• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bear
ଦୀର୍ଘ ୩ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର ହେଲା ଘରେ ପଶିଥିବା ଭାଲୁ

ଉମରକୋଟ(କାର୍ତ୍ତିକ ମଲ୍ଲିକ ) : ଦୀର୍ଘ ୩ ଘଣ୍ଟା ପରିଶ୍ରମ ପରେ ଘରେ ପଶିଥିବା ଭାଲୁ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ରାଣୀଚଛରା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଭାଲୁଟି ପଶି ଯାଇଥିଲା  ଖବର ପାଇବା…

  • Saturday, 12 June 2021
ae28f2ad-1c27-424b-891f-c4f7c3428f8c
ଡକାୟତି ଉଦ୍ୟମ ବେଳେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ଅନେକ ଅପରାଧରେ ସମ୍ପୃକ୍ତି ଅଭିଯୋଗ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ ) : ପଣ୍ଡ ହେଲା ଡକାୟତି ଉଦ୍ୟମ । ସଂକ୍ରମଣ ସମୟରେ ଅମାନିଆଙ୍କୁ ସାବାଡ଼ କରିବାକୁ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କ୍ଷରାପଡ଼ିଲେ ଦୁର୍ଦ୍ଦାନ୍ତ ଅପରାଧୀ । ବଙ୍ଗୋମୁଣ୍ଡାରୁ ଟିଟିଲାଗଡ଼ ରାସ୍ତାରେ ପାଟ୍ରୋଲିଂ ସମୟରେ ଗୁରୁଣ୍ଡା-ଭୋଇପଡା ଗ୍ରାମ ମଝିରେ…

  • Wednesday, 19 May 2021
1
ଭୀଷଣ ଶବ୍ଦ କରି ଫାଟିଗଲା ଗାଁ ରାସ୍ତା, ଲୋକେ ଆତଙ୍କିତ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ଭୀଷଣ ଶବ୍ଦ କରି ଫାଟିଗଲା କଂକ୍ରିଟ ଢଳେଇ ରାସ୍ତା । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରଚଣ୍ଡ ଶବ୍ଦ ହୋଇ ଗାଁ ରାସ୍ତା ଫାଟି ଯାଇଛି , ଫଳରେ ଭୟରେ ସାରା ରାତି ଶୋଇ ପାରିନାହାନ୍ତି ଗାଁ…

  • Tuesday, 18 May 2021
gun
ବନ୍ଧୁକ ଦେଖାଇ ଦମ୍ପତିଙ୍କୁ ଲୁଟିଲେ ୩ ଡକାୟତ

ରଣପୁର : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ କୋଟଗଡ଼ ଘାଟିରେ ପୁଣି ଡକାୟତି । ୩ ଦୁର୍ବୃତ୍ତଙ୍କ ଦ୍ୱାରା ଡକାୟତିର ଶିକାର ହେଲେ ଦମ୍ପତି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅଧୀନ ଚମ୍ପାଇଲ ସାନବାଡ଼ ଗ୍ରାମର ସୁରେଶ କୁମାର…

  • Wednesday, 12 May 2021
Untitled-1
ଓଟିଭି ପ୍ରଭାବ : ଲାଞ୍ଚ କାରବାର ଧରାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ

ବଲାଙ୍ଗିର: ଓଟିଭି ଖବରର ପ୍ରଭାବ। ଲାଞ୍ଚ କାରବାର ଧରାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ। ପାଟଣାଗଡ଼ ଏଡିଏମ୍ଓ ବାଚସ୍ପତି ଦାସଙ୍କୁ ବଦଳି କରାଯାଇଥିବା ବେଳେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ଆଟେଣ୍ଡାଣ୍ଟ ଶଚିକାନ୍ତ ମିଶ୍ରଙ୍କୁ ସସ୍ପେଣ୍ଡ କରାଯାଇଛି। ଗୋଟିଏ ଅପରେସନ ପାଇଁ ବାଚସ୍ପତି ଦାସ…

  • Monday, 10 May 2021
JUNGLE FIRE
ପୁଣି ଜଳୁଛି ପ୍ରକୃତି : ମହାନଦୀ ତଟରେ ଥିବା ଜଙ୍ଗଲରେ ଲାଗିଲା ନିଆଁ

ନୟାଗଡ଼(ଆତ୍ତ୍ରତ୍ରାଣ ପ୍ରଧାନ): ପୁଣି ଜଙ୍ଗଲରେ ଲାଗିଲା ନିଆଁ। ନୟାଗଡ଼ ମହାନଦୀ ତଟରେ ଥିବା ଜଙ୍ଗଲରେ ଲାଗିଛି ନିଆଁ। ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ଗଣିଆ ବ୍ଳକ ରାସଙ୍ଗ ପଚାଂୟତର କାଦୁଆ ଓ ରାସଙ୍ଗ ଆମ୍ବତୋଟାର ପାର୍ଶ୍ବବର୍ତ୍ତୀ ଅଚଂଳ ଏବଂ ନିକଟସ୍ଥ ମହାନଦୀ…

  • Friday, 07 May 2021
h
ଗୁରୁତର ରୋଗୀଙ୍କ ପାଇଁ ଗ୍ରୀନ୍ କରିଡର ସେବା ଯୋଗାଇଦେଲା ପୋଲିସ୍‌

ଭୁବନେଶ୍ୱର: ଗୁରୁତର ରୋଗୀ ପରିବହନ ଲାଗି କମିଶନରେଟ୍ ପୋଲିସ ଯୋଗାଇ ଦେଲା ଗ୍ରୀନ୍ କରିଡର ସେବା। ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯାଉଥିବା ଜଣେ ଗୁରୁତର ରୋଗୀଙ୍କୁ ଆଜି ରାଜଧାନୀର ଆପୋଲୋ ହସ୍ପିଟାଲରୁ ଗ୍ରୀନ କରିଡର ସେବା ଭିତରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଯାଏଁ ନିଆଯାଇଥିଲା। ସେଠାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଚେନ୍ନାଇ ସ୍ଥାନାନ୍ତର କରାଯାଇଛି। ଚେନ୍ନାଇରେ ତାଙ୍କର ଅଙ୍ଗ ପ୍ରତିରୋପଣ କରାଯିବ। ଆଜି ଅପରାହ୍ଣ ୪ଟା ବେଳେ ଆପୋଲୋ ହସ୍ପିଟାଲରୁ ଆମ୍ବୁଲାନ୍ସଟି ବାହାରିଥିଲା। […]

  • Saturday, 17 October 2020
kandhamal
ନବଜାତ ଶିଶୁକୁ ବେଆଇନ ହସ୍ତାନ୍ତର, ଶିଶୁକୁ ଉଦ୍ଧାର କଲା ପ୍ରଶାସନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନବଜାତ ଶିଶୁକୁ ତା’ ବାପା ବେଆଇନ ଭାବେ ଅନ୍ୟ ଦମ୍ପତିଙ୍କୁ ହସ୍ତାନ୍ତର କରିଥିବାର ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନର ମିଳିତ ଟିମ ସେହି ଶିଶୁକୁ ଉଦ୍ଧାର କରିଛି। ଖଜୁରୀପଡ଼ା ଥାନାରେ ଚାଇଲ୍ଡ ଲାଇନ୍ ତରଫରୁ ଏକ ଏତଲା ଦିଆଯାଇଥିବା ବେଳେ ପୋଲିସ ତାର ତଦନ୍ତ କରୁଛି। ସୂଚନା ଅନୁସାରେ ଗତ ମାସ ୨୭ ତାରିଖରେ ବୁଡୁପଡ଼ାର ଜଗଦୀଶ ଦିଗାଲଙ୍କର ଏକ ପୁତ୍ର ସନ୍ତାନ ଜନ୍ମ […]

  • Thursday, 06 August 2020
Puri
ଜଗନ୍ନାଥଙ୍କ କ୍ଷେତ୍ରରେ ୫୦ ଫୁଟ୍‌ର ଅଳିଆ ଗଦା...ଗନ୍ଧରେ ଫାଟି ପଡୁଛି ପରିବେଶ

ରାତି ପାହିଲେ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି ଲକ୍ଷଲକ୍ଷ ଭକ୍ତ । ହେଲେ ୫୦ ଫୁଟର ଅଳିଆ ଗଦାକୁ ଦେଖି ସମସ୍ତେ ଟେକୁଛନ୍ତି ନାକ । ବାରମ୍ବାର ଗୁହାରି ପରେ ବି କିଛି ଶୁଣୁନି ପ୍ରଶାସନ...ଆଜିକାଲି କହି ଦିନ ଗଡାଉଛି କିନ୍ତୁ ଅଳିଆ ଉଠୁନି