• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

tina-am
ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସରେ ଅଭିନେତ୍ରୀ ଟିନା କଲେ ସ୍ୱତନ୍ତ୍ର ଟ୍ୱିଟ୍‌

ମୁମ୍ବାଇ: ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ। ପ୍ରତ୍ୟେକ ନଭେମ୍ବର ୧୯ ତାରିଖ ଦିନ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଏ। ପ୍ରଥମ ଥର ୨୦୦୭ ମସିହାରେ ଭାରତରେ ପୁରୁଷ ଦିବସ ପାଳନ କରାଯାଇଥିଲା। ପୁରୁଷଙ୍କ ଅଧିକାର ପାଇଁ ଲଢ଼ୁଥିବା ସଂସ୍ଥା ‘ସେଭ ଇଣ୍ଡିଆନ ଫ୍ୟାମିଲି’ ପ୍ରଥମଥର ପାଇଁ ଭାରତରେ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରିଥିଲା। ତେବେ ଆଜି ପୁରୁଷ ଦିବସ ଉପଲକ୍ଷେ ସୋଶାଲ୍‌ ମିଡିଆରେ ଶୁଭେଚ୍ଛା ବାର୍ତ୍ତା ସଂଖ୍ୟା କମ୍‌ ରହିଥିବା ବେଳେ […]

  • Thursday, 01 July 2021
akshay kumar
ୟୁଟ୍ୟୁବରଙ୍କ ନାଁରେ ୫୦୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା କଲେ ଅକ୍ଷୟ

ମୁମ୍ବାଇ: ଜଣେ ୟୁଟ୍ୟୁବରଙ୍କ ନାଁରେ ୫ ଶହ କୋଟି ଟଙ୍କାର ମାନହାନୀ ନୋଟିସ୍‌ ଜାରି କରିଛନ୍ତି ବଲିଉଡ୍‌ର ଖିଲାଡି ଷ୍ଟାର ଅକ୍ଷୟ କୁମାର। ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ତାଙ୍କ ବିରୋଧରେ ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ ଆଣିବା ନେଇ ବିହାରର ୟୁଟ୍ୟୁବର ରସିଦ୍ ସିଦ୍ଦିକିଙ୍କ ନିକଟକୁ ଏହି ନୋଟିସ୍ ପଠାଇଛନ୍ତି ଅକ୍ଷୟ କୁମାର। ଅକ୍ଷୟଙ୍କ ବିରୋଧରେ ମିଛ କହିବା, ତାଙ୍କ ଛବିକୁ ମଳିନ କରିବା ଅଭିଯୋଗରେ ଏହି ନୋଟିସ୍ ପଠାଯାଇଛି। ରସିଦ୍‌ ଜଣେ ସିଭିଲ୍‌‌ ଇଞ୍ଜିନିୟର […]

  • Thursday, 01 July 2021