• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

croc
ବାତ୍ୟା ଭୟରେ ସହର ଭିତରକୁ ପଶିଆଛନ୍ତି କୁମ୍ଭୀର

ଭଡୋଦରା: ଘୂର୍ଣ୍ଣିଝଡ଼ ମହା ପ୍ରଭାବରେ ଗୁଜରାଟରେ ଲାଗି ରହିଛି ବର୍ଷା। ଆଉ ପ୍ରବଳ ବର୍ଷା ଯୋଗୁ ଭଡୋଦରାରେ ସହର ଭିତରକୁ ପଶି ଆସିଛନ୍ତି କୁମ୍ଭୀର। ଆଉ ଏମାନଙ୍କୁ ଉଦ୍ଧାର କରିବା ପାଇଁ ବନ୍ୟଯନ୍ତୁ କାର୍ଯ୍ୟ କର୍ତ୍ତା ଓ ସ୍ୱେଚ୍ଛାକର୍ମୀ। ତେବେ ଦୀର୍ଘ ୧୨ ଘଣ୍ଟା ମଧ୍ୟରେ ୫ଟି କୁମ୍ଭୀର ଉଦ୍ଧାର ହୋଇ ସାରିଲାଣି। ତେବେ ପ୍ରଥମେ ଏକ କୁମ୍ଭୀରକୁ  ଡ୍ରେନ ଭିତରେ ପସିଥିବା ଦେଖି ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଦୀର୍ଘ ୨ ଘଣ୍ଟାକାଳ କସରତ ପରେ […]

  • Friday, 23 July 2021
maha
ଏପଟେ 'ବୁଲ୍‌ବୁଲ୍‌' ସେପଟେ ମହା, ଉଭୟ ମାଡ଼ି ଆସୁଛନ୍ତି

ନୂଆଦିଲ୍ଲୀ:  ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ‘ବୁଲ୍‌ବୁଲ୍’ ଘଣ୍ଟାକୁ ୯ କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ମାଡ଼ି ଆସୁଥିବା ବେଳେ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ମହା ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ମାଡ଼ି ଆସୁଛି। ଏହା ଗୁଜରାଟ ଉପକୂଳ ଦେଇ ଅତିକ୍ରମ କରିବା ନେଇ ଆଶଙ୍କା ରହିଛି। ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ଗତି କରୁଥିବା ମହା ଡିଉ ଓ ପୋରବନ୍ଦର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ […]

  • Friday, 23 July 2021
police
ଆନ୍ଦୋଳନରୁ ହଟିଲେ ଦିଲ୍ଲୀ ପୁଲିସ୍

ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀଠାରେ ନ୍ୟାୟ ପାଇଁ ଦାବି କରି ଆନ୍ଦୋଳନରତ ହଜାର ହଜାର ବିକ୍ଷୋଭକାରୀ ପୁଲିସ୍‌ ଏବଂ ସେମାନଙ୍କ ପରିବାର ଲୋକେ ଶେଷରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ସେମାନେ ପୁଲିସ୍‌ ମୁଖ୍ୟାଳୟ ସାମ୍ନାରେ ଏହି ଆନ୍ଦୋଳନ କରୁଥିଲେ। ବରିଷ୍ଠ ପୁଲିସ୍‌ ଅଧିକାରୀ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏହି ବିକ୍ଷୋଭକାରୀମାନଙ୍କୁ ସ୍ୱତନ୍ତ୍ର ପୁଲିସ୍‌ କମିଶନର ସୀଶ ଗୋଲଚା କହିଥିଲେ, ସେମାନେ ଆନ୍ଦୋଳନ ବନ୍ଦ କରି କାମକୁ […]

  • Friday, 23 July 2021
cyclone
ଆସୁଛି ଘୂର୍ଣ୍ଣିଝଡ଼ ମହା; ସମୁଦ୍ରରେ ପବନର ବେଗ ରହିବ ୧୫୫ କିମିରୁ ଅଧିକ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ମହା’ ଗୁଜରାଟ ଉପକୂଳ ଦେଇ ଅତିକ୍ରମ କରିବା ନେଇ ଆଶଙ୍କା ରହିଛି। ଏହା ଡିଉ ଓ ପୋରବନ୍ଦର ମଧ୍ୟବର୍ତ୍ତୀ  ଅଞ୍ଚଳରେ ଅତିକ୍ରମ କରିବ ବୋଲି  ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରୁଛି। ଆସନ୍ତା ୭ତାରିଖ ବେଳକୁ ଗୁଜରାଟ ଉପକୂଳ ଛୁଇଁପାରେ। ଗୁଜରାଟ ଉପକୂଳ ଛୁଇଁବା ପରେ ଧୀରେ ଧୀରେ ତାର ପ୍ରକୋପ କମିବ। ଏହାର ପ୍ରଭାବରେ ଗୁରୁବାର ପରଠୁ ସ୍ଥାନେ ସ୍ଥାନେ ମଧ୍ୟ ଅତ୍ୟଧିକ ବର୍ଷା ଏବଂ ଅଧିକାଂଶ ଅଞ୍ଚଳରେ […]

  • Friday, 23 July 2021
maharstar
ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ୱିଷ୍ଟ; ଶିବସେନାର ୨୫ ବିଧାୟକ ବିଜେପି ଲିଙ୍କରେ !

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଏହାରି ଭିତରେ ମହାରାଷ୍ଟ୍ର ସ୍ୱାଧୀନ ବିଧାୟକ ରବି ରାଣା କହିଛନ୍ତି, ଶିବସେନାର ୨୫ ବିଧାୟକ ବିଜେପି ଲିଙ୍କରେ। ଯାହାକି, ଶିବସେନା ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଗତକାଲି ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ, ଶିବସେନା ରାଜ୍ୟରେ ସରକାର ଗଢ଼ିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ପାଖରେ ରଖିଛି। ଏବେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି, ଖୁବଶୀଘ୍ର ଏହି […]

  • Friday, 23 July 2021
KIRAN
ନ୍ୟାୟ ମାଗୁଛି ପୁଲିସ; ପ୍ଲାକାର୍ଡରେ ଲେଖା ହୋଇଛି 'କିରଣ ବେଦୀ ୱି ନିଡ୍‌ ୟୁ'

ନୂଆଦିଲ୍ଲୀ: ନ୍ୟାୟ ମାଗୁଛନ୍ତି ପୁଲିସ୍। ଦିଲ୍ଲୀ ପୁଲିସ୍‌ ମୁଖ୍ୟ ଅମୂଲ୍ୟ ପଟ୍ଟନାୟକଙ୍କ ଆଶ୍ୱାସନା ସତ୍ତ୍ୱେ ଥମିନି ବିକ୍ଷୋଭ। ଦିଲ୍ଲୀ ପୁଲିସ୍‌ ମୁଖ୍ୟାଳୟ ବାହାରେ ହଜାର ହଜାର ପୁଲିସ୍‌ ଆନ୍ଦୋଳନ ଜାରି ରଖିଛନ୍ତି। ମଙ୍ଗଳବାର ସକାଳଠାରୁ ସେମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ନିଜ ଜିଦିରେ ଅଟଳ ରହିଛନ୍ତି। ବହୁ ଜନଗହଳି ପୂର୍ଣ୍ଣ ଏହି ରାସ୍ତାକୁ ୟୁନିଫର୍ମରେ ଏବଂ ସାଦା ପୋଷାକରେ ଥିବା ପୁଲିସ୍‌ ବନ୍ଦ ରଖିଛନ୍ତି। ସେମାନେ ଦାବି କରିଛନ୍ତି, ଗତ କିଛି ଦିନରେ ଯେଉଁ ଓକିଲମାନେ ହିଂସାକାଣ୍ଡରେ […]

  • Friday, 23 July 2021