ଅପହରଣ ଉଦ୍ୟମ ବୋଲି କହୁଛନ୍ତି। କିନ୍ତୁ ଶିଶୁଟି ଘରର ବାହାରେ ବସିଥିଲା। ତା’ପରେ ମାଙ୍କଡଟି ଏକ ଖେଳଣା ବାଇକ୍ ଧରି ଆସି ଶିଶୁକୁ ଟାଣି ନେବାକୁ ଚେଷ୍ଟା କରୁଥିଲା। Can’t remember the last time I […]
ମୁମ୍ୱାଇ: ଦେଶରେ କରୋନା ଭାଇରସ ଯୋଗୁ ଲକ୍ଡାଉନ୍ ଜାରି କରାଯାଇଛି। କରୋନାର ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଲକ୍ଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ସମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବା ସହ କୌଣସି ଶୁଭ କାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ସରକାର ଜନସାଧାରଣଙ୍କ ନିକଟରେ ଅପିଲ କରିଛନ୍ତି। ଏହି ସମୟରେ ଏକ ନବ ବିବାହିତ ଦମ୍ପତିଙ୍କୁ ପୋଲିସ କର୍ମୀମାନେ ନିଆରା ଢ଼ଙ୍ଗରେ ସ୍ୱାଗତ ସମ୍ବର୍ଦ୍ଧନା କରୁଥିବାର ଦେଖିବାକୁ ମିଳିଛି। ମହାରାଷ୍ଟ୍ର ନାସିକରେ ପୋଲିସ […]
ମୁମ୍ୱାଇ: ବଲିଉଡ଼୍ ଅଭିନେତା ସ୍ୱର୍ଗତ ଋଷି କପୁରଙ୍କ ଚିତାଭସ୍ମ ରବିବାର ମୁମ୍ବାଇର ବନଗଙ୍ଗା ଟ୍ୟାଙ୍କରେ ବିସର୍ଜନ କରାଯାଇଛି। ଏହି ଚିତାଭସ୍ମ ବିସର୍ଜନ ସମୟର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଲକ୍ଡାଉନ୍ ଯୋଗୁଁ ହରିଦ୍ୱାର ଯିବା ପାଇଁ ଅନୁମତି ନ ମିଳିବାରୁ ମୁମ୍ବାଇରେ ହିଁ ଚିତାଭସ୍ମ ବିସର୍ଜନ କରାଯାଇଛି। ଏହି ସମୟରେ ରିଷି କପୁରଙ୍କ ପତ୍ନୀ ନୀତୁ କପୁର, ପୁଅ ରଣବୀର କପୁର, ଝିଅ ରିଦ୍ଧିମା, ଅଭିନେତ୍ରୀ ଆଲିୟା ଭଟ୍ଟ ଉପସ୍ଥିତ ଥିବା ଫଟୋରେ ଦେଖିବାକୁ […]