• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

bimana
ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ସିଧାସଳଖ ସୁରତକୁ ଉଡ଼ିବ ବିମାନ। ଆସନ୍ତା ୨୦ ତାରିଖରୁ ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ସଚିବ ଉଷା ପାଢ଼ୀ। ସପ୍ତାହକୁ ଚାରି ଦିନ ଚାଲିବ ଏହି ବିମାନ। ଏୟାର ଇଣ୍ଡିଆ ବିମାନ ସୋମବାର, ଗୁରୁବାର ଦିନ ଭୁବନେଶ୍ୱରରୁ ସକାଳ ୮ଟା ୪୦ରେ ବାହାରି ସୁରତରେ ୧୦ଟା ୪୦ରେ ପହଞ୍ଚିବ। ସେହିଭଳି ଶୁକ୍ରବାର ଓ ରବିବାର […]

  • Friday, 23 July 2021
army-2
ଚଳନ୍ତା ଟ୍ରେନ୍‌ରେ ପ୍ରସବ କରାଇ ଚର୍ଚ୍ଚାରେ ଆର୍ମୀର ୨ ମହିଳା କ୍ୟାପ୍ଟେନ୍

ନୂଆଦିଲ୍ଲୀ: ସୀମାରେ ହେଉ କିମ୍ବା ସାଧାରଣ ସ୍ଥାନରେ ସୁରକ୍ଷା ଦେବାକୁ ଯବାନ ସବୁବେଳେ ଆଗଭର। ସେଥିପାଇଁ ତ ସାରା ଦେଶ ଯବାନଙ୍କୁ ସଲ୍ୟୁଟ୍‌ କରେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ହାୱଡ଼ା ଏକ୍ସପ୍ରେସ୍‌ରେ। ଦୁଇ ଜଣ ସେନା କ୍ୟାପଟେନ୍‌ ହାୱଡ଼ା ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବାବେଳେ ଜଣେ ମହିଳା ସହଯାତ୍ରୀଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେମାନେ ଏହା ଶୁଣି ତୁରନ୍ତ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ସେମାନେ ଏ ବାବଦରେ ଜାଣିବା ପରେ ଆସନରେ ଆଉ […]

  • Friday, 23 July 2021
old man
ମିଳିଗଲା ୨୧ ବର୍ଷ ତଳର ସାଥି: ପରିଣତ ବୟସରେ ବି ପରସ୍ପରର ହାତ ଧରିଲେ

ଥିରୁଭନନ୍ଥପୁରମ:  ପ୍ରେମ ମାନେ ନି ବୟସ। ସୀମା ସରହଦ। ଆଉ ପ୍ରେମ ଯଦି ସଚ୍ଚା ହୁଏ ତେବେ ତାଙ୍କୁ ଏକ କରିବାକୁ ଲାଗି ପଡ଼ନ୍ତି ସାରା ବିଶ୍ୱ। ଏଭଳି କିଛି ଘଟଣା କେରଳ ଥିସୁର୍‌ରେ। ଏଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି, ୬୭ ବର୍ଷୀୟ କୋଚାନିଆନ୍ ଓ ୬୫ ବର୍ଷୀୟା ଲକ୍ଷ୍ମୀ। ଥିସୁରରେ ରହୁଥିବା ଏକ ବୃଦ୍ଧାଶ୍ରମରେ ଏମାନଙ୍କ ବିବାହ ହୋଇଛି। ହେଲେ ଏହି ବିବାହ ପଛରେ ଲୁଚି ରହିଛି ଏକ ପୁରୁଣା ଏବଂ ନିବିଡ଼ ପ୍ରେମ […]

  • Friday, 23 July 2021
bjp
ଆଦିବାସୀଙ୍କ ମନ ଜିଣିପାରିନି ବିଜେପି: ମିଳିଛି କମ୍‌ ଭୋଟ୍‌

ନୂଆଦିଲ୍ଲୀ: ଝାରଖଣ୍ଡରେ ବିଜେପି କ୍ଷମତାଚ୍ୟୁତ ହେବାପରେ ଆଦିବାସୀଙ୍କ ମଧ୍ୟ ଏହି ଦଳର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠିଛି। ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ସୃଷ୍ଟି କରାଇଥିବା ବିଜେପି ଏବେ ବିଭିନ୍ନ ବିଧାନସଭା ନିର୍ବାଚନରେ ଆଦିବାସୀଙ୍କ ମନ ଜିଣିପାରୁନଥିବା ସ୍ପଷ୍ଟ ହେବାରେ ଲାଗିଛି। ଝାରଖଣ୍ଡରେ ୨୬% ଆଦିବାସୀ ହୋଇଥିବାବେଳେ ୮୧ରୁ ୨୮ଟି ବିଧାନସଭା ଅନୁସୂଚିତ ଜନଜାତି ବା ଆଦିବାସୀଙ୍କ ପାଇଁ ସଂରକ୍ଷିତ। ୨୦୧୪ ମସିହାରେ ଏଥିରୁ ୧୧ଟି ଆସନ ଜିତିଥିବା ବିଜେପି ଏଥର ମାତ୍ର ୨ଟି ଜିତିଛି। ନିକଟରେ କରାଯାଇଥିବା […]

  • Friday, 23 July 2021
jhintika
ଭାରତ ଚାଷୀର ନିଦ ହଜାଇଲାଣି ପାକିସ୍ତାନୀ ପଙ୍ଗପାଳ

ନୂଆଦିଲ୍ଲୀ: ଭାରତୀୟ ସୀମାରେ ପାକିସ୍ତାନୀ ଯବାନ ଅଶାନ୍ତି ସୃଷ୍ଟି କରୁଥିବାବେଳେ, ଗୁଜରାଟ ଓ ରାଜସ୍ଥାନରେ ଚାଷୀଙ୍କ ନିଦ ହଜାଇ ଦେଲେଣି ପାକିସ୍ତାନୀ ପଙ୍ଗପାଳ। ଦୁଇ ସପ୍ତାହ ଧରି ଦକ୍ଷିଣ-ପୂର୍ବ ଭାଗକୁ ପବନ ବହିବା ଯୋଗୁଁ ପାକିସ୍ତାନରୁ ଶହ ଶହ କୋଟି ପଙ୍ଗପାଳ ମାଡ଼ି ଆସି ଗୁଜରାଟରେ ଉପଦ୍ରବ କରୁଛନ୍ତି। ରାଜ୍ୟର ବନସକାଣ୍ଠା, ସାବରକାଣ୍ଠା, କଛ, ପଟାନ ଓ ମେହସାଣା ଜିଲ୍ଲାର ହଜାର ହଜାର ହେର ଜମିରେ ଚାଷ ନଷ୍ଟ କରିଦେଲେଣି। ଜଡ଼ା, ନଖଜଡ଼ା, ଜିରା, ସୋରିଷ, ପାନମଧୁରୀ, […]

  • Friday, 23 July 2021
ajaya
ଝିଅ ପାଇଁ ରାଗିଗଲେ ଅଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ସାଧାରଣତଃ ଶାନ୍ତ ସ୍ୱଭାବର ଦେଖାଯାଆନ୍ତି। ସୋଶାଲ୍‌ ମିଡିଆରେ ଯେତେ ଟ୍ରୋଲ୍‌ କଲେ କି କେହି କମେଣ୍ଟ କଲେ କୌଣସି ପ୍ରତିକ୍ରିୟା ଦିଅନ୍ତି ନାହିଁ ଅଜୟ। କିନ୍ତୁ ଏଥର ବିଲଉଡ୍‌ର ଏହି ସିଂଘମ ଖୁବ୍‌ ରାଗିଯାଇଛନ୍ତି।  ନିକଟରେ ଅଜୟ ନିଜ ଅପକମିଂ ଫିଲ୍ମ ‘ତାନାଜୀ’ର ପ୍ରମୋଶନ ପାଇଁ ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିଲେ। ଏହି ସମୟରେ ତାଙ୍କ ମନ ଖରାପ ଥିବା ଦେଖିବାକୁ ମିଳିଥିଲା। ଏଠାରେ ସେ ତାଙ୍କ ଝିଅଙ୍କୁ ସୋଶାଲ୍‌ ମିଡିଆରେ […]

  • Friday, 23 July 2021
twenty
୧ ଜାନୁଆରୀ ୨୦୨୦ରୁ ବଦଳୁଛି ଏହିସବୁ ନିୟମ

ନୂଆଦିଲ୍ଲୀ: ଆସୁଛି ନୂଆ ବର୍ଷ। ନ୍ୟୁ ୟର୍‌କୁ ସ୍ୱାଗତ କରିବା ପାଇଁ ସମସ୍ତେ ନୂଆ ନୂଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସେମିତି ସରକାର ବି କେତେକ କ୍ଷେତ୍ରରେ ତାଙ୍କ ପୁରୁଣା ନିୟମକୁ ପରିବର୍ତ୍ତନ କରି କିଛି ନୂଆ ନିୟମ ଆଣିବାକୁ ଯାଉଛନ୍ତି। ସରକାରଙ୍କର ୬ଟି ନିୟମ ଏବେ ବଦଳିବାକୁ ଯାଉଛି। ପାନ୍‌ ଆଧାର ଲିଙ୍କ୍ ନିୟମ, ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲିଂ, SBIର Magnetic stripe କାର୍ଡ, ସବ୍‌କା ବିଶ୍ୱାସ ଯୋଜନା ଏବଂ ଏନଇଏଫଟି ଟ୍ରାଞ୍ଜାକ୍‌ସନ୍‌ […]

  • Friday, 23 July 2021
amith-shah
ପାକିସ୍ତାନରୁ ‘ଅଳିଆ ମଳିଆ ଜାମାଳିଆ’ ପଶିଆସୁଥିଲେ, ଏବେ ଏହା ବନ୍ଦ ହୋଇଛି: ଶାହ

ନୂଆଦିଲ୍ଲୀ: କଂଗ୍ରେସ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଟାର୍ଗେଟ୍‌ କରିବାକୁ ଯାଇ ସୁରକ୍ଷାକୁ ପ୍ରସଙ୍ଗ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ପୂର୍ବରୁ ପ୍ରତିଦିନ ପାକିସ୍ତାନରୁ ‘ଅଳିଆ ମଳିଆ ଜାମାଳିଆ’ ଭାରତ ପଶିଆସୁଥିଲେ ଏବଂ ଭାରତୀୟ ଯବାନଙ୍କ ହତ୍ୟା କରୁଥିଲେ। କିନ୍ତୁ ବିଜେପି ସରକାରରେ ଏହାର ଅନ୍ତ ଘଟିଥିବା ସେ କହିଛନ୍ତି। ପାକିସ୍ତାନର ଆତଙ୍କୀ ଗୋଷ୍ଠୀଙ୍କ ଉପରେ ଆକ୍ରମଣ କରି ପାକିସ୍ତାନକୁ ଭାରତ ବୁଦ୍ଧି ଶିଖାଇଥିବା ଶାହ କହିଛନ୍ତି। ହିମାଚଳପ୍ରଦେଶର ଶିମ୍‌ଲାରେ ଏକ କାର୍ଯ୍ୟକ୍ରମରେ […]

  • Friday, 23 July 2021
pakistn
ପାକ୍‌ ଔଧତ୍ୟକୁ ଭାରତର କଡ଼ା ପ୍ରହାର; ୪ ପାକିସ୍ତାନ ସୈନ୍ୟ ନିହତ

ନୂଆଦିଲ୍ଲୀ:  ବାରମ୍ବାର ପାକିସ୍ତାନ କରୁଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନର ଏବେ କଡ଼ା ଜବାବ ଦେଉଛି ଭାରତୀୟ ସେନା। ପାକ୍ ଯେତେବେଳେ ବି ଟାର୍ଗେଟ୍ କରୁଛି ସେତେବେଳେ ପ୍ରବଳ ଛେଚା ଖାଉଛି। ଗତକାଲି ପାକିସ୍ତାନ ସେନା ରଜୌରୀ ଓ ପୁଞ୍ଚ ସେକ୍ଟରରେ ଭାରତୀୟ ସେନାକୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲା। ଏହାର ଜବାବରେ ଭାରତ  ବି କଡ଼ା ପ୍ରହାର କରିଥିଲା। ଏଥିରେ ୩ରୁ ୪ ଜଣ ପାକ୍‌ ସୈନ୍ୟ ନିହତ ହୋଇଥିବା ଜଣାପଡ଼ିଛି। ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, […]

  • Friday, 23 July 2021
imran
ଭାରତକୁ ଡରି ଛାନିଆ ପାକିସ୍ତାନ: ସେନାକୁ ଦେଲା ଏମିତି ନିର୍ଦ୍ଦେଶ

ଇସଲାମାବାଦ: ଭାରତକୁ ଡରିଲାଣି କି ପାକିସ୍ତାନ ? ଭାରତରେ ହେଉଥିବା ପରିବର୍ତ୍ତନକୁ ଦେଖି ଛାନିଆ ହେଲେଣି ପାକିସ୍ତାନ ୱାଜିର-ଏ- ଆଜମ ଇମ୍ରାନ ଖାନ। ଭାରତୀୟ ସେନାର ବାଲାକୋଟ ଏୟାର ଷ୍ଟ୍ରାଇକ ଓ ଭାରତ ସରକାରଙ୍କ ପିଓକେ ଦଖଲ କରିବାର ଦମ୍ଭୋକ୍ତିକୁ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭୟଭୀତ ହୋଇ ପଡ଼ିଛନ୍ତି। ଭାରତୀୟ ସେନା ପିଓକେ ଦଖଲ କରିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶଙ୍କା କରି ତାଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏଥିପାଇଁ ସେ ପାକିସ୍ତାନ […]

  • Friday, 23 July 2021
delhi
ଶହେ ବର୍ଷରେ ଦ୍ୱିତୀୟ ଥର ସବୁଠୁ ତଳକୁ ଖସିଲା ତାପମାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀରେ ଖସିଲା ସର୍ବୋଚ୍ଚ ତାପମାତ୍ରାର ହାର। ବିଗତ ଶହେ ବର୍ଷ ମଧ୍ୟରେ ଦ୍ୱିତୀୟଥର ପାଇଁ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଦିଲ୍ଲୀରେ ଚଳିତ ଡିସେମ୍ବରରେ ସର୍ବୋଚ୍ଚ ତାପମାତ୍ରା ହାର ୧୯. ୫ ଡିଗ୍ରୀ ରହିଛି। ମାସ ଶେଷ ଆଡ଼କୁ ଏହା ୧୯ ଡିଗ୍ରୀରେ ପହଞ୍ଚିବା ସମ୍ଭାବନା ରହିଛି। ଏହା ପୂର୍ବରୁ ୧୯୯୭ରେ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ହାର ଖସି ୧୭. ୩ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ୧୯୯୭ ପରେ ଚଳିତ ଡିସେମ୍ବରରେ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରାର […]

  • Friday, 23 July 2021
save
ରାଜଧାନୀରେ ବଢୁଛି ବଂଲାଦେଶୀ ଯୁବତୀଙ୍କ ଦେହ ବ୍ୟବସାୟ

ଭୁବନେଶ୍ୱର: ରାଜଧାନୀରେ ବଢୁଛି ବଂଲାଦେଶୀ ଯୁବତୀଙ୍କ ଦେହ ବ୍ୟବସାୟ। ନୂଆ ବର୍ଷକୁ ନଜରରେ ରଖି ଦଲାଲଙ୍କ ଦ୍ୱାରା ହେଉଛନ୍ତି ଚାଲଣ। ଟେନ୍‌ସନ୍‌ରେ କମିଶନରେଟ୍ ପୁଲିସ। କିଛି ଦିନ ପୂର୍ବେ ଦଲାଲଙ୍କ ଜରିଆରେ ଜଣେ ବେଙ୍ଗୀୟ ସୁନ୍ଦରୀ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ହୋଟେଲ୍‌ର ରୁମ୍‌ରେ ରହିଥିଲେ। ୭ ଦିନ ପାଇଁ ହୋଟେଲ୍‌ରେ ରୁମ୍‌ ବୁକିଂ ହୋଇଥିଲା। ତେବେ ଏଠାରେ ରହଣୀ ସମୟରେ ହୋଟୋଲର ମ୍ୟାନେଜର ବଳପୂର୍ବକ ତାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇ ଥିଲା। […]

  • Friday, 23 July 2021
manoj
ଡିସେମ୍ବର ୨୬କୁ ଶିଶୁ ଦିବସ ରୂପେ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମନୋଜ ତିୱାରୀ

ନୂଆଦିଲ୍ଲୀ: ନଭେମ୍ବର ୧୪ ବଦଳରେ ଡିସେମ୍ବର ୨୬ରେ ଶିଶୁ ଦିବସ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ। ଡିସେମ୍ବର ୨୬ରେ ଶିଶୁ ଦିବସ ପାଳନ କଲେ ଏହା ଦଶମ ଶିଖ୍ ଗୁରୁ ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ସନ୍ତାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମନୋଜ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଚିଠିରେ ଲେଖିଛନ୍ତି “ ଆମ ଦେଶର ଛୋଟ ପିଲାମାନେ ବି ଅନେକ ବଳିଦାନ […]

  • Friday, 23 July 2021
mamata
ବିଜେପି ନିଆଁ ସହ ନ ଖେଳୁ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବିବାଦୀୟ ନାଗରିକତା ଆଇନ ବିରୋଧରେ ପୁଣି ଏକ ବିଶାଳ ରାଲି କରିଛନ୍ତି। ବିଜେପି ସିଏଏ, ଏନଆରସି ଓ ବର୍ତ୍ତମାନ ଏନପିଆର ଲାଗୁ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ଭୟର ବାତାବରଣ ସୃଷ୍ଟି କରୁଥିବା ମମତା ଅଭିଯୋଗ କରିଛନ୍ତି। ମମତା ନିଜେ ତାଙ୍କ ମା’ଙ୍କ ଜନ୍ମ ତାରିଖ ଓ ଜନ୍ମ ସ୍ଥାନ ମନେ ରଖି ନାହାନ୍ତି ବୋଲି ମଧ୍ୟ କହିଛନ୍ତି। ଆଜି ମମତା ନିଜର ଦଳୀୟ କର୍ମୀ […]

  • Friday, 23 July 2021
sha
ଦିଲ୍ଲୀର ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗକୁ ଉଚିତ ଶିକ୍ଷା ଦେବାର ସମୟ ଆସିଛି: ଅମିତ ଶାହ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସ ଦିଲ୍ଲୀରେ ଗୁଜବ ପ୍ରଚାର କରୁଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ବର୍ତ୍ତମାନ ଦିଲ୍ଲୀର ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗକୁ ଉଚିତ ଶିକ୍ଷା ଦେବାର ସମୟ ଆସିଛି।  ଆସନ୍ତା ବର୍ଷ ଦିଲ୍ଲୀରେ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ଦିଲ୍ଲୀ ଲୋକେ ଏହି ଟୁକ୍‌ଡେ ଟୁକ୍‌ଡେ ଗ୍ୟାଙ୍ଗ୍‌ଙ୍କୁ ଶାସ୍ତି ଦେବେ ବୋଲି କହିବାକୁ ଚାହୁଁଥିବା ଶାହ ଏପରି ମନ୍ତବ୍ୟ ଦେଇଚନ୍ତି। ଶାହ ଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମରେ […]

  • Friday, 23 July 2021
naxal attack
ନକ୍ସଲ ଆକ୍ରମଣରେ ଓଡ଼ିଆ କ୍ୟାମେରାମ୍ୟାନ୍‌ଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ନକ୍ସଲ ଗିରଫ

ଭୁବନେଶ୍ୱର/ଦନ୍ତେୱାଡା: ୨୦୧୮ ମସିହା ଛତିଶଗଡ଼ ବିଧାନସଭା ନିର୍ବାଚନର କିଛିଦିନ ପୂର୍ବରୁ ଦନ୍ତେୱାଡାରେ ହୋଇଥିବା ନକ୍ସଲ ଆକ୍ରମଣରେ ସମ୍ପୃକ୍ତ ଜଣେ ନକ୍ସଲକୁ ଦନ୍ତେୱାଡା ପୁଲିସ୍‌ ଗିରଫ କରିଛି। ଏହି ନକ୍ସଲ ଆକ୍ରମଣରେ ଦୂରଦର୍ଶନ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁ ଓ ୨ ଜଣ ଯବାନ ସହିଦ ହୋଇଥିଲେ। ଗିରଫ ନକ୍ସଲର ନାଁ କେଶା କୋହରାମ। ଅଚ୍ୟୁତାନନ୍ଦଙ୍କ ଘର ବଲାଙ୍ଗିର ଜିଲ୍ଲାରେ। ସେ ଦିଲ୍ଲୀରେ କାର୍ଯ୍ୟରତ ଥିଲେ। ସୂଚନାଥାଉ କି, ଦନ୍ତେୱାଡାର ଆରନପୁରରେ ନିର୍ବାଚନ ସଂପର୍କିତ ଖବର ସଂଗ୍ରହ ପାଇଁ ଯାଇଥିବା […]

  • Friday, 23 July 2021
stone
୧୩୦ଜଣ ଦଙ୍ଗାକାରୀଙ୍କୁ ନୋଟିସ୍; ୫୦ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ: ଦଙ୍ଗା ଭିଆଇଥିବା ଲୋକଙ୍କଠାରୁ ଆଦାୟ ହେବ କ୍ଷୟକ୍ଷତି ଟଙ୍କା। ଏନେଇ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ୧୩୦ଜଣ ଦଙ୍ଗାକାରୀଙ୍କୁ ନୋଟିସ୍ ଦିଆଯାଇଛି। ଦଙ୍ଗା ବେଳେ ସମ୍ପତ୍ତି ନଷ୍ଟ କରିଥିବା ଅଭିଯୋଗରେ ୫୦ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ଦାଖଲ ନକଲେ ସେମାନଙ୍କର ସମ୍ପତ୍ତି ଜବତ କରାଯିବ। ଗତ ଶୁକ୍ରବାର ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବ୍ୟାପକ ହିଂସା ହୋଇଥିଲା। ଏଥିରେ ଅନେକ ସମ୍ପତ୍ତି ନଷ୍ଟ […]

  • Friday, 23 July 2021
bsnl
ବିଏସ୍‌ଏନ୍‌ଏଲ୍‌ର ନୂଆ ବର୍ଷ ଭେଟି; ୧୯୯୯ ଟଙ୍କାରେ ୪୫୦ ଦିନର ଡାଟା, କଲ୍‌ ଆହୁରି ଅନେକ ଅଫର୍

ନୂଆଦିଲ୍ଲୀ : ବିଏସ୍‌ଏନ୍‌ଏଲ୍‌ର ନୂଆ ବର୍ଷ ଭେଟି। କମ୍ପାନୀ ଗ୍ରାହକଙ୍କ ପାଇଁ ୧୯୯୯ ଟଙ୍କାର ଅଫର୍‌ ପ୍ଲାନ୍‌ ଘୋଷଣା କରିଛି। ଆଜିଠାରୁ ବଜାରରେ ଏହି ପ୍ଲାନ୍‌ ଉପଲବ୍ଧ ହେବ। ବିଏସ୍‌ଏନ୍‌ଏଲ୍‌ ଗ୍ରାହକ ୧୯୯୯ ଟଙ୍କାର ରିଚାର୍ଚ୍ଚ କଲେ, ପ୍ରତିଦିନ ୩ ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍‌ ସହିତ ସମସ୍ତ ନେଟୱାର୍ଟକୁ ଅନଲିମିଟେଡ୍‌ କଲିଂ ସୁବିଧା ପାଇପାରିବେ ପୂରା ୪୫୦ ଦିନର ବୈଧତା ସହିତ। ଅର୍ଥାତ୍ ଆସନ୍ତା ବର୍ଷ ୨୦୨୧ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରାହକ […]

  • Friday, 23 July 2021
ghara
ଅଯୋଧ୍ୟାରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଗୋଇନ୍ଦା ସୂଚନା ମିଳିଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ ଇ ମହମ୍ମଦ ଏହି ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ସୂଚନା ପାଇବା ପରେ ବୁଧବାର ଉତ୍ତର ପ୍ରଦେଶ ପୁଲିସ୍‌ ପୂରା ସହରରେ ସୁରକ୍ଷା କଡ଼ାକଡ଼ି କରିଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ୍‌ର ମୁଖ୍ୟ ମାସୁଦ୍‌ ଆଝାର ଅଯୋଧ୍ୟା ଉପରେ ଆକ୍ରମଣ ପାଇଁ ଡାକରା ଦେଇଥିବା ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ସୋଶାଲ୍‌ […]

  • Friday, 23 July 2021
log
କଣ ସତରେ ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ଲିଙ୍କ୍ ରହିଛି?

ନୂଆଦିଲ୍ଲୀ: ମଙ୍ଗଳବାର ଜାତୀୟ ଜନଗଣନା ପଞ୍ଜିକରଣ (ଏନପିଆର)କୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍। ଏହି ଏନିପିଆର ଜରିଆରେ ଦେଶର ଜନସଂଖ୍ୟା ପଞ୍ଜିକରଣ କରିବେ ସରକାର। ପୂର୍ବରୁ ୨୦୧୦ରେ ହୋଇଥିବା ଏନପିଆର ଏବେର ଏନପିଆର ଭିନ୍ନ। କାରଣ ଅନେକ ନିୟମ ଏଥିରେ ଯୋଡ଼ାଯାଇଛି। ୨୦୧୦ରେ ହୋଇଥିବା ଏନପିଆରରେ ୧୫ଟି ତଥ୍ୟ ଦେବାକୁ ପଡ଼ୁଥିଲା। ଏବେ କିନ୍ତୁ ୨୧ଟି ତଥ୍ୟ ଦେବାକୁ ହେବ। ନୂଆ ଭାବରେ ବା ପ୍ରଥମ ଥର ପାଇଁ ନାଗରିକମାନେ ସେମାନଙ୍କ ପିତାମାତାଙ୍କ ଜନ୍ମତାରିଖ ଓ ଜନ୍ମସ୍ଥାନ […]

  • Friday, 23 July 2021