• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

anushka
ଗର୍ଭାବସ୍ଥାରେ ଶୁଟିଂ ସେଟ୍‌ ପହଞ୍ଚିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏବେ ସେ ତାଙ୍କ ପରିବାର ସହିତ ଅଧିକ ସମୟ ବିତାଉଛନ୍ତି। ଗତ କିଛି ଦିନ ତଳେ ଅନୁଷ୍କା ଆଇପିଏଲ ଦେଖିବାକୁ ଦୁବାଇରେ ପହଞ୍ଚିଥିଲେ। ଏବେ ସେ ସ୍ୱାମୀ ବିରାଟଙ୍କ ସହ ମୁମ୍ବାଇ ଫେରିଛନ୍ତି। ଏବଂ ଶୁଟିଂ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ସେଟରୁ ଅନୁଷ୍କାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକମାନେ ବହୁତ ପ୍ରଶଂସା […]

  • Thursday, 01 July 2021
best
ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର ହେଲେ ଟାଇଗର୍‌ ପପ୍

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ରିଆଲିଟି ଶୋ ‘ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର’ ଟ୍ୟାଗ୍‌ ହାସଲ୍‌ କରିଛନ୍ତି ଟାଇଗର ପପ୍। ରବିବାର ଦିନ ଶୋର ଗ୍ରାଣ୍ଡ ଫିନାଲେ ଥିଲା। ଯେଉଁଠାରେ ଟାଇଗର ପପ୍ ବିଜୟୀ ହେବା ସହ ପୁରସ୍କାର ରାଶୀ ସ୍ୱରୁପ ୧୫ ଲକ୍ଷ ଟଙ୍କା ଏବଂ ଭିଟାରା ବ୍ରିଜା କାର୍‌ ପାଇଛନ୍ତି। କେବଳ ଏତିକି ନୁହେଁ, ତାଙ୍କ କୋରିଓଗ୍ରାଫର ଭର୍ତ୍ତିକାଙ୍କୁ ମଧ୍ୟ ୫ଲକ୍ଷଟଙ୍କାର ଚେକ୍‌ ମିଳିଛି। ଟାଇଗର ଗୁରୁଗ୍ରାମରେ ରୁହନ୍ତି। ଶୋ’ର ଶ୍ରେଷ୍ଠ ୭ଜଣ […]

  • Thursday, 01 July 2021
arjun-kapoor
କରୋନା ମହାମାରୀ ଶେଷ ନହେବା ପର୍ଯ୍ୟନ୍ତ ମାଗଣାରେ ପିଲାଙ୍କୁ ଖାଇବାକୁ ଦେବେ ଅର୍ଜୁନ୍‌

ମୁମ୍ବାଇ: କିଛି ଦିନ ପୂର୍ବରୁ ଅର୍ଜୁନ କପୁର ଏକ ନୂଆ ଷ୍ଟାର୍ଡଅପ୍‌ ଆରମ୍ଭ କରିବା ନେଇ ଆଲୋଚନା କରୁଥିଲେ। ଏଥିରେ ଖାଦ୍ୟ ବିତରଣ କାର୍ଯ୍ୟକ୍ରମ ସାମିଲ୍‌ ହେବ ବୋଲି ସୂଚନା ମିଳିଥିଲା। ଏହି ଷ୍ଟାର୍ଟ ଅପ୍ ମାଧ୍ୟମରେ ସେ ଲିଙ୍ଗଗତ ଅସମାନତା ହ୍ରାସ କରିବାକୁ ଏବଂ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବାକୁ ଚାହୁଁଥିଲେ। ଏହି ଷ୍ଟାର୍ଟଅପ୍‌ ମାଧ୍ୟମରେ ସେ ପ୍ରତି ମାସରେ ପ୍ରାୟ ୧୦୦୦ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାର ନିଷ୍ପତ୍ତି ନେଇଛନ୍ତି। ଅର୍ଜୁନ୍‌ଙ୍କ କହିବା ଅନୁଯାୟୀ ‘କରୋନା […]

  • Thursday, 01 July 2021
anupa-da
କେବିସିର ତୃତୀୟ କୋଟିପତି ହେଲେ ଅନୁପା ଦାସ

ନୂଆଦିଲ୍ଲୀ: କେବିସି ଦ୍ୱାଦସ ସିଜନ୍‌ରେ ଏପର୍ଯ୍ୟନ୍ତ ଦୁଇଜଣ ମହିଳା ୧ କୋଟି ଟଙ୍କା ଜିତିଛନ୍ତି। ଏବେ ଏହି ସିଜନ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ବର୍ତ୍ତମାନ କେବିସି ୧୨ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ପୁଣିଥରେ ଏହି ସିଜନ୍‌ରେ ଜଣେ କୋଟିପତି ହୋଇଛନ୍ତି। କେବିସିର ବସ୍ତରର ପ୍ରତିଯୋଗୀ ଅନୁପା ଦାସ ଏକ କୋଟି ଟଙ୍କା ଜିତିଯାଉଛନ୍ତି। ସେ ୧୫ ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏହି ସଫଳତା ହାସଲ୍‌ କରିଛନ୍ତି। ବର୍ତ୍ତମାନ ଅମିତାଭ ବଚ୍ଚନ ସିଜନ୍‌ରୁ ତୃତୀୟ ଥର […]

  • Thursday, 01 July 2021
nnnn
ସ୍ଥଳ ଭାଗ ମୁହାଁ ସାମୁଦ୍ରିକ ଝଡ଼ 'ନିଭାର୍'

ନୂଆଦିଲ୍ଲୀ: ତାମିଲନାଡୁ ଓ ପୁଡ଼ୁଚେରୀ ମୁହାଁ ହେଉଛି ସାମୁଦ୍ରିକ ଝଡ଼ ନିଭାର୍। ଆସନ୍ତାକାଲି ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ଏହା ପୁଡୁଚେରିର କରାଇକେଲ୍‌ରୁ ତାମିଲନାଡ଼ୁର ମାମଲାପୁରମ୍‌ରେ ସ୍ଥଳ ଭାଗ ଛୁଇଁବ। ଗତ ୬ ଘଣ୍ଟା ଧରି ଏହାର ବେଗ ଘଣ୍ଟାକୁ ୪ କିଲୋମିଟର୍ ରହିଛି। ସ୍ଥଳ ଭାଗରେ ପହଞ୍ଚିବା ପରେ ଏହାର ବେଗ ବଢ଼ିବ। ଏପରିକି ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟ୍ରମରେ ପରିଣତ ହେବା ସହ ଘଣ୍ଟାପ୍ରତି ଶହେରୁ ୧୨୦ କିଲୋମିଟର ବେଗରେ ପବନ ବହିବ। ଭାରତୀୟ ପାଣିପାଗ […]

  • Thursday, 01 July 2021
suitable-boy
ୱେବ୍‌ସିରିଜ୍‌ରେ ମନ୍ଦିର ମଧ୍ୟରେ ଚୁମ୍ବନ ଦୃଶ୍ୟ ଦେଖାଇ ଅଡୁଆରେ ନେଟ୍‌ଫ୍ଲିକ୍ସ

ମୁମ୍ବାଇ: ଓଟିଟି ପ୍ଲାଷ୍ଟଫର୍ମ ନେଟ୍‌ଫ୍ଲିକ୍ସ ୱେବସାଇଟ୍ ବିରୋଧରେ ମାମଲା। ଏଠିରେ ଷ୍ଟ୍ରିମିଂ କରୁଥିବା ଏକ ୱେବ୍‌ସିରିଜ୍‌ ‘ଏ ସୁଇଟେବଲ ବୟ’କୁ ନେଇ ଏବେ ଅଡୁଆରେ ନେଟ୍‌ଫ୍ଲିକ୍ସ। ଯେଉଁଥିପାଇଁ ମଧ୍ୟପ୍ରଦେଶର ରେଓ୍ୱାରେ କମ୍ପାନୀର ଦୁଇ ପ୍ରମୁଖ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କମ୍ପାନୀର କଣ୍ଟେଣ୍ଟ ଭାଇସପ୍ରେସିଡେଣ୍ଟ ମୋନିକା ଶେରଗିଲ ଏବଂ ନିର୍ଦ୍ଦେଶକ ଅମ୍ବିକା ଖୁରାନାଙ୍କ ନାଁରେ ଏହି ମାମଲା ହୋଇଛି। ଏହି ୱେବ୍‌ସିରିଜ୍‌ରେ ମନ୍ଦିର ମଧ୍ୟରେ କପଲ୍‌ ଚୁମ୍ବନ କରୁଥିବାର ଏକ ସିନ୍‌ ରହିଛି ଆଉ ଏହାକୁ […]

  • Thursday, 01 July 2021
ashies
କାଳ ୨୦୨୦; ଆଉ ଜଣେ ଅଭିନେତାଙ୍କୁ ଛଡ଼ାଇ ନେଲା

ମୁମ୍ବାଇ: ୨୦୨୦ରେ ପୁଣି ଜଣେ ହିନ୍ଦୀ ଅଭିନେତାଙ୍କ ପରଲୋକ। ଟିଭି ଅଭିନେତା ଆଶେଷ ରୟଙ୍କର ତାଙ୍କ ବାସଭବନରେ ଆଜି ଭୋର୍ ୩.୪୫ ସମୟରେ ଦେହାନ୍ତ ହୋଇଛି। ସେ କିଡ୍‌ନୀଜନିତ ରୋଗରେ ପୀଡ଼ିତ ଥିଲେ। କିଡ୍‌ନୀରେ ପାଣି ଜମିଯିବା ପରେ ମୁମ୍ବାଇର ଜୁହୁ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ଆଶେଷ ରହୁଥିବା ଜୋଗେଶ୍ୱରୀର ପାଟଳିପୁତ୍ର ବିଲ୍‌ଡିଂର ସିକ୍ୟୁରିଟି ଗାର୍ଡଙ୍କ କହିବାନୁସାରେ, ଭୋର ୩.୪୫ ସମୟରେ ଅଶେଷଙ୍କର ଦେହାନ୍ତ ହୋଇଛି। ଦୁଇଥର ହାକୁଟି ଦେବା ପରେ ଆଶିଷ ହଠାତ୍ ତଳେ ପଡ଼ିଯାଇଥିଲେ। […]

  • Thursday, 01 July 2021
rich
୨ ସପ୍ତାହରେ ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇଥିବା ବିଶ୍ୱର ଏହି ଧନୀବ୍ୟକ୍ତିଙ୍କୁ ଜାଣନ୍ତି ?

ୱାଶିଂଟନ: ଆଜିକାଲି ଟେସ୍‌ଲାର ମୁଖ୍ୟ କୋଟିପତି ଏଲନ ମସ୍କ (Elon Musk)ଙ୍କୁ ନେଇ ବେଶ ଚର୍ଚ୍ଚା ଚାଲିଛି। ଏଲନ ଚର୍ଚ୍ଚିତ କୋଟିପତି ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇ ପୃଥିବୀର ୨ୟ ଧନୀ ବ୍ୟକ୍ତିର ଗୌରବ ପାଇଛନ୍ତି। ୪୯ ବର୍ଷର ଏଲନଙ୍କ ସମ୍ପତ୍ତିର ମୂଲ୍ୟ ୭.୨ ଅରବ ଡଲାରରୁ ବୃଦ୍ଧି ପାଇ ୧୨୭.୯ ଅରବ ଡଲାରରେ ପହଞ୍ଚିଛି। ଗତ ୨ ସପ୍ତାହ ମଧ୍ୟରେ ଏଲନ ଧନୀ ତାଲିକାର ୫ ନମ୍ବରରୁ ୨ ନମ୍ବରକୁ ଆସିଛନ୍ତି। ଏଲନଙ୍କ ଗତ ବର୍ଷ […]

  • Thursday, 01 July 2021
china
ପୁଣି ୪୩ ଚାଇନିଜ୍ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର

ନୂଆଦିଲ୍ଲୀ: ଭାରତର ସୁରକ୍ଷା ଓ ଅଖଣ୍ଡତାକୁ ବିପଦ ଦର୍ଶାଇ ପୁଣି ୪୩ ଚାଇନିଜ୍ ମୋବାଇଲ୍ ଆପ୍ ବ୍ୟାନ କଲେ ଭାରତ ସରକାର। ସୂଚନା ପ୍ରଯୁକ୍ତିବିଦ୍ୟା ଧାରା 69A ଅନୁସାରେ ଆପ୍‌ଗୁଡ଼ିକୁ ବ୍ୟାନ୍‌ କରାଯାଇଛି। ଏହା ପୂର୍ବରୁ ପ୍ରଥମେ ୨୯ ଜୁନ୍‌ରେ ୫୯ ଆପ୍‌ ବ୍ୟାନ୍‌ କରିଥିଲେ ସରକାର। ପୁଣି ସେପ୍ଟେମ୍ବର ୨ ତାରିଖରେ ୧୧୮ଟି ଆପ୍‌ ବ୍ୟାନ୍‌ କରାଯାଇଥିଲା। ଏବେ ପୁଣି ୪୩ ଆପ୍‌ ବ୍ୟାନ୍ ହୋଇଛି। ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା, ପ୍ରତିରକ୍ଷା ଓ ସୁରକ୍ଷା ଦିଗରେ […]

  • Thursday, 01 July 2021